Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଇଲା ଖଣିରେ ଫସିଛି ଜୀବନ, ୪ ଜଣଙ୍କ ମୃତ ଦେହ ଉଦ୍ଧାର

ଗୁଆହାଟି: କୋଇଲା ଖଣିରେ ଫସିଛି ଶ୍ରମିକଙ୍କ ଜୀବନ। ୪ ଜଣଙ୍କ ମୃତ ଦେହ ଉଦ୍ଧାର । ଗତ ସୋମବାର ଠାରୁ ୯ ଜଣ ଶ୍ରମିକ କୋଇଲା ଖଣି ଭିତରେ ଫସି ରହିଥିବା ବେଳେ ଏବେସୁଦ୍ଧା ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବାକି ୫ ଜଣ ଶ୍ରମିକଙ୍କୁ ଖୋଜା…

ଶିକ୍ଷକ ନାଁରେ କଳଙ୍କ: ବିନା ସାର୍ଟରେ ଛାତ୍ରୀଙ୍କୁ ଘରକୁ ପଠାଇଲେ ସ୍କୁଲ ପ୍ରିନ୍ସିପାଲ

ରାଞ୍ଚି: ଶିକ୍ଷକ ନାଁରେ କଳଙ୍କ । ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ । ସାର୍ଟରେ ଲେଖିବାରୁ ବିନା ସାର୍ଟରେ ଛାତ୍ରୀଙ୍କୁ ଘରକୁ ପଠାଇଲେ ସ୍କୁଲ ପ୍ରିନ୍ସିପାଲ । ଜଣେ କି ଦୁଇ ଜଣ ନୁହେଁ, ପୁରା ୮୦ ଜଣ ଛାତ୍ରୀଙ୍କୁ ଏପରି ଘରକୁ ପଠାଇଛନ୍ତି ସ୍କୁଲ ପ୍ରିନ୍ସିପାଲ । ଏଭଳି ଅଭାବନୀୟ ଘଟଣା…

ବ୍ୟାପୁଛ ନିଆଁ; ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି

ନୂଆଦିଲ୍ଲୀ: ବ୍ୟାପୁଛ ଲସ୍ ଏଞ୍ଜେଲସ୍ ନିଆଁ । ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି । ଆମେରିକା କାଲିଫର୍ଣ୍ଣିଆରେ ଭୟଙ୍କର ଭାବେ ବ୍ୟାପୁଛି ଜଙ୍ଗଲ ନିଆଁ । ଲସ୍ ଏଞ୍ଜେଲସ୍‌ର ଆଉ ୨ଟି ଜଙ୍ଗଲକୁ ବ୍ୟାପିଛି ନିଆଁ । ଜଙ୍ଗଲ ନିଆଁରେ ପୋଡ଼ି ହୋଇ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ…

ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା, କରାୱଲ ଆସନରୁ ଲଢିବେ କପିଲ୍ ମିଶ୍ର

ନୂଆଦିଲ୍ଲୀ: ବିଜେପି ଜାରି କରିଛି ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରିଛି। ଏହି ତାଲିକାରେ ୨୯ ଜଣଙ୍କ ନାଁ ଘୋଷଣା କରାଯାଇଛି । କରାୱଲ ନଗର ଆସନରୁ କପିଲ୍ ମିଶ୍ରଙ୍କୁ ମିଳିଛି ଟିକେଟ । ସେହିପରି…

ଫେରିଲେ ରଘୁବର…ଝାଡ଼ଖଣ୍ଡରେ ବଡ଼ ପରିବର୍ତ୍ତନ !

ନୂଆଦିଲ୍ଲୀ: ବିଜେପିକୁ ଫେରିବା ପରେ ଝାଡ଼ଖଣ୍ଡରେ ବିଜେପି କ୍ଷମତାକୁ ଫେରିବା ନେଇ ହୁଙ୍କାର ଭରିଛନ୍ତି ରଘୁବର ଦାସ । ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ବିଜେପିରେ ସାମିଲ ହେବା ସହ ପୁଣି ସକ୍ରିୟ ରାଜନୀତିକୁ ଫେରିଛନ୍ତି । ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡିଙ୍କୁ…

