Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୦୨୬ କୋଟିର ମଦ ଦୁର୍ନୀତି, ସିଏଜି ରିପୋର୍ଟକୁ ନେଇ ଆପକୁ ଘେରିଲେ ବିଜେପି ଓ କଂଗ୍ରେସ… 

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ମଦ ଦୁର୍ନୀତିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସିଏଜି ରିପୋର୍ଟକୁ ଆଧାର କରି ବିଜେପି ଆପ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିଛି। ଭାଇରାଲ ସିଏଜି ରିପୋର୍ଟକୁ ଆଧାର କରି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର…

କାହିଁକି ଜଳୁଛି ଲସ୍ ଆଞ୍ଜେଲିସ ?

ୱାଶିଂଟନ: ୩ ଦିନ ହେବ ଜଳୁଛି ଲସ ଆଞ୍ଜେଲିସ। ଆମେରିକା କାଲିଫର୍ଣ୍ଣିଆର ଲସ ଆଞ୍ଜେଲିସ ଜଙ୍ଗଲ ନିଆଁ ବଳୟ ଭିତରେ ରହିଛି। ଏହି ନିଆଁରେ ୧୧ ଜଣ ପ୍ରାଣ ହରାଇଥିବା ବେଳେ ବହୁ ସମ୍ପତ୍ତି ଧ୍ବଂସ ହୋଇଯାଇଛି। ୪୦ ହଜାର ଏକର ଏରିଆକୁ ବ୍ଯାପିଥିବା ନିଆଁ ଲିଭିବାର ନା ନେଉନି। ଏହାକୁ ନେଇ ଲକ୍ଷାଧିକ…

ମହାକୁମ୍ଭରେ ‘ଅନାଜ ବାବା’; ମୁଣ୍ଡରେ କରିଛନ୍ତି ଚଣା ଓ ଗହମ ଫସଲ… 

ପ୍ରୟାଗ: ମହାକୁମ୍ଭରେ 'ଅନାଜ ବାବା'। ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ବାସିନ୍ଦା ଅମରଜିତ 'ଅନାଜ ୱାଲେ' ବାବା ନାମରେ ପରିଚିତ ହୋଇପାରିଛନ୍ତି। କାରଣ ସେ ତାଙ୍କ ମୁଣ୍ଡରେ ଗହମ, ବାଜରା, ଚଣା ଏବଂ ମଟର ଭଳି ଫସଲ ଚାଷ କରିଛନ୍ତି। ତାଙ୍କର ଭିନ୍ନ ଅନ୍ଦାଜ ପାଇଁ ସେ ମେଳାରେ ଆକର୍ଷଣର କେନ୍ଦ୍ର…

ଆପ ବିଧାୟକଙ୍କ ମୃତ୍ୟୁ, ଆତ୍ମହତ୍ୟା ନା ହତ୍ୟା ବଢୁଛି ସସ୍‌ପେନ୍ସ

ନୂଆଦିଲ୍ଲୀ : ପଞ୍ଜାବର ଆମ୍ ଆଦମୀ ପାର୍ଟି ବିଧାୟକ ଗୁରୁପ୍ରୀତ ଗୋଗିଙ୍କ ମୃତ୍ୟୁ । ୫୮ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଗୁରୁମିତ ଗୋଗି ଆତ୍ମହତ୍ୟା କରିଛନ୍ତି ନା ଦୁର୍ଘଟଣାବଶତଃ ପିସ୍ତଲ ଫାୟାରିଂ ହୋଇ ତାଙ୍କର ମୃତ୍ୟୁ ହୋଇଛି, ତାର ତଦନ୍ତ ଚାଲିଛି । ଲୁଧିଆନା ୱେଷ୍ଟ ଆସନରୁ ଆମ୍…

ବିରାଟଙ୍କୁ ବାଟ ଦେଖାଇଲେ ପ୍ରେମାନନ୍ଦ ମହାରାଜ, କହିଲେ ଅଭ୍ୟାସ….

ବୃନ୍ଦାବନ: ଦିନେ ନାସ୍ତିକ ଥିଲେ । ଭଗବାନଙ୍କ ପ୍ରସଙ୍ଗ ଆସିଲେ ରୋକ୍ ଠୋକ୍ କଥା ଏଡାଇ ଦେଉଥିଲେ । ହେଲେ ଏବେ ଭକ୍ତି ମାର୍ଗରେ ଭାରତୀୟ ଲୋକପ୍ରିୟ କ୍ରିକେଟର ବିରାଟ କୋହଲି । ସେ ଉଜେନ୍ ହେଉକି, ଲଣ୍ଡନ ସବୁଠି ଭଗବାନଙ୍କ ଶରଣ ନେଉଛନ୍ତି ବିରାଟ । ପରିବାର ସାଙ୍ଗରେ ବିଭିନ୍ନ…

