Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁପ୍ରିମ କୋର୍ଟରେ ନିଯୁକ୍ତିର ବଡ଼ ସୁଯୋଗ, ଦରମା ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଭାରତର ସୁପ୍ରିମ କୋର୍ଟରେ କୋର୍ଟ ମାଷ୍ଟର ପଦ ପାଇଁ ନିଯୁକ୍ତି ବାହାରିଛି। ଏହା ପାଇଁ ସୁପ୍ରିମ କୋର୍ଟ ଏକ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ। କୋର୍ଟ ମାଷ୍ଟର ପଦ ପାଇଁ ବୟସ ସୀମା ୩୦ରୁ ୪୫ ବର୍ଷ ରହିଛି। ବିଜ୍ଞପ୍ତି ଅନୁସାରେ,…

ବିନା ନେଟୱାର୍କରେ ଏହି ଫୋନରେ ହେବ କଲିଂ: ମିଳିବ ଦମଦାର AI ଫିଚର, ଖୁବ ଶୀଘ୍ର ହେଉଛି ଲଞ୍ଚ

ନୂଆଦିଲ୍ଲୀ: ଟେକ୍ନୋ ଭାରତୀୟ ବଜାରରେ ତାର ପୋଭା ସିରିଜ୍‌ର ଏକ ନୂଆ ସ୍ମାର୍ଟଫୋନ୍‌ Tecno Pova Slim 5G ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ଏଥିପାଇଁ ଫ୍ଲିପକାର୍ଟରେ ଏକ ସ୍ବତନ୍ତ୍ର ଲ୍ୟାଣ୍ଡିଂ ପେଜ୍‌ ମଧ୍ୟ ଲାଇଭ୍‌ କରିଛି, ଯେଉଁଥିରେ ଏହାର ଡିଜାଇନ୍‌ ଏବଂ କିଛି ଖାସ୍‌ ଫିଚର୍‌…

Trump- Modi Tension: ରୁଶିଛନ୍ତି ଟ୍ରମ୍ପ୍, ଆସିବେନି ଭାରତ….ମୋଦିଙ୍କ ଚୀନ୍ ଗସ୍ତ ଭିତରେ କ୍ୱାଡ୍…

ନୂଆଦିଲ୍ଲୀ: କୁହନ୍ତିନି ଚୋରି ପୁଣି ସୀମାଚୋରି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଏବେ ସେଇଆ କରୁଛନ୍ତି। ନିଜ ଆଶା ପୂରଣ ନହେବାରୁ ଭାରତ ଉପରେ ଦାଉ ସାଧିଲେ। ତାର ବି ଭାରତ କିଛି ଜବାବ ଦେଇନି। ଏବେ ଭାରତରେ ହେବାକୁ ଥିବା କ୍ୱାଡ ସମ୍ମିଳନୀ ରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ତେବେ ମେ…

Mahua Moitra: ପୁଣି ଅଡୁଆରେ ସାଂସଦ ମହୁଆ ମୋଇତ୍ରା; ତାଙ୍କ ବିରୋଧରେ ରାୟପୁରରେ ମାମଲା ରୁଜୁ

ରାୟପୁର: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ପ୍ରାୟତଃ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ତାଙ୍କର ଆପତ୍ତିଜନକ ବୟାନ ପାଇଁ ସେ ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ଛତିଶଗଡ଼ର ରାଜଧାନୀ ରାୟପୁରର ମାନା ପୋଲିସ ଷ୍ଟେସନରେ ମୋଇତ୍ରାଙ୍କ…

Explosion at Firecracker Factory: ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୪ ମୃତ

ଲକ୍ଷ୍ନୌ: ଏକ ବାଣ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଛି । ବିସ୍ଫୋରଣରେ ନିକଟସ୍ଥ ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି । ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ…

