Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

PM Modi Japan Visit: ଜାପାନରେ ପ୍ରଧାନମନ୍ତ୍ରୀ ମୋଦି; ମିଳିଲା ଭବ୍ୟ ସ୍ବାଗତ, ରାଜସ୍ଥାନୀ ସଙ୍ଗୀତ ସାଙ୍ଗକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗସ୍ତରେ ଜାପାନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ନିମନ୍ତ୍ରଣରେ ୧୫ ତମ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ମୋଦି ଜାପାନରେ ପହଞ୍ଚିବା ପରେ ସେଠାରେ ଥିବା ଭାରତୀୟଙ୍କ ପକ୍ଷରୁ…

Ai impact junior coding jobs: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ! AI ଯୋଗୁଁ ଏହି କ୍ଷେତ୍ରରେ ଚାକିରି…

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଆସିବା ଫଳରେ ଅଧିକାଂଶ କ୍ଷେତ୍ରରେ ଲୋକଙ୍କ ଚାକିରି ପ୍ରଭାବିତ ହେବା ଆରମ୍ଭ ହୋଇଛି । ଚାକିରି ମାର୍କେଟକୁ ଏକ ନୂତନ ଆକାର ଦେଉଛି । AI କିଛି ଲୋକଙ୍କ ଚାକିରି ଛଡ଼ାଇ ନେଉଥିବା ବେଳେ, କିଛି ଲୋକଙ୍କ ପାଇଁ AI ସେମାନଙ୍କୁ ଅଧିକ ଉତ୍ପାଦନଶୀଳ…

ବୟସ ପୂର୍ବରୁ ବୟସ୍କ କରିଦେଉଛି Smartphone, ରିସର୍ଚ୍ଚରେ ସାଂଘାତିକ ଖୁଲାସା

ନୂଆଦିଲ୍ଲୀ:ଆଜିର ଡିଜିଟାଲ ଯୁଗରେ ସ୍ମାର୍ଟଫୋନ ଉପରେ ଆମର ନିର୍ଭରତା ଦିନକୁ ଦିନ ବଢ଼ିଚାଲିଛି। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ, ସମସ୍ତେ ଦିନକୁ ଘଣ୍ଟା ଘଣ୍ଟା ଧରି ସ୍ମାର୍ଟଫୋନରେ ଲାଗି ରହୁଛନ୍ତି। ଏହି ଅଭ୍ୟାସର କ୍ଷତି ସମ୍ପର୍କରେ ଅନେକ ଗବେଷଣା ସାମ୍ନାକୁ ଆସିଛି। ଏକ…

ATOR N1200: ଅମୃତସରରେ ରିଲିଫ୍ କାର୍ଯ୍ୟରେ ହିରୋ ସାଜିଲା ସେନାର ଏହି ଯାନ; ୨୦୨୪ର ଗଣତନ୍ତ୍ର ଦିବସ ପରେଡରେ ହୋଇଥିଲା…

ଅମୃତସର: ବନ୍ୟା ପାଣିରେ ବୁଡିଛି ପଞ୍ଜାବର ଅମୃତସର ଗାଁ ଏବଂ ରାସ୍ତାଗୁଡ଼ିକ । ଏହି ସମୟରେ ଜଳଶବନ୍ଦୀ ହୋଇଛନ୍ତି ଲୋକେ । ବନ୍ୟାଞ୍ଚଳର ସବୁ ସ୍ଥାନ ଗୁଡିକରେ ଡଙ୍ଗାଗୁଡ଼ିକ ପହଞ୍ଚି ପାରିନଥିବାବେଳେ, ଏହି ସମୟରେ ଭାରତୀୟ ସେନାର ସବୁଠାରୁ ଶକ୍ତିଶାଳୀ ମେସିନ୍ ATOR N1200 ଚମତ୍କାର ଦେଖାଇଛି ।…

ରେଳବାଇ ବାହାର କଲା ବଡ଼ ନିଯୁକ୍ତି, ଏହି ଦିନ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ରେଳବାଇରେ ସରକାରୀ ଚାକିରିର ସ୍ୱପ୍ନ ଦେଖୁଥିବା ଆଶାୟୀଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। ଦକ୍ଷିଣ ରେଳବାଇ (Southern Railway) ଆପ୍ରେଣ୍ଟିସସିପ୍ ଅଧୀନରେ ମୋଟ ୩୫୧୮ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ…

