Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜେଲରେ ବିତିବ ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜୀବନ, ମିଳିଲା ୧୪ ବର୍ଷର ଦଣ୍ଡାଦେଶ

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଅଲ-କାଦିର ଟ୍ରଷ୍ଟ ମାମଲାରେ ପାକିସ୍ତାନ କୋର୍ଟ ତାଙ୍କୁ ୧୪ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ଏହି ମାମଲାରେ ତାଙ୍କ ପତ୍ନୀ ବୁଶରା ବିବି ମଧ୍ଯ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କୁ…

ଲଞ୍ଚର କିଛି ସମୟ ପରେ ଫାଟିଲା ସ୍ପେସଏକ୍ସର ଷ୍ଟାରସିପ୍

ଟେକ୍ସାସ: ଲଞ୍ଚର କିଛି ସମୟ ପରେ ରକେଟରେ ବିସ୍ଫୋରଣ। ବିଶ୍ୱର ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ରକେଟ୍ 'ଷ୍ଟାରସିପ୍' ଆମେରିକାର ଟେକ୍ସାସରୁ ଉତକ୍ଷେପଣ କରାଯାଇଥିଲା। ଆକାଶରେ ପହଞ୍ଚିବାର ମାତ୍ର କିଛି ମିନିଟ୍ ପରେ ଏଥିରେ ବିସ୍ଫୋରଣ ଘଟିଥିଲା। ସୂଚନା ଅନୁଯାୟୀ, ଉତକ୍ଷେପଣର ମାତ୍ର କିଛି…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ମୃତ ଏକାଧିକ ଆହତ

ଅମରାବତୀ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟିପରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୪ ମୃତ ଏକାଧିକ ଆହତ । ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାର ଗଙ୍ଗାସାଗରାମ ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…

ଅଭିନେତା ଆକ୍ରମଣ ଘଟଣା, ମୁହଁ ଖୋଲିଲେ କରୀନା, କହିଲେ ଗୁଜବ ଠୁ….

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସୈଫ ଅଲି ଖାନଙ୍କୁ ଆକ୍ରମଣ ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ କଡା ସିକ୍ୟୁରିଟି ଭିତରେ ମଧ୍ୟ ଘର ଭିତରକୁ ପ୍ରବେଶ କରି ଦୁର୍ବୃତ୍ତ ଜଣଙ୍କ ଅଭିନେତାଙ୍କ ଉପରେ ଆକ୍ରମଣ କରିବା ଘଟଣା ଏବେ ଅଞ୍ଚଳର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ…

ଜଲ୍ଲିକାଟୁ ପ୍ରତିଯୋଗିତା, ୭ ମୃତ, ୪୦୦ରୁ ଉର୍ଦ୍ଧ୍ଵ ଆହତ

ତାମିଲନାଡୁ: ଜଲ୍ଲିକାଟୁ ପ୍ରତିଯୋଗିତାରେ ଅଘଟଣ । ବିଭିନ୍ନ କାରଣରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଉର୍ଦ୍ଧ୍ଵ ଆହତ । ତାମିଲନାଡୁରୁ ସାମ୍ନାକୁ ଆସିଛି ଏହି ଦୁଃଖଦ ଖବର । ପ୍ରତିଯୋଗିତାରେ ୬ ଜଣ ଦର୍ଶକଙ୍କ ସହ ଜଣେ ପ୍ରତିଯୋଗୀଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା । ମୃତାହତମାନେ…

ସାମ୍ନାକୁ ଆସିଲା ସୈଫଙ୍କ ଘରେ ପଶିଥିବା ଦୁର୍ବୃତ୍ତର ଚେହେରା

ମୁମ୍ବାଇ: ଗତକାଲି ବିଳମ୍ବିତ ରାତ୍ରୀରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ ହୋଇଥିବା ଘଟଣା ସମଗ୍ର ଅଞ୍ଚଳରେ ଚହଳ ସୃଷ୍ଟି କରିଥିଲା । ମୁମ୍ବାଇ ସ୍ଥିତ ନିଜ ଘରେ ସୈଫଙ୍କୁ ଛୁରାମାଡ଼ କରିଥିଲେ ଜଣେ ଦୁର୍ବୃତ୍ତ । ଛୁରା ମାଡ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଜଣଙ୍କ ଫେରାର…

କାହିଁକି ପ୍ରଥମେ ସାହୀ ସ୍ନାନ କରନ୍ତି ନାଗା ସାଧୁ?

