Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ଆଉ ଏକ ବଡ଼ ନରସଂହାର: ୬୦ରୁ ଅଧିକ ଲୋକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ନାଇଜେରିଆର ଉତ୍ତର-ପୂର୍ବ ବୋର୍ଣ୍ଣୋ ରାଜ୍ୟରେ ଆତଙ୍କୀ ଗୋଷ୍ଠୀ ବୋକୋ ହରାମ ବିଳମ୍ବିତ ରାତିରେ ଏକ ଗାଁକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛି। ଆତଙ୍କବାଦୀମାନେ ଆକ୍ରମଣ କରି ୬୦ ଜଣଙ୍କୁ ହତ୍ୟା କରିଛନ୍ତି। ଏହି ଗାଁରେ ଆଭ୍ୟନ୍ତରୀଣ ବିସ୍ଥାପିତଙ୍କ ପାଇଁ ଏକ ବନ୍ଦ ଶିବିରରୁ…

ADR Report: ଫୌଜଦାରୀ ମାମଲାରେ ମନ୍ତ୍ରୀଙ୍କ ନାଁ: ତାଲିକାରେ ଶୀର୍ଷରେ ଓଡ଼ିଶା, ଆନ୍ଧ୍ର

ଭୁବନେଶ୍ବର: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ଏବଂ ନ୍ୟାସନାଲ୍ ଇଲେକ୍ସନ୍ ୱାଚ୍ ର ଏକ ରିପୋର୍ଟ ଅନୁଯାୟୀ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ଏପରି ରାଜ୍ୟ ଭାବରେ ଉଭା ହୋଇଛି ଯେଉଁଠାରେ ସର୍ବାଧିକ ପ୍ରତିଶତ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ଅଭିଯୋଗ ରହିଛି। ବିଶ୍ଳେଷଣରୁ…

Hindi In Russian Universities: ମୋଦି ଇଫେକ୍ଟ; ଏବେ ରୁଷୀୟ କଲେଜରେ ପିଲା ପଢିବେ ହିନ୍ଦୀ, ଗୁରୁତ୍ୱ ଦେଲେ ରୁଷ…

ନୂଆଦିଲ୍ଲୀ: ଏବେ ରୁଷ ବିଶ୍ବବିଦ୍ୟାଳୟମାନଙ୍କରେ ପିଲା ପଢିବେ ହିନ୍ଦୀ । ବିଶ୍ୱବିଦ୍ୟାଳୟଗୁଡ଼ିକରେ ହିନ୍ଦୀ ଶିକ୍ଷା ପାଇଁ ଦାବି କଲେ ରୁଷ ମନ୍ତ୍ରୀ । ରୁଷ ଫେଡେରେସନର ଉଚ୍ଚଶିକ୍ଷା ଉପମନ୍ତ୍ରୀ କନଷ୍ଟାଣ୍ଟିନ ମୋଗିଲେଭସ୍କି ବ୍ୟାଖ୍ୟା କରିଛନ୍ତି ଯେ ଭାରତ ଆଜି ବିଶ୍ୱର ସବୁଠାରୁ ଅଧିକ…

Worldwide Earthquake: ଯଦି ଏକାସାଙ୍ଗରେ ଭୂମିକମ୍ପରେ ଥରେ ପୂରା ବିଶ୍ବ, କ’ଣ ହେବ, ଏହା ସମ୍ଭବ କି?

ନୂଆଦିଲ୍ଲୀ: ଏବେ ପାକିସ୍ତାନ ଠାରୁ ଆଫଗାନିସ୍ଥାନ, ଭାରତର ପଡ଼ୋଶୀ ଦେଶରେ ଭୂମିକମ୍ପ ଯୋଗୁଁ ଆତଙ୍କ ଖେଳିଛି । କିନ୍ତୁ ଯଦି ସମଗ୍ର ବିଶ୍ୱରେ ଏକକାଳୀନ ଭୂମିକମ୍ପ ହୁଏ ତେବେ କ’ଣ ହେବ?, ଧ୍ବଂସ ହୋଇଯିବ କି ପୂରା ପୃଥିବୀ?, ତେବେ ବୈଜ୍ଞାନିକ ଭାବେ ଏହା ସମ୍ଭବ ନୁହେଁ । କାରଣ ଟେକ୍ଟୋନିକ୍…

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ମାଓବାଦୀ ଅମିତ ହାଂସଦା ନିହତ

ରାଞ୍ଚି: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଥବା ସୂଚନା ରହିଛି । ମୃତ ମାଓବାଦୀ ଜଣକ ହେଲା ସିପିଆଇ ମାଓବାଦୀର ପୁରସ୍କାରପ୍ରାପ୍ତ ନକ୍ସଲ ଅମିତ ହାଂସଦା…

Trump To Meet Xi: ଭାରତର ନିକଟତା ଦେଖି ଆମେରିକା ମନରେ ଛନକା, ଜିନପିଙ୍ଗଙ୍କୁ ଭେଟିବାକୁ ଚାଲିଛି କସରତ….

