Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Modi Gift E Auction: ଆଜିଠୁ ନିଲାମ ହେବ ପିଏମ୍ ମୋଦିଙ୍କ ଉପହାର, ଅକ୍ସନରେ ରହିଛି ୧୦ ଲକ୍ଷରୁ ଅଧିକ ମୂଲ୍ୟର…

ନୂଆଦିଲ୍ଲୀ: କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆଜାଦୀ କା ଅମୃତ ମହୋତ୍ସବର ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଥିବା ଉପହାରର ସପ୍ତମ ଇ-ନିଲାମ ଘୋଷଣା କରିଛି। ଏଥର ନିଲାମ ୧୭ ସେପ୍ଟେମ୍ବର, ୨୦୨୫ ରୁ ୨ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ଚାଲିବ। ରିପୋର୍ଟ ଅନୁଯାୟୀ ଏଥର ୧୩୦୦ ରୁ ଅଧିକ…

PM Modi Turns 75: ଜାଣନ୍ତୁ କିପରି ରାଜନୀତିରେ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ?, ଗୋଟିଏ ଫୋନ୍ କଲ୍‌ ବନାଇଥିଲା…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୭୫ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସ୍ୱାଧୀନ ଭାରତରେ ଜନ୍ମିତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଜନୈତିକ କ୍ୟାରିଅର ଅନୁକରଣୀୟ। ପ୍ରଧାନମନ୍ତ୍ରୀ ମୋଦି ହୁଏତ ଭାରତର ସେହି କିଛି ନେତାଙ୍କ ମଧ୍ୟରୁ ଜଣେ…

Thank you my friend…ଜନ୍ମଦିନରେ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଆଜି ୭୫ ତମ ଜନ୍ମଦିନ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ପିଏମ ମିତ୍ର ପାର୍କର ଭୂମିପୂଜନ କରିବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ସୁସ୍ଥନାରୀ ଓ ସଶକ୍ତ ପରିବାର ଯୋଜନାର ଶୁଭାରମ୍ଭ କରିବେ । ଜନ୍ମଦିନ ଅବସରରେ…

କଲରାପତରିଆ ବାଘ ସହ ଲଢେଇରେ ଚିତା ମୃତ

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଏକ କଲରାପତରିଆ ବାଘ ସହ ଲଢେଇରେ ଏକ ଚିତାବାଘ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ଏହି ଚିତାବଘକୁ ୨୦୨୨ ମସିହାରେ ଆଫ୍ରିକାରୁ କୁନୋକୁ ଅଣାଯାଇଥିଲା। ତେବେ ଅଧିକାରୀମାନେ ସୋମବାର ସନ୍ଧ୍ୟା ସମୟରେ ଏହି ସୂଚନା ପାଇଥିବା ନେଇ କୁନୋ ଜାତୀୟ…

ସିଭିଲ୍ ସର୍ଭିସ ଅଧିକାରୀ ନୁପୁର ବୋରା; ଘରେ ରଖିଥିଲେ ୨ କୋଟିର ଟଙ୍କା ଓ ସୁନା…

ନୂଆଦିଲ୍ଲୀ: ଆସାମର ୩୬ ବର୍ଷୀୟ ସିଭିଲ୍ ସର୍ଭିସେସ୍ (ACS) ଅଧିକାରୀ ନୁପୁର ବୋରାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଭିଯୋଗରେ ଗିରଫ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସତର୍କତା ସେଲ୍ ଗୌହାଟି ଏବଂ ବାରପେଟାରେ ଥିବା ତାଙ୍କ ଘରେ ଚଢାଉ କରି ୯୨ ଲକ୍ଷ ଟଙ୍କା ନଗଦ ସହ…

‘Mera Joota Hai Japani’ in Moscow: ହିନ୍ଦୀ ଗୀତର ଫ୍ୟାନ୍ ହେଲେ ପୁଟିନ୍!, ବିଜୟ ଦିବସରେ ବାଜିଲା ‘ମେରା…

ନୂଆଦିଲ୍ଲୀ: ଭାରତ ଏବଂ ରୁଷର ବନ୍ଧୁତାକୁ ସଂଯୋଗ କରୁଥିବା ଅନେକ ଜିନିଷ ଅଛି। ଯାହା ଉପରେ ଉଭୟ ଦେଶର ଲୋକମାନେ ଗର୍ବ କରିପାରିବେ। ଦୁଇ ଦେଶ ମଧ୍ୟରେ ହଜାର ହଜାର କିଲୋମିଟର ଦୂରତା ଅଛି। ତଥାପି, ଉଭୟ ଦେଶ ବନ୍ଧୁତାର ଏତେ ପତଳା ସୂତ୍ରରେ ବାନ୍ଧି ହୋଇଛନ୍ତି, ଯାହାକୁ ଅନେକ ପଶ୍ଚିମ ଦେଶ ପସନ୍ଦ…

