Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରମ୍ପ ଆସିବା ପରେ ବଢିଲା ଭାରତର ୫ଚିନ୍ତା

ନୂଆଦିଲ୍ଲୀ: ଟ୍ରମ୍ପ ୨.୦ରେ କେମିତି ରହିବ ଭାରତ ସହ ସଂପର୍କ? ଟ୍ରମ୍ପଙ୍କ ଆମେରିକା ଫାଷ୍ଟ ନୀତି, ଭାରତକୁ କେତେ ଲାଭ? ପ୍ରଚାର ସମୟରେ ହିଁ ଭାରତ ଉପରେ ଶୁଳ୍କ ବଢାଇବା ନେଇ ସଂକେତ ଦେଇସାରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏଭଳି ସ୍ଥିତିରେ ଭାରତକୁ ନେଇ କଣ ରହିବ ଟ୍ରମ୍ପ ପ୍ରଶାସନ ଆଭିମୁଖ୍ୟ,…

ସରକାରଙ୍କ ହାତକୁ ଯିବକି ସୈଫ ଅଲୀ ଖାନଙ୍କ ସମ୍ପତ୍ତି… 

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ପରିବାରର ୧୫ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ମଧ୍ୟପ୍ରଦେଶ ସରକାର ନିଜ କବଜାକୁ ନେଇପାରନ୍ତି। ସୈଫ୍ ଅଲ୍ଲୀ ଖାନ ଏବଂ ଶର୍ମିଲା ଟାଗୋରଙ୍କ ପରିବାରର ସମ୍ପତ୍ତି କୋହେଫିଜାରୁ ଭୋପାଳର ଚିକଲୋଡ ପର୍ଯ୍ୟନ୍ତ ବ୍ୟାପିଛି। ପଟୌଦି ପରିବାରର ପ୍ରାୟ…

ଡିସଚାର୍ଜ ପରେ ଆଉ ଘରକୁ ଯିବେନି ସୈଫ୍…

ମୁମ୍ବାଇ: ଆକ୍ରମଣ ପରେ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି, ଅଭିନେତା ସୈଫ୍‌ ଅଲ୍ଲୀ ଖାନ। ଏଥିପାଇଁ ଆଜି ତାଙ୍କୁ ଡାକ୍ତରଖାନରୁ ଡିସଚାର୍ଜ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସୈଫଙ୍କ ଡାକ୍ତର। ଛୁରାମାଡ ଘଟଣାର ୬ଦିନ ପରେ ଏବେ ସୈଫଙ୍କ ଅବସ୍ଥା ସୁସ୍ଥ ଥିବାରୁ, ସେ ମୁମ୍ବାଇର ଲୀଳାବତୀ…

ମହାକୁମ୍ଭ ମେଳାରେ ଥିବା ‘ପିପେ ସେତୁ’ ଅଢ଼େଇ ହଜାର ବର୍ଷ ପୁରୁଣା, ଜାଣନ୍ତୁ ଇତିହାସ

ପ୍ରୟାଗରାଜ: ବର୍ତ୍ତମାନ ଦେଶର ଉତ୍ତରପ୍ରଦେଶ ସ୍ଥିତ ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ଭବ୍ୟସ ଆୟୋଜନ । ଏଥିରେ ଦେଶ ବିଦେଶରୁ ଅନେକ ସାଧୁ, ନାଗା ସାଧୁ, ସନ୍ତଙ୍କ ସମେତ ଭାରତ ଓ ବିଦେଶୀ ପର୍ଯ୍ୟଟକ ମାନେ ବହୁମାତ୍ରାରେ ଯାଇ ବୁଡ ପକାଉଥିବାର ଦେଖିବାକୁ ମିଳୁଛି । ଏହି ସମୟରେ ମହାକୁମ୍ଭ ସଙ୍ଗମ…

କରିବେ ସେମାନେ, ଭରିବୁ ଆମେ; ଚୀନକୁ ଆକ୍ଷେପ କରି ଡବ୍ଲ୍ୟୁଏଚଓରୁ ଓହରିଲା ଆମେରିକା

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାରେ ଲାଗିଛନ୍ତି। ସେ ତତ୍ପରତାର ସହ ଅନେକ ନିଷ୍ପତ୍ତି ମଧ୍ଯ ନେଉଛନ୍ତି। ସୂଚନା ଅନୁଯାୟୀ, ଚୀନକୁ ଆକ୍ଷେପ କରି ଡବ୍ଲ୍ୟୁଏଚଓରୁ ଓହରିଯାଇଛି ଆମେରିକା। ସେ କହିଛନ୍ତି ଯେ…

