Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Trump Tariff On Medicines: ଔଷଧ କମ୍ପାନୀଗୁଡ଼ିକ ଉପରେ ୨୦୦% ଶୁଳ୍କ ଲଗାଇବେ ଟ୍ରମ୍ପ! କ’ଣ ରହିଛି ନୂଆ ଯୋଜନା?

ଓ୍ବାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦% ଶୁଳ୍କ ଲାଗୁ କରିବା ପରେ, ଏବେ ନୂତନ ଶୁଳ୍କ ଯୋଜନା କରୁଛନ୍ତି । ଏଥର ଔଷଧ କମ୍ପାନୀଗୁଡ଼ିକ ଉପରେ ୨୦୦% ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି । ଏକ ରିପୋର୍ଟ ଅନୁଯାୟୀ, କିଛି ଔଷଧ ଉପରେ ଏହି ଶୁଳ୍କ ଲାଗୁ ହୋଇପାରେ । ଅଟୋ…

‘ମୋ ମାଆଙ୍କୁ ଗାଳି ଦେଲେ, ତାଙ୍କର କ’ଣ ଭୁଲ୍ ଥିଲା’: ଗାଳି ରାଜନୀତିକୁ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ବିହାରର ଜୀବିକା ନିଧି କ୍ରେଡିଟ୍ କୋଅପରେଟିଭ୍ ୟୁନିଅନ୍ ଲିମିଟେଡ୍‌କୁ ଭର୍ଚୁଆଲ୍ ଭାବରେ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତର ବିକାଶର ଏକ ପ୍ରମୁଖ ଆଧାର ହେଉଛି ମହିଳା ସଶକ୍ତିକରଣ ଏବଂ…

ପୋଲିସକୁ ଗୁଳି କରି ଚମ୍ପଟ୍ ମାରିଲେ ଆପ୍ ବିଧାୟକ

ଚଣ୍ଡୀଗଡ଼: ପଞ୍ଜାବ ଆମ ଆଦମୀ ପାର୍ଟି (ଆପ୍) ବିଧାୟକ ହରମିତ୍ ସିଂହ ପଠାଣମାଜରାଙ୍କୁ ଏକ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିଲା। ପୋଲିସ ଅଭିଯୋଗ ଅନୁଯାୟୀ, ବିଧାୟକ ଏବଂ ତାଙ୍କ ସହଯୋଗୀମାନେ ଏହି ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଏବଂ ଜଣେ ପୋଲିସକର୍ମୀଙ୍କ ଉପରେ ତାଙ୍କ ଗାଡ଼ି ଚଢାଇ…

k kavitha suspended: ବିଆରଏସରୁ ନିଲମ୍ବିତ ହେଲେ କେ. କବିତା, କାହିଁକି ଏତେ ବଡ ନିଷ୍ପତ୍ତି ନେଲେ ବାପା କେସିଆର?

ହାଇଦ୍ରାବାଦ: ତେଲେଙ୍ଗାନା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତ ରାଷ୍ଟ୍ର ସମିତି (BRS) ବିଧାନ ପରିଷଦ ସଦସ୍ୟ (MLC) କେ. କବିତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ବିଆରଏସ ଦଳର ମୁଖ୍ୟ ହେଉଛନ୍ତି କେ. କବିତାଙ୍କ ପିତା କେ. ଚନ୍ଦ୍ରଶେଖର ରାଓ (KCR) । ସେ କେ. କବିତାଙ୍କୁ…

First Made-In-India Chip: ମୋଦିଙ୍କ ହାତରେ ଦେଶର ପ୍ରଥମ ଚିପ୍ ‘VIKRAM3201’

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକାର ଶୁଳ୍କ ଲାଗୁ ପରେ ଏବେ ସ୍ବଦେଶୀ ଉପରେ ଗୁରୁତ୍ବାରୋପ କରୁଛି ଦେଶ । ‘ମେକ୍ ଇନ୍ ଇଣ୍ଡିଆ’, ‘ଭୋକାଲ ଫର୍ ଲୋକାଲ’କୁ ଆପଣାଇବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଏହାରି ଭିତରେ ଚିପ୍ ବିପ୍ଳବରେ ଭାରତ ଏକ ବଡ଼…

Donald Trump Mock Funeral: ଟାରିଫ୍ ଚାପ ଭିତରେ ସରିଲା ଟ୍ରମ୍ପଙ୍କ ‘ଶେଷ ସଂସ୍କାର’, ପ୍ରତିକାତ୍ମକ…