ଏହି ରାଜ୍ୟରେ Jio ଓ Airtel ଦେବ ମାଗଣା କଲ୍‌-ଇନଣ୍ଟରେନ ସେବା ! ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର, ଲଦାଖ ଓ ହିମାଚଳ ପ୍ରଦେଶରେ ବନ୍ୟା ଓ ଭୂସ୍ଖଳନ ଜନିତ ବିପର୍ଯ୍ୟୟରେ ଫସିଥିବା ଲୋକଙ୍କୁ ସହାୟତା ଦେବା ପାଇଁ ରିଲାଏନ୍ସ ଜିଓ ଓ ଭାରତୀ ଏୟାରଟେଲ ମାଗଣା ସେବା ଘୋଷଣା କରିଛନ୍ତି। ଏହି ସେବା ଅନୁଯାୟୀ, ଚଳିତ ସପ୍ତାହରେ ଯେଉଁ ପ୍ରିପେଡ୍ ଗ୍ରାହକଙ୍କ ପ୍ଲାନ୍‌ର…

ଏହି ଜାତିରେ ବିବାହ କଲେ ମିଳିବ ୨.୫ ଲକ୍ଷ ! ଜାଣନ୍ତୁ ନିୟମ

ଭୁବନେଶ୍ୱର : ଓଡ଼ିଶାରେ ଜାତିଗତ ବିଭେଦକୁ ଦୂର କରିବା ଓ ସାମାଜିକ ଏକତା ବଢ଼ାଇବା ପାଇଁ ସରକାରୀ ଯୋଜନାଗୁଡ଼ିକ ମଧ୍ୟରେ ' ବିବାହ ପ୍ରୋତ୍ସାହନ ଯୋଜନା' ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ଯୋଜନା ଅନୁଯାୟୀ, ଯଦି ଜଣେ ଅନୁସୂଚିତ ଜାତି (ଏସ୍‌ସି) ବର୍ଗର ବ୍ୟକ୍ତି ଅନ୍ୟ ଏକ ହିନ୍ଦୁ ଜାତିର…

ଧନୀ କରିଦେବ ଏହି ପୋଷ୍ଟାଲ ସ୍କିମ୍ ! ଜାଣନ୍ତୁ କେମିତି ରଖିବେ ଟଙ୍କା

ଭୁବନେଶ୍ୱର: ଆଜିକାଲିର ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ବୃଦ୍ଧ ବୟସ୍କମାନଙ୍କ ପାଇଁ ରେଗୁଲାର୍ ଆୟର ଆବଶ୍ୟକତା ବଢ଼ିଚାଲିଛି । ସରକାରୀ ଯୋଜନାଗୁଡ଼ିକ ମଧ୍ୟରେ ପୋଷ୍ଟ ଅଫିସ୍‌ର ସିନିୟର୍ ସିଟିଜେନ୍ ସେଭିଂସ୍ ସ୍କିମ୍ (ଏସ୍‌ସିଏସ୍‌ଏସ୍) ଏକ ଲୋକପ୍ରିୟ ବିକଳ୍ପ ହୋଇଛି । କିନ୍ତୁ ଏହାର ଉଚ୍ଚ…

Work Hours Extensio: ଏଣିକି ଡ୍ୟୁଟି ସମୟ ହେବ ୧୦ଘଣ୍ଟା! ମହିଳା କରିବେ ନାଇଟ୍ ଶିଫ୍ଟ

ମୁମ୍ବାଇ: ଏଣିକି ମହାରାଷ୍ଟ୍ରରେ ଡ୍ୟୁଟି ସମୟ ହେବ ୧୦ଘଣ୍ଟା। ରାଜ୍ୟ ସରକାର କାମ କରିବାର ସମୟ ବଢାଇବାର ଯୋଜନା ଉପରେ କାମ କରୁଛନ୍ତି। ପ୍ରକାଶ ଯେ, ଗତ ଦିନରେ ହୋଇଥିବା କ୍ୟାବିନେଟ ବୈଠକରେ ଶ୍ରମ ବିଭାଗ ପକ୍ଷରୁ ଏହାର ପ୍ରସ୍ତାବ ଦିଆଯାଇଥିଲା। ପ୍ରସ୍ତାବ ଅନୁସାରେ କାମର ଘଣ୍ଟା ବଢାଇ ୯ରୁ…

Voter Adhikar Yatra: ଭୋଟ ପରେ ରାସନ ଏବଂ ଆଧାର ମଧ୍ୟ ଛଡ଼ାଇ ନେବେ: ନିର୍ବାଚନ କମିଶନ, ମୋଦି ସରକାରଙ୍କ ଉପରେ…

ପାଟନା: ବିହାରରେ SIR ବିରୋଧରେ ମହାଗଠବନ୍ଧନ ପକ୍ଷରୁ ଏକ ଭୋଟର ଅଧିକାର ଯାତ୍ରା ଆୟୋଜନ କରାଯାଉଛି। ରାଲିର ୧୨ତମ ଦିନରେ, ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବ ସୀତାମଢିର ଜାନକୀ ମାତା ମନ୍ଦିର ପରିଦର୍ଶନ କରି ସେମାନଙ୍କର ଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ, ସେମାନେ ସୀତାମଢିରେ…