Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଞ୍ଜାବର ପୂର୍ବତନ ଡିଜିପିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ବୋହୂ ସହ ଥିଲା ଅନୈତିକ ସମ୍ପର୍କ…

ଚଣ୍ଡୀଗଡ଼: ପଞ୍ଜାବର ପୂର୍ବତନ ଡିଜିପି ମହମ୍ମଦ ମୁସ୍ତାଫାଙ୍କ ବିରୁଦ୍ଧରେ ତାଙ୍କ ପୁଅ ଆକିଲ ଅଖତରଙ୍କୁ ହତ୍ୟା କରିବା ନେଇ ଏକ ମାମଲା ରୁଜୁ କରାଯାଇଛି। ତେବେ ଏହି ମାମଲାର ତଦନ୍ତ ପାଇଁ ପୋଲିସ ଏକ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଗଠନ କରିଛି। ଅକିଲ ଅଖତର ପେଶାରେ ପଞ୍ଜାବ ଏବଂ ହରିୟାଣା…

Terror module Arrested: ପଞ୍ଜାବରେ ISI ହ୍ୟାଣ୍ଡଲର ଗିରଫ; ଡ୍ରୋନ୍ ଦ୍ବାରା ପାକିସ୍ତାନରୁ ଆସିଥିଲା ଆଣ୍ଟି ଟ୍ୟାଙ୍କ…

ନୂଆଦିଲ୍ଲୀ: ଅମୃତସର ଗ୍ରାମୀଣ ପୋଲିସ RPG-22 ଆଣ୍ଟି-ଟ୍ୟାଙ୍କ୍ ରକେଟ୍ ଲଞ୍ଚର ସହିତ ଦୁଇ ଜଣ ISIର ହ୍ୟାଣ୍ଡଲରଙ୍କୁ ଗିରଫ କରିଛି। ଏସ୍ଏସପି ପୋଲିସ ଅମୃତସର ଗ୍ରାମୀଣ ମନିନ୍ଦର ସିଂହଙ୍କ ନେତୃତ୍ୱରେ ସ୍ପେଶାଲ୍ ସେଲ୍ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ମିଳିତ ଅପରେସନ୍ ସମୟରେ ଏହି ଅପରେସନ୍…

Japan’s New PM: ସାନାଏ ଟାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ;ପିଏମ୍ ମୋଦୀ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ:ଜାପାନ ସଂସଦ ଏକ ଐତିହାସିକ ନିଷ୍ପତ୍ତି ନେଇଛି । ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ସାନାଏ ଟାକାଇଚିଙ୍କୁ ନିଯୁକ୍ତ କରିଛି । ମଙ୍ଗଳବାର ଦିନ ଜାପାନର ସଂସଦ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ସାନାଏ ଟାକାଇଚିଙ୍କୁ ନିର୍ବାଚିତ କରିଛନ୍ତି। 'ଲିବରାଲ…

Air Pollution: ଦୀପାବଳି ରାତିରୁ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ, ‘ବିପଦପୂର୍ଣ୍ଣ’ ବର୍ଗରେ…

ନୂଆଦିଲ୍ଲୀ: 'ବିପଦପୂର୍ଣ୍ଣ' ବର୍ଗରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ। ଦିଲ୍ଲୀ-NCR ଅଞ୍ଚଳର ବିଭିନ୍ନ ସ୍ଥାନରେ AQI ୫୦୦ ପାର୍। ଦିଲ୍ଲୀର ନରେଲା ଅଞ୍ଚଳରେ AQI ୫୫୦ ଡେଇଁଲା। ଦୀପାବଳି ରାତିରୁ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ। ମଙ୍ଗଳବାର ସକାଳେ ଦିଲ୍ଲୀର ଆନନ୍ଦ ବିହାରରେ…

ଦୀପାବଳିରେ ଆତଙ୍କବାଦୀଙ୍କ ବଡ ଯୋଜନା ପଣ୍ଡ; ଖଞ୍ଜାଯାଇଥିବା ଆଇଡି ନଷ୍ଟ କଲା ସେନା

କଶ୍ମୀର: ଦୀପାବଳିରେ ଆତଙ୍କବାଦୀମାନଙ୍କ ବଡ ଯୋଜନା ପଣ୍ଡ କଲେ ଭାରତୀୟ ସେନା । ଭାରତରେ ଏକ ବଡ଼ ଆକ୍ରମଣ ଯୋଜନା କରୁଥିବାବେଳେ, ସୁରକ୍ଷା ବାହିନୀର ସତର୍କତା ଏହାକୁ ପଣ୍ଡ କରିଥିଲା । ଦୀପାବଳି ପୂର୍ବରୁ ସୁରକ୍ଷା ବାହିନୀ ଏକ ସର୍ଚ୍ଚ ଅପରେସନ୍ କରିଥିଲା । ଏହି ସମୟରେ, ସୋମବାର ଦକ୍ଷିଣ…

