Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଲଟିଲା ହାଇୱା: ଚାଲିଗଲା ୪ ଜଣଙ୍କ ଜୀବନ

ଅହମ୍ମଦାବାଦ: ଏନ୍‌ଏଚ୍‌ରେ ଓଲଟିଲା ହାଇୱା । ଚାଲିଗଲା ୪ ଜଣଙ୍କ ଜୀବନ । ଗୁଜରାଟ ଅହମ୍ମଦାବାଦ ବନାସାକାଣ୍ଠାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ହାଇୱାରେ ମାଟି ବୋଝେଇ ହୋଇଥିବା ବେଳେ ଭାରସ୍ୟାମ ହରାଇ ହାଇୱାଟି ଶ୍ରମିକଙ୍କ ଉପରେ ପଡିଯାଇଥିଲା । ଖବର ପାଇଁ ପୋଲିସ ଘଟଣାସ୍ଥଳରେ…

ଭୟଙ୍କର ସଡକ ଦୁର୍ଘଟଣା: ବସ୍-ଟ୍ରକ ଧକ୍କାରେ ଚାଲିଗଲା ୪୧ଜୀବନ

ନୂଆଦିଲ୍ଲୀ: ଦକ୍ଷିଣ ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪୧ ଜଣଙ୍କର ମୃତ୍ୟୁ ହୋଇଛି ଓ ଅନେକ ଗୁରୁତର ଅଛନ୍ତି । ମେକ୍ସିକୋର ଟାବାସ୍କୋ ରାଜ୍ୟର ସରକାରଙ୍କ ସୂଚନାନୁସାରେ, ୪୮ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଟ୍ରକ ସହିତ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣାରେ…

ମହାକୁମ୍ଭରେ କିନ୍ନର ମହାମଣ୍ଡଳେଶ୍ବରଙ୍କ ଜଟା ପାର୍ଲର, ୮ ହଜାରରୁ ୧.୬୫ ଲକ୍ଷ… 

ପ୍ରୟାଗରାଜ: ମହାକୁମ୍ଭରେ ବସନ୍ତ ପଞ୍ଚମୀରେ ହୋଇଥିବା ଅମୃତ ସ୍ନାନର ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଜଟାଧାରୀ ବ୍ୟକ୍ତି ଶାଢ଼ି ପିନ୍ଧି ଗାଧୋଉଥିବାର ନଜର ଆସିଛି। ତାଙ୍କୁ ଦେଖିବା ପରେ କେହିକେହି ତାଙ୍କୁ ଶିବଙ୍କ ରୂପ ତ ଆଉ କେହି ତାଙ୍କୁ ମା କାଳୀଙ୍କ ରୂପ ବୋଲି କହୁଥିଲେ। ତେବେ…

ନା ବୋହୂ ମିଳୁଛି ନା ବହୁମତ; ରାହୁଲଙ୍କୁ କାହିଁକି କଟାକ୍ଷ କଲେ ପରେଶ ରାୱଲ…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ର ଫଳାଫଳ ଆସିଯାଇଛି। ଏହି ନିର୍ବାଚନରେ ​​ବିଜେପି ବହୁମତ ପାଇଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ମାତ୍ର ୨୨ ଆସନରେ ପାଇଛି। ଅପରପକ୍ଷରେ ବିଜେପି ୪୮ଟି ଆସନ ଜିତିଥିବା ବେଳେ ଏହି ନିର୍ବାଚନରେ ​​କଂଗ୍ରେସ ସବୁଠାରୁ ଖରାପ…

ଭାରତୀୟ ବଜାରକୁ ଆସିଲା ସାମସଙ୍ଗ ଗାଲାକ୍ସି S25 ସିରିଜ; ଜାଣନ୍ତୁ ଦାମ, ଫିଚର

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ଆସିଯାଇଛି ସାମସଙ୍ଗ ଗାଲାକ୍ସି S25 ସିରିଜ । ଜାନୁଆରୀ ୨୨ ରେ ଆମେରିକାରେ ଆୟୋଜିତ ଏକ ଇଭେଣ୍ଟରେ କମ୍ପାନୀ ଏହି ସିରିଜ୍ ଆରମ୍ଭ କରିଥିଲା ​​। ଗାଲାକ୍ସି S25, ଗାଲାକ୍ସି S25 ପ୍ଲସ୍ ଏବଂ ଗାଲାକ୍ସି S25 ଅଲଟ୍ରା ମଡେଲଗୁଡିକ ଲଞ୍ଚ କରାଯାଇଛି । ତେବେ ଭାରତରେ ଗତ…