ନୂଆଦିଲ୍ଲୀ:  କାହିଁକି ପ୍ରଥମେ ସାହୀ ସ୍ନାନ କରନ୍ତି ନାଗା ସାଧୁ ପ୍ରୟାଗରାଜରେ ୪୫ ଦିନିଆ ମହାକୁମ୍ଭର ଚତୁର୍ଥ ଦିନରେ ବୁଡ ପକାଇଛନ୍ତି ଶ୍ରଦ୍ଧାଳୁ। ଏହି ଧାର୍ମିକ ଉତ୍ସବରେ ୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ଭାଗ ନେଇଛନ୍ତି। ତୃତୀୟ ସାହି ସ୍ନାନରେ ପ୍ରାୟ ୧୦ କୋଟି ଶ୍ରଦ୍ଧାଳୁ ପ୍ରୟଗରାଜରେ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ

ସୁକମା: ଛତିଶଗଡରେ ସୁରକ୍ଷାବଳଙ୍କୁ ବଡ ସଫଳତା । ଏନକାଉଣ୍ଟରରେ ସଫା ହେଲେ ୧୨ ମାଓବାଦୀ । ବିଜାପୁର ଓ ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ତରଫରୁ ପ୍ରଥମେ ଗୁଳିବିନିମୟ ହୋଇଥିଲା । ଯାହାର ପାଲଟା ଯବାବ ଦେଇଥିଲେ ସୁରକ୍ଷାବଳ । ଯେଉଁଥିରେ ଟଳିଛନ୍ତି ୧୨…

ସୈନ୍ୟ ବଳରେ ଋଷର ସମକକ୍ଷ ହେଲା ଚୀନ, ଟପ୍ ୧୦ରୁ ପାକିସ୍ତାନ ବାହାର, ଭାରତ ଆହୁରି ହେଲା ମଜବୁତ

ନୂଆଦିଲ୍ଲୀ : ବିଶ୍ୱରେ ବିଭିନ୍ନ ଦେଶର ସୈନ୍ୟ ବଳ ଉପରେ ନଜର ରଖୁଥିବା ସଂସ୍ଥା ଗ୍ଲୋବାଲ ଫାୟରପାୱର 2025ରେ ପୁଣି ଏକ ତାଲିକା ଜାରି କରିଛି। ଏଥିର 60 ଟି ଦେଶର ସୈନ୍ୟ ବଳ ତାଲିକା ଜାରି କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଆମେରିକା ନିକଟରେ ବର୍ତ୍ତମାନ ସମୟରେ ସବୁଠାରୁ ଅଧିକ ସୈନ୍ୟ ବଳ…

କୋଇଲା ଦୁର୍ନୀତି ମାମଲାର ଶୁଣାଣିରେ ନିଜକୁ ଦୂରେଇ ରଖିଲେ ବିଚାରପତି ବିଶ୍ୱନାଥନ, ଏଥିପାଇଁ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାର ଶୁଣାଣିରେ ନିଜକୁ ଦୂରେଇ ରଖିଲେ ସୁପ୍ରିମକୋର୍ଟ ବିଚାରପତି ବିଶ୍ୱନାଥନ। ସେ କହିଛନ୍ତି ଏହା ପୂର୍ବରୁ ଓକିଲ ଭାବେ ଏହି ମାମଲାରେ କୋର୍ଟରେ ହାଜର ହୋଇଥିଲି, ଏଥିପାଇଁ ଏହି ମାମଲାର ଶୁଣାଣିରେ ମୁଁ ଭାଗ ନେଇ ପାରିବି ନାହିଁ। ଅବୈଧ କୋଇଲା ବ୍ଲକ ଆବଣ୍ଟନ ସହ…