Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗିରଫ ହେବେ କି ମମତା? ସରକାରୀ କାମରେ ବାଧା ଦେବା ସହ ପ୍ରମାଣ ନଷ୍ଟ କରିବା ନେଇ ରହିଛି ଅଭିଯୋଗ

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗିରଫ କରାଯିବ କି? କୋଲକତା ହାଇକୋର୍ଟରେ ଶୁଣାଣି ପରେ ଏହି ନିଷ୍ପତ୍ତି ନିଆଯିବ । କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମମତା ବାନାର୍ଜୀଙ୍କ ବିରୋଧରେ ଏକ ଆବେଦନ ଦାଖଲ କରିଛି । ତାଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟ ଏବଂ…

IPAC ED Raid: ଦିଲ୍ଲୀରେ ପହଞ୍ଚିଲା କୋଲକାତା ହାଇଡ୍ରାମା ଗୃହ ମନ୍ତ୍ରଣାଳୟ ବାହାରେ ଟିଏମସି ସାଂସଦଙ୍କ ପ୍ରତିବାଦ,…

ନୂଆଦିଲ୍ଲୀ: ଗୁରୁବାର କୋଲକାତାର ଅନେକ ସ୍ଥାନରେ ଇଡି ଚଢାଉ କରିଛି। ଏହି ଚଢାଉ ମଧ୍ୟରୁ ଦୁଇଟି ଟିଏମସିର ନିର୍ବାଚନ ପରିଚାଳନା ପାଇଁ ଦାୟୀ ଆଇପିଏସି କମ୍ପାନୀ ବିରୁଦ୍ଧରେ ଥିଲା। ଏହି ଚଢାଉ ଏବେ ରାଜନୈତିକ ଉଷ୍ମତା ବଢ଼ାଇ ଦେଇଛି। ଶୁକ୍ରବାର ଦିନ, ତୃଣମୂଳ କଂଗ୍ରେସର ଆଠ ଜଣ ସାଂସଦ ଦିଲ୍ଲୀରେ…

Trump’s Greenland Takeover’: ପ୍ରଥମେ ଗୁଳି ଚାଲିବ, ତା’ପରେ ପ୍ରଶ୍ନ…

ନୂଆଦିଲ୍ଲୀ: ଆଗ ଗୁଳି ଚାଲିବ ତା' ପରେ କଥାବାର୍ତ୍ତା ନିଜର ମନମାନି ଚଳାଇଥିବା ଟ୍ରମ୍ପଙ୍କୁ ମିଳିଲା ଚେତାବନୀ ଛାଡି ଦେବେକି ଗ୍ରୀନଲାଣ୍ଡ ଅକ୍ତିଆର ସ୍ବପ୍ନ? ଭେନେଜୁଏଲା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

ତୁର୍କମାନ ଗେଟରେ ପଥର ଫିଙ୍ଗା ଘଟଣାରେ ୨୦୦ ଦଙ୍ଗାକାରୀ ସାମିଲ!

ନୂଆଦିଲ୍ଲୀ: ଦିଲ୍ଲୀର ତୁର୍କମାନ ଗେଟରେ ଥିବା ଦରଗା ଫୈଜ-ଏ-ଇଲାହି ମସଜିଦ ନିକଟରେ ଭଙ୍ଗା ଅଭିଯାନ ସମୟରେ ଘଟିଥିବା ହିଂସାରେ ସମ୍ପୃକ୍ତ ଦଙ୍ଗାକାରୀଙ୍କ ପାଇଁ ପୁଲିସ ସେମାନଙ୍କର ସନ୍ଧାନକୁ ଜୋରଦାର କରିଛି। ଫୈଜ-ଏ-ଏଲାହି ମସଜିଦ ନିକଟରେ ଘଟିଥିବା ହିଂସା ଘଟଣାରେ ଆଉ ଜଣେ ଗିରଫ ହୋଇଛି।…

