Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Nepal GenZs Protests: କାହିଁକି ଜଳୁଛି ନେପାଳ?

ନୂଆଦିଲ୍ଲୀ: ନେପାଳ ଯୁବକଙ୍କ କ୍ରୋଧରେ ଜଳୁଛି ନେପାଳ । ନେପାଳରେ ସରକାରଙ୍କ ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଯୁବକମାନେ ଶାନ୍ତ ହେଉନାହାଁନ୍ତି । ଅଧିକରୁ ଅଧିକ ହିଂସାତ୍ମକ ହେବାରେ ଲାଗିଛନ୍ତି । ପ୍ରତିବାଦକାରୀ ଯୁବକମାନେ ନେପାଳ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ବାସଭବନରୁ ନେଇ…

Gold Price Hike: ବଢିଲା ସୁନା ଏବଂ ରୁପା ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଲକ୍ଷେ ଟପିଲା ସୁନା ଦର। ଦେଶରେ ହୁ ହୁ ହୋଇ ବଢୁଥିବା ସୁନା ଦର ଏବେ ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେପ୍ଟେମ୍ବର ୯ ତାରିଖରେ ଭାରତୀୟ ସୁନା ବଜାରରେ ସୁନା ଏବଂ ରୁପାର ମୂଲ୍ୟରେ ବୃଦ୍ଧି ଘଟିଛି। ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୧୦ ହଜାର ୨୯୦…

ହିଂସା ମଧ୍ୟରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି 

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲ ଓଲିଙ୍କୁ ପଦ ଛାଡିବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ଇସ୍ତଫା ଦେବା ପରେ ହିଁ ପରିସ୍ଥିତିରେ ସୁଧାର ଆସିବ ବୋଲି ସେ କହିଥିଲେ। ନେପାଳରେ…

Vice-Presidential Election: କାହିଁକି ବିଜୟୀ ହେବେ ରାଧାକ୍ରିଷ୍ଣନ୍?

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଭୋଟ ଦେଇ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଲୋକସଭା ଏବଂ ରାଜ୍ୟସଭା ସାଂସଦମାନେ ଆଜି ଭୋଟ ଦେଉଛନ୍ତି । ଯାହା ମଙ୍ଗଳବାର…

Bangladeshi Hilsa: ଦୁର୍ଗା ପୂଜା ପାଇଁ ଭାରତକୁ ଆସିବ ଇଲିସି, ୧୨୦୦ ଟନ୍‌ ମାଛ ରପ୍ତାନି କଲା ବାଂଲାଦେଶ

କୋଲକାତା: ଆଉ କେଇଟା ଦିନ ପରେ ଧରାବତରଣ କରିବେ ମାଆ ଦୁର୍ଗା। ଚାରିଆଡେ ଉତ୍ସବମୁଖର। ତେବେ ଶାରଦୀୟ ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧିଲାଭ କରିଥିବା ପଶ୍ଚିମବଙ୍ଗରେ ମା'ଙ୍କ ପୂଜାରେ ଲୋକେ ଭିନ୍ନ ପ୍ରକାର ପାଳନ କରନ୍ତି। କାରଣ ଏଠାରେ ଦୁର୍ଗା ପୂଜା ସମୟରେ ଇଲିସି ମାଛର ଚାହିଦା ଅତ୍ୟନ୍ତ ବୃଦ୍ଧି…

Vice President Election 2025: ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରଥମ ଭୋଟ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ,…

ନୂଆଦିଲ୍ଲୀ: ଭାରତର ୧୭ ତମ ଉପରାଷ୍ଟ୍ରପତି ପାଇଁ ଏବେ ମତଦାନ ଆରମ୍ଭ ହୋଇଛି । ଦେଶର ୧୭ତମ ଉପରାଷ୍ଟ୍ରପତି ଚୟନ ପାଇଁ ଆଜି ସଂସଦ ଭବନରେ ଭୋଟ୍ ଗ୍ରହଣ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଭୋଟ୍ ଦେଇ ଭୋଟ ଗ୍ରହଣ ଆରମ୍ଭ କରିଛନ୍ତି ।  ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଆଜି ବନ୍ୟା…

Chinese Ambassador Xu Feihong: ‘ଏକାଠି ଲଢିବେ ଭାରତ-ଚୀନ୍‌’, ଆମେରିକାକୁ ବଡ ବାର୍ତ୍ତା ଦେଲେ ଚୀନ୍…

ନୂଆଦିଲ୍ଲୀ: ଆମେରିକାର ଶୁଳ୍କ ଉତ୍ତେଜନା ଭିତରେ ଏବେ ନିକଟତର ହୋଇଛନ୍ତି ଚୀନ ଏବଂ ଭାରତ । ଚୀନ୍ ରାଷ୍ଟ୍ରଦୂତ ଜୁ ଫିହୋଙ୍ଗ ସିଧା ଆମେରିକାକୁ ବଡ ବାର୍ତ୍ତା ଦେଇଛନ୍ତି । କହିଛନ୍ତି ଯେ ଭାରତ ଏବଂ ଚୀନ୍‌ ମିଳିତ ଭାବରେ ଆମେରିକାର ଟ୍ରମ୍ପ୍ ସରକାର ଦ୍ୱାରା ଲାଗୁ କରାଯାଇଥିବା ୫୦ ପ୍ରତିଶତ…

Israel’s Full-Scale Attack: ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ତୁରନ୍ତ ଗାଜା ଛାଡିବାକୁ ଲୋକଙ୍କୁ…

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ତୁରନ୍ତ ଗାଜା ଛାଡିବାକୁ ସାଧାରଣଲୋକଙ୍କୁ ନିର୍ଦ୍ଦେଶ ଦେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଗାଜାରେ ବଡ଼ ସୈନ୍ୟ ଅପରେସନ ଆରମ୍ଭ ହେବ। ଗାଜା ସିଟି ଓ ଶରଣାର୍ଥୀ ଶିବିର ଗୁଡିକୁ ଲକ୍ଷ୍ୟ କରାଯିବ। ତେଣୁ ତୁରନ୍ତ ଗାଜା…

ସୋସିଆଲ୍ ମିଡିଆ ଉପରୁ ବ୍ୟାନ ହଟାଇଲେ ନେପାଳ ସରକାର

କାଠମାଣ୍ଡୁ: ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର। ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ନିଷ୍ପତ୍ତି ନେଲେ ସରକାର। ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ସୂଚନା ମିଳିଛି। ସୋସିଆଲ୍ ମିଡିଆ ବ୍ୟାନ୍‌ ବିରୋଧରେ କାଠମାଣ୍ଡୁରେ…

ନେପାଳରେ ହିଂସା; ଭାରତ ସୀମାରେ ହାଇ ଆଲର୍ଟ 

ନୂଆଦିଲ୍ଲୀ: ନେପାଳ ସରକାର ୨୬ରୁ ଅଧିକ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଯୁବପିଢି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସୋମବାର ସନ୍ଧ୍ୟାରେ ନେପାଳ-ଭାରତ ସୀମା ଅନ୍ତର୍ଗତ ଝାପା ଜିଲ୍ଲାର ବିର୍ତା ମୋଡରେ ଏକ ବଡ଼ ଧରଣର ହିଂସାତ୍ମକ କାଣ୍ଡ ଘଟିଥିବା ସୂଚନା ମିଳିଛି।…