ଏକ ସପ୍ତାହରେ ଛଅ ହଜାରରୁ ଅଧିକ ଭୂକମ୍ପ ରେକର୍ଡ

ନୂଆଦିଲ୍ଲୀ:ଗ୍ରୀକ ଦ୍ବୀପ ସାଣ୍ଚୋରିନି ଓ ଆମୋର୍ଗୋସରେ ଛଅ ହଜାରରୁ ଅଧିକ ଭୂକମ୍ପ ରେକର୍ଡ କରାଯାଇଛି । ଏକ ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ୬,୦୦୦ରୁ ଅଧିକ ଭୂକମ୍ପ ରେକର୍ଡ ହୋଇଥିବାରୁ ଗ୍ରୀକ୍ ସରକାର ସମଗ୍ର ସାଣ୍ଚୋରିନି ଦ୍ୱୀପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହି କାରଣରୁ…

ହାତରେ ରାଇଫଲ ଧରି ଫୁଟବଲ୍ ଖେଳୁଛନ୍ତି ଖେଳାଳୀ

ଇମ୍ଫାଲ: ଗତ କିଛି ଦିନ ଧରି ମଣିପୁରର ସ୍ଥିତିବହୁତ ଖରାପ ରହିଛି। ଏହାରି ମଧ୍ୟରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ସାଧାରଣରେ ଚିନ୍ତା ପ୍ରକଟ କରାଯାଉଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ପ୍ଲେ ଗ୍ରାଉଣ୍ଡରେ କିଛି ଲୋକ ହାତରେ ବନ୍ଧୁକ ଧରି ଫୁଟବଲ୍ ଖେଳୁଛନ୍ତି। ତେବେ…

ମୁଖ୍ୟମନ୍ତ୍ରୀ ପଦ ପାଇଁ କାହାକୁ ବାଛିବ ବିଜେପି?

ନୂଆଦିଲ୍ଲୀ: ୨୭ବର୍ଷର ବନବାସ ସାରି କ୍ଷମତାକୁ ଫେରିଛି ବିଜେପି । ଜାତୀୟ ରାଜଧାନୀରେ କମାଲ୍ କରିଛି ମୋଦିଙ୍କ ମ୍ୟାଜିକ୍ । ୧୯୯୮ ପରେ ଦିଲ୍ଲୀରେ ସରକାର ଗଠନ କରିବାକୁ ଯାଉଛି ବିଜେପି । ତେବେ ବର୍ତ୍ତମାନ ସମୟର ସବୁଠୁ ବଡ଼ ପ୍ରଶ୍ନ, କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ? ଏଥର ଦିଲ୍ଲୀରେ କୌଣସି…

କାହିଁକି ଦିଲ୍ଲୀ ହାରିଲା ଆପ୍?

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟିକୁ ବଡ ଝଟକା । ଦଳ ଗଠନ ପରଠୁ ପ୍ରଥମ ଥର ପାଇଁ ଦିଲ୍ଲୀରେ ଦୋହଲି ଯାଇଛି ଆପର ଜନାଧାର । ୨୭ବର୍ଷ ପରେ ବିଜେପି ଦିଲ୍ଲୀ ଦଖଲ କରିଥିବା ବେଳେ, ଆପ୍ ହାତରୁ ଖସିଯାଇଛି କ୍ଷମତାର ଡୋର । ତେବେ ପ୍ରଶ୍ନ ଉଠୁଛି, ଜେଏମଏମ ମୁଖ୍ୟ ହେମନ୍ତ ସୋରେନଙ୍କ ପରି…

ପରାଜୟ ପରେ ମୁହଁ ଖୋଲିଲେ କେଜ୍ରିୱାଲ… 

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ପରାଜୟକୁ ସ୍ୱୀକାର କରିଛନ୍ତି। ସେ ଏକ ଭିଡିଓ ବାର୍ତ୍ତାରେ ଜନତାଙ୍କୁ କହିଛନ୍ତି, “ଆମେ ଲୋକଙ୍କ ଜନାଦେଶକୁ ଅତ୍ୟନ୍ତ ନମ୍ରତାର ସହିତ ଗ୍ରହଣ କରୁଛୁ। ମୁଁ ବିଜେପିକୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ଲୋକମାନେ…