Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିହାର ପରେ ଦେଶବ୍ୟାପୀ SIR ଲାଗୁ ଘୋଷଣା, ୧୨ ରାଜ୍ୟରୁ ଆରମ୍ଭ…

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଦେଶବ୍ୟାପୀ ଭୋଟର ତାଲିକା ସଂଶୋଧନ (SIR) ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରିଛନ୍ତି। ନିକଟ ଭବିଷ୍ୟତରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ SIR ଆରମ୍ଭ ହେବ।…

Supreme Court: ବୁଲା କୁକୁର ମାମଲାରେ ସବୁ ରାଜ୍ୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ, ନଭେମ୍ବର ୩ରେ…

ନୂଆଦିଲ୍ଲୀ: ସମଗ୍ର ଦେଶରେ ବୁଲା କୁକୁରକୁ ନେଇ ସତ୍ୟପାଠ ଦାଖଲ କରିନଥିବାରୁ ରାଜ୍ୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ, ଏପରି ଘଟଣା ନିରନ୍ତର ଘଟୁଛି, ଯାହା ବିଦେଶରେ ମଧ୍ୟ ଦେଶର ପ୍ରତିଛବିକୁ ଖରାପ କରୁଛି । ତଥାପି, ରାଜ୍ୟଗୁଡ଼ିକ ନିର୍ଦ୍ଦେଶ ପାଳନର ସତ୍ୟପାଠ ଦାଖଲ…

Chief Justice Of India: ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତୀ ସିଜେଆଇ

ନୂଆଦିଲ୍ଲୀ: ଯଦି ସବୁକିଛି ନିର୍ଦ୍ଧାରିତ ସମୟ ଅନୁଯାୟୀ ହୁଏ, ତେବେ ଜଷ୍ଟିସ ସୂର୍ଯ୍ୟକାନ୍ତ ନଭେମ୍ବର ୨୪ ତାରିଖରେ ଭାରତର ୫୩ତମ ମୁଖ୍ୟ ବିଚାରପତି (CJI) ଭାବରେ ଶପଥ ଗ୍ରହଣ କରିବେ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇ ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର ଆଇନ…

ନୌସେନାକୁ ମିଳିବ ବଡ଼ ଶକ୍ତି: CMS-03 ସାଟେଲାଇଟ୍ ଉତକ୍ଷେପଣ କରିବାକୁ ଯାଉଛି IRSO

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଭାରତୀୟ ନୌସେନା ପାଇଁ CMS-03 ଉପଗ୍ରହକୁ ଉତ୍‌କ୍ଷେପଣ କରିବାକୁ ଯାଉଛି। ଏଥିପାଇ LVM-3 ପ୍ରକ୍ଷେପଣ ଯାନକୁ ଶ୍ରୀହରିକୋଟାର ଲଞ୍ଚ ପ୍ୟାଡକୁ ସ୍ଥାନାନ୍ତର କରିଛି। ମୂଳତଃ ଏହା ୨୦୨୪ରେ ଉତ୍‌କ୍ଷେପଣ ପାଇଁ ସ୍ଥିର କରାଯାଇଥିଲା, ଏହାକୁ…

School Admission Rules: ପ୍ରଥମ ଶ୍ରେଣୀ ପାଇଁ ଏବେ ୬ ବର୍ଷ ବୟସ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଣିକି ପ୍ରଥମ ଶ୍ରେଣୀ ପାଇଁ ଏବେ ୬ ବର୍ଷ ବୟସ ବାଧ୍ୟତାମୂଳକ। ଦିଲ୍ଲୀ ସରକାର ନିଜର ସରକାରୀ ସ୍କୁଲରେ ଆଡମିସନ୍ ପକ୍ରିୟାକୁ ନେଇ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଶିକ୍ଷା ନିର୍ଦ୍ଦେଶାଳୟ ଶିକ୍ଷଣୀୟ ଅଧିବେଶନ ପାଇଁ ନୂଆ ନିୟମ ଜାରି କରିଛନ୍ତି। ଏହା ଅନୁସାରେ ପ୍ରଥମ…

HIV positive in Chaibasa: ଶିଶୁମାନେ ଏଚଆଇଭି ପଜିଟିଭ୍‌ ଚିହ୍ନଟ;ମୁଖ୍ୟମନ୍ତ୍ରୀ ଦେଲେ ନିଲମ୍ବନ ନିର୍ଦ୍ଦେଶ

