Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦ୍ରୁତ ଗତିରେ ବଢୁଛି ଭୋଟରଙ୍କ ସଂଖ୍ୟା, କେବଳ ମହିଳା ମତଦାତା ୪୮ କୋଟି

ନୂଆଦିଲ୍ଲୀ: ଭାରତରେ ଭୋଟରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏବେ ଏହି ସଂଖ୍ୟା ୯୯.୧ କୋଟିରେ ପହଞ୍ଚିଛି। ଏହି ସଂଖ୍ୟା ଗତବର୍ଷ ଲୋକସଭା ନିର୍ବାଚନ ସମୟରେ ୯୬.୮୮ କୋଟି ଥିଲା। ରାଷ୍ଟ୍ରୀୟ ମତଦାତା ଦିବସ ପୂର୍ବରୁ ଜାରି ଏକ ରିପୋର୍ଟ ଅନୁସାରେ, ଦେଶରେ ୧୮-୨୯ ବର୍ଷର ଯୁବ…

ଦେଶରେ ମିଡିଲ କ୍ଲାସ ଟ୍ୟାକ୍ସ ଆତଙ୍କବାଦରେ ପୀଡ଼ିତ: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢୁଥିବା ବେଳେ  ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବୁଧବାର ପୁଣି ଏକ ମେନିଫେଷ୍ଟୋ ଜାରି କରିଛନ୍ତି। ଏହି ମେନିଫେଷ୍ଟୋକୁ କେଜରିୱାଲ ମିଡିଲ କ୍ଲାସ ବା ମଧ୍ୟବିତ୍ତଙ୍କ ପାଇଁ ଘୋଷଣା…

ଇରାନର ରୋବୋଟ୍ ସୈନ୍ଯ ପରୀକ୍ଷଣ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଇରାନର ଆକ୍ରାମକ ବ୍ଯବହାର ହ୍ରାସ ପାଇବାରେ ଲାଗିଛି। ଲେବନାନ୍ ଯୁଦ୍ଧରେ ଇସ୍ରାଏଲ ହିଜବୁଲ୍ଲାହର ନେତୃତ୍ୱକୁ ସମାପ୍ତ କରି ଇରାନକୁ ଏକ ଶକ୍ତ ଆଘାତ ଦେଇଥିଲା। ସୂଚନା ଅନୁଯାୟୀ, ଇରାନ ବର୍ତ୍ତମାନ ଡ୍ରୋନ ଏବଂ…

ରୋଚକ ହେଉଛି ଦିଲ୍ଲୀ ରାଜନୀତି, ପଞ୍ଜାବ ଗାଡ଼ି ଦେଖି ବିଜେପି ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ : ନିର୍ବାଚନ ପାଖେଇ ଆସୁଥିବା ବେଳେ ଦିଲ୍ଲୀରେ ଜୋରଦାର ହେଉଛି ବିଜେପି-ଆପ୍ ଟଣା ଓଟରା । ପ୍ରଚାର ଜୋରଦାର ଚାଲିଥିବା ବେଳେ ପାଖେଇ ଆସିଲାଣି ସାଧାରଣତନ୍ତ୍ର ଦିବସ । ଆଉ ଏଭଳି ସ୍ଥିତିରେ ପଞ୍ଜାବ ସରକାରଙ୍କ ନେତା, ମନ୍ତ୍ରୀ, ସେମାନଙ୍କ ଗାଡ଼ି ଏବଂ ସେମାନଙ୍କ ସୁରକ୍ଷାକର୍ମୀଙ୍କୁ…

ଜନ୍ମଗତ ନାଗରିକତାରେ ପରିବର୍ତ୍ତନ, ଭାରତୀୟଙ୍କ ଉପରେ ପଡିବ କି ପ୍ରଭାବ… 

ୱାଶିଂଟନ: ଆମେରିକାର ନୂତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜନ୍ମଗତ ନାଗରିକତା ସମ୍ବନ୍ଧୀୟ ନିୟମକୁ ଉଚ୍ଛେଦ କରିଛନ୍ତି। ଯାହାଫଳରେ ଆମେରିକାରେ ଜନ୍ମ ହେଉଥିବା ପ୍ରତ୍ୟେକ ଶିଶୁ ସ୍ୱୟଂଚାଳିତ ଭାବରେ ଆମେରିକାର ନାଗରିକତ୍ୱ ପାଇପାରିବେ ନାହିଁ। ତେବେ  ଏହା ଆମେରିକାରେ ରହୁଥିବା ଭାରତୀୟ ମାନଙ୍କୁ…

