Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆନ୍ତର୍ଜାତୀୟ ସୁଟର ମନୁ ଭାକରଙ୍କ ମାମୁଁ – ଆଈଙ୍କ ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ:ଭାରତର ଷ୍ଟାର ସୁଟର ମନୁ ଭାକର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତିଙ୍କଠାରୁ ଖେଳ ରତ୍ନ ପୁରସ୍କାର ପାଇଥିଲେ। ଏବେ ତାଙ୍କ ଘରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଛି । ରବିବାର ସକାଳେ ଦାଦରୀ ଠାରେ ଏକ ସଡକ ଦୁର୍ଘଟଣାରେ ମନୁ ଭକରଙ୍କ ମାମୁଁ ଯୁଦ୍ଧବୀର ସିଂ ଏବଂ ଆଈ ସାବିତ୍ରୀ ଦେବୀଙ୍କର…

ଏଲନ ମସ୍କଙ୍କୁ ନିମନ୍ତ୍ରଣ, ମହାକୁମ୍ଭରେ ହେବେ କି ସାମିଲ?

ପ୍ରୟାଗରାଜ: ପ୍ରୟାଗରାଜରେ ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ପର୍ବ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଏହା ବିଦେଶୀ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ମହାକୁମ୍ଭକୁ ଅନେକ ଭିଆଇପି ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହାରି ଭିତରେ ଟେସଲାର ସିଇଓ ଏଲନ ମସ୍କଙ୍କ ସାମିଲ ହେବେ ବୋଲି…

ସୈଫଙ୍କୁ ଛୁରାମାଡ: ପୂର୍ବରୁ ଅନେକ ଥର ଘରକୁ ଆସିଥିଲା ଅଭିଯୁକ୍ତ!

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଏବେ ଗିରଫ କରିଛି ପୋଲିସ୍ । ଜଣେ ବାଂଲାଦେଶୀ ମହମ୍ମଦ ସରିଫୁଲ୍ ଇସ୍‌ଲାମ୍ ଶେହଜାଦଙ୍କୁ ଥାନେରୁ ଗିରଫ କରାଯାଇଛି । ଯିଏକି ନିଜର ପରିଚୟ ବଦଳାଇ ବିଜୟ ଦାସ ନାଁରେ ମୁମ୍ବାଇ ସହରରେ ୬ ମାସ ହେଲା…

ଇପିଏଫଓ ​​ସଦସ୍ୟଙ୍କ ପାଇଁ ଖୁସି ଖବର; ଏବେ ସହଜରେ ହୋଇଯିବ ସମସ୍ତ କାମ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ତାର ସଦସ୍ୟମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି । ଏବେ ଆପଣ ଆପଣଙ୍କର ବ୍ୟକ୍ତିଗତ ସୂଚନା, ଯେପରିକି ନାମ ଏବଂ ଅନ୍ୟାନ୍ୟ ବିବରଣୀ ସହଜରେ ପରିବର୍ତ୍ତନ କରିପାରିବେ । ଏନେଇ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମନସୁଖ…

ସୈଫ୍‌ଙ୍କୁ ଆକ୍ରମଣ, ମୁଖ୍ୟ ଅଭିଯୁକ୍ତ ଗିରଫ

ମୁମ୍ବାଇ: ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ଘଟଣା । ମୁଖ୍ୟ ଅଭିଯୁକ୍ତ ବିଜୟ ଦାସକୁ ଗିରଫ କଲା ବାନ୍ଦ୍ରା ପୋଲିସ । ୩ ଦିନ ପରେ ଥାଣେରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଭିଯୁକ୍ତର ଘର ପଶ୍ଚିମବଙ୍ଗ ହୋଇଥିବା ବେଳେ ସେ ମୁମ୍ବାଇରେ ନାଁ ବଦଳାଇ ରହୁଥିଲା । ମୁଖ୍ୟ…

ଦିଲ୍ଲୀ ନିର୍ବାଚନ: କେତେ ମହିଳାଙ୍କୁ ମିଳିଛି ଟିକେଟ ? ସବୁ ଦଳ ଫେଲ୍

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଥର ଫୋକସରେ ମହିଳା । ଏମାନଙ୍କ ଭୋଟ ହାତେଇବାକୁ ତିନି ଦଳ ଆଣିଛନ୍ତି ବମ୍ପର ସ୍କିମ୍। ହେଲେ ସବୁଠାରୁ ବଡ଼ କଥା ହେଉଛି ଜାତୀୟ ରାଜଧାନୀରେ ଏଯାଏଁ ଯେତେ ଥର ନିର୍ବାଚନ ହୋଇଛି, କେବେ ବି ମହିଳା ବିଧାୟକଙ୍କ ସଂଖ୍ୟା ଦ୍ବି-ଅଙ୍କରେ ପହଞ୍ଚିନି ।…

ପାକିସ୍ତାନ ଉପରେ ବର୍ଷିଲେ ଜୟଶଙ୍କର, କ୍ୟାନ୍ସର ଭଳି ନିଜକୁ ଖାଉଛି… 

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ପଡ଼ୋଶୀ ଦେଶ ପାକିସ୍ତାନ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରିଆସୁଛି କିନ୍ତୁ ଏହି ଆତଙ୍କବାଦ ପାକିସ୍ତାନକୁ କର୍କଟ ରୋଗ ଭଳି ଗ୍ରାସ କରିବା ଆରମ୍ଭ କରିସାରିଲାଣି। ବୈଦେଶିକ ମନ୍ତ୍ରୀ ଜୟଶଙ୍କର…

ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ଏକାଠି ହେବେ ଏହି ୪ ଦେଶ

ୱାଶିଂଟନ ଡିସି: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦ ଜାନୁଆରୀରେ ଦ୍ଵିତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ଶପଥ ନେବେ। ଶପଥ ଗ୍ରହଣର ପରଦିନ ଅର୍ଥାତ ୨୧ ଜାନୁଆରୀରେ କ୍ୱାଡ ଦେଶର ବୈଦେଶକ ମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ୱାଶିଂଟନ ଡିସିରେ ହେବାକୁ…

ସରିଲା ଲାଲୁଙ୍କ ଯୁଗ, ତେଜସ୍ୱୀ ଯାଦବ ଆରଜେଡିର ନୂଆ ମୁଖିଆ

ନୂଆଦିଲ୍ଲୀ: ବିହାର ରାଜନୀତିରେ ସରିଲା ଲାଲୁଙ୍କ ଯୁଗ । ଏବେ ବାପାଙ୍କ ବଦଳରେ ଆରଜେଡି ଦାୟିତ୍ୱ ସମ୍ଭାଳିବେ ପୁଅ ତେଜସ୍ବୀ ଯାଦବ। ଏନେଇ ଆଜି ଆରଜେଡି ଜାତୀୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । ତେଜସ୍ବୀ ହୋଇଛନ୍ତି ରାଷ୍ଟ୍ରୀୟ ଜନତା ଦଳର ସଭାପତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦରେ…

ପୋଲିସକୁ ବଡ଼ ସଫଳତା, ୩ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ପୋଲିସକୁ ମିଳିଛି ବଡ଼ ସଫଳତା। ୩ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ପୋଲିସ। ଛତିଶଗଡରେ ଲଗାତାର ଅପରେସନ ଜାରି ରହିଛି। ଏଥିଯୋଗୁଁ ନକ୍ସଲ ଏବେ ଦୁର୍ବଳ ଓ ଭୟଭୀତ ହେଲେଣି। ଧିରେ ଧିରେ ସଂଗଠନ ଛାଡି ମାଓବାଦୀମାନେ ପୋଲିସ ନିକଟରେ…