ଦିଲ୍ଲୀ ରାଜନୀତିରେ ବଡ଼ ହଲଚଲ ! ପୁଣି ଅଡୁଆରେ ପଡ଼ିଲା ଆପ୍, ଘେରିଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀରେ ଜୋରଦାର ହେଉଛି ନିର୍ବାଚନୀ ପ୍ରଚାର। କଂଗ୍ରେସ, ବିଜେପି ଓ ଆମ ଆଦମୀ ପାର୍ଟି ଭିତରେ ଆରୋପ ପ୍ରତ୍ୟାରୋପ ବି ତୀବ୍ର ହେଉଛି। ହେଲେ ଏହାରି ଭିତରେ ଦିଲ୍ଲୀର ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି CAG ରିପୋର୍ଟ। ନିର୍ବାଚନୀ ପ୍ରଚାର ଭିତରେ ବହୁ ଚର୍ଚ୍ଚିତ ଅବକାରୀ…

ସହଦେବ ନାୟକଙ୍କ ୨ ଝିଅଙ୍କ ପାଠପଢ଼ା ଦାୟିତ୍ୱ ନେଲେ ନବୀନ

ଭୁବନେଶ୍ବର: ଅସହାୟ ସହଦେବ ନାୟକଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସହଦେବଙ୍କ ପରିବାରକୁ ସେ  ୫୦ ହଜାର ଟଙ୍କା ନଗଦ ଦେଇଥିବା ବେଳେ ତାଙ୍କ ୨ ଝିଅଙ୍କ ପଢ଼ିବା ଦାୟିତ୍ୱ ନେଇଛନ୍ତି। ଆଜି ସହଦେବଙ୍କ ପରିବାର ପୂର୍ବତନ…

ସ୍ୱାମୀଙ୍କ ଆତ୍ମହତ୍ୟା ଖବର ଶୁଣି ସ୍ତ୍ରୀ ବି ଚାଲିଗଲେ, ଘରୋଇ ଝଗଡ଼ା ହେଲା କାଳ

ନୂଆଦିଲ୍ଲୀ : ଘରୋଇ ଝଗଡ଼ାରୁ ଭୟଙ୍କର ସ୍ଥିତି । ଆତ୍ମହତ୍ୟା କରିଦେଲେ ସ୍ବାମୀ-ସ୍ତ୍ରୀ। ପ୍ରଥମେ ସ୍ବାମୀ ଆତ୍ମହତ୍ୟା କଲେ, ଆଉ ସ୍ବାମୀଙ୍କ ମୃତ୍ୟୁ ଖବର ମିଳିବା ପରେ ସ୍ତ୍ରୀ ମଧ୍ୟ ଆତ୍ମହତ୍ୟା କରିଛନ୍ତି । ୩୨ ବର୍ଷୀୟ ବିଜୟ ପ୍ରତାପ ଚୌହାନ ଏବଂ ତାଙ୍କ ୨୮ ବର୍ଷୀୟ ସ୍ତ୍ରୀ ଶିବାନୀ…

୨୦୨୬ କୋଟିର ମଦ ଦୁର୍ନୀତି, ସିଏଜି ରିପୋର୍ଟକୁ ନେଇ ଆପକୁ ଘେରିଲେ ବିଜେପି ଓ କଂଗ୍ରେସ… 

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ମଦ ଦୁର୍ନୀତିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସିଏଜି ରିପୋର୍ଟକୁ ଆଧାର କରି ବିଜେପି ଆପ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିଛି। ଭାଇରାଲ ସିଏଜି ରିପୋର୍ଟକୁ ଆଧାର କରି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର…

କାହିଁକି ଜଳୁଛି ଲସ୍ ଆଞ୍ଜେଲିସ ?

ୱାଶିଂଟନ: ୩ ଦିନ ହେବ ଜଳୁଛି ଲସ ଆଞ୍ଜେଲିସ। ଆମେରିକା କାଲିଫର୍ଣ୍ଣିଆର ଲସ ଆଞ୍ଜେଲିସ ଜଙ୍ଗଲ ନିଆଁ ବଳୟ ଭିତରେ ରହିଛି। ଏହି ନିଆଁରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ବହୁ ସମ୍ପତ୍ତି ଧ୍ବଂସ ହୋଇଯାଇଛି। ୪୦ ହଜାର ଏକର ଏରିଆକୁ ବ୍ଯାପିଥିବା ନିଆଁ ଲିଭିବାର ନା ନେଉନି। ଏହାକୁ ନେଇ ଲକ୍ଷାଧିକ…