Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Haridwar Ardh Kumbh 2027:ଅର୍ଦ୍ଧ କୁମ୍ଭରେ ସାଧୁ-ସନ୍ୟାସୀଙ୍କ ସହ ପ୍ରଥମ ଥର ପାଇଁ ହେବ ତିନି ଅମୃତ ସ୍ନାନ , ତିଥି…

ନୂଆଦିଲ୍ଲୀ: ୨୦୨୭ ମସିହାରେ ହରିଦ୍ୱାରରେ ଅର୍ଦ୍ଧ କୁମ୍ଭ ମେଳା ଅନୁଷ୍ଠିତ ହେବ। ଦୁଇ ବର୍ଷ ପରେ ଅର୍ଥାତ୍ ୨୦୨୭ ମସିହାରେ ହରିଦ୍ୱାରରେ ଅନୁଷ୍ଠିତ ହେବାକୁ ଥିବା ଅର୍ଦ୍ଧ କୁମ୍ଭ ମେଳା ଅନେକ ଦୃଷ୍ଟିରୁ ଐତିହାସିକ ହେବ। ଏହି ଅର୍ଦ୍ଧ କୁମ୍ଭରେ ପ୍ରଥମ ଥର ପାଇଁ ଇତିହାସ ସୃଷ୍ଟି ହେବ, କୁମ୍ଭ ପରି…

Fake Passports: ବିମାନବନ୍ଦରରେ ନକଲି ପାସପୋର୍ଟ ସହ ନେପାଳୀ ଏବଂ ବାଂଲାଦେଶୀ ନାଗରିକ ଗିରଫ

ମୁମ୍ବାଇ: ମୁମ୍ବାଇ ସହର ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ୨ ଜଣ ସନ୍ଦିଗ୍ଧ ବିଦେଶୀ ନାଗରିକଙ୍କୁ ଗିରଫ କରିଛି। ଦୁଇ ଜଣ ବିଦେଶୀ ନାଗରିକଙ୍କୁ ନକଲି ଭାରତୀୟ ପାସପୋର୍ଟ ସହିତ ଧରାଯାଇଥିଲା। ଦୁଇ ସନ୍ଦିଗ୍ଧଙ୍କ…

Vaishno Devi Yatra Postponed: ପୁଣି ସ୍ଥଗିତ ହେଲା ମା’ ବୈଷ୍ଣୋ ଦେବୀଙ୍କ ଯାତ୍ରା, ଭକ୍ତ ନିରାଶ..

ଜମ୍ମୁ: ଗତ କିଛି ଦିନ ଧରି ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଜମ୍ମୁର କଟରାରେ ମାଆ ବୈଷ୍ଣୋ ଦେବୀଙ୍କ ଯାତ୍ରା ସ୍ଥଗିତ ରଖାଯାଇଥିଲା । ୧୯ ଦିନ ପରେ ବହୁ ପ୍ରତୀକ୍ଷିତ ମାଆ ବୈଷ୍ଣୋ ଦେବୀ ଯାତ୍ରା ରବିବାରଠାରୁ ଆରମ୍ଭ ହେବାର ଥିଲା, କିନ୍ତୁ ପୁନର୍ବାର ଯାତ୍ରାକୁ ପରବର୍ତ୍ତୀ ନିର୍ଦ୍ଦେଶ…

୩ଟି ଫିଲ୍ମ ଦେଖାଇ କେତେ ଟଙ୍କା ଆୟ କରିଥାଏ ଗୋଟିଏ ଟିଭି ଚ୍ୟାନେଲ?

ନୂଆଦିଲ୍ଲୀ: ପୂରା ପରିବାର ସହ ଟିଭିରେ ଫିଲ୍ମ୍ ଦେଖିବା ଅନେକଙ୍କ ପସନ୍ଦ ହୋଇଥାଏ । କିନ୍ତୁ କ’ଣ ଆପଣ କେବେ ଭାବିଛନ୍ତି ତି ଏହି ଫିଲ୍ମ୍‌ଗୁଡ଼ିକୁ ଦେଖାଇ ଟିଭି ଚ୍ୟାନେଲ୍ କେତେ ଟଙ୍କା ଆୟ କରୁଛି? ଭାରତରେ ଟିଭି ଇଣ୍ଡଷ୍ଟ୍ରି ଗୋଟିଏ ବିଶାଳ ବଜାର, ଫିଲ୍ମ୍ ଦେଖାଇ କୋଟିକୋଟି ଟଙ୍କା ଆୟ…

WhatsAppରୁ ଡାଉନଲୋଡ୍ କରିପାରିବେ ଆପଣଙ୍କ ଆଧାର କାର୍ଡ, ଜାଣନ୍ତିୁ ସ୍ଟେପ-ବାଇ-ସ୍ଟେପ୍

ଭୁବନେଶ୍ୱର : ଆଧାର କାର୍ଡ ଆଜି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପରିଚୟର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ହୋଇଛି। ବ୍ୟାଙ୍କରୁ ଆରମ୍ଭ କରି ମୋବାଇଲ ସିମ୍ ପର୍ଯ୍ୟନ୍ତ, ସବୁଠି ଏହାର ଆବଶ୍ୟକତା ରହେ। କିନ୍ତୁ ବାରମ୍ବାର ଏହାର କୋପି ଶେୟାର କରିବା ଦ୍ୱାରା ଠକାମୀର ଆଶଙ୍କା ରହୁଛି । ଏହି…

