Latest Odisha News

BREAKING NEWS

Browsing Category

ବାଣିଜ୍ୟ

ଓପୋ ୱାଚ୍ ଜୁଲାଇ ମାସରେ ଭାରତରେ ଲଞ୍ଚ ହେବ, ଜାଣନ୍ତୁ ଜାଣନ୍ତୁ ମୂଲ୍ୟ ଏବଂ ଫିଚର୍ସ

ନୂଆଦିଲ୍ଲୀ: ଚାଇନିଜ୍ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଓପୋ ଜୁଲାଇ ମାସରେ ଓପୋ ୱାଚ୍ ଲଞ୍ଚ କରିପାରେ। ଓପୋ ରେନୋ ୪ପ୍ରୋ ସହିତ ଏହି ଘଣ୍ଟା ପ୍ରଦାନ କରାଯିବ। ଜୁଲାଇ ତୃତୀୟ ସପ୍ତାହରେ ଭାରତରେ ଓପୋ ରେନୋ ସିରିଜ୍ ଲଞ୍ଚ କରାଯିବାର ଅଛି । ଗତ ମାର୍ଚ୍ଚରେ ଓପୋ ଫାଇଣ୍ଡ ଏକ୍ସ୨…

ଦେଶର ଦୁଇଟି ବୃହତ ଅଟୋ କମ୍ପାନୀ ମାରୁତି ଏବଂ ହୁଣ୍ଡାଇ ୫ଟି ନୂଆ କାର ଆଣୁଛନ୍ତି, ଆସନ୍ତୁ ଜାଣିବା ସେମାନଙ୍କର ଫିଚର୍ସ

ନୂଆଦିଲ୍ଲୀ: ଦେଶର ବୃହତ୍ତମ କାର ନିର୍ମାତା ମାରୁତି ସୁଜୁକି ଏବଂ ତା’ପରେ ଦୁଇ ନମ୍ବର ଥିବା ହୁଣ୍ଡାଇ ମୋଟର୍ସ ଭାରତୀୟ କାର ବଜାରରେ ପରସ୍ପରକୁ କଡ଼ା ପ୍ରତିଯୋଗିତା ଦେଇଥାଏ। ଉଭୟ କମ୍ପାନୀ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ବଜାରରେ ଅନେକ ନୂତନ ମଡେଲ କାର ଉପସ୍ଥାପନ କରିବାକୁ ଯାଉଛନ୍ତି ।…

ଚାଇନିଜ୍ ଆପ୍ସରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ମିଳିବ ଦେଶୀ ଆପ୍ସରେ ଚାକିରୀ

ନୂଆଦିଲ୍ଲୀ: ବିଭିନ୍ନ ଚାଇନିଜ୍ ଆପ୍ସରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଖୁସି ଖବର | ଦେଶୀ ଆପ୍ସରେ ଚାକିରୀ ପାଇଁ ବହୁତ ସଂଖ୍ୟାରେ କର୍ମଚାରୀ ଆବଶ୍ୟକ ହେବ | ଏହି ଦେଶୀ ଆପ୍ସ ଗୁଡିକ ସେହି କର୍ମଚାରୀଙ୍କ ଉପରେ ଫୋକସ କରୁଛି ଯେଉଁମାନଙ୍କର ଚାଇନିଜ୍ ଆପ୍ସରେ କାମକରିବାର ଭଲ ଅନୁଭବ…

ଭାରତରେ ବଡ଼ ନିବେଶ କରିବା ସହିତ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି ଜୁମ ଆପ

ନୂଆଦିଲ୍ଲୀ: ଲୋକପ୍ରିୟ ଭିଡିଓ କନଫରେନ୍ସିଂ ଆପ୍ ଜୁମ୍ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଏକ ମହତ୍ୱପୂର୍ଣ୍ଣ ବିନିଯୋଗ ଏବଂ ନିଯୁକ୍ତି କରିବାକୁ ଯୋଜନା କରୁଛି ବୋଲି କମ୍ପାନୀର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ସୂଚନା ଦେଇଛନ୍ତି। ଜୁମ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବିଲିୟନାରି…

ଚାଇନିଜ କମ୍ପାନୀ ଗୁଡିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ କମ୍ପାନୀ

ନୂଆଦିଲ୍ଲୀ: ଭାରତୀୟ ମୋବାଇଲ୍ ଫୋନ୍ ନିର୍ମାତା ମାଇକ୍ରୋମାକ୍ସର ପ୍ରତିଷ୍ଠାତା ରାହୁଲ ଶର୍ମା ଫୋନ୍ ଲଞ୍ଚ ଏତେ ଉତ୍ସାହିତ ଥିଲେ ଯେ ସେ ଫୋନ୍ ଲଞ୍ଚରେ ବାରମ୍ବାର ଦୋହରାଇଥିଲେ ଯେ ୧୦୦ ମିଲିୟନ୍ ଫୋନ୍ ବିକ୍ରୟ ପାଇଁ ତାଙ୍କୁ କେବଳ ପାଞ୍ଚଟି ଦେଶ ଆବଶ୍ୟକ ଥିଲା। ଏହି ବିଶ୍ୱାସ ପଛରେ ଏକ କାରଣ…

