Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତର ଏହି ରାଜ୍ୟରେ ଆବର୍ଜନା ଦେଲେ ମିଳିଥାଏ ଖାଦ୍ୟ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ :ଆମେ ପ୍ରାୟତଃ ପାଣି ପିଇ ପ୍ଲାସ୍ଟିକ ବୋତଲଗୁଡ଼ିକୁ ରାସ୍ତାରେ, ପାର୍କରେ କିମ୍ବା ଏଣେତେଣେ ଭାବେ ଫୋପାଡ଼ି ଦେଉଛୁ। ଏହାପରେ ଆବର୍ଜନା ସଂଗ୍ରହକାରୀମାନେ ଏହି ଆବର୍ଜନାକୁ ଉଠାଇ ନେଇଯାଆନ୍ତି। ଏହା ଶୁଣିବାକୁ ଏକ ସାଧାରଣ କଥା ଲାଗୁଛି, କିନ୍ତୁ ଏହି ସାଧାରଣ କଥାକୁ ଏକ ଅସାଧାରଣ…

ଗାଜା ହସ୍ପିଟାଲରେ ଆକ୍ରମଣ ଘଟଣା; ସାମ୍ବାଦିକଙ୍କ ମୃତ୍ୟୁରେ ନେତାନ୍ୟାହୁଙ୍କ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଗାଜା ଷ୍ଟ୍ରିପର ନାସେର ହସ୍ପିଟାଲ ଉପରେ ଦୁଇଥର ଆକ୍ରମଣ କରିଥିଲା। ଯେଉଁଥିରେ ପାଞ୍ଚ ଜଣ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହିତ ହସ୍ପିଟାଲର ଅନେକ ସ୍ୱାସ୍ଥ୍ୟ କର୍ମୀ ଏବଂ ଉଦ୍ଧାରକାରୀ ଦଳ ମଧ୍ୟ ପ୍ରାଣ ହରାଇଛନ୍ତି।…

ମାତ୍ର ଦଶମ ଶ୍ରେଣୀ ଯାଏ ପଢ଼ିଛନ୍ତି ଅମ୍ୱାନୀଙ୍କ ମା’, ହେଲେ ଅନେକ ଭାଷାରେ ହୋଇପାରନ୍ତି କଥା

ନୂଆଦିଲ୍ଲୀ:ଭାରତର ସବୁଠାରୁ ଧନୀ ଓ ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କୁ ସମସ୍ତେ ଜାଣନ୍ତି । କିନ୍ତୁ ଆପଣ ଜାଣନ୍ତି କି, ମୁକେଶ ଅମ୍ବାନୀ ଯେଉଁ ପରିବାରକୁ ଏତେ ଉତ୍ତମ ଭାବେ ସମ୍ଭାଳୁଛନ୍ତି, ତାହାର ମୂଳଦୁଆ ରଖିବା ଓ ଏକତା ବଜାୟ ରଖିବାରେ ତାଙ୍କ ମା’ କୋକିଲାବେନ ଅମ୍ବାନୀଙ୍କର ବଡ଼…

Flipkartର ନୂଆ ସବସ୍କ୍ରିପସନ ପ୍ଲାନ ଲଞ୍ଚ, ଆମାଜନ ପ୍ରାଇମକୁ ଦେବ ଟକ୍କର

ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଭାରତରେ ନିଜର ନୂଆ ସବସ୍କ୍ରିପସନ ପ୍ଲାନ ‘ଫ୍ଲିପକାର୍ଟ ବ୍ଲାକ୍’ ଲଞ୍ଚ କରିଛି। ଏହି ମେମ୍ବରସିପ୍ ଆମାଜନ ପ୍ରାଇମକୁ ସିଧାସଳଖ ପ୍ରତିଯୋଗିତା ଦେବା ପାଇଁ ଡିଜାଇନ କରାଯାଇଛି। ଏହି ପ୍ଲାନରେ ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ ଡିସକାଉଣ୍ଟ, ସେଲରେ…

ପ୍ରବଳ ବର୍ଷା ପାଇଁ ଅଟକିଲା ବୈଷ୍ଣୋ ଦେବୀ ଯାତ୍ରା

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି। ପୂର୍ବରୁ ମନ୍ଦିରକୁ ଯିବା ପାଇଁ ବ୍ୟବହାର ହେଉଥିବା ବ୍ୟାଟେରୀ କାର ଏବଂ ହେଲିକପ୍ଟର ସେବା ବନ୍ଦ କରାଯାଇଥିଲା କିନ୍ତୁ ସାଧାରଣ…