ଭୋପାଳ: ଭାରତ ଉପରେ ଲାଗୁ ହୋଇଥିବା ଟାରିଫ୍ ନୀତି ପାଇଁ ଏବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସବୁଠି ସମାଲୋଚିତ ହେଉଥିବା ବେଳେ  ଟ୍ରମ୍ପଙ୍କ ଉପରେ କ୍ରୋଧିତ ଅଛନ୍ତି ଭାରତର ଲୋକମାନେ । ଭାରତର ଲୋକମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ଏତେ କ୍ରୋଧିତ ଯେ ସେମାନେ…

Naxalites Arrested:ପୋଲିସକୁ ବଡ଼ ସଫଳତା, ୩ ହାର୍ଡକୋର ମାଓବାଦୀ ଗିରଫ

ରାୟପୁର: ଛତିଶଗଡ଼ ସୁକମା ଜିଲ୍ଲା ପୋଲିସକୁ ବଡ଼ ସଫଳତା। ଚିନ୍ତାଗୁଫା ଜଙ୍ଗଲରୁ ୩ ହାର୍ଡକୋର ମାଓବାଦୀ ଗିରଫ।ଜଙ୍ଗଲରେ IED ଖଞ୍ଜୁଥିବା ବେଳେ ୩ ମାଓବାଦୀ ଗିରଫ। ପୋଲିସ ଓ CRPF କୋବ୍ରା ଯବାନଙ୍କ ମିଳିତ ଅପରେସନ ବେଳେ ଗିରଫ ହୋଇଛନ୍ତି ମାଓବାଦୀ। ତେବେ ଜିଲ୍ଲା ପୋଲିସ ଓ CRPF କୋବ୍ରା…

ଚୀନରେ SCO ସମ୍ମିଳନୀ: ଭାରତର ସଫଳତା, ଟ୍ରମ୍ପଙ୍କୁ ଟେନସନ

ବେଜିଂ: ଚୀନର ତିୟାନଜିନରେ ହୋଇଥିବା SCO ସମ୍ମିଳନୀ ଭାରତ ପାଇଁ ସଫଳ ହେଲା। ଏହି ସମ୍ମିଳନୀ ଉପରେ ଆମେରିକା ସମେତ ପଶ୍ଚିମ ଦେଶମାନଙ୍କ ନଜର ଥିଲା। ଏଠାରୁ ଏମିତି କିଛି ନିର୍ଯାସ ବାହାରିଲା ଯାହା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିନ୍ତାରେ ପକାଇଛି। ଏଥିପାଇଁ ଟ୍ରମ୍ପ ନିଜେ…

ଟ୍ରମ୍ପଙ୍କ ପରାମର୍ଶଦାତାଙ୍କ ମନ୍ତବ୍ୟ: ‘ବ୍ରାହ୍ମଣ ଲାଭ କମାଉଛନ୍ତି’, ଭାରତରେ ବିବାଦ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟବସାୟିକ ପରାମର୍ଶଦାତା ପିଟର ନାଭାରୋ ଏକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, “ବ୍ରାହ୍ମଣ ରୁଷିଆରୁ ତେଲ କିଣି ଲାଭ କରୁଛନ୍ତି।” ଏହି କଥା ଭାରତରେ ବିବାଦ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଲୋକେ ପଚାରୁଛନ୍ତି, ନାଭାରୋ କ’ଣ…

Sudan landslide: ପ୍ରାକୃତିକ ବିପର୍ଯ୍ୟୟରେ କାନ୍ଦୁଛି ସୁଡାନ; ମାଟି ତଳେ ଦବିଛି ଗାଁ, ୧୦୦୦ ଲୋକଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ପ୍ରକୃତି ବିଶ୍ୱରେ ତା'ର ଭୟଙ୍କର ରୂପ ଦେଖାଉଛି। ଗୋଟିଏ ପଟେ ଆଫଗାନିସ୍ତାନ ଭୂମିକମ୍ପର ବିନାଶ ଦେଖିଛି, ଅନ୍ୟପଟେ ଆଫ୍ରିକୀୟ ଦେଶ ସୁଡାନରେ ପ୍ରକୃତି ତା'ର ଭୟଙ୍କର ରୂପ ଦେଖାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଏପରି ଯେ ମାନବଜାତି କାନ୍ଦୁଛି । ସୁଡାନରେ ଭୂସ୍ଖଳନ ଯୋଗୁଁ ବ୍ୟାପକ…