ହିଜବୁଲ୍ଲାର ଟପ୍ କମାଣ୍ଡର ଶେଖ ହମାଦିକୁ ଗୁଳିମାଡ଼

ଲେବନାନ: ଲେବନାନର ପୂର୍ବରେ ଥିବା ବେକା ଘାଟିରେ ହିଜବୁଲ୍ଲାର ଜଣେ କୁଖ୍ଯାତ କମାଣ୍ଡର ଶେଖ ମହମ୍ମଦ ଅଲି ହମାଦିଙ୍କୁ ମଙ୍ଗଳବାର କିଛି ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି। ହିଜବୁଲ୍ଲା କମାଣ୍ଡର ହମାଦିଙ୍କୁ ମାଚଗାରା ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ଏକ ଚଳନ୍ତା ଗାଡ଼ିରୁ ଛଅ ଥର ଗୁଳି…

ନିର୍ବାଚନ ପ୍ରଚାର ପାଇଁ ତାହିର ହୁସେନଙ୍କୁ ମିଳିଲାନି ଜାମିନ, ଏମିତି କହିଲେ କୋର୍ଟ…

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ପାଇଁ ମନି ଲଣ୍ଡରିଙ୍ଗ ମାମଲାରେ ଜେଲରେ ଥିବା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଥିଲା ଜାମିନ। ୧୦ ମେ ୨୦୨୪ରେ ନିର୍ବାଚନ ପ୍ରଚାର ପାଇଁ ସୁପ୍ରିମ କୋର୍ଟ ତାଙ୍କୁ ୨୦ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ…

ସୈଫ ଅଲ୍ଲୀ ଖାନ ଆକ୍ରମଣ ଘଟଣାରେ ନୂଆ ଖୁଲାସା, ବାଥରୁମ ଭିତରୁ ଏମିତି ଖସିପଳାଇଥିଲା ଆକ୍ରମଣକାରୀ

ମୁମ୍ୱାଇ : ସୈଫ ଅଲ୍ଲୀ ଖାନ ଆକ୍ରମଣ ଘଟଣାରେ ନୂଆ ଖୁଲାସା । ୬ ଥର ଛୁରାମାଡ଼ ଖାଇଲେ ମଧ୍ୟ, ଆକ୍ରମଣକାରୀକୁ କବୁ କରିଥିଲେ ଅଭିନେତା ସୈଫ ଅଲ୍ଲୀ ଖାନ । ଆକ୍ରମଣକାରୀ ସରିଫୁଲ୍ ଇସଲାମ୍ ଶେହଜାଦକୁ ସୈଫ ଓ ତାଙ୍କ ଘରେ ଥିବା ନର୍ସ କାବୁ କରିଥିଲେ । ଏହାପରେ ତାକୁ ଲାଟ୍ରିନ୍-ବାଥରୁମ୍ ଆଟାଚ୍…

ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଷ୍ପତ୍ତି ଆମେରିକାକୁ କରିବ ଅଡୁଆ ? ଡଲାରର ଆସୁଛି ବିକଳ୍ପ !

ନୂଆଦିଲ୍ଲୀ: ବ୍ରିକ୍ସ ଦେଶ ସମୂହ ମଧ୍ୟରେ ଡଲାରର ବିକଳ୍ପ ଚିନ୍ତା ଆମେରିକାକୁ କରିଦେଇଛି ବିଚଳିତ । ବିଶେଷକରି ସେତେବେଳେ ହ୍ବାଇଟ୍ ହାଉସକୁ ଆସିବା ଆସିବା ହେଉଥିବା ଟ୍ରମ୍ପ, ବ୍ରିକ୍ସର କଳେବର ବୃଦ୍ଧି ଏବଂ ଡଲାରର ବିକଳ୍ପ ଚିନ୍ତାକୁ ନେଇ ବିଚଳିତ ହୋଇ ପଡ଼ିଥିଲେ । ନଭେମ୍ବରରେ ତାଙ୍କ ବିଜୟ…

ଏନଡିଏରୁ ବାହାରିଲା ଜେଡିୟୁ ! ମଣିପୁରରେ ବଡ଼ ହଲଚଲ

ନୂଆଦିଲ୍ଲୀ: ମଣିପୁରର ଏନ. ବୀରେନ୍ ସିଂହ ନେତୃତ୍ବାଧୀନ ଏନଡିଏ ସରକାରରୁ ଓହରିଗଲା ନୀତୀଶ କୁମାରଙ୍କ ଜେଡିୟୁ। ମଣିପୁରରେ ଜେଡିୟୁର ଏକମାତ୍ର ବିଧାୟକ ଅଛନ୍ତି ମହମ୍ମଦ ଅବଦୁଲ୍ ନସିର୍ । ଏବେ ସେ ବିରୋଧୀ ଦଳ ବିଧାୟକଙ୍କ ସହ ବିଧାନସଭାରେ ବସିବେ । ବର୍ଷେରୁ ଅଧିକ ହେବ ମଣିପୁରରେ ସାମ୍ପ୍ରଦାୟିକ…