ଭାରତରେ ଲଞ୍ଚ ହେଲା ବେନେଲି ଇମ୍ପେରିଏଲ୍ ୪୦୦ ବିଏସ୬ ମୋଟରସାଇକେଲ: ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ: ବେନେଲି ଇଣ୍ଡିଆ ବିଏସ୬ ମାନକ ସହିତ ଭାରତରେ ଏହାର ଆଧୁନିକ କ୍ଲାସିକ୍ ମୋଟରସାଇକେଲ୍ ବେନେଲି ଇମ୍ପେରିଏଲ୍ ୪୦୦ ଲଞ୍ଚ କରିଛି। କମ୍ପାନୀ ଏହାର ମୂଲ୍ୟ ୧.୯୯ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍) ରଖିଛି। ଏହା ବିଏସ୪ ମଡେଲ ତୁଳନାରେ ୨୦,୦୦୦ ଟଙ୍କା ଅଧିକ ମହଙ୍ଗା…

ୟେସ ବ୍ୟାଙ୍କ କେସ୍: ରାଣା କାପୁର, ୱାଧାନ୍ସଙ୍କ ୨୫୦୦ କୋଟି ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀ:ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ସମ୍ପତ୍ତି ସହିତ ଦିଓ୍ୱାନ ହାଉସିଂ ଫାଇାନନ୍ସ ଲିମିଟେଡର ପ୍ରମୋଟର୍ସ କପିଲ ଏବଂ ଧିରଜ ଓ୍ୱଧାଓ୍ୱନଙ୍କ ୨୫୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୟେସ ବ୍ୟାଙ୍କ ମାମଲାରେ ଏହି ତିନି ଜଣ ଅଭିଯୁକ୍ତ…

ହିରୋ ସାଇକେଲ ଚୀନ ସହ ୯୦୦ କୋଟି ଟଙ୍କାର ବ୍ୟାପାର ରଦ୍ଦ କଲା

ନୂଆଦିଲ୍ଲୀ: ଭାରତରେ ଚୀନ ସାମଗ୍ରୀ ବହିଷ୍ମାର ଜୋର ଧରିଛି । ସରକାର କେତେକ ପଦକ୍ଷେପ ନେବା ପରେ ଏବେ ବିଭିନ୍ନ କମ୍ପାନୀ ଏଥିନେଇ ଆଗକୁ ଆସିଛନ୍ତି । ହିରୋ ସାଇକେଲ ଚୀନ କମ୍ପାନୀ ସହ କରିଥିବା ୯୦୦ କୋଟି ଟଙ୍କାର ବ୍ୟବସାୟକୁ ରଦ୍ଦ କରିଛି । ନିକଟରେ କମ୍ପାନୀ କେନ୍ଦ୍ର ସରକାରଙ୍କୁ ୧୦୦ କୋଟି…

ଲଗାତାର ୨୨ ଦିନ ବୃଦ୍ଧି ପାଇବା ପରେ ଆଜି ସ୍ଥିର ରହିଛି ତୈଳ ଦର: କେତେ ରହିଛି ଆଜିର ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ:ଦେଶରେ ଲଗାତାର ୨୨ ଦିନ ଧରି ତୈଳ ଦର ବଢିବା ପରେ ଆଜି ସ୍ଥିର ରହିଛି । କରୋନା ସଙ୍କଟ ମଧ୍ୟରେ ଖାଉଟିଙ୍କ ଚିନ୍ତା ବଢ଼ାଉଛି ବର୍ଦ୍ଧିତ ତୈଳ ଦର । ଲଗାତାର ୨୧ ଦିନ ବୃଦ୍ଧି ପରେ ରବିବାର ଦିନ ମଧ୍ୟ ଏହା ସ୍ଥିର ରହିଥିଲା । ନୂଆଦିଲ୍ଲୀରେ ଆଜି ପେଟ୍ରୋଲ ଦର ୮୦.୪୩ ଟଙ୍କା ରହିଥିବା…

ଫେବୃଆରୀରେ ଓଡ଼ିଶାରେ ୨.୪୩ ଲକ୍ଷ ନୂଆ ଗ୍ରାହକ ଯୋଡିଛି ଜିଓ: ଟ୍ରାଇ

ଭୁବନେଶ୍ୱର: ଓଡ଼ିଶା ବଜାରରେ ରିଲାଏନ୍ସ ଜିଓ ରାଜ୍ୟର ସବୁଠୁ ପସନ୍ଦର ମୋବାଇଲ ଓ ଡିଜିଟାଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇରହିଛି । ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟ ଅନୁଯାୟୀ, ୨୦୨୦ ଫେବୃଆରୀରେ ରିଲାଏନ୍ସ ଜିଓ ଓଡ଼ିଶାରେ…