Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Pak Afghan Clash: ପାକିସ୍ତାନ ଆକ୍ରମଣରେ ଚାଲିଗଲା ୩ ଆଫଗାନିସ୍ତାନ କ୍ରିକେଟରଙ୍କ ଜୀବନ, ଟ୍ରାଇ-ସିରିଜରେ ଖେଳିବାକୁ…

ନୂଆଦିଲ୍ଲୀ: ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ଆଫଗାନିସ୍ତାନ ସମ୍ପର୍କ ବର୍ତ୍ତମାନ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଇ ଗତି କରୁଛି। ତଥାପି କତାର ମଧ୍ୟସ୍ଥତାରେ ଏକ ଯୁଦ୍ଧବିରତି ଲାଗିଯାଇଛି। ହେଲେ ଏବେବି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ସମ୍ପ୍ରତି ପାକିସ୍ତାନ ବିମାନ ଆକ୍ରମଣରେ…

Naxal Surrender: ନକ୍ସଲ ନିପାତ ଅଭିଯାନକୁ ବଡ଼ ସଫଳତା, ଆତ୍ମସମର୍ପଣ କଲେ ୨ ହାର୍ଡକୋର୍ ମାଓବାଦୀ

ରାଞ୍ଚି: ନକ୍ସଲ ନିପାତ ଅଭିଯାନକୁ ଏକ ବଡ଼ ସଫଳତା ମିଳିଛି। ଝାଡ଼ଖଣ୍ଡ ଚତରା ଥାନାରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର୍ ନକ୍ସଲ। ଟିଏସପିସି ଏରିଆ କମାଣ୍ଡର କୁଲଦୀପ ଓ ରୋହିଣୀ ଗଞ୍ଜୁଙ୍କ ଆତ୍ମସମର୍ପଣ। ଗୋଟିଏ SLR ବନ୍ଧୁକ, ଗୋଟିଏ ସେମି ରାଇଫଲ୍ ଓ ୨୦୦ଟି ଗୁଳି ଜବତ କରାଯାଇଛି। କୁଲଦୀପ ନାଁରେ…

PM Modi meets Sri Lankan PM: ମୋଦୀଙ୍କୁ ଭେଟିଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ; ଏହି ପ୍ରସଙ୍ଗରେ କଲେ…

ନୂଆଦିଲ୍ଲୀ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହରିନୀ ଅମରସୁରିଆ (Sri Lankan PM Harini Amarasuriy) ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ। ଦୁଇ ନେତା ବିକାଶ ପ୍ରସଙ୍ଗରେ ସହଯୋଗ ଏବଂ ଭାରତୀୟ ମତ୍ସ୍ୟଜୀବୀଙ୍କ କଲ୍ୟାଣ…

ପାକିସ୍ତାନ ଓ ଆଫଗାନିସ୍ତାନ ଅସ୍ତ୍ରବିରତି ସମୟ ବୃଦ୍ଧି; ଆଲୋଚନା ଶେଷ ନ ହେବା ଯାଏଁ ଅସ୍ତ୍ରବିରତି ଲାଗୁ ରହିବ

କାବୁଲ: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ବୃଦ୍ଧି ହେଲା ଅସ୍ତ୍ରବିରତି ସମୟ ସୀମା । ବୁଧବାର ଏହା ୪୮ ଘଣ୍ଟା ଥିବାବେଳେ, କତରର ଦୋହାରେ ହେବାକୁ ଥିବା ଆଲୋଚନା ସଂପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଅସ୍ତ୍ରବିରତି ଲାଗୁ ରହିବ ବୋଲି ନିଷ୍ପତ୍ତି ହୋଇଛି । ତେବେ ବୈଠକରେ ଯୋଗଦେବାକୁ ଦୋହାରେ…

ଜୋରାୱର ଟ୍ୟାଙ୍କରୁ ନାଗ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଶତ୍ରୁ ଦେଶର ଉଡେଇବ ହୋସ୍..