PRATIBHA Setu: UPSC ଆଶାୟୀମାନଙ୍କ ପାଇଁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ, ‘ପ୍ରତିଭା ସେତୁ’ର କଲେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୧୨୫ତମେ ମନ କି ବାତ୍ ରେ'ପ୍ରତିଭା ସେତୁ'ର ଆରମ୍ଭ କରିବାର ଘୋଷଣା କରିଛନ୍ତି। ଯାହା UPSC ଆଶାୟୀମାନଙ୍କୁ ସମର୍ଥନ କରିବା ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ ହେବା। ଯେଉଁ ଆଶାୟୀମାନେ ଅଳ୍ପକେରେ UPSC ଚୂଡ଼ାନ୍ତ ମେରିଟ୍ ତାଲିକାରୁ ବଞ୍ଚିତ…

Vocal For Local: ‘ଗର୍ବରେ କୁହ ଏହା ସ୍ୱଦେଶୀ’, ଶୁଳ୍କ ଚିନ୍ତା ଭିତରେ ‘ମନ କି ବାତ’ରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୨୫ ତମ ଏପିସୋଡରେ ଲୋକାଲ୍ ଫର ଭୋକାଲ୍ ଉପରେ ଅଧିକ ଗୁରୁତ୍ୱାରୋପ କରିଛନ୍ତି। ଆମେରିକାରେ ଶୁଳ୍କ ପ୍ରହାରକୁ ଜବାବ ଦେବାକୁ ମୋଦି ସ୍ଵଦେଶୀ ଜିନିଷର ଅଧିକ ବ୍ୟବହାର କରିବା ଉପରେ ଜୋର୍ ଦେଇଛନ୍ତି।…

Modi Meets Jinping: ଭାରତ-ଚୀନ୍ ସମ୍ପର୍କର ପୁନର୍ଜନ୍ମ, ଆମେରିକା ଗାଲରେ ବାଜିଲା ଶକ୍ତ ଚାପୁଡ଼ା…..

ନୂଆଦିଲ୍ଲୀ: ଆମେରିକା ସହିତ ଶୁଳ୍କ ଯୁଦ୍ଧ ପରେ, ଭାରତ ଏବଂ ଚୀନ୍ ସେମାନଙ୍କର ସମ୍ପର୍କକୁ ଏବେ ମଜବୁତ୍ କରୁଛନ୍ତି । ଦୀର୍ଘ ୬ ବର୍ଷ ପରେ ଚୀନରେ ପାଦ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିସହିତ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି ମୋଦି। ଯାହା ଏସିଆରେ ଆମେରିକାର ରଣନୀତି…

Modi-Zelenskyy: ମାସକରେ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେଲେ ଜେଲେନ୍ସକି; ଜାଣନ୍ତୁ କହିଲେ କ’ଣ

ନୂଆଦିଲ୍ଲୀ:ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି (Volodymyr Zelenskyy) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Narendra Modi)ଙ୍କୁ ଫୋନ୍ କରି ୟୁକ୍ରେନର ସାମ୍ପ୍ରତିକ ଘଟଣାକ୍ରମ ଉପରେ ନିଜର ମତାମତ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ସୂଚନା ଦେଇଛି । ସୂଚନାଥାଉକି,…

Instagramରେ ଆସିଲା ଦମଦାର ଫିଚର୍, କ୍ରିଏଟରଙ୍କ ଭାଗ୍ୟ ଖୋଲିଗଲା

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ନିରନ୍ତର ଭାବେ ନିଜ ଉପଭୋକ୍ତା ଓ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ ନୂଆ ନୂଆ ଫିଚର ଆଣୁଛି। ଏଥର କମ୍ପାନୀ ଏକ ଏପରି ଅପଡେଟ ରୋଲଆଉଟ କରିଛି, ଯାହା କଣ୍ଟେଣ୍ଟ କ୍ରିଏଟରଙ୍କ ସୃଜନଶୀଳତାକୁ ଏକ ନୂଆ ଦିଗ ଦେବ। ଏବେ ଆପଣ ଚାହିଁଲେ ଏକାଧିକ ରିଲ (Reels) କୁ ଏକାଠି ଯୋଡ଼ି…