Latest Odisha News

BREAKING NEWS

Browsing Category

ବିଶେଷ

ରାଜସ୍ଥାନ ବିକାନେରର ସବୁଠୁ ବଡ ରୁଟି : କିଏ ପ୍ରସ୍ତୁତ କରନ୍ତି , ଏହାର ମୂଲ୍ୟ କେତେ ଆସନ୍ତୁ ଜାଣିବା…

ରାଜସ୍ଥାନ: ଆମେ ଆମ ଜୀବନରେ ବିଭିନ୍ନ ପ୍ରକାରର ରୁଟି ଦେଖିଥାଉ  । କେଉଁଠାରେ ରୁଟି ଟିକେ ମୋଟା ଥାଏ ତ ଆଉ କେଉଁଠାରେ ପତଲା  । କେଉଁଠି ରୁଟିର ସାଇଜ୍ ଟିକିଏ ଛୋଟ ଥାଏ ତ ଆଉ କେଉଁଠି ବଡ ଆକାରର ରହିଥାଏ  । କିନ୍ତୁ ଆଜି ଆମେ ରାଜସ୍ଥାନରର ବିକାନେରରେ ବନାଯାଉଥିବା ସବୁଠାରୁ ବଡ ରୁଟି…

ଆପଣ ଫାଇଭ୍ ଷ୍ଟାର୍ ଏବଂ ସେଭେନ୍ ଷ୍ଟାର୍ ହୋଟେଲ ମଧ୍ୟରେ ପାର୍ଥକ୍ୟ ଜାଣନ୍ତି କି? ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ ,…

ନୂଆଦିଲ୍ଲୀ : ଭ୍ରମଣ କରିବାକୁ ପ୍ରାୟ ଲୋକ ପସନ୍ଦ କରିଥାନ୍ତି  । ଭ୍ରମଣ କରିବା ସମୟରେ ଆମେ ହୋଟେଲରେ ରହିଥାଉ  । କେହି କେହି ରହିବାକୁ ୫ ଷ୍ଟାର୍ ହୋଟେଲ ପସନ୍ଦ କରନ୍ତି ତ ଆଉ କେହି କେହି ରହିବା ପାଇଁ ୭ ଷ୍ଟାର୍ ହୋଟେଲକୁ ବାଛିଥାନ୍ତି  । କିନ୍ତୁ କେବେ ଭାବିଛନ୍ତି କି ୫ ଷ୍ଟାର୍ ଏବଂ…

ବିଶ୍ବର ସବୁଠାରୁ ବଡ ହିନ୍ଦୁ ମନ୍ଦିର, କେଉଁଠାରେ ରହିଛି ଆସନ୍ତୁ ଜାଣିବା…

ମୁମ୍ବାଇ : ଭାରତ ହେଉଛି ଏକ ଧର୍ମ ପରାୟଣ ଦେଶ । ଏଠାରେ ଅନେକ ଛୋଟ ବଡ ମନ୍ଦିର ରହିଛି  ।  କିଛି ମନ୍ଦିର ତାର ପ୍ରାକୃତିକ କଳାନୌପଣ୍ୟ ଯୋଗୁଁ ପରିଚିତ ତ ଆଉ କିଛି ମନ୍ଦିର ତାର ଆକାର ଯୋଗୁଁ ।  ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ ।  କିନ୍ତୁ ଆପଣ ଜାଣନ୍ତି କି ବିଶ୍ବର ସବୁଠାରୁ…

ଭାରତୀୟ ଡାକ ଦିବସ: ଆଜିର ଇଣ୍ଟରନେଟ ଯୁଗରେ ଚିଠିର ସ୍ମୃତି ସର୍ବଦା ସଜ୍ଜଳ

ଭୁବନେଶ୍ଵର: ଆଜିର ହ୍ଵାଟ୍ସଆପ ଓ ଇମେଲ ଯୁଗରେ ହାତଲେଖା ଚିଠି ଆମର ନବପିଢ଼ିଙ୍କ ପାଇଁ ଯଦିଓ ଏକ ଅତୀତ ହୋଇପାରେ, କିନ୍ତୁ ତାହାର ସ୍ମୃତି ସର୍ବଦା ସଜ୍ଜଳ । ଚିଠିରେ ବାର୍ତ୍ତା ପହଁଚିବା ପାଇଁ ଯଦିଓ ବେଶ କିଛି ସମୟ ଲାଗୁଥିଲା, କିନ୍ତୁ ଚିଠି ଲେଖୁଥିବା ଲୋକ ଆଉ ପଢ଼ୁଥିବା ଲୋକର ଭାବଗତ…

ଗୋପବନ୍ଧୁ ଜୟନ୍ତୀ : ନିଃସ୍ବାର୍ଥ ସେବାର ମୂର୍ତ୍ତିମନ୍ତ ବିଗ୍ରହ ଉତ୍କଳମଣୀ

“ମିଶୁ ମୋର ଦେହ ଏ’ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ପିଠିରେ, ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଢ଼ ପୁରୁ ତହିଁ ପଡି ମୋର ମାଂସ ହାଡ଼” – ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଭୁବନେଶ୍ଵର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜନ୍ମଜୟନ୍ତୀ । ଦିନଦରିଦ୍ରଙ୍କ ସେବାରେ ନିଜ…

