Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସାମରେ ଏଚଏମପିଭି ପ୍ରଥମ ମାମଲା, ୧୦ ମାସ ଶିଶୁ ସଂକ୍ରମିତ

ଗୌହାଟି: ଆସାମରେ ଜଣେ ୧୦ ମାସର ଶିଶୁ 'ହ୍ୟୁମାନ୍ ମେଟାପ୍ନ୍ୟୁମୋଭାଇରସ୍' (ଏଚଏମପିଭି) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆସାମରେ ଏହା ପ୍ରଥମ ଘଟଣା। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ତେବେ ଶିଶୁଟି ଡିବ୍ରୁଗଡ଼ର ଆସାମ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ରହିଛି। ତା'ର…

‘ରାଜ୍ୟପାଳ ଲୋକଙ୍କ ରାଜ୍ୟପାଳ, ଲାଟସାହେବ ନୁହନ୍ତି’, ରାଜନୀତିକୁ ଫେରିବା ପରେ ଏମିତି କହିଲେ ରଘୁବର..

ରାଞ୍ଚି: ପୁଣି ଥରେ ବିଜେପିକୁ ଫେରି ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି ବିଜେପି ନେତା ତଥା ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ।  ପୁଣି ଥରେ ସକ୍ରିୟ ରାଜନୀତି ମଇଦାନକୁ ଓହ୍ଲାଇବା ପରେ ଏହାକୁ ନେଇ ରଘୁବର କହିଛନ୍ତି, ରାଜ୍ୟପାଳ ପଦବୀକୁ ସମସ୍ତେ ଲାଟ୍ ସାହେବ ପଦ ବୋଲି ଭାବନ୍ତି ।…

ମହାକାଶରେ ଶୁକ୍ର ଓ ଶନି ଗ୍ରହର ମହାମିଳନ: ୧୮ରେ ଖାଲି ଆଖିରେ ହେବେ ଦୃଶ୍ୟମାନ

ନୂଆଦିଲ୍ଲୀ: ମହାକାଶରେ ଏକାଠି ହେବେ ଶୁକ୍ର ଏବଂ ଶନି । ପରସ୍ପର ମଧ୍ୟରେ ପ୍ରତିଯୋଗିତା ପରେ ଶୁକ୍ରକୁ ଟପି ଆଗକୁ ବଢିବ ଶନି ଗ୍ରହ । ପ୍ରଥମେ ମହାକାଶରେ ଶୁକ୍ର ଓ ଶନିଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ଲାଗିବ । ଶୁକ୍ରକୁ ଟପି ଆଗକୁ ବଢିବ ଶନିଗ୍ରହ । ଏହାପରେ ଆସନ୍ତା ୧୮ରେ ଉଭୟ ଗ୍ରହଙ୍କ…

ନିଦରେ ଚାକିରି ପାଇଁ କଲେ ଆବେଦନ, ସକାଳୁ ୫୦ କମ୍ପାନୀରୁ ଆସିଲା ଇଣ୍ଟରଭ୍ୟୁ କଲ୍

ନୂଆଦିଲ୍ଲୀ: ଆଜିକା ସମୟରେ ପିଲାମାନେ ଏଆଇ ସାହାଯ୍ୟରେ ସେମାନଙ୍କର ହୋମୱାର୍କ କରିପାରୁଛନ୍ତି। ଯୁବପିଢ଼ି ମଧ୍ଯ ନିଜର ପ୍ରୋଜେକ୍ଟ ତିଆରି କରୁଛନ୍ତି। ଆଉ କିଛି ଲୋକ ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଏହାର ପରାମର୍ଶ ମଧ୍ୟ ଲୋଡୁଛନ୍ତି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଏଆଇ…

ଫେବୃଆରୀରେ ୨ ଦିନ ଦେଶବ୍ୟାପୀ ବ୍ୟାଙ୍କ ବନ୍ଦ ଡାକରା: ଜାଣନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ….

ନୂଆଦିଲ୍ଲୀ: ଫେବୃଆରୀରେ ଦୁଇ ଦିନ ଦେଶବ୍ୟାପୀ ବନ୍ଦ ରହିବ ବ୍ୟାଙ୍କ । ଆସନ୍ତା ଫେବୃଆରୀ ମାସରେ ସାରା ଦେଶରେ ବନ୍ଦ ରହିବ ପବ୍ଲିକ ସେକ୍ଟର ବ୍ୟାଙ୍କ (ପିଏସବି) ଦେବ । ଏଥିପାଇଁ ଆସନ୍ତା ମାସରେ ଦୁଇ ଦିନ ଅର୍ଥାତ୍ ଫେବୃଆରୀ ୨୪ ଓ ୨୫ ତାରିଖରେ ଦେଶବ୍ୟାପୀ ସର୍ବ ଭାରତୀୟ ଅଫିସର ମହାସଂଘ…