କର୍ମଚାରୀଙ୍କୁ ଦୀପାବଳି ଭେଟି, ୫୧ଟି ଦାମୀ କାର ଗିଫ୍ଟ କଲା କମ୍ପାନୀ…

ଚଣ୍ଡିଗଡ଼: ଚଣ୍ଡିଗଡ଼ର ଟ୍ରାଇସିଟି ସ୍ଥିତ ଏକ ଫାର୍ମା କମ୍ପାନୀ ଚଳିତ ଦୀପାବଳିରେ ନିଜ କର୍ମଚାରୀ ମାନଙ୍କୁ ଏପରି କିଛି ଉପହାର ଦେଇଛି। ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଶିଳ୍ପପତି ଏମ.କେ.ଭାଟିଆ ନିଜର ଉଦାରତା ପାଇଁ ଖୁବ୍ ପରିଚିତ। ନିଜର କର୍ମଚାରୀ ମାନଙ୍କୁ ସେଲିବ୍ରିଟି…

ଭିନ୍ନ ଅନ୍ଦାଜରେ ଦୀପାବଳି ପାଳିଲେ ରାହୁଲ ଗାନ୍ଧୀ, ଦିଲ୍ଲୀର ସବୁଠୁ ପୁରୁଣା ଦୋକାନରେ ତିଆରି କଲେ ବେସନ ଲଡୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଭିନ୍ନ ଉପାୟରେ ଦୀପାବଳି ପାଳନ କରିଛନ୍ତି । ଏହି ବର୍ଷ ରାହୁଲ ଗାନ୍ଧୀ ଦୀପାବଳି ପାଇଁ ପୁରୁଣା ଦିଲ୍ଲୀ ଗସ୍ତ କରିଥିଲେ । ସେଠାରେ, ପ୍ରସିଦ୍ଧ ଏବଂ ଐତିହାସିକ ଘଣ୍ଟେୱାଲା ମିଠା ଦୋକାନରେ ନିଜ ହାତରେ ରାହୁଲ ବେସନ ଲଡୁ ଏବଂ ଇମର୍ତି ତିଆରି…

ପ୍ରତିଭା ସିଂହ କିଏ? WIPO ବିଚାରପତି ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷା ଭାବେ ହେଲେ ନିଯୁକ୍ତ

ନୂଆଦିଲ୍ଲୀ: WIPO ବିଚାରକ ମଣ୍ଡଳୀ (୨୦୨୫-୨୦୨୭)ରେ ବିଭିନ୍ନ ଦେଶର ୧୦ ଜଣ ପ୍ରଖ୍ୟାତ ବିଚାରପତି ଅଛନ୍ତି, ଯେଉଁଥିରେ ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ପ୍ରତିଭା ଏମ. ସିଂହ ମଧ୍ୟ ସାମିଲ ଅଛନ୍ତି । ଜଷ୍ଟିସ୍ ପ୍ରତିଭା ଏମ. ସିଂହ ଏହି ପରାମର୍ଶଦାତା ବୋର୍ଡର ଅଧ୍ୟକ୍ଷତା ଭାବେ ନିଯୁକ୍ତ ହୋଇଛନ୍ତି…

Bihar Election: ହାତରେ ଲାଲୁଙ୍କ ଫଟୋ…ମଇଁଷି ପିଠିରେ ବସି ନାମାଙ୍କନ ଭରିବାକୁ ଗଲେ ପ୍ରାର୍ଥୀ, ଇଣ୍ଟରନେଟରେ…

ପାଟନା: ନଭେମ୍ବର ୬ରେ ବିହାର ବିଧାନସଭା ନିର୍ବାଚନର ପ୍ରଥମ ମତଦାନ ହେବାକୁ ଥିବା ବେଳେ ଏବେ ମଇଦାନ ଚଳଚଞ୍ଚଳ । ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ତାରିଖ ଶେଷ ହୋଇଥିବା ବେଳେ ନିଜ ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ଏହି ସମୟରେ ଟିକେଟ ନେଇ ହେଉ କି ପ୍ରାର୍ଥୀ…

ପାଓ୍ବାର ବ୍ୟାଙ୍କ ଫାଟି ବିମାନରେ ଲାଗିଲ ନିଆଁ; କ୍ୟାବିନ କ୍ରୁଙ୍କ…

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ଟ୍ୟାକ୍ସିଂ କରୁଥିବା ସମୟରେ ଲାଗିଲା ନିଆଁ । ଦିମାପୁର ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ନିଆଁ ଲାଗିଯାଇଥିଲା । କ୍ୟାବିନ କ୍ରୁମାନେ ନିଆଁ ଲିଭାଇ ଦେଇଥିଲେ । ତେବେ ଏହି ଘଟଣାରେ କୌଣସି ଯାତ୍ରୀ ଆହତ ହୋଇଥିବାର…