ନୂଆଦିଲ୍ଲୀ: ଭାରତ ନିରନ୍ତର ତାର ସାମରିକ କ୍ଷମତାକୁ ସୁଦୃଢ଼ ​​କରିବା ପାଇଁ କାର୍ଯ୍ୟ କରୁଛି । ଏହାକୁ ଦୃଷ୍ଟିରେ ରଖି, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ଜୋରାୱର ଟ୍ୟାଙ୍କ Nag-Mk-II କ୍ଷେପଣାସ୍ତ୍ର ସହିତ ତାର ପରାକ୍ରମ ପ୍ରଦର୍ଶନ କରିଛି । ବିଶେଷ କଥା…

ଭାରତକୁ ପ୍ରତ୍ୟାର୍ପଣ କରିବ ପିଏନବି ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକସି

ନୂଆଦିଲ୍ଲୀ: ୧୩ ହଜାର କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ବିରୋଧରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି । ବେଲଜିୟମର ଏଣ୍ଟୱର୍ପର ଏକ କୋର୍ଟ ଶୁକ୍ରବାର ଚୋକସିଙ୍କ ପ୍ରତ୍ୟର୍ପଣକୁ ମଞ୍ଜୁରୀ ଦେଇଛନ୍ତି । କୋର୍ଟ ଭାରତର…

ମହାଗଠବନ୍ଧନରେ ଫସିଛି ପେଞ୍ଚ: ଜିଦ୍‌ରେ ରାହୁଲ, ତେଜସ୍ୱୀ ବି ନଛଡ଼ବନ୍ଧା

ନୂଆଦିଲ୍ଲୀ: ବିହାର ରାଜନୀତିରେ ପ୍ରଥମ । ଡେଡ୍‌ଲାଇନ ପରେ ବି ଅଫିସିଆଲ ଭାବେ ଘୋଷଣା ହୋଇପାରିଲା ନାହିଁ ପ୍ରାର୍ଥୀ ତାଲିକା । ମହାଗଠବନ୍ଧନ ଭିତରେ ଏମିତି ପେଞ୍ଚ ଫସିଛି ଯେ ସମାଧାନର ବାହାରୁନି ବାଟ । ପ୍ରାର୍ଥୀ ଘୋଷଣା ହେବ ହେବ କହି, ହୋଇପାରିଲା ନାହିଁ ଆସନ ବୁଝାମଣା । ନା କଂଗ୍ରେସ ରାଜି…

ଏବେ ଘରି ବସି ଦେଖିପାରିବେ ସବୁ ଦେଶର ଟିଭି ଚ୍ୟାନେଲ, ଫ୍ରିରେ ସବୁ ହେବ

ଭୁବନେଶ୍ୱର: ଆଧୁନିକ ଯୁଗରେ ଟିଭି ଦେଖିବାର ପଦ୍ଧତି ପରିବର୍ତ୍ତନ ହୋଇଛି। ଆପଣ ଘରେ ବସି ଆମେରିକାର ରଗ୍‌ବି ମ୍ୟାଚ୍‌ କିମ୍ବା କୋରିଆର ଡ୍ରାମା ସିରିଜ୍ ଦେଖିବାକୁ ଚାହାଁନ୍ତି? ଏହା ଏବେ ସହଜ ଏବଂ ମୁକ୍ତରେ ଦେଖିପାରିବେ। କୌଣସି OTT ପ୍ଲାଟଫର୍ମ ସବ୍‌ସ୍କ୍ରିପ୍ସନ୍‌ ନୁହେଁ, କୌଣସି ଟଙ୍କା…

ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ହେଲେ ଗୁଜରାଟ ମନ୍ତ୍ରୀ, ତାଙ୍କ ସମ୍ପନ୍ତି ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ଗୁଜରାଟରେ ଆଜି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେଉଛି। ଏଥିପାଇଁ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଆଉ ଆଜି ନୂଆ ମନ୍ତ୍ରୀମାନେ ଶପଥ ଗ୍ରହଣ କରୁଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ ପ୍ରାୟ ୨୫ ଜଣ ନୂଆ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । ଏହି ନୂଆ ମନ୍ତ୍ରୀଙ୍କ…

Terrorists attack Army camp: ସେନା ଶିବିର ଉପରେ ଗ୍ରେନେଡ୍ ଆକ୍ରମଣ, ତିନି ଯବାନ ଆହତ

ନୂଆଦିଲ୍ଲୀ: ଆସାମର ତିନସୁକିଆ ଜିଲ୍ଲାର କାକୋପାଥରରେ ଏକ ସେନା ଶିବିରରେ ଗ୍ରେନେଡ୍ ଆକ୍ରମଣ ହୋଇଛି। ଏଥିରେ ତିନି ଜଣ ଯବାନ ଆହତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ସେନା ଶିବିରରେ ପ୍ରବଳ ଗୁଳି ବିନିମୟ ହୋଇଥିଲା। ଅନେକ ଗ୍ରେନେଡ୍ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା, ଯାହା…