Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Putin India Visit: ପସ୍ତେଇବେ ଟ୍ରମ୍ପ!: ଶୁଳ୍କ ଆଟାକ୍ ଭିତରେ ଏହି ଦିନ ଭାରତ ଆସୁଛନ୍ତି ରାଷ୍ଟ୍ରପତି…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଭିମୁଖ୍ୟ ଏବେ ଅନେକ ରାଷ୍ଟ୍ରରେ ଅସନ୍ତୋଷ ତେଜିଛି । ତାଲିକାର ଶୀର୍ଷରେ ଆମେରିକାର ଘନିଷ୍ଠ ବନ୍ଧୁ ଦେଶ କୁହାଉଥିବା ଭାରତ ରହିଛି । ଭାରତ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ଯାହା ଏବେ ସବୁଠି…

Trump Tariff: ଟ୍ରମ୍ପଙ୍କ ଟାରିଫ ନୀତି ବିରୋଧରେ କାହିଁକି ଆମେରିକା କୋର୍ଟ ରାୟ ଦେଲେ?

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ଅବୈଧ। ବିଦେଶୀ ଦେଶମାନଙ୍କ ଉପରେ ଲଗାଇଥିବା ଟାରିଫ୍‌କୁ ଆମେରିକୀୟ ଅଦାଲତ ଅବୈଧ ବୋଲି କହିଛନ୍ତି। ଟ୍ରମ୍ପ ବିଭିନ୍ନ ଦେଶରୁ ଆସୁଥିବା ଜିନିଷ ଉପରେ ଟାରିଫ୍ ଲଗାଇବା ପାଇଁ ୧୯୭୭ର ଇଣ୍ଟରନ୍ୟାସନାଲ ଇମରଜେନ୍ସି ଇକୋନୋମିକ…

ବିବାଦରେ ପିନାକି ମିଶ୍ରଙ୍କ ସାଂସଦ ପତ୍ନୀ, କହିଲେ ଅମିତ ଶାହଙ୍କ ମୁଣ୍ଡକାଟ ହେଉ; ବର୍ଷିଲା ବିଜେପି

ନୂଆଦିଲ୍ଲୀ: ବିବାଦରେ ପୁରୀର ପୂର୍ବତନ ସାଂସଦ ତଥା ବିଜେଡି ନେତା ପିନାକି ମିଶ୍ରଙ୍କ ସାଂସଦ ପତ୍ନୀ ମହୁଆ ମୈତ୍ରା। କୋଲକାତାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିବା ବେଳେ ଦେଇଥିବା ବିବାଦୀୟ ମନ୍ତବ୍ୟ ଏବେ ରାଜନୈତିକ ବିବାଦ ପାଲଟିଛି। ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ…

ଇସ୍ରୋର ୨୦୪୭ ଯୋଜନା, ମଙ୍ଗଳରେ ଭାରତର ଘର

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଏକ ବଡ଼ ଯୋଜନା ଘୋଷଣା କରିଛି। ଆଗାମୀ ଚାରି ଦଶନ୍ଧି ମଧ୍ୟରେ ମଙ୍ଗଳ ଗ୍ରହରେ ମଣିଷ ବସବାସ କରିବ ଓ ଚନ୍ଦ୍ରରେ ଷ୍ଟେସନ ତିଆରି କରିବ ଭାରତ। ଏହି ଯୋଜନା ଜାତୀୟ ମହାକାଶ ଦିବସରେ ପ୍ରକାଶ ପାଇଛି। ଇସ୍ରୋର ରୋଡମ୍ୟାପ ଅନୁସାରେ, ୨୦୪୭…

India GDP: ଭାରତର ଅର୍ଥନୀତିରେ ଲାଗିଲା ଡେଣା, ପ୍ରଥମ ତ୍ରୈମାସିକରେ ୭.୮% ରେକର୍ଡ ବୃଦ୍ଧି, ୨୦୨୬ରେ ବି…

ନୂଆଦିଲ୍ଲୀ: ଏବେ ସତେ ଯେପରି ଭାରତୀୟ ଅର୍ଥନୀତିକୁ ଡେଣା ଲାଗିଯାଇଛି। ଟ୍ରମ୍ପଙ୍କ ଟାରିଫ୍, ବାଣିଜ୍ୟ ଅନିଶ୍ଚିତତା ମଧ୍ୟରେ ବି ରେକର୍ଡ଼ ଭାଙ୍ଗୁଛି। ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ୍ ୨୦୨୫ ତ୍ରୈମାସିକରେ ଭାରତର ମୋଟ ଘରୋଇ ଉତ୍ପାଦ (GDP) ୭.୮ ପ୍ରତିଶତ ଅଭିବୃଦ୍ଧି…

