Home ଦେଶ ବିଦେଶ ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡ

Uttarakhand

କିଏ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ସତପାଲ ମହାରାଜ

ଡେରାଡୁନ୍: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂହ ରାଓ୍ୱତଙ୍କ ଇସ୍ତଫା ଦେଇଛନ୍ତି । କିଏ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ବହୁ ନେତାଙ୍କ ନାଁ ଆସୁଛି । ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ଅଛି । ତେଣୁ ଏବେ ବାହାରୁ...

୧୧୫ ଦିନର CM: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଲେ ତୀରଥ ସିଂହ ରାଓ୍ୱତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତୀରଥ ସିଂହ ରାଓ୍ୱତ । ମାତ୍ର ୧୧୫ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି । ଗତକାଲି ରାତି ୧୧ଟା ବେଳେ ସେ ରାଜ୍ୟପାଳ ବେବି ରାଣୀ ମୌର୍ୟ୍ୟଙ୍କୁ ନିଜ ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି ।...

ପାରାସୁଟରରୁ ରାସ୍ତାକଡ଼ ବ୍ୟବସାୟୀ

ଡ଼େରାଡୁନ୍ : ଦିନ ଥିଲା ସେ ଆମ ଦେଶ ପାଇଁ ପାଲଟିଥିଲେ ଗର୍ବ । ହେଲେ ଆଜି ଅର୍ଥ ଅଭାବ ବସାଇ ଦେଇଛି ରାସ୍ତାକଡରେ । ସୁନା ପଦକ ଭେଟି ଦେଉଥିବା ପାରା ସୁଟର ଦିଲରାଜ କୌର ଆଜି ରାସ୍ତାକଡରେ ବଂଚିବାର ରାହା...

ଭାସୁଛି ମୃତ ଦେହ, ଝୁଣି ଖାଉଛି କୁକୁର

ଉତ୍ତରପ୍ରଦେଶ : ନଦୀ କୂଳରେ ଲୋମ ଟାଙ୍କୁରା ଦୃଶ୍ୟ । ନଦୀରେ ଭାସୁଛି ମୃତ ଦେହ । ଆଉ ତାକୁ ଝୁଣି ଖାଉଛନ୍ତି କୁକୁର । ଏହିଭଳି ଦୟନୀୟ ଚିତ୍ର ଉତ୍ତରପ୍ରଦେଶ କେଦାରଘାଟର ନଦୀ କୂଳରେ ଦେଖିବାକୁ ମିଳିଛି । ଏହି ଦୃଶ୍ୟ...

ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା

ଦିଲ୍ଲୀ: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେବା ସହ ରେଡ୍ ଆଲର୍ଟ ଜାରି ହୋଇଛି । ଗୁରୁବାର ସଂଧ୍ୟାରେ ବାଦଲ ଫଟା ବର୍ଷାରେ ବହୁ ଲୋକ ଭାସି ଯାଇଛନ୍ତି । ଏଯାଏଁ ୪ ଜଣଙ୍କର ପତ୍ତା ମିଳୁନଥିବା ବେଳେ ଜଣକର ମୃତଦେହ ଉଦ୍ଧାର କରାଯାଇଛି...

ମେ ୧୪ରେ ଖୋଲିବ ଯମୁନୋତ୍ରୀ ଧାମର ଦ୍ୱାର 

ଉତ୍ତରାଖଣ୍ଡ: ମେ ୧୪ରେ ଖୋଲିବ ଯମୁନୋତ୍ରୀ ଧାମର ଦ୍ୱାର । ଗତକାଲି ଦେବୀ ଯମୁନାଙ୍କ ଜନ୍ମଦିନ ଅବସରରେ, ତୀର୍ଥ ପୁରୋହିତଙ୍କ ଦ୍ୱାରା ଯମୁନୋତ୍ରୀ ଧାମର କବାଟ ଖୋଲିବାର ଶୁଭ ମୁହୂର୍ତ୍ତ ସ୍ଥିର କରାଯାଇଛି । ଅକ୍ଷୟ ତୃତୀୟାରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯିବ...