କିଏ ଜିତିବ ଦିଲ୍ଲୀ…ଚମକାଇଲା ସଟ୍ଟାବଜାର ଭବିଷ୍ୟବାଣୀ

ନୂଆଦିଲ୍ଲୀ: କିଏ ଜିତିବ ଦିଲ୍ଲୀ ଦଙ୍ଗଲ? ଆମ ଆଦମୀ ପାର୍ଟି, ବିଜେପି ନା କଂଗ୍ରେସ ? ଚମକାଇଲା ସଟ୍ଟାବଜାର ଭବିଷ୍ୟବାଣୀ । ଫଲୋଦି ସଟ୍ଟା ବଜାର ଭବିଷ୍ୟବାଣୀ ଅନୁସାରେ ଏଥର ଖସିପାରେ ଆପ ସିଟ୍ । ବିଜେପିର ସିଟ୍ ବଢିପାରେ  । ତେବେ କଂଗ୍ରେସ ସ୍ଥିତିରେ ସେଭଳି ପରିବର୍ତ୍ତନ ହେବନି । ଦିଲ୍ଲୀରେ…

ରେଳ ଷ୍ଟେସନରେ ନିର୍ମାଣାଧୀନ ଲିଣ୍ଟେଲ୍ ଭୁଶୁଡ଼ିଲା, ଭଗ୍ନାବଶେଷ ତଳେ ଅନେକ ଶ୍ରମିକ

କନୌଜ: କନୌଜ ରେଳ ଷ୍ଟେସନରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ଷ୍ଟେସନ ନିର୍ମାଣ କାର୍ଯ୍ୟ ସମୟରେ ଲିଣ୍ଟେଲ୍ ଭୁଶୁଡ଼ି ପଡ଼ିବାରୁ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇଯାଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଯାହାପରେ ୫ ଜଣ ଶ୍ରମିକଙ୍କୁ…

‘ମୁଁ ଭଗବାନ ନୁହେଁ…ମଣିଷ’, କାହିଁକି ଏମିତି କହିଲେ ମୋଦି?

ନୂଆଦିଲ୍ଲୀ: 'ମୁଁ ଭଗବାନ୍ ନୁହେଁ…ମୁଁ ବି ମଣିଷ, ତେଣୁ ଭୁଲ୍ ଅନିର୍ବାର୍ଯ୍ୟ ।' ପ୍ରଥମ ଥର ପାଇଁ ପୋଡକାଷ୍ଟରେ ଡେବ୍ୟୁ କରି କିଛି ଏପରି ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ନିକଟରେ ଜେରୋଧା ସହ ପ୍ରତିଷ୍ଠାତା ନିଖିଲ କମାତଙ୍କ ପିପୁଲ ବାଏ ଡବ୍ଲୁଟିଏଫ ସିରିଜରେ ନିଜର…

ମୁଁ ଭିକ ମାଗିବାକୁ ଯିବି ନାହିଁ! ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ନିବେଦନରେ ସମଗ୍ର ଦେଶ ରହିଥିଲା ଭୋକିଲା

ଭୁବନେଶ୍ବର: ଦେଶରେ ପ୍ରଥମେ ଜୟ ଯବାନ, ଜୟ କିଷାନ ସ୍ଲୋଗାନ୍‌ ଆରମ୍ଭ କରିଥିବା ଆମ ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଆଜି ହେଉଛି ପୁଣ୍ୟତିଥି। ୧୯୬୬ ମସିହା ଜାନୁଆରୀ ୧୧ ତାରିଖରେ ଆକସ୍ମିକ ଭାବେ ତାଙ୍କର ମୃତ୍ୟୁ ଘଟିଥିଲା। ଯାହା ଏବେ ବି ରହସ୍ୟମୟ। ସେ ମାତ୍ର ୧୮…

ଦୁନିଆର ପ୍ରଥମ ସହର, ଯେଉଁଠି ବିମାର ହେବା ଅପରାଧ

ନୂଆଦିଲ୍ଲୀ: ଦୁନିଆର ଅନେକ ସ୍ଥାନରେ ଅନେକ ଜିନିଷ ନିଷେଧ ଥାଏ । ଯେପରିକି ଫଟୋ କ୍ଲିକ୍ ଉପରେ ନିଷେଧାଦେଶ, ଖାଦ୍ୟ ସାମଗ୍ରୀ ଉପରେ ପ୍ରତିବନ୍ଧକ କିମ୍ବା କହିବା ଏବଂ କିଛି କରିବା ଉପରେ ପ୍ରତିବନ୍ଧକ । କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଅସୁସ୍ଥ ହେବା…