ଭାରତର ସମ୍ପତ୍ତି ଉପରେ ବ୍ରିଟେନର କବ୍ଜା; ୧୦% ଧନୀ ଲୁଟି ନେଇଛନ୍ତି ଅଧାରୁ ଅଧିକା ଭାଗ: ଅକ୍ସଫାମ୍ ରିପୋର୍ଟ

ନୂଆଦିଲ୍ଲୀ: ଯେତେବେଳେ ଭାରତରେ ବ୍ରିଟିଶ ଶାସନ ଚାଲୁଥିଲା ସେହି ସମୟରେ, ବ୍ରିଟେନ ଭାରତକୁ ବ୍ୟାପକ ଭାବରେ ଶୋଷଣ କରିଥିଲା। ଭାରତରୁ ବ୍ରିଟେନକୁ ପ୍ରଚୁର ସମ୍ପତ୍ତି ମଧ୍ୟ ପଠାଇଥିଲା। ଯେଉଁଠାରେ କିଛି ବ୍ରିଟିଶ ଧନୀ ଲୋକ ଏହାର ଲାଭ ଉଠାଇଥିଲେ। ଅକ୍ସଫାମ ଇଣ୍ଟରନ୍ୟାଶନାଲ୍‌ ପକ୍ଷରୁ ପ୍ରକାଶିତ…

ଆରବିଆଇର ନୂଆ ଗାଇଡଲାଇନ୍, ଏହି ଦୁଇ ନଂରୁ ଆସିବ ବ୍ୟାଙ୍କିଂ କଲ୍… 

ନୂଆଦିଲ୍ଲୀ: ଅନଲାଇନ୍ ଠକେଇ ଏବଂ ସାଇବର ଅପରାଧକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନୂଆ ଗାଇଡଲାଇନ୍ ଜାରି କରିଛି। ଫଳରେ ଲୋକମାନେ ଫେକ୍ ନମ୍ବରରୁ ଆସୁଥିବା କଲ୍ ଗୁଡିକୁ ଜାଣିପାରିବେ। ସୂଚନା ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ମାର୍କେଟିଂ ଏବଂ ବ୍ୟାଙ୍କିଂ ସମ୍ବନ୍ଧୀୟ କଲ୍…

ସୀମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଜୟରାମ ସମେତ ଟଳିଲେ ୧୪ ନକ୍ସଲ 

ନୂଆପଡ଼ା: ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ସୁରକ୍ଷା ବାହିନୀକୁ ବଡ ସଫଳତା। ମିଳିତ ବାହିନୀର ନକ୍ସଲ ବିରୋଧୀ ଅପରେସନରେ ସଫା ହୋଇଛନ୍ତି ୧୪ ମାଓବାଦୀ। ମାଓ ଅପରେସନରେ ଏଯାଏଁ ମୋଟ ୧୪ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ତେବେ ସବୁଠୁ ବଡ଼ ସଫଳତା ହେଉଛି, ଏନ୍‌କାଉଣ୍ଟରରେ ନିପାତ…

ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ମୋଦି 

ନୂଆଦିଲ୍ଲୀ: ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ମୋଦି। ଆସନ୍ତା ଫେବୃୟାରୀ ୫ରେ ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ। ମହାକୁମ୍ଭ ମହା ଅବସରରେ ସାମିଲ ହେବେ। ଆସନ୍ତା ଫେବୃଆରୀ ୫ରେ ମହାକୁମ୍ଭରେ ସାମିଲ ହୋଇ ଅମୃତ ସ୍ନାନ କରିବେ ମୋଦି। ତେବେ ଏହା ପୂର୍ବରୁ ୨୭…

‘ଗୋମୂତ୍ର ପିଇଲେ ଜ୍ବର ଗାଏବ’: ଚର୍ଚ୍ଚାରେ ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଗୋମୂତ୍ରରେ ଔଷଧିୟ ଗୁଣ ଥିବା ନେଇ ପୂର୍ବରୁ ଅନେକ ଲୋକ ମତ ଦେଇଛନ୍ତି । ଏହାକୁ ନେଇ ଅନେକ ବିତର୍କ ମଧ୍ୟ ହୋଇଛି । ଏହାରି ଭିତରେ ଗୋମୂତ୍ର ପିଇଲେ ଜ୍ବର ଗାଏବ ହୋଇଯାଉଛି ବୋଲି କହି ଚର୍ଚ୍ଚାରେ ଅଛନ୍ତି ଆଇଆଇଟି ମାଡ୍ରାସ ନିର୍ଦ୍ଦେଶକ ଭି. କାମାକୋଟି। ଗୋ-ମୂତ୍ରର ରହିଛି ଔଷଧୀୟ…