ଅନନ୍ୟ ଗୁରୁକୂଳ ସ୍କୁଲ: ଘଞ୍ଚ ଜଙ୍ଗଲରେ ପିଲାଙ୍କୁ ଦିଆଯାଉଛି ଶିକ୍ଷାଦାନ…

ବିହାର : ବିହାର ଗୟା ଅଞ୍ଚଳରେ ରହିଛି ଅନନ୍ୟ ଗୁରୁକୁଲ ସ୍କୁଲ  । ଏଠାରେ ପିଲାମାନେ ଛାତ ଘରେ ପାଠ ପଢୁନାହାନ୍ତି । ଏଠାରେ ଘଞ୍ଚ ଜଙ୍ଗଲରେ ପିଲା ମାନଙ୍କୁ ଶିକ୍ଷା ଦିଆଯାଉଛି  । କେବଳ ଶିକ୍ଷା ନୁହେଁ  ଗଛ ଲଗାଇବା , ରୋଷେଇ କରିବା , ଚାଷଜମିରେ କାମ କରିବା ଏବଂ ମ୍ୟାଟ୍ ତିଆରି କରିବା ନେଇ…

ଏହି ଗାଁକୁ ପୁରୁଷଙ୍କୁ ଆସିବା ମନା: କାରଣ ଜାଣିଲେ ଆପଣ ବି ହୋଇଯିବେ ତାଜୁବ୍

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଅଧିକାର ବିଷୟରେ ଆଲୋଚନା ହୁଏ  ।  ହେଲେ ଆଜି ମଧ୍ୟ ମହିଳାମାନେ ସେମାନଙ୍କର ଅଧିକାର ପାଇଁ ସଂଗ୍ରାମ କରୁଛନ୍ତି  । ମହିଳାମାନେ ପୁରୁଷ-ପ୍ରାଧାନ୍ୟ ସମାଜରୁ ସ୍ୱାଧୀନତା ପାଇବା ପାଇଁ ସମସ୍ତ ପ୍ରୟାସ କରନ୍ତି  । ଯାହାଦ୍ବାରା…

ମନେ ପଡନ୍ତି ବାଜି: ଆଜି ଦେଶର ସର୍ବକନିଷ୍ଠ ସ୍ୱାଧିନତା ସଂଗ୍ରାମୀ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ

ଢେଙ୍କାନାଳ: ସେ କେଉଁ ରାଜାଙ୍କ ସେନାପତି ନଥିଲେ କି କେଉଁ ପରାକ୍ରମୀ ଯୋଦ୍ଧା ମଧ୍ୟ ନଥିଲେ । ସେ ଜଣେ ମାଟି ମାକୁ ଭଲ ପାଉଥିବା ସାଧାରଣ ପିଲାଟିଏ । ବୟସ ମାତ୍ର ୧୨ ବର୍ଷ । ଅନ୍ଧାରୀ ମୂଲକର ଅମୁହାଁ ଦେଉଳ ଭିତରେ ସେ ଥିଲେ ଲକ୍ଷ ଲକ୍ଷ ଦୀପ ଶିଖାର ଉତ୍ସ । ଯାହାଙ୍କ ଛୋଟ ଧମନୀର ଥିଲା ବିରାଟ…

ଅଭୁତ ଜନଜାତିଙ୍କ ଅଜବ ପରମ୍ପରା: ଶୁଣିଲେ ଟାଙ୍କୁରି ଉଠିବ ଲୋମ…

ନୂଆଦିଲ୍ଲୀ : ଦୁନିଆ ହୁଏତ ବହୁତ ଅଗ୍ରଗତି କରିଥାଇପାରେ ।  କିନ୍ତୁ ଆଜି ବି ଅନେକ ଜନଜାତି ଅଛନ୍ତି,  ଯେଉଁମାନେ ନିଜ ଜୀବନକୁ ପାରମ୍ପରିକ ଉପାୟରେ ବଞ୍ଚନ୍ତି ।  ସେମାନଙ୍କର ସଂସ୍କୃତି ଏତେ ଅଦ୍ଭୁତ ଏବଂ ଅନନ୍ୟ , ଯେ ବେଳେବେଳେ ଏହା ବିଶ୍ବାସ କରିବା କଷ୍ଟକର ହୋଇପଡେ  । ଏପରି ଏକ ଜନଜାତି…

ଏହି ମହାନାୟକଙ୍କ କଥାରେ ଗୋଟିଏ ଓଳି ଖାଦ୍ୟ ଛାଡିଥିଲେ ଦେଶବାସୀ, ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ଆଜି ଅର୍ଥାତ୍ ଅକ୍ଟୋବର ୨ ତାରିଖରେ ଭାରତ ମାଆ ପାଇଥିଲା ୨ଟି ମହାନ ବ୍ୟକ୍ତିତ୍ୱ । ଏହି ଦିନ ଜନ୍ମ ଗ୍ରହଣ କରିଥିଲେ ଦେଶର ଜାତୀୟ ପିତା ମହାତ୍ମା ଗାନ୍ଧୀ ଓ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ । ଗୋଟିଏ ଦିନରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜନ୍ମ । ଦେଶର…