Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Baba Vanga: ସତ ହେଲାଣି ଏତେ ଭବିଷ୍ୟବାଣୀ !

ନୂଆଦିଲ୍ଲୀ: 1911 ମସିହାରେ ବୁଲଗେରିଆରେ ଜନ୍ମ ନେଇଥିବା ବାବା ଭେଙ୍ଗା ପିଲା ଦିନରୁ ନିଜ ଦୃଷ୍ଟିଶକ୍ତି ହରାଇଥିଲେ। ତେବେ ବିନା ଆଖିରେ ବିଶ୍ବକୁ ନେଇ ତାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି। ଦ୍ବିତୀୟ ବିଶ୍ବଯୁଦ୍ଧ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଓ ନ୍ୟୁୟର୍କରେ ବିଶ୍ବ ବାଣିଜ୍ୟ କେନ୍ଦ୍ର…

ଆମେରିକା ସହ ଲଢିବାକୁ ପ୍ରସ୍ତୁତ ସତ୍ୟ ସାଇଙ୍କ ଭକ୍ତ !

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଭେନେଜୁଏଲା ଉପରେ ଆକ୍ରମଣ କରିପାରେ ଆମେରିକା ସେନା। ତେଲ ଉତ୍ପାଦନକାରୀ ଏହି ଦେଶ ନିକଟରେ ଆମେରିକା ପ୍ରାୟ ପ୍ରତିଦିନ ସେନା ଉପସ୍ଥିତି ବଢାଇବାରେ ଲାଗିଛି। ଶୁକ୍ରବାର ରାତିରେ ଆଟଲାଣ୍ଟିକ ମହାସାଗର ଆଡକୁ ଆମେରିକା ଯୁଦ୍ଧ ଜାହାଜ ଆଗଉଥିବା…

Adi Vaaniର ବିଟା ସଂସ୍କରଣ ହେଲା ଲଞ୍ଚ; ଏହା ଦେଶର ପ୍ରଥମ AI ଆଦିବାସୀ ଭାଷା ଅନୁବାଦକ

ନୂଆଦିଲ୍ଲୀ: ଆଦିବାସୀ ଭାଷାକୁ ସୁରକ୍ଷା ଦେବା ପାଇଁ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ 'ଆଦି ବାଣୀ'(Adi Vaani)ର ବିଟା ସଂସ୍କରଣ ଲଞ୍ଚ କରୁଛି। ଏହା ଭାରତର ପ୍ରଥମ AI-ଆଧାରିତ ଆଦିବାସୀ ଭାଷା ଅନୁବାଦକ। ଏହାକୁ ଆଦିବାସୀ ଗୌରବ ବର୍ଷ ଅଧୀନରେ ବିକଶିତ କରାଯାଇଛି। ଏହି ପଦକ୍ଷେପ ଆଦିବାସୀ…

PAN-Aadhaar ଡିଟେଲ୍ ମ୍ୟାଚ୍ ହେଉନଥିଲେ ଅଟକିଯିବ ସବୁ କାମ, ଆଜି ହିଁ ଘରେ ବସି ଠିକ୍ କରିଦିଅନ୍ତି

ନୂଆଦିଲ୍ଲୀ:  ଭାରତରେ ବର୍ତ୍ତମାନ ଅଧିକାଂଶ ଆର୍ଥିକ ଏବଂ ସରକାରୀ କାମ ପାଇଁ ପ୍ୟାନ (PAN) ଏବଂ ଆଧାର (Aadhaar) ଲିଙ୍କ ହେବା ଅତ୍ୟନ୍ତ ଜରୁରୀ। ଟ୍ୟାକ୍ସ ଫାଇଲିଂରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ଏବଂ ଇପିଏଫଓ (EPFO) ପର୍ଯ୍ୟନ୍ତ, ସବୁଠାରେ ଏହି ଦୁଇଟି ଡକ୍ୟୁମେଣ୍ଟର ତଥ୍ୟ ମେଳ ଖାଇବା…

