Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Kedarnath dham yatra: ସେପ୍ଟେମ୍ବର ୧ରୁ ବନ୍ଦ ଥିବା କେଦାରନାଥ ଯାତ୍ରା ହେଲା ଆରମ୍ଭ; ଏପଟେ ତୁଷାରପାତ ଯୋଗୁଁ…

ଡେରାଡୁନ:ଆଜି କେଦାରନାଥ ଧାମ ସହ ରୁଦ୍ରପ୍ରୟାଗରେ ପାଗ ସଫା ରହିଛି । ଏହାକୁ ନଜରରେ ରଖି ତୀର୍ଥଯାତ୍ରା ମଧ୍ୟ ପୁଣି ଆରମ୍ଭ ହୋଇଯାଇଛି । ସେପ୍ଟେମ୍ବର ୧ ତାରିଖରୁ ବନ୍ଦ ଥିବା କେଦାରନାଥ ଯାତ୍ରା ପୁଣି ଥରେ ଖୋଲିଛି।  ସୂଚନାଥାଉକି କେଦାରନାଥ ଧାମ ସହିତ ବଦ୍ରିନାଥ ଧାମ ଯାତ୍ରା ମଧ୍ୟ ଆରମ୍ଭ…

Pentagon Rebranding: ଆମେରିକାର ବଡ଼ ପଦକ୍ଷେପ, ପେଣ୍ଟାଗନ ଏବେ ‘ଡିପାର୍ଟମେଣ୍ଟ ଅଫ୍ ଓ୍ବାର୍’, ସ୍ବାକ୍ଷର…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ବିଭାଗର ପେଣ୍ଟାଗନର ନାମ ପରିବର୍ତ୍ତନ କରି ‘ଡିପାର୍ଟମେଣ୍ଟ ଅଫ୍ ଓ୍ବାର୍(ଯୁଦ୍ଧ ବିଭାଗ)’ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଗତକାଲି ଏହି ସମ୍ବନ୍ଧୀୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଥିଲେ ଏବଂ ଏହି…

Punjab floods: ପଞ୍ଜାବ ବନ୍ୟା ବିତ୍ପାତରେ ମନ ଜିଣିଲେ ଅଭିନେତା: ଅକ୍ଷୟଙ୍କ ଠାରୁ ଦିଲଜିତଙ୍କ ପର୍ଯ୍ୟନ୍ତ ବଢାଇଲେ…

ନୂଆଦିଲ୍ଲୀ: ବର୍ଷା ଏବଂ ବନ୍ୟା ବିତ୍ପାତରେ ଏବେ ବେହାଲ ଉତ୍ତର ଭାରତ । ବେଶୀ ପ୍ରଭାବିତ ହୋଇଛି ଭାରତର ପଞ୍ଜାବ ପ୍ରଦେଶ । ପଞ୍ଜାବରେ ବନ୍ୟା ହଜାର ହଜାର ଲୋକଙ୍କ ଜୀବନରେ ବିପର୍ଯ୍ୟୟ ଆଣିଛି। ଅନେକ ଗାଁ ବନ୍ୟାରେ ବୁଡ଼ି ଯାଇଛି । ଏବେ ବି ପଞ୍ଜାବ ପ୍ରଦେଶରେ ବନ୍ୟା କବଳରେ ୨ ଡଜନରୁ ଅଧିକ…

Trump Tariffs Backfire: ଟାରିଫ୍ ଜାଲରେ ଫସିଲେଣି ଟ୍ରମ୍ପ୍!

