Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ତ୍ରିବେଣୀ ସଂଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ବୁଡ଼ ପକାଇଲେ ଦ୍ରୌପଦୀ ମୁର୍ମୁ। ବୁଡ଼ ପକାଇବା ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କଲେ ରାଷ୍ଟ୍ରପତି। ତେବେ ଆଜି ପ୍ରୟାଗରାଜରେ ସ୍ବତନ୍ତ୍ର…

ପ୍ରସିଦ୍ଧ ତିରୁପତି ମନ୍ଦିର ଲଢୁ ବିବାଦ: ୪ ଜଣଙ୍କୁ ଗିରଫ କଲା ସିବିଆଇ

ଅମରାବତୀ: ପ୍ରସିଦ୍ଧ ତିରୁପତି ମନ୍ଦିର ଲଢୁ ବିବାଦରେ ସିବିଆଇ ୪ଜଣଙ୍କୁ ଗିରଫ କରିଛି। ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଭକ୍ତମାନଙ୍କୁ ପ୍ରସାଦ ଭାବରେ ଅର୍ପଣ କରାଯାଉଥିବା ତିରୁପତି ଲଡୁରେ ଚର୍ବି ମିଶିଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ…

ଅସମ୍ଭାଳ ମହାକୁମ୍ଭ ଜନସମାଗମ: ୩୦୦ କିମି ଯାଏଁ ରାସ୍ତା ଜାମ୍

ପ୍ରୟାଗରାଜ: ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି ମହାକୁମ୍ଭ ମେଳା। ଫଟୋରେ ମହାକୁମ୍ଭ ମେଳାର ଭବ୍ୟ ଆଲୋକ ଓ ପ୍ରବଳ ଜନସମାଗମ, ଗଙ୍ଗା ନଦୀ କୂଳକୁ ଏକ ଚମତ୍କାର ଦୃଶ୍ୟରେ ପରିଣତ କରୁଛି । ପ୍ରୟାଗରାଜରେ ଦୀର୍ଘ ୧୪୪ ବର୍ଷ ପରେ ମହାକୁମ୍ଭ ମେଳା ଆୟୋଜିତ ହୋଇଥିବା ବେଳେ ଦେଶ ବିଦେଶରୁ…

ମଣିପୁର ବିଧାନସଭା ଅଧିବେଶନ ରଦ୍ଦ କଲେ ରାଜ୍ୟପାଳ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ଅଚଳାବସ୍ଥା। ଆଜିଠୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ରଦ୍ଦ କଲେ ରାଜ୍ୟପାଳ। ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ରବିବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ମୈତେଇ-କୁକି ସମ୍ପ୍ରଦାୟ ମଧ୍ୟରେ ପ୍ରାୟ ଦୁଇ…

ତିନି ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ତିନି ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କ ସହ ପ୍ୟାରିସରେ ଆୟୋଜିତ ଏଆଇ ଆକ୍ସନ ସମିଟରେ ସହ-ଅଧ୍ୟକ୍ଷତା କରିବେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ପେ’ ଚର୍ଚ୍ଚା: ପରୀକ୍ଷାର୍ଥୀଙ୍କୁ ଦେବେ ଟିପ୍ସ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ପରୀକ୍ଷା ପେ' ଚର୍ଚ୍ଚା କାର୍ଯ୍ୟକ୍ରମ। ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେବେ ମୋଦି। ପରୀକ୍ଷା ପାଇଁ ଚାପଗ୍ରସ୍ତ ନହେବାକୁ ପରୀକ୍ଷାର୍ଥୀଙ୍କୁ ଦେବେ ଟିପ୍ସ। ଗତବର୍ଷ ଭାରତ ମଣ୍ଡପମ୍‌ରେ ହୋଇଥିଲା ପରୀକ୍ଷା ପେ' ଚର୍ଚ୍ଚା…

ମହାକୁମ୍ଭରେ ମହାଜାମ୍: ପ୍ରବଳ ଭିଡ଼ ଯୋଗୁଁ ସଙ୍ଗମ ଷ୍ଟେସନ ବନ୍ଦ

ପ୍ରୟାଗରାଜ: ପ୍ରତିଦିନ ପ୍ରୟାଗରାଜରେ ମହାକୁମ୍ଭରେ ସ୍ନାନ କରିବା ପାଇଁ ଭକ୍ତମାନଙ୍କର ଏକ ବିରାଟ ଭିଡ଼ ଜମୁଛି। ଯେଉଁଥିପାଇଁ ସମଗ୍ର ସହର ପ୍ରବଳ ଭିଡ଼ ହେଉଛି। ରବିବାର ଠାରୁ ଭିଡ଼ର ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ ୨୦ ମିନିଟ୍ ଦୂରତା ଅତିକ୍ରମ କରିବା ପାଇଁ ଘଣ୍ଟା ଘଣ୍ଟା ଧରି ଜାମରେ…

ଆସନ୍ତାକାଲି ମହାକୁମ୍ଭରେ ବୁଡ଼ ପକାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ପ୍ରୟାଗରାଜ ଗସ୍ତରେ ଯିବେ। ସେଠାରେ ସେ ଆଠ ଘଣ୍ଟାରୁ ଅଧିକ ସମୟ ବିତାଇବେ। ସୂଚନା ଅନୁଯାୟୀ, ଏହି ସମୟରେ ସେ ମହାକୁମ୍ଭରେ ବୁଡ଼ ମଧ୍ଯ ପକାଇବେ। ସେ ସଙ୍ଗମରେ ସ୍ନାନ କରିବା ସହିତ ଅକ୍ଷୟବଟ ଏବଂ ବଡ଼େ ହନୁମାନ…

ବିଦ୍ୟୁତ ଆଘାତରେ ୨ ଦାଦନ ଶ୍ରମିକ ମୃତ

ସିନ୍ଧେକେଲା: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅର୍ନ୍ତଗତ କୁସକେଲା ପଞ୍ଚାୟତ ଡଙ୍ଗରପଡା ଗ୍ରାମର ବାପ ପୁଅ  ଅଭିରାମ କଟା (୪୫) ଓ ଉତ୍ତମ କଟା (୨୦) ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ଜୀବନ ହାରିଛନ୍ତି। ବିଦ୍ୟୁତ ଆଘାତରେ ବାପା ପୁଅଙ୍କ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ଏପଟେ ଘଟଣାକୁ…

ମଣିପୁର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିରେନ ସିଂ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳଙ୍କ ନିକଟରେ ନିଜର ଇସ୍ତଫାପତ୍ର ଦାଖଲ କରିଛନ୍ତି। ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ମୁଁ ଏନ୍ ବୀରେନ୍ ସିଂହ, ମଣିପୁରର ମୁଖ୍ୟମନ୍ତ୍ରୀ ପଦରୁ ମୋର ଇସ୍ତଫା…