ହରିଦ୍ୱାର ‘ହର୍ କି ପୋୖଡି’ରେ ଶାହୀ ସ୍ନାନ ଜାରି, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ସାଧୁଙ୍କ ସମାଗମ, କରୋନା...

ହରିଦ୍ୱାର: ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭ ମେଳା ଅବସରରେ ‘ହର୍ କି ପୋୖଡି’ରେ ଶାହୀ ସ୍ନାନ ଜାରି ରହିଛି । ଏଥିପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ କରୋନା ମହାମାରୀକୁ ଖାତିର ନ କରି ହରିଦ୍ୱାରରେ ପହଞ୍ଚିଛନ୍ତି । ଆଜି ହରିଦ୍ୱାର କୁମ୍ଭରେ ସୋମବତୀ ଅମାବାସ୍ୟାର...

ଏଥର ମାର୍ଚ୍ଚ ୧୧ ତାରିଖ ଶିବରାତ୍ରି ଦିନ କୁମ୍ଭର ପ୍ରଥମ ଶାହୀ ସ୍ନାନ 

ହରିଦ୍ୱାର: ଏଥର ମାର୍ଚ୍ଚ ୧୧ ତାରିଖ ଶିବରାତ୍ରି ଦିନ କୁମ୍ଭର ପ୍ରଥମ ଶାହୀ ସ୍ନାନ ହେବ। ତୃତୀୟ ଶାହୀ ସ୍ନାନ ଏପ୍ରିଲ ୧୪ ମେଷ ସଂକ୍ରାନ୍ତିରେ ହେବ। କରୋନା ଯୋଗୁଁ ଏଥର କୁମ୍ଭ ମେଳାରେ ଅନେକ କଟକଣା ଲାଗୁ କରାଯାଇଛି। ଏଥର କୁମ୍ଭ...

ଉତ୍ତରାଖଣ୍ଡ ଋଷିଗଙ୍ଗା ମୁହାଣକୁ ଚଉଡା କଲେ ବିଶେଷଜ୍ଞଙ୍କ ଟିମ୍

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିରେ ପ୍ରକୃତିର ତାଣ୍ଡବ ପରେ ପୁଣିଥରେ ଆଉ ଏକ ବିପଦ ନେଇ ଆଶଙ୍କା କରାଯାଉଛି । ୩୦ ଜଣିଆ ଏକ୍ସପର୍ଟଙ୍କ ଏକ ଟିମ ଋଷିଗଙ୍ଗା ନଦୀର ମୁହାଣକୁ ପାଖାପାଖି ୧୫ ଫୁଟ ଚଉଡା କରିଛନ୍ତି ।  ଏହି ଟିମରେ ଭାରତୀୟ ଭୁବୈଜ୍ଞାନିକ...

ଏଥର କୁମ୍ଭମେଳାରେ ହଜିବେନି ଲୋକେ: ପୋଲିସର ନୂଆ ଯୋଜନା

ହରିଦ୍ୱାର: ପ୍ରସିଦ୍ଧ କୁମ୍ଭମେଳାରେ ପ୍ରବଳ ଭିଡ ଯୋଗୁଁ ଲୋକେ ନିଜ ପରିବାରଠୁ ବିଛିନ୍ନ ହୋଇଯାଆନ୍ତି ଓ ବର୍ଷ ବର୍ଷ ଧରି ନିଜ ପରିବାରକୁ ଭେଟି ପାରନ୍ତିନି । କିନ୍ତୁ ଏଥର କୁମ୍ଭମେଳାରେ ଏମିତି ହେବନି । ଏଥର କୁମ୍ଭମେଳା ପାଇଁ ପୋଲିସ ନୂଆ...

ସାହିତ୍ୟ