Trump Tariff: ଟ୍ରମ୍ପଙ୍କୁ ଆମେରିକା କୋର୍ଟରୁ ଝଟକା: ଟାରିଫ୍ ଅବୈଧ ଘୋଷଣା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ଦେଶର କୋର୍ଟରୁ ବଡ଼ ଝଟକା ଲାଗିଛି। ଆମେରିକାର ଏକ ସଂଘୀୟ ଅପିଲ୍ କୋର୍ଟ ଶୁକ୍ରବାର ଦିନ ତାଙ୍କ ଦ୍ୱାରା ଲଗାଯାଇଥିବା ଅଧିକାଂଶ ଟାରିଫ୍ (ଆମଦାନୀ ଶୁଳ୍କ) ଅବୈଧ ବୋଲି ଘୋଷଣା କରିଛି। ଏହି ନିଷ୍ପତ୍ତି ଟ୍ରମ୍ପଙ୍କ ବାଣିଜ୍ୟ ନୀତି…

ଚନ୍ଦ୍ରାୟନ ୫ ମିଶନ ପାଇଁ ଏକାଠି ହେବେ ଭାରତ ଓ ଜାପାନ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ତାଙ୍କର ଜାପାନୀ ପ୍ରତିପକ୍ଷ ଶିଗେରୁ ଇଶିବାଙ୍କ ସହିତ ସାକ୍ଷାତ କରି ଆଲୋଚନା କରିଥିଲେ। ଏହି ବୈଠକର ଲକ୍ଷ୍ୟ ଥିଲା ଭାରତ ଏବଂ ଜାପାନ ମଧ୍ୟରେ ବାଣିଜ୍ୟ, ନିବେଶ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ସମେତ ସାମଗ୍ରିକ ଦ୍ୱିପାକ୍ଷିକ…

ମୋଦିଙ୍କୁ ଉପହାରରେ ମିଳିଲା ଦାରୁମା କଣ୍ଢେଇ, ଜାଣନ୍ତୁ କଣ ରହିଛି ଖାସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ବର୍ତ୍ତମାନ୍ ଦୁଇ ଦିନିଆ ଜାପାନ ଗସ୍ତରେ ଅଛନ୍ତି। ସେଠାରେ ସେ ୧୫ତମ ଭାରତ-ଜାପାନ ସମ୍ମିଳନୀରେ ଯୋଗ ଦେବା ନେଇ ଯୋଜନା ମଧ୍ୟ ରହିଛି। ତେବେ ଜାପାନର ରାଜଧାନୀ ଟୋକିଓର ଶୋରିଞ୍ଜାନ ମନ୍ଦିରର ମୁଖ୍ୟ ପୁରୋହିତ ରେଭ. ସେଇଶି ହିରୋସେ ଶୁକ୍ରବାର ପ୍ରଧାନମନ୍ତ୍ରୀ…

Reliance’s Solar Project: ‘ରିଲାଏନ୍ସର ସୌରଶକ୍ତି ପ୍ରକଳ୍ପ ସିଙ୍ଗାପୁରର ଆକାରର ତିନି ଗୁଣ ବଡ଼…

ମୁମ୍ବାଇ: ଗୁଜୁରାଟର ଜାମନଗରରେ ନିର୍ମିତ ଧୀରୁଭାଇ ଅମ୍ବାନୀ ଗିଗା ଏନର୍ଜି କମ୍ପ୍ଲେକ୍ସ ଟେସଲାର ଗିଗାଫ୍ୟାକ୍ଟ୍ରି ଅପେକ୍ଷା ଚାରି ଗୁଣ ବଡ଼ । ୪୪ ଲକ୍ଷ ବର୍ଗଫୁଟ ପରିବ୍ୟାପ୍ତ ଏହି ଗିଗା ଏନର୍ଜି କମ୍ପ୍ଲେକ୍ସର କାମ ରେକର୍ଡ ଗତିରେ ଚାଲିଛି । ଏପର୍ଯ୍ୟନ୍ତ ଏହାକୁ ନିର୍ମାଣ କରିବା ପାଇଁ ୩୪…

Jio IPO: ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ଆସିବ ଜିଓ ଆଇପିଓ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରଧାରକଙ୍କ ପାଇଁ ଖୁସି ଖବର। ଆସନ୍ତା ବର୍ଷର ପ୍ରଥମାର୍ଦ୍ଧ ଅର୍ଥାତ୍ ୨୦୨୬ ରେ ଆସିବ ଜିଓ ଆଇପିଓ(Jio IPO)। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୮ତମ ବାର୍ଷିକ ସାଧାରଣ ବୈଠକରେ ସେୟାରଧାରକମାନଙ୍କୁ ସମ୍ବୋଧିତ କରି କମ୍ପାନୀର ଅଧ୍ୟକ୍ଷ ଏବଂ…