Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ ହେବ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ 

ଭୁବନେଶ୍ୱର: ଆସନ୍ତା ୧୭ ସେପ୍ଟେମ୍ବରରେ ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ” ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜାତୀୟ ପଦକ୍ଷେପ (National initiatives) ସମନ୍ୱିତ ଏହି ଅଭିଯାନ ୧୭…

ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଆସାମ, ଭୁଟାନ ଓ ପଶ୍ଚିମବଙ୍ଗରେ ପ୍ରଭାବ…

ଗୌହାଟୀ: ଆସାମ ସମେତ ଉତ୍ତର-ପୂର୍ବ ଭାରତରେ ରବିବାର ସନ୍ଧ୍ୟାରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ଆସାମରେ ଉଦଲଗୁରି ନିକଟରେ ଅନୁଭୂତ ହୋଇଥିଲା। ଯାହାଫଳରେ ଲୋକମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା। ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଘରୁ ବାହାରି ଖୋଲା…

ନ୍ୟୁୟର୍କ ଗଲେ କାହିଁକି ଗିରଫ ହେବେ ନେତାନ୍ୟାହୁ?

ନୂଆଦିଲ୍ଲୀ: ନ୍ୟୁୟର୍କ ସହରର ମେୟର ପଦର ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋହରାନ୍ ମାମଦାନି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ମାମଦାନି କହିଛନ୍ତି ଯେ ଯଦି ସେ ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ ନ୍ୟୁୟର୍କରେ ପାଦ ଦେବା ମାତ୍ରେ…

ବିଶ୍ୱର ଛୋଟ ପାୱାର ହାଉସ

ବେଜିଂ: ଟେକ୍ନୋଲୋଜି ମାମଲାରେ ଚୀନ ବହୁତ ଆଗକୁ ବଢ଼ିବାରେ ଲାଗିଛି । ଏଆଇ ଓ ରୋବୋଟିକ୍ସରେ ଚୀନ ଅନ୍ୟ ଦେଶ ପାଇଁ ଚିନ୍ତାର କାରଣ ସାଜିଛି । ଏବେ ଚୀନ ବିଶ୍ୱର ଛୋଟ ପାୱାର ହାଉସ ନିର୍ମାଣ କରିଛି । ପ୍ରଥମ ଦେଶ ଭାବେ ସୋଡିୟମ ଆୟନ ପୋର୍ଟେବେଲ ଷ୍ଟେସନ ଲଂଚ କରିଛି । ଏହାର ନାମ ପାୟୋନିୟର ନା…

ବିମାନ ଉଡ଼ାଣ ସମୟରେ ପାଇଲଟମାନେ ଶୋଇପାରିବେ କି? କ’ଣ କହୁଛି ସର୍ଭେ?

ନୂଆଦିଲ୍ଲୀ: ବିମାନ ଉଡ଼ାଣ ସମୟରେ ଜଣେ ପାଇଲଟ୍ ଶୋଇପାରିବେ କି? ଜର୍ମାନ ପାଇଲଟମାନଙ୍କ ଉପରେ କରାଯାଇଥିବା ଏକ ସର୍ଭେ ସମସ୍ତଙ୍କୁ ଚକିତ କରିଛି । ସର୍ଭେ କରାଯାଇଥିବା ସମସ୍ତ ଜର୍ମାନ ପାଇଲଟ୍ ଉଡ଼ାଣ ସମୟରେ ଶୋଇବା କଥା ସ୍ୱୀକାର କରିଛନ୍ତି । ଜର୍ମାନ ପାଇଲଟ୍ ୟୁନିଅନ୍ କହିଛି ଯେ, ଉଡ଼ାଣ…

Terror sympathizers arrested:୩ ଆତଙ୍କବାଦୀ ସମର୍ଥକ ଗିରଫ, ୭ଟି AK ରାଇଫଲ୍ ସମେତ ଯୁଦ୍ଧ ସାମଗ୍ରୀ ଜବତ