CM Mohan Yadav Rescued: ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ, ବଡ଼ ବିପଦରୁ ବର୍ତ୍ତିଲେ ମୁଖ୍ୟମନ୍ତ୍ରୀ

ଭୋପାଳ: ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ। ମନ୍ଦସୌର ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ହଟ୍ ଏୟାର ବେଲୁନରେ ନିଆଁ ଲାଗିଯାଇଥିଲା। ଏହା ପରେ ସୁରକ୍ଷା କର୍ମୀମାନେ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ବାହାରକୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଯଦି ହଟ୍ ଏୟାର…

India-Nepal Relations: ୩୫ ଲକ୍ଷ ଶ୍ରମିକ, ୩୨ ହଜାର ଗୁର୍ଖା ସୈନିକ, ପସନ୍ଦିତା ରାଷ୍ଟ୍ର…ଭାରତ ପାଇଁ…

ନୂଆଦିଲ୍ଲୀ: ସୁଧୁରୁଛି ପଡ଼ୋଶୀ ଦେଶ ନେପାଳ ସ୍ଥିତି । ଦେଶରେ ଜେନ ଜେଡଙ୍କ କ୍ରୋଧ ସରକାର ପରିବର୍ତ୍ତିନ କରିଛି । ବିଦ୍ରୋହର ତିନି ଦିନ ପରେ, ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସଂସଦ ଭାଙ୍ଗିବା ସହିତ, ତାଙ୍କୁ ଛଅ ମାସ ମଧ୍ୟରେ…

୨୦୨୯ ଲୋକସଭା ନିର୍ବାଚନର ଭବିଷ୍ୟବାଣୀ କଲେ ଚନ୍ଦ୍ରବାବୁ ନାଇଡୁ, ଦେଶରେ କିଏ ଗଢିବ ସରକାର?

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଏବେଠାରୁ ହିଁ ୨୦୨୯ ଲୋକସଭା ନିର୍ବାଚନର ଭବିଷ୍ୟବାଣୀ କରିସାରିଛନ୍ତି। ସେ ୨୦୨୯ ମସିହାରେ କାହାର ସରକାର ଗଠନ ହେବ ତାହା କହିସାରିଛନ୍ତି। ଏନ ଚନ୍ଦ୍ରବାବୁ ନାଇଡୁ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ୨୦୨୯ ମସିହାରେ କ୍ରମାଗତ…

India votes Palestine’s Statehood: ଇସ୍ରାଏଲକୁ ବଡ ଝଟକା; ସ୍ୱାଧୀନ ଦେଶ ହେବ ପାଲେଷ୍ଟାଇନ, ଜାତିସଂଘରେ…

ନୂଆଦିଲ୍ଲୀ: ଇସ୍ରାଏଲକୁ ବଡ଼ ଝଟକା । ପାଲେଷ୍ଟାଇନକୁ ଏକ ସ୍ୱତନ୍ତ୍ର ଦେଶ କରିବା ପ୍ରସ୍ତାବ ଜାତିସଂଘ ସାଧାରଣ ସଭା (UN)ରେ ପାରିତ ହୋଇଛି। ଭାରତ ମଧ୍ୟ ଏହାକୁ ସମର୍ଥନ କରିଛି । ବିଶ୍ୱର ୧୪୨ଟି ଦେଶ ପାଲେଷ୍ଟାଇନକୁ ଏକ ସ୍ୱାଧୀନ ଦେଶ ଭାବରେ ମାନ୍ୟତା ଦେବାକୁ ସମର୍ଥନ କରିଛନ୍ତି। ଏହାକୁ…

PM Modi in Manipur: ମଣିପୁରର ଅଶାନ୍ତିର କେନ୍ଦ୍ରସ୍ଥଳରେ ମୋଦି, ବିମାନବନ୍ଦରରୁ ୬୫ କିମି ରାସ୍ତା ଯୋଗେ ଯାତ୍ରା…

ନୂଆଦିଲ୍ଲୀ: ମଣିପୁରରେ ଜାତିଗତ ସଂଘର୍ଷର ଦୁଇ ବର୍ଷରୁ ଅଧିକ ସମୟ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁରରେ ପହଞ୍ଚିଛନ୍ତି । ମଣିପୁର ବିମାନମନ୍ଦରରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ସିଧା ଚୁରାଚାନ୍ଦପୁରରେ ସେମାନଙ୍କ ଘରୁ ବିସ୍ଥାପିତ ହୋଇଥିବା ପୀଡିତାଙ୍କୁ ଭେଟିଛନ୍ତି । ଯାହା…