Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫାଟିଲା ଏଲପିଜି ଗ୍ୟାସ୍ ଟ୍ୟାଙ୍କର; ୬ ମୃତ, ୩୧ ଆହତ

ପଞ୍ଜାବ: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଏକ ଏଲପିଜି ଭର୍ତ୍ତି ଟ୍ୟାଙ୍କର ବିସ୍ଫୋରଣ ହେବାରୁ ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏହା ସହ ୨୦ଟି ଘର ମଧ୍ୟ ନଷ୍ଟ ହୋଇଯାଇଛି । ଏଲପିଜି ଟ୍ୟାଙ୍କର୍ ବିସ୍ଫୋରଣରେ ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ…

ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଆଜିଠୁ ଲାଗୁ ହୋଇଛି ସମାନ ନାଗରିକ ସଂହିତା ବା ୟୁସିସି । ଦେଶର ପ୍ରଥମ ରାଜ୍ୟ ଭାବେ ଏହାକୁ ଲାଗୁ କରିଛି ଉତ୍ତରାଖଣ୍ଡ । ଫଳରେ ବିବାହ, ଛାଡ଼ପତ୍ର, ଲିଭ୍-ଇନ୍ ସଂପର୍କ, ସଂପତ୍ତି, ଉତ୍ତରାଧିକାର ଓ ବହୁବିବାହକୁ ନେଇ ନିୟମରେ ପରିବର୍ତ୍ତନ ହୋଇଛି । ନିୟମ ଲାଗୁ…

ନିର୍ବାଚନୀ ଇସ୍ତାହାର ଜାରି କଲା ଆପ୍‌; ୧୫ଟି ଗ୍ୟାରେଣ୍ଟି ଦେଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୦୨୫ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜର ବିଜୟ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଦିଲ୍ଲୀର ୭୦ଟି ବିଧାନସଭା ଆସନ ପାଇଁ ଫେବୃଆରୀ ୫ରେ ମତଦାନ ହେବ । ନିର୍ବାଚନ ଫଳାଫଳ ଫେବୃଆରୀ ୮ ତାରିଖରେ ଘୋଷଣା କରାଯିବ । ଏହାରି ଭିତରେ ଦିଲ୍ଲୀର…

ମହାକୁମ୍ଭରେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀଙ୍କ ପାଇଁ ଭାଙ୍ଗିଲା ୯୩ ବର୍ଷର ରେକର୍ଡ଼!

ପ୍ରୟାଗରାଜ: ଆପଲର ସହ-ପ୍ରତିଷ୍ଠାତା ଷ୍ଟିଭ ଜବସଙ୍କ ପତ୍ନୀ ଲରେନ୍ ପାୱେଲ ଜବସ ନିକଟରେ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ମେଳାରେ ଯୋଗ ଦେଇଥିଲେ। ସୂଚନା ଅନୁଯାୟୀ, ସେ ତାଙ୍କ ସ୍ୱାମୀଙ୍କ ଇଚ୍ଛା ପୂରଣ କରିବା ପାଇଁ ପ୍ରୟାଗରାଜ ଆସିଥିଲେ। ହେଲେ ସ୍ୱାସ୍ଥ୍ୟଗତ କାରଣରୁ ସେ ସଙ୍ଗମରେ ବୁଡ଼…

ଏହି ରାଜ୍ୟରେ ଦେଖିବାକୁ ମିଳେନାହିଁ ସାପ କି କୁକୁର,,,

ନୂଆଦିଲ୍ଲୀ: ଭାରତ ଏକ ଏପରି ଦେଶ ଯେଉଁଠି ପାଦେ ପାଦେ ରହିଛି ଅନେକ ରହସ୍ୟ । ଦେଶର ପ୍ରାୟ ସବୁ ସ୍ଥାନ ତା’ର ନିଜ ନିଜ ବୈଶିଷ୍ଟ ପାଇଁ ପରିଚିତ । କିଏ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ମାନ୍ୟତା ପାଇଛି ତ କିଏ ପୌରାଣିକ କଥା ପାଇଁ । ସେହିପରି ଆମ ଦେଶରେ ଏକ ଏପରି ରାଜ୍ୟ ଅଛି ଯେଉଁଠାରେ…