ରାଞ୍ଚି: ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ଥିବା ଚାଇବାସା ସରକାରୀ ହସ୍ପିଟାଲରେ ଥାଲାସେମିଆ ପୀଡିତ ଶିଶୁକୁ ଏଚଆଇଭି ସଂକ୍ରମିତ ରକ୍ତ ଦେବା ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଚାଇବାସା ସଦର ହସ୍ପିଟାଲର ସିଭିଲ ସର୍ଜନ ଏବଂ ତାଙ୍କ ସହିତ ଥିବା…

Diabetic food: ଟ୍ରେନରେ ମଧୁମେହ ରୋଗୀଙ୍କୁ ମିଳିବ ସ୍ୱତନ୍ତ୍ର ଖାଦ୍ୟ, ଅର୍ଡର କରିବା ପାଇଁ ଆପଣଙ୍କୁ…

ନୂଆଦିଲ୍ଲୀ: ଦେଶରେ ମଧୁମେହ ରୋଗର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବନ୍ଦେ ଭାରତ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ଶତାବ୍ଦୀ ଏକ୍ସପ୍ରେସ ଏବଂ ଦୂରନ୍ତ ଏକ୍ସପ୍ରେସ ଭଳି ପ୍ରିମିୟମ୍ ଟ୍ରେନଗୁଡ଼ିକ ଏବେ ମଧୁମେହ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର…

ମଦ୍ୟପ ଡ୍ରାଇଭର ଆତଙ୍କବାଦୀ ସହ ସମାନ: କୁର୍ଣ୍ଣୁଲ ବସ୍ ଦୁର୍ଘଟଣାରେ ପୋଲିସ କମିଶନର…

କୁର୍ଣ୍ଣୁଲ: ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିମାନେ ଆତଙ୍କବାଦୀଙ୍କ ସହ ସମାନ ଅଟନ୍ତି। କୁର୍ଣ୍ଣୁଲ ବସ୍ ଦୁର୍ଘଟଣାକୁ ନେଇ ହାଇଦ୍ରାବାଦ ପୋଲିସ କମିଶନର ଭି.ସି. ସଜ୍ଜନାର ଏ ଲଭଳି ବୟାନ ଦେଇଛନ୍ତି। ତେବେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରେ ୨୦ ଜଣ ନିରୀହ ଲୋକ ନିଜ ଜୀବନ…

ଦିଲ୍ଲୀରେ ଚାଞ୍ଚଲ୍ୟ, କଲେଜ ଛାତ୍ରୀଙ୍କୁ ଏସିଡ୍ ମାଡ 

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ଦିଲ୍ଲୀର ଲକ୍ଷ୍ମୀବାଇ କଲେଜ ନିକଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଏସିଡ୍ ଆକ୍ରମଣ ହୋଇଛି। ପୋଲିସର ସୂଚନା ଅନୁଯାୟୀ, ପୀଡିତା ଜଣକ କଲେଜକୁ ଯାଉଥିବା ସମୟରେ ସକାଳ ପ୍ରାୟ ୧୦ଟା ସମୟରେ ଏହି ଆକ୍ରମଣ ହୋଇଥିଲା। ବର୍ତ୍ତମାନ ତାଙ୍କ…

Uttarakhand Green Cess: ଉତ୍ତରାଖଣ୍ଡରେ ବୁଲିବା ଏବେ ମହଙ୍ଗା ହେବ! ବାହାର ରାଜ୍ୟ ଗାଡି ଉପରେ ଲାଗୁ ହେବ…

ଡେରାଡୁନ: ରାଜ୍ୟ ପ୍ରତିଷ୍ଠାର ୨୫ ବର୍ଷ ପୂରଣ ଅବସରରେ, ଉତ୍ତରାଖଣ୍ଡ ପରିବହନ ବିଭାଗ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଉତ୍ତରାଖଣ୍ଡ ସରକାର ବାହାର ରାଜ୍ୟରୁ ଯାଉଥିବା ଗାଡ଼ିରେ ଗ୍ରୀନ ଟ୍ୟାକ୍ସ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟବସ୍ଥା ଡିସେମ୍ବର ମାସରୁ ଲାଗୁ ହେବ । ଏହି…