ଫାଇନାଲ ହୋଇଗଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଜାଣନ୍ତୁ କେବେ ହେବ ଘୋଷଣା

ନୂଆଦିଲ୍ଲୀ:ବିଜେପି ସଭାପତି ଚୟନକୁ ନେଇ ସସ୍‌ପେନ୍ସ। ଜେପି ନଡ୍ଡାଙ୍କ ପରେ କିଏ ହେବେ ବିଜେପିର କ୍ୟାପଟେନ ? ଏହାକୁ ନେଇ ଭିନ୍ନ ଭିନ୍ନ ସମୟରେ ବିଭିନ୍ନ ନେତାଙ୍କୁ ନେଇ ଆକଳନ ଚାଲିଛି । କେତେବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଆସୁଛି ତ ଆଉ କେତେବେଳେ ଭୁପିନ୍ଦର ଯାଦବ, ନୀତିନ ଗଡ଼କରୀ…

Bihar Election: ସିଟ୍ ଭାଗବଣ୍ଟା…ଚିରାଗ ବଢାଇଲେ ଚିନ୍ତା

ପାଟନା: ବିହାରରେ ପୁଣି କ୍ଷମତାକୁ ଫେରିବାକୁ ନୀତିଶ କୁମାର ବଡ଼ ଘୋଷଣା କରୁଛନ୍ତି ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏ ସପକ୍ଷରେ ମାହୋଲ ବନାଇବାକୁ ଉଦ୍ୟମ କରୁଛନ୍ତି। ତେବେ ଏନଡିଏ ପାଇଁ ଚିରାଗ ପାଶଓ୍ବାନ ଏବେ ଚିନ୍ତାର କାରଣ ହୋଇଛନ୍ତି। ନା ଚିରାଗଙ୍କୁ ଛାଡି ପାରୁଛନ୍ତି ନା ସାଙ୍ଗରେ…

Ajit Doval: ଚୁଟିରୁ ପରମାଣୁ ପ୍ଲାନର ଖୁଲାସା..

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ କୁହାଯାଏ ଦେଶୀ ଜେମସ ବଣ୍ଡ ଓ ସୁପରକପ୍। ଇଣ୍ଟେଲିଜେନ୍ସ ବ୍ୟୁରୋ ହେଉ କି ସିକ୍କିମ ମିଶନ, ନିଜକୁ ଅନେକ ଥର ପ୍ରମାଣିତ କରିସାରିଛନ୍ତି ଡୋଭଲ। ନିଜ କ୍ୟାରିୟରରେ ଅନେକ ବିପଜ୍ଜନକ ମିଶନରେ କାମ କରିଛନ୍ତି। ଡି ଦେବଦତ୍ତଙ୍କ ବହି…

କେମିତି ସନ୍ନ୍ୟାସ ନିଅନ୍ତି କ୍ରିକେଟର?, କ’ଣ ରହିଛି ନିୟମ?

ନୂଆଦିଲ୍ଲୀ: ଭାରତୀୟ ଦଳର ମେରୁଦଣ୍ଡ କୁହାଯାଉଥିବା କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ରବିବାର ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପୂଜାରାଙ୍କ ନିଷ୍ପତ୍ତି ତାଙ୍କ ପ୍ରଶଂସକମାନଙ୍କୁ ଚକିତ…

Ambani’s Vantar: ଅମ୍ବାନୀଙ୍କ ‘ବନ୍ତାରା’କୁ ସୁପ୍ରିମକୋର୍ଟଙ୍କ ଝଟକା, ତଦନ୍ତ ପାଇଁ ଗଠନ ହେବ ଏସଆଇଟି

ନୂଆଦିଲ୍ଲୀ: ଅମ୍ବାନୀ ପରିବାରକୁ ସୁପ୍ରିମକୋର୍ଟଙ୍କ ଝଟକା। ସୁପ୍ରିମକୋର୍ଟ ଗୁଜରାଟର ଜାମନଗରରେ ଅବସ୍ଥିତ ବନ୍ତାରାର କାର୍ଯ୍ୟକଳାପର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କେନ୍ଦ୍ରଟି ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ପରିଚାଳିତ। କୋର୍ଟ ସ୍ପଷ୍ଟ…