ନୂଆଦିଲ୍ଲୀ: ଚୀନ୍‌ରେ SCO ଶିଖର ସମ୍ମିଳନୀରେ ଭାରତ-ରୁଷ ଏବଂ ଚୀନ୍‌ର ଶୀର୍ଷ ନେତାଙ୍କ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ ପରିବର୍ତ୍ତନ ହେବା ଦେଖାଯାଉଛି। ଦିନେ ଧମକ ଦେଉଥିବା ସ୍ୱର ଏବେ ଚିନ୍ତା କରିବାର କିଛି ନାହିଁ ବୋଲି କହୁଛି। ଏହି ସମୟରେ, କୁହାଯାଉଛି ଯେ…

Ropeway breakdown:ରୋପୱେ ତାର ଛିଣ୍ଡି ଚାଲିଗଲା ୬ ଜୀବନ

ଗୁଜୁରାଟ: ଗୁଜରାଟର ପଞ୍ଚମହାଲ ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ପାବାଗଡ଼(Pavagadh Hill temple )ରେ ଶନିବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପଞ୍ଚମହାଲ ଜିଲ୍ଲାରେ ପାବାଗଡ଼ରେ ମାଲବାହୀ ରୋପୱେ ତାର ଛିଣ୍ଡି ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ…

ବିନା ଅନୁମତିରେ ଫୋନ ଛୁଇଁଲେ ଜେଲ, ଅଦ୍ଭୂତ ନିୟମ

ନୂଆଦିଲ୍ଲୀ : ପ୍ରତ୍ୟେକ ଦେଶରେ କିଛି ନା କିଛି ଏପରି ଆଇନ ରହିଛି, ଯାହା ଅନ୍ୟ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଏପରି ଅନେକ ଅଦ୍ଭୁତ ଆଇନ ରହିଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ଆଇନଗୁଡ଼ିକ ଦେଶର ସାଂସ୍କୃତିକ ଓ ଧାର୍ମିକ…

ଆପଣଙ୍କ ସବୁ ପାସୱାର୍ଡ ଏମାନଙ୍କ ପାଖରେ, ହୋଇଯାନ୍ତୁ ସାବଧାନ !

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ପାସୱାର୍ଡ ହେଉଛି ଆମର ଅନଲାଇନ ସୁରକ୍ଷାର ପ୍ରଥମ ପ୍ରାଚୀର। କିନ୍ତୁ ଯଦି ଏହି ପ୍ରାଚୀର ଦୁର୍ବଳ ହୋଇଯାଏ, ତେବେ ହ୍ୟାକରମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କ ବିବରଣୀ ଏବଂ ସୋସିଆଲ ମିଡିଆ ଆକାଉଣ୍ଟକୁ ଆକ୍ସେସ କରିପାରନ୍ତି। ଏବେ ଆମେ ଆପଣଙ୍କୁ ଜଣାଇବୁ…

ଯଦି ପୃଥିବୀରେ ଏମିତି ହୋଇଯାଏ…. ବଣମଣିଷଠୁ ବଡ଼ ହୋଇଯିବ ମଣିଷ, ପିମ୍ପୁଡ଼ି ହୋଇଯିବ ୫୦ କେଜି ଓଜନ !

ନୂଆଦିଲ୍ଲୀ: ମଣିଷ ସମେତ ପୃଥିବୀରେ ଥିବା ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଅମ୍ଳଜାନ ଅତ୍ୟନ୍ତ ଜରୁରୀ। ଏହି ଅମ୍ଳଜାନ ହିଁ ପୃଥିବୀରେ ମଣିଷ ଓ ଜୀବଜନ୍ତୁଙ୍କ ଅସ୍ତିତ୍ୱର ମୂଳ କାରଣ। ଅନ୍ୟ ଗ୍ରହମାନଙ୍କରେ ଅମ୍ଳଜାନର ଅଭାବ ହେତୁ ସେଠାରେ ଜୀବନର ସମ୍ଭାବନା ନାହିଁ। କେବେ ଭାବିଛନ୍ତି କି, ଅମ୍ଳଜାନର…