ରଘୁବରଙ୍କୁ ଭେଟିଲେ କ୍ରିକେଟର ଈଶାନ, ବିରାଟ ଓ ମୋନୁ

ଜାମସେଦପୁର: ଯୁବ କ୍ରିକେଟର ଈଶାନ କିଶାନ, ବିରାଟ ସିଂ ଓ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବା ମୋନୁ ସିଂ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରଘୁବର ଦାସଙ୍କୁ ଭେଟିଛନ୍ତି । ଏହି ସାକ୍ଷାତକାରଙ୍କୁ ନେଇ ରାଜନୀତି ମହଲରେ ବେଶ ଆଲୋଚନା ହେଉଛି । ଏପରିକି…

ସୈଫଙ୍କ ଚିକିତ୍ସା ଖର୍ଚ୍ଚ; କିଛି ଘଣ୍ଟା ମଧ୍ୟରେ ଇନସୁରାନ୍ସ ଟଙ୍କା ମିଳିବା ନେଇ ବିବାଦ…

ମୁମ୍ବାଇ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଜଣେ ଦୁବୁର୍ତ୍ତ ଛୁରୀରେ ଆକ୍ରମଣ କରିଥିଲା। ଯାହା ପରେ ତାଙ୍କୁ ୫ ଦିନ ପାଇଁ ହସ୍ପିଟାଲରେ ରହିବାକୁ ପଡିଥିଲା। ବର୍ତ୍ତମାନ ସୈଫ୍ ଘରକୁ ଫେରିଥିବା ବେଳେ ବିଭିନ୍ନ ଘଟଣାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ନିବା ବୁପା ଦ୍ୱାରା ଚିକିତ୍ସା…

ପ୍ରତିଷ୍ଠା ହେବ ଶ୍ରୀଜିଉଙ୍କ ଭବ୍ୟ ମନ୍ଦିର, ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ନୋଏଡ଼ା: ବସନ୍ତ ପଞ୍ଚମୀର ଶୁଭ ତିଥି ତଥା ଆସନ୍ତା ଫେବୃଆରୀ ୨ ତାରିଖ ୨୦୨୫ରେ ନୋଏଡ଼ା ସ୍ଥିତ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ନୋଏଡାର ସେକ୍ଟର ୧୨୧ ସ୍ଥିତ ମନ୍ଦିର ପରିସରରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମହା ସମାରୋହରେ ମୁଖ୍ୟ…

ମାଓବାଦୀଙ୍କ ବର୍ବରତା: ପୋଲିସ ଇନଫର୍ମର୍ ସନ୍ଦେହରେ ଯୁବକଙ୍କୁ ହତ୍ୟା

ବିଜାପୁର: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ। ଛତିଶଗଡ଼ ବିଜାପୁରର ଭୈରବମଡ଼ ଥାନା କେଶମୁଣ୍ଡା ଗାଁରେ ମାଓବାଦୀ ଦେଖାଇଛନ୍ତି ବର୍ବରତା। ଘରେ ପଶି ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି ମାଓବାଦୀ। ଟଙ୍ଗିଆ ସାହାଯ୍ୟରେ ଯୁବକଙ୍କୁ…

ନୂଆ ସାଟେଲାଇଟ୍ ଯୋଜନା ଡାଇରେକ୍ଟ-ଟୁ-ସେଲ୍: ଖୁବଶୀଘ୍ର ବିନା ନେଟୱର୍କରେ ପାଇବେ ସର୍ଭସ

ନୂଆଦିଲ୍ଲୀ: ଆଜି ଆରମ୍ଭ ହେବାକୁ ଯାଉଛି ଡାଇରେକ୍ଟ ଟୁ ସେଲ୍ ସାଟେଲାଇଟ୍ ଯୋଜନାର ପରୀକ୍ଷଣ। ସ୍ପେସଏକ୍ସର ସିଇଓ ଏଲୋନ ମସ୍କ ଘୋଷଣା କରିଛନ୍ତି ଯେ ଷ୍ଟାରଲିଙ୍କ ଡାଇରେକ୍ଟ-ଟୁ-ସେଲ୍ ସାଟେଲାଇଟ୍ ସେବା ଆଜି ଅର୍ଥାତ୍ ଜାନୁଆରୀ ୨୭ରୁ ଏହାର ବିଟା ପରୀକ୍ଷଣ ପର୍ଯ୍ୟାୟରେ ପ୍ରବେଶ କରିବ। ସେ ଏକ୍ସରେ…