ଚାଞ୍ଚଲ୍ୟକର: ଜୁଲାଇରେ ହତ୍ୟା, ଜାନୁଆରୀରେ ଫ୍ରିଜ୍ ରୁ ମିଳିଲା ମୃତଦେହ

ଭୋପାଲ: ଜୁଲାଇରେ ହତ୍ୟା, ଜାନୁଆରୀରେ ମିଳିଲା ମୃତଦେହ । ମଧ୍ୟପ୍ରଦେଶ ଦେୱାସରୁ ଆସିଲା ଚାଞ୍ଚଲ୍ୟକର ଘଟଣା । ୬ ମାସ ପରେ ଫ୍ରିଜ୍ରୁ ମିଳିଲା ଲିଭ-ଇନ ପ୍ରେମିକାର ମୃତଦେହ । ହତ୍ୟା ପରେ ମୃତଦେହ ଫ୍ରିଜରେ ରଖି ଫେରାର ହୋଇଯାଇଥିଲା ପ୍ରେମିକ । ତେବେ ଦୁର୍ଗନ୍ଧ ହେବାରୁ ତାଲା ଭାଙ୍ଗି ଘର ଭିତରେ…

ନମକିନ୍ ପ୍ୟାକେଟରୁ ମିଳିଲା ଏମିତି ଜିନିଷ, ଯାହାକୁ ଖାଇ ହସ୍ପିଟାଲରେ ନାବାଳିକା

ଭୋପାଲ: କୁରକୁରେ, ଚିପ୍ସ, ଭୁଜିଆ ଆଦି ଖାଦ୍ୟ କାହାକୁ ବା ଖାଇବାକୁ ଭଲ ନ ଲାଗେ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏସବୁ ଖାଇବାର ସୌକିନ । ତେବେ ନିକଟରେ ଏକ ଏପରି ଖବର ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୁଜୁରାଟର ଏକ ପ୍ରସିଦ୍ଧ କମ୍ପାନୀର…

ଅଯୋଧ୍ୟା ରାମ ମନ୍ଦିରକୁ ବର୍ଷେ, ଚତୁର୍ଦ୍ଦିଗ ରାମ ମୟ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ପୁରିଲା ବର୍ଷେ । ଅଯୋଧ୍ୟା ସହ ସାରା ଭାରତରେ ଆଜି ରାମଲାଲା ପ୍ରାଣ ପ୍ରତିଷ୍ଠା ବାର୍ଷିକ ଉତ୍ସବ ପାଳନ କରାଯାଉଛି । ତେବେ ଏହି ଅବସରରେ ଅଯୋଧ୍ୟାରେ ବିଶାଳ ଆୟୋଜନ କରାଯାଇଛି। ଆଜି ଠାରୁ ଆସନ୍ତା ୧୩ ଜାନୁଆରୀ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯିବ । ଦେଶର…

ହସ୍ ମନି ମାମଲା: ଇତିହାସରେ ଦଣ୍ଡିତ ହୋଇଥିବା ପ୍ରଥମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାସିଂଟନ୍‌: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ସାମାନ୍ୟ ଆଶ୍ଵସ୍ତି । ହସ୍ ମନି ମାମଲାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିନା ସର୍ତ୍ତରେ ଛାଡିଛନ୍ତି ମାନହଟ୍ଟନ କୋର୍ଟ । ତେବେ ଦୋଷୀ ସାବ୍ୟସ୍ତ ହେବା ସତ୍ତ୍ଵେ ମଧ୍ୟ ଡୋନାଲ୍ଡ ଟ୍ରମ୍ପ ନା ଜେଲ ଯିବେ…

ଜଙ୍ଗଲ ନିଆଁରେ ଜଳିଗଲା ୩୦୦ କୋଟିର ବିଳାସପୂର୍ଣ୍ଣ ପ୍ରାସାଦ 

କାଲିଫର୍ନିଆ: ଆମେରିକାର କାଲିଫର୍ନିଆର ଜଙ୍ଗଲରେ ଲାଗିଥିବା ନିଆଁ ଦ୍ୱାରା ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଏହି ନିଆଁ ଅନେକ  ଆବାସିକ ଅଞ୍ଚଳକୁ ମଧ୍ଯ ବ୍ୟାପିବାରେ ଲାଗିଛି ଯେଉଁଥିରେ ହଲିଉଡ୍ ହିଲ୍ସ ମଧ୍ଯ ଅନ୍ତର୍ଭୁକ୍ତ ଅଛି। ତେବେ ଚିନ୍ତାର ବିଷୟ ହେଉଛି ଏଠାରେ  ଅନେକ ବଡ଼ ବଡ଼ ଷ୍ଟାର…