Russian Tanker Seized: ଆମେରିକା ଜବତ କରିଥିବା ରୁଷ ଜାହାଜରେ ୩ ଭାରତୀୟ, ରୁଷ କହିଲା…

ନୂଆଦିଲ୍ଲୀ: ଗୁରୁବାର ରୁଷର ଏକ ତେଲ ଟ୍ୟାଙ୍କରକୁ ଜବତ କରିଛି ଆମେରିକା । ସପ୍ତାହରୁ ଅଧିକ ସମୟ ଧରି ଆଟଲାଣ୍ଟିକ ସାଗରରେ ପିଛା କରିବା ପରେ ଭେନେଜୁଏଲାରୁ ଆସୁଥିବା ଋଷ ତେଲ ଟ୍ୟାଙ୍କରକୁ ଜବତ କରିଥିଲା ଆମେରିକା । ଏଥିରେ ୨୮ ଜଣ କ୍ରିଉ ମେମ୍ବର ଥିବାବେଳେ, ୩ ଜଣ ଭାରତୀୟ ରହିଛନ୍ତି । ୧୭ ଜଣ…

ନିୟନ୍ତ୍ରଣ ବାହାରେ ଇରାନର ପରିସ୍ଥିତି: ଉତ୍ତେଜନା ପରେ ଇଣ୍ଟରନେଟ୍, ଟେଲିଫୋନ୍ ସେବା ବନ୍ଦ

ତେହରାନ: ନିୟନ୍ତ୍ରଣ ବାହାରେ ଇରାନର ପରିସ୍ଥିତି। ଦରଦାମ, ଅର୍ଥନୈତିକ ସଙ୍କଟ ଏବଂ ସରକାର ବିରୋଧୀ ଅସନ୍ତୋଷ କାରଣରୁ ଦେଶବ୍ୟାପୀ ବିକ୍ଷୋଭ। ମୁଦ୍ରାସ୍ଫୀତି ଏବଂ ଟଙ୍କାର ହ୍ରାସକୁ ନେଇ ଇରାନରେ ଦୁଇ ସପ୍ତାହ ଧରି ବିରୋଧ ପ୍ରଦର୍ଶନ ଜାରି ରହିଛି। ଗୁରୁବାର ରାତିରେ ଇରାନର ନିର୍ବାସିତ ଯୁବରାଜ…

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ହତ୍ୟା ଧମକ; ବଢିଲା ଲୋକଭବନର ସୁରକ୍ଷା

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ। ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ମିଳିଛି ହତ୍ୟା ଧମକ। ଏକ ଇମେଲ୍ ଜରିଆରେ ତାଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ବୋମା ଧମକ ମିଳିବା ପରେ ରାଜ୍ୟପାଳଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି…

୫୦୦% ଟାରିଫ ଧମକ ମଧ୍ୟରେ ଖସିଲା ସେୟାର ବଜାର

ନୂଆଦିଲ୍ଲୀ: ଲଗାତାର ଗତ ଚାରିଦିନ ହେବ ସେନସେକ୍ସ ଏବଂ ନିଫ୍ଟି ୫୦ ହ୍ରାସ ହେବାରେ ଲାଗିଛି।ଯାହାର ପ୍ରଭାବ ଆଜି ଅର୍ଥାତ୍ ଗୁରୁବାର ଭାରତୀୟ ଷ୍ଟକ୍ ବଜାରରେ ଦେଖିବାକୁ ମିଳିଛି। ଜାନୁଆରୀ ୨ ତାରିଖରେ ସେନସେକ୍ସ ୮୫୭୬୨.୦୧ରେ ବନ୍ଦ ହୋଇଥିଲା। ଆଜି ଅର୍ଥାତ୍ ଜାନୁଆରୀ ୮ରେ ଏହା ୧୬୦୦ ପଏଣ୍ଟ…

ରେଡ୍ ବେଳେ ପହଞ୍ଚିଲେ ମମତା ବାନାର୍ଜୀ; ଇଡି ସହ ମୁହାଁମୁହିଁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମମତା ବାନାର୍ଜୀଙ୍କ ଟିଏମସି ସହିତ ଜଡିତ ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପିଏସି ସଂସ୍ଥାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି। ଯାହାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ…

ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି ଖୁବ୍ ଶୀଘ୍ର ହେବ ଚୂଡ଼ାନ୍ତ; ଜର୍ମାନୀ ଭାରତକୁ ଦେବ ୬ଟି ଘାତକ ବୁଡ଼ାଜାହାଜ

ନୂଆଦିଲ୍ଲୀ: ଭାରତର ତିନି ସଶସ୍ତ୍ର ବାହିନୀ ପ୍ରତିରକ୍ଷା କ୍ଷେତ୍ରରେ ନିରନ୍ତର ସୁଦୃଢ଼ ​​ହେଉଛନ୍ତି । ଏହି ପରିପ୍ରେକ୍ଷୀରେ, ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଜର୍ମାନ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି । ଜର୍ମାନ…