ଶ୍ରୀନଗର:ରବିବାର ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ ସଫଳତା ମିଳିଛି । ଜମ୍ମୁ ଓ କାଶ୍ମୀର ପୋଲିସ ପୁଞ୍ଚ (Poonc)ଜିଲ୍ଲାରେ ତିନି ଜଣ ଆତଙ୍କବାଦୀ ସମର୍ଥକଙ୍କୁ ଗିରଫ କରିବା ସହିତ ସାତଟି AK-47 ରାଇଫଲ (ପୂର୍ବରୁ ୦୪ଟି ଉଦ୍ଧାର କରାଯାଇଥିଲା) ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

ମିଗ୍-୨୧କୁ ସ୍ୱତନ୍ତ୍ର ବିଦାୟ ଦେବାକୁ ପ୍ରସ୍ତୁତି ଆରମ୍ଭ, ବାୟୁସେନା ଜାରି କଲା ଭାବପ୍ରବଣ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ସବୁଠାରୁ ଦୀର୍ଘ ସେବା ପ୍ରଦାନକାରୀ ଲଢ଼ୁଆ ବିମାନ, ମିଗ୍-୨୧, ଏବେ ମାତ୍ର କିଛି ଦିନ ମଧ୍ୟରେ ଆନୁଷ୍ଠାନିକ ଭାବରେ ଅବସର ଗ୍ରହଣ କରିବ । ୬୨ ବର୍ଷର ଗୌରବମୟ ସେବା ପରେ, ଏହି ବିମାନ ୨୬ ସେପ୍ଟେମ୍ବରରେ ଚଣ୍ଡିଗଡ଼ରେ ଶେଷ ଉଡ଼ାଣ କରିବ । ମିଳିଥିବା ଖବର…

Davis Cup: ୩୨ ବର୍ଷ ପରେ ଇତିହାସ ରଚିଲା ଭାରତୀୟ ଟେନିସ୍ ଦଳ, ୩-୧ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କଲା…

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡର ବିଏଲ୍ ସହରରେ ଶନିବାର ଭାରତୀୟ ପୁରୁଷ ଟେନିସ୍ ଦଳ ଇତିହାସ ରଚିଛି। ଭାରତୀୟ ଦଳ ସ୍ୱିଜରଲ୍ୟାଣ୍ଡକୁ ୩-୧ ଗୋଲରେ ପରାସ୍ତ କରି ଡେଭିସ୍ କପ୍ ୨୦୨୫ ବିଶ୍ୱ ଗ୍ରୁପ୍ ଆଇ ଟାଇ ଜିତିଛି ଏବଂ ୨୦୨୬ କ୍ୱାଲିଫାୟରରେ ସ୍ଥାନ ସୁରକ୍ଷିତ କରିଛି। ତେବେ ୩୨ ବର୍ଷ ମଧ୍ୟରେ ଏକ…

ମୁଁ ଦଲାଲ ନୁହେଁ, ମୋ ମୁଣ୍ଡ ୨୦୦ କୋଟିର; କାହିଁକି ଏଭଳି କହିଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ତାଙ୍କ ପାଖରେ ମାସିକ ୨୦୦ କୋଟି ଟଙ୍କା ରୋଜଗାର କରିବାର ମସ୍ତିଷ୍କ ଅଛି। ଏବଂ ସେ ଏଥିପାଇଁ ତାଙ୍କ ପୁଅମାନଙ୍କୁ ଆଇଡିଆ ଦିଅନ୍ତି। ସେ ଏହା ଜାଣନ୍ତି ମଧ୍ୟ କେଉଁଠାରେ ସଚ୍ଚୋଟ ଭାବରେ ଟଙ୍କା ରୋଜଗାର କରାଯାଇପାରିବ। କେନ୍ଦ୍ର…

PM Modi in Assam: ଆସାମରେ ପ୍ରଧାନମନ୍ତ୍ରୀ ମୋଦି, ସାଧାରଣ ସଭାରେ ମା’ଙ୍କ ଫଟୋ ଦେଖି ହେଲେ ଭାବୁକ…

ଗୌହାଟି: ଏବେ ୫ ରାଜ୍ୟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ଆସାମରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୌହାଟୀ ରିଙ୍ଗ ରୋଡ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଆସାମରେ ୧୮,୫୩୦ କୋଟି ଟଙ୍କାରୁ ଅଧିକ…