ITR ଫାଇଲ କରୁଥିବା ଲୋକଙ୍କ ପାଇଁ ବଡ଼ ଆଶ୍ୱସ୍ତି, ବଢିଲା ଆୟକର ରିଟର୍ଣ୍ଣ ଅବଧି

ନୂଆଦିଲ୍ଲୀ: ଆଇଟିଆର୍ ଫାଇଲ କରୁଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତି ଖବର। ଆୟକର ବିଭାଗ ଆଇଟିଆର୍ ଫାଇଲ୍ କରିବାର ଶେଷ ତାରିଖକୁ ଗୋଟିଏ ଦିନ ବୃଦ୍ଧି କରିଛି। ଅର୍ଥାତ୍, ଆପଣ ୧୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଫାଇଲ୍ କରିପାରିବେ। ଏହାର ବିଜ୍ଞପ୍ତିରେ, ବିଭାଗ କହିଛି ଯେ ଆୟକର…

Indian Railways: ଅକ୍ଟବର ପହିଲାରୁ ରେଳବାଇ ନିୟମରେ ବଡ଼ ପରିବର୍ତ୍ତନ, ସାଧାରଣ ଟିକେଟ ବୁକିଂ ବେଳେ ଆଧାର କାର୍ଡ…

ନୂଆଦିଲ୍ଲୀ: ଅନଲାଇନରେ ରେଳ ଟିକେଟ ବୁକିଂ ପାଇଁ ଥିବା ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ୧ ଅକ୍ଟୋବର ଠାରୁ, ଯେକୌଣସି ଟ୍ରେନ ପାଇଁ ଅନଲାଇନ୍ ବୁକିଂ ଖୋଲିବାର ପ୍ରଥମ ୧୫ ମିନିଟ୍ ମଧ୍ୟରେ କେବଳ ଆଧାର-ପ୍ରମାଣିତ ଉପଭୋକ୍ତାମାନେ IRCTC ୱେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ସାଧାରଣ…

Kim Jong Un: ଟିଭିରେ ବିଦେଶୀ ଶୋ’ ଦେଖିଲେ ମିଳିବ ମୁତ୍ୟୁଦଣ୍ଡ!

ନୂଆଦିଲ୍ଲୀ: ନିଷ୍ଠୁର ହେବାରେ ଲାଗିଛନ୍ତି କିମ୍ ଜୋଙ୍ଗ ସରକାର । ଦିନକୁ ଦିନକୁ ଉତ୍ତର କୋରିଆରେ ଲୋକଙ୍କ ଉପରେ ସର୍ବୋଚ୍ଚ ନେତା କିମ୍ ଜଙ୍ଗ-ଉନଙ୍କ ଅତ୍ୟାଚାର ନିରନ୍ତର ବୃଦ୍ଧି ପାଉଛି । ଏହାରି ଭିତରେ ଏବେ ଜାତିସଂଘ ରିପୋର୍ଟରେ ଉନ୍ ସରକାରଙ୍କ ଆଉ ଏକ ନିଷ୍ଠୁରତା ପଦାକୁ ଆସିଛି ।…

IND vs PAK-‘No Handshake’: ‘ପାକିସ୍ତାନ ଖେଳାଳୀଙ୍କ ସହ ହ୍ୟାଣ୍ଡସେକ୍ ନାହିଁ’, ବିବାଦ ଉପରେ ମୁହଁ ଖୋଲିଲା…

ନୂଆଦିଲ୍ଲୀ: ଭାରତ ଏସିଆ କପ୍ ୨୦୨୫ରେ ପାକିସ୍ତାନକୁ ପରାସ୍ତ କରି ମ୍ୟାଚ୍ ଶେଷରେ ପାକିସ୍ତାନୀ ଖେଳାଳୀଙ୍କ ସହ ହାତ ନ ମିଳାଇ ଚାଲିଯାଇଥିଲେ । ଏବେ ଏହାକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ମ୍ୟାଚ୍ ରେଫରିଙ୍କ…