Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

British PM Keir Starmer India Visit: ଭାରତରେ ବ୍ରିଟିଶ ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ,…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ବୁଧବାର ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ…

Merger of Canada and US: ଆମେରିକାର ରାଜ୍ୟ ହେବ କି କାନାଡା? ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ…

ନୂଆଦିଲ୍ଲୀ: କାନାଡା ଏବଂ ଆମେରିକା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏଥିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଥମେ ଏକ ମଜାଳିଆ ଢଙ୍ଗରେ କାନାଡାକୁ ଆମେରିକାର ୫୧ ତମ ରାଜ୍ୟ ବୋଲି କହିଥିଲେ। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏହାକୁ ଏକ ମଜା ଭାବରେ ନେଇଥିଲେ…

ଆମେରିକାକୁ ଉଚିତ ଜବାବ: ଆଫଗାନିସ୍ତାନ ପାଇଁ ଏକାଠି ଛିଡା ହେଲେ ଭାରତ-ପାକିସ୍ତାନ ଏବଂ ଚୀନ୍

ନୂଆଦିଲ୍ଲୀ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା କଥା କୌଣସି ଗୁପ୍ତ କଥା ନୁହେଁ। ଭାରତ କାବୁଲର ନୂତନ ତାଲିବାନ ପ୍ରଶାସନ ସହିତ ତାର ସମ୍ପର୍କ ବଜାୟ ରଖିଛି। ତଥାପି, ଭାରତ କ୍ୱଚିତ୍ ଖୋଲାଖୋଲି ଭାବରେ ତାଲିବାନ ସହିତ ଜଡିତ ହୋଇଛି, ପଛ ଦ୍ୱାର ସହଯୋଗ ବଜାୟ ରଖିଛି।…

କଫ୍ ସିରପ ମୃତ୍ୟୁ ମାମଲା; ଚାଲିଗଲା ଆଉ ଦୁଇ ଶିଶୁଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛିନ୍ଦୱାରା ଜିଲ୍ଲାରେ କଫ ସିରପ ଜନିତ ମୃତ୍ୟୁ ସଂଖ୍ୟାରେ ୧୬କୁ ବୃଦ୍ଧି ପାଇଛି। ମଙ୍ଗଳବାର ଚିକିତ୍ସିତ ହେଉଥିବା ଦୁଇଜଣ ପିଲାଙ୍କ କିଡନୀ ଫେଲ ହୋଇଯିବା ଯୋଗୁଁ ମୃତ୍ୟୁବରଣ କରିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଧିରେନ୍ଦ୍ର…

ସିଲିଣ୍ଡର ବୋଝେଇ ଟ୍ରକକୁ ପିଟିଲା ଟ୍ୟାଙ୍କର, ଭୟଙ୍କର ବିସ୍ଫୋରଣରେ ଜଣେ ମୃତ

ଜୟପୁର: ମଙ୍ଗଳବାର ବିଳମ୍ବିତ ରାତିରେ ରାଜସ୍ଥାନ ଜୟପୁର-ଆଜମୈର ରାଜପଥର ସାୱାର୍ଦା କଲଭର୍ଟ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଏଲପିଜି ଟ୍ରକକୁ ପିଟିଲା ଟ୍ୟାଙ୍କର। ସିଲିଣ୍ଡର ବୋଝେଇ ଟ୍ରକରେ ନିଆଁ ଲାଗିବା ପରେ ଗୋଟାଏ ପରେ ଗୋଟାଏ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ…

Terror Attack in Rajouri: ରାଜୌରୀରେ ଏନକାଉଣ୍ଟର, ୪ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାବାହିନୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି । ଜମ୍ମୁ-କାଶ୍ମୀର ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଜୌରୀର କଣ୍ଡି ଥାନା ଅଞ୍ଚଳର ବିରନ୍ଥୁବ ଅଞ୍ଚଳରେ ଆତଙ୍କବାଦୀ ଏବଂ ଏକ ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ଦଳ ମଧ୍ୟରେ ଗୁଳି ବିନିମୟ ହୋଇଛି।…

ପାହାଡ଼ରେ ଭୂସ୍ଖଳନ, ଚଳନ୍ତା ବସ୍ ଉପରେ ପଡ଼ିଲା ଭଗ୍ନାବଶେଷ, ୧୫ ଜଣଙ୍କ ମୃତ୍ୟୁ

ଶିମଲା: ହିମାଚଳପ୍ରଦେଶର ବିଳାସପୁର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ବରଠୀ ଅଞ୍ଚଳର ଭଲୁ ସେତୁ ନିକଟରେ ଭୂସ୍ଖଳନ ହୋଇଥିଲା । ଫଳରେ ଏକ ଘରୋଇ ଚଳନ୍ତା ବସ୍ ଉପରେ ଭଗ୍ନାବଶେଷ/ ବଡ ପଥର ଖସିପଡ଼ିଛି। ରିପୋର୍ଟ ଅନୁଯାୟୀ, ଏଥିରେ ୩୦ ଜଣ ଯାତ୍ରା…

WhatsAppର ନୂଆ ଫିଚର୍, ବିନା ମୋବାଇ ନମ୍ୱରରେ ବି କରିପାରିବେ ଚାଟିଂ

ନୂଆଦିଲ୍ଲୀ: ହ୍ୱାଟସଅପ ଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛି, ଯାହା ଦ୍ୱାରା ଜଣେ ୟୁଜର୍ସ ବିନା ମୋବାଇଲ୍ ନମ୍ବରରେ ଚାଟ୍ କରିପାରିବେ। ଏହି ନୂଆ ଅପଡେଟ୍‌ରେ ଆପଣ ନିଜର ଏକ ୟୁଜର୍ସ ନାମ (Username) ରିଜର୍ଭ କରିପାରିବେ, ଯାହା ଆପଣଙ୍କ ମୋବାଇଲ୍ ନମ୍ବର ବଦଳରେ କାମ କରିବ। ଅର୍ଥାତ୍ ଏବେ…

ବୈଜ୍ଞାନିକଙ୍କ ଆଶ୍ଚର୍ଯ୍ୟଜନକ କାରନାମା ! ଏବେ ମଣିଷ ମସ୍ତିସ୍କରେ ଚାଲିବ କମ୍ପ୍ୟୁଟର, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ଆପଣ ପଢ଼ିଲେ ହୁଏତ କୌଣସି ସାୟେନ୍ସ-ଫିକ୍ସନ ଚଳଚ୍ଚିତ୍ର ଭଳି ଲାଗୁଥାଏ ପାରେ, କିନ୍ତୁ ଏବେ ଏହା ବାସ୍ତବତାରେ ପରିଣତ ହେଉଛି। ବିଶ୍ୱର କିଛି ବୈଜ୍ଞାନିକ ଏପରି କମ୍ପ୍ୟୁଟର ତିଆରି କରିବା ଦିଗରେ କାମ କରୁଛନ୍ତି, ଯାହା ଜୀବନ୍ତ କୋଷ (Living Cells) ଦ୍ୱାରା ଚାଲିପାରିବ। ଏହାକୁ…