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ବିଛେଇଥିବା ଜାଲରେ ଏବେ ପଡିଛନ୍ତି । ଅନ୍ୟ ଦେଶରେ ଉପରେ ଲାଗୁ କରିଥିବା ଶୁଳ୍କ, ଏବେ ତାଙ୍କୁ ଭାରି ପଡିବା ଆରମ୍ଭ କଲାଣି । ଯାହାକୁ ନେଇ ଏବେ ଟ୍ରମ୍ପ ପ୍ରଶାସନ ଚିନ୍ତାରେ ଥିବା ବେଳେ ନରମିଲେଣି ଟ୍ରମ୍ପ । ଭାରତ ପ୍ରତି ରୁକ୍ଷ…

ଫେସବୁକ ଓ ୟୁଟ୍ୟୁବ ସମେତ ଏହି ୨୪ଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ବ୍ୟାନ ଲଗାଇବେ ନେପାଳ ସରକାର..

ନୂଆଦିଲ୍ଲୀ: ନେପାଳ ସରକାର ଘୋଷଣା କରିଛନ୍ତି ଯେ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଦେଶରେ ଆନୁଷ୍ଠାନିକ ଭାବରେ ପଞ୍ଜିକରଣ କରିବା ପାଇଁ ସ୍ଥାନୀୟ ନିୟମ ପାଳନ କରୁନଥିବାରୁ ସେମାନେ ଏହାକୁ ନିଷେଧ କରୁଛନ୍ତି । ଏହି ନୂତନ ଆଦେଶ ଅନୁଯାୟୀ, ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ଭଳି…

ବିବାଦ ଭିତରେ ଟ୍ରମ୍ପଙ୍କ ସ୍ୱର ନରମିଲା, ତୁଟିଲା କି ଭାରତ-ଆମେରିକା ବିବାଦ?

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱର ବଦଳିଛି। ଭାରତ ଉପରେ ଟାରିଫ ଲଗାଇବା ପରେ ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ବନ୍ଧୁ ବୋଲି କହୁଛନ୍ତି। ସେ ଭାରତ-ଆମେରିକା ସମ୍ପର୍କର ପ୍ରଶଂସା ମଧ୍ୟ କରୁଛନ୍ତି। ଏହାର ଜବାବରେ ମୋଦୀ ଟ୍ରମ୍ପଙ୍କ ସକାରାତ୍ମକ…

Modi-Trump Friendship: ‘ସବୁବେଳେ ବନ୍ଧୁ ରହିବି’, ଟ୍ରମ୍ପଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ,…

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଧୁତା ବୟାନ ପରେ ଏବେ ଏହାକୁ ନେଇ ନିଜର ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଆମ ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ହୃଦୟର ସହିତ ପ୍ରଶଂସା କରୁଛୁ ଏବଂ ତାଙ୍କୁ…

ମୁମ୍ବାଇ ଉଡ଼ାଇବାକୁ ଧମକ, ଦିଲ୍ଲୀରୁ ଜଣେ ଗିରଫ

ମୁମ୍ବାଇ: ମୁମ୍ବାଇ ଉଡ଼ାଇବାକୁ ଧମକ ଦେବା ଅଭିଯୋଗରେ ଦିଲ୍ଲୀ ନୋଏଡାରୁ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗୁରୁବାର ଦିନ ପ୍ରାୟ ୨ଟା ସମୟରେ ମୁମ୍ବାଇ ଟ୍ରାଫିକ୍ ପୋଲିସର ସରକାରୀ ହ୍ୱାଟ୍ସଆପ୍ ନମ୍ବରରେ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ଯେଉଁଥିରେ ଦାବି କରାଯାଇଥିଲା ଯେ ସହରର ୩୪ଟି…

ଅପରେସନ ସିନ୍ଦୂର ମେ ୧୦ରେ ସରିନଥିଲା; ଦୀର୍ଘ ଦିନ ଚାଲିଥିଲା: ସେନା ମୁଖ୍ୟ 

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ମେ ୧୦ରେ ସରିନଥିଲା; ଦୀର୍ଘ ଦିନ ଧରି ଚାଲିଥିଲା। ଏନେଇ ସୂଚନା ଦେଇଛନ୍ତି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଶୁକ୍ରବାର ଦିନ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ 'ଅପରେସନ ସିନ୍ଦୂର'କୁ ନେଇ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି।ତେବେ ଏହି…