ପ୍ରଥମ ଥର AC ଳଗାଉଥିଲେ ଏହି ବିଷୟରେ ନିଶ୍ଚିତ ଜାଣନ୍ତୁ, ନହେଲେ ହୋଇପାରେ ବଡ କ୍ଷତି

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଲୋକମାନେ ସର୍ବପ୍ରଥମେ ଏୟାର କଣ୍ଡିସନର (ଏସି) କିଣିବା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଯଦି ଆପଣ ପ୍ରଥମ ଥର ପାଇଁ ନିଜ ଘରେ ଏସି ଲଗାଉଛନ୍ତି, ତେବେ କେବଳ ବ୍ରାଣ୍ଡ କିମ୍ବା ଟନ କ୍ଷମତା ଦେଖି କିଣିବା ଯଥେଷ୍ଟ ନୁହେଁ। ଯଦି ଜରୁରୀ…

Google Translate ଆଣିଲା ଚମତ୍କାର ଫିଚର୍, ଏବେ ସହଜ ହୋଇଯିବ…

ନୂଆଦିଲ୍ଲୀ: Google Translate ଏବେ କେବଳ ଏକ ଅନୁବାଦ ଆପ୍ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ଭାଷା ସହାୟକ ଭାବେ ରୂପାନ୍ତରିତ ହେଉଛି। ଗୁଗଲ ନିକଟରେ AI ଏବଂ ମେସିନ ଲର୍ନିଂର ସହାୟତାରେ ଏହାର Translate ଆପକୁ ଏକ ବୃହତ ଅପଗ୍ରେଡ କରିଛି। ଏହି ଅପଡେଟ ପରେ ଆପରେ ଲାଇଭ୍ କନଭରସେସନ ମୋଡ ଏବଂ…

ହୃଦଘାତରେ ୩୯ ବର୍ଷୀୟ ହାର୍ଟ ସର୍ଜନଙ୍କର ମୃତ୍ୟୁ; ଉଦବେଗ ପ୍ରକାଶ

ଚେନ୍ନାଇ: ଚେନ୍ନାଇରେ ବୁଧବାର ହୃଦରୋଗୀଙ୍କ ଚିକିତ୍ସା କରୁଥିବା ଜଣେ ୩୯ ବର୍ଷୀୟ ସର୍ଜନଙ୍କର ଡ୍ୟୁଟି ସମୟରେ ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ତେବେ ହସ୍ପିଟାଲର ଅନ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।…

SCO Summit: ୭ ବର୍ଷ ପରେ ଚୀନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, SCO ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ସାତ ବର୍ଷ ପରେ ପ୍ରଥମ ଥର ପାଇଁ ଚୀନରେ ପହଞ୍ଚିଛନ୍ତି। ସେ ତିଆନଜିନରେ ଅନୁଷ୍ଠିତ ହେବାକୁ ଥିବା ସଙ୍ଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ…

Terrorist Kashmir Guide: ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ସମନ୍ଦର ଚାଚା ନିହତ, ୧୦୦ରୁ ଅଧିକ ଆତଙ୍କୀକୁ ଭାରତରେ…

ଶ୍ରୀନଗର: ଭାରତୀୟ ସେନା କାଶ୍ମୀରରେ ନିରନ୍ତର ଏକ ଅପରେସନ୍ ଚଳାଇଛି। ଯାହାର ଲକ୍ଷ୍ୟ ହେଉଛି ଆତଙ୍କବାଦୀଙ୍କୁ ସମ୍ପୂର୍ଣ୍ଣ ନିପାତ କରିବା। ଏହି ଅପରେସନରେ କେବଳ ଆତଙ୍କବାଦୀଙ୍କୁ ନୁହେଁ ବରଂ ସେମାନଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି। ଏବେ ସୁରକ୍ଷା ବାହିନୀ ଉତ୍ତର…

PM Modi and Japanese Prime Minister: ଜାପାନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ: ଭାରତ ଏବଂ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଟୋକିଓ ଗସ୍ତରେ ଅଛନ୍ତି । ଏହି ସମୟରେ ମୋଦି ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ଏକ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି…