Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ସଂସଦରେ ସୁରକ୍ଷା ତୁଟିର ହେବ କଡା ଯାଞ୍ଚ, ଆଦେଶ ଦେଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ତୃଟି ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ଉଲ୍ଲଙ୍ଘନ ର ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ମହାନିର୍ଦ୍ଦେଶକ ଅନିଶ ଦୟାଲ ସିଂଙ୍କ ଅଧୀନରେ ଏକ କମିଟି ଗଠନ…

ସ୍ପିକରଙ୍କୁ ଭେଟିଲେ ସାଂସଦ ପ୍ରତାପ ସିହ୍ନା: ଭିଜିଟର ପାସ ଇସ୍ୟୁକୁ ନେଇ ଦେଲେ ସଫେଇ

ନୂଆଦିଲ୍ଲୀ: ସଂସଦ ଭବନରେ ଅଜଣା ବ୍ୟକ୍ତଙ୍କ ଅନୁପ୍ରବେଶ ଘଟଣା ପରେ ବିଜେପି ସାଂସଦ ପ୍ରତାପ ସିହ୍ନା ଲୋକସଭା ସ୍ପିକର ଓମ ବିରଲାଙ୍କୁ ସାକ୍ଷାତ କରିଛନ୍ତି । ସାଂସଦ ପ୍ରତାପ ସିହ୍ନାଙ୍କ ପାସ ନେଇ ଦୁଇ ଅଭିଯୁକ୍ତ ସାଗର ଶୁକ୍ଳା ଏବଂ ମନୋରଞ୍ଜନ ଡି ସଂସଦ ଭବନକୁ ପ୍ରବେଶ କରି ହଙ୍ଗାମା କରିଥିଲେ…

ସଂସଦ ଭବନରେ ପ୍ରବେଶ କରିଥିବା ଅଭିଯୁକ୍ତଙ୍କ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ: ବୁଧବାର ସଂସଦ ଭବନ ମଧ୍ୟକୁ ପ୍ରବେଶ କରିଥିବା ଅଭିଯୁକ୍ତଙ୍କ ସୋସିଆଲ ମିଡିଆ ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି । ସଂସଦ ଭବନରେ ପ୍ରବେଶ କରିବା ପୂର୍ବରୁ ସାଗର ଶର୍ମା ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଦୁନିଆରେ ସ୍ୱପ୍ନଠାରୁ କିଛି ସୁନ୍ଦର ନାହିଁ । ଯାହାକି ଆମକୁ ଦିନରାତି…

ଇସ୍ରାଏଲର ନୂତନ କୌଶଳ : ସୁଡଙ୍ଗରେ ଭର୍ତ୍ତି କରାଯାଉଛି ସମୁଦ୍ର ପାଣି

ଜେରୁଜେଲମ : ଦୁଇ ମାସରୁ ଅଧିକ ସମୟ ଧରି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି । ଗୋଟିଏ ପଟେ ପାଲେଷ୍ଟାଇନ ଯୁଦ୍ଧ ରୋକିବା ପାଇଁ ସମର୍ଥନ ମାଗୁଥିବାବେଳେ ଅନ୍ୟ ପଟେ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟାନୁଷ୍ଠାନ ଅଧିକ କଠୋର ହେବାରେ ଲାଗିଛି । ଇସ୍ରାଏଲ ହମାସ ଆତଙ୍କବାଦୀଙ୍କୁ ସଂପୂର୍ଣ୍ଣ ଭାବେ…

ଦାୟିତ୍ୱ ନେଉ ନେଉ ମୋହନଙ୍କ ବଡ଼ ନିଷ୍ପତ୍ତି, ଆଉ ଧାର୍ମିକ ସ୍ଥାନରେ ବାଜିବନି ମାଇକ୍‌

ଭୋପାଳ :ଏଣିକି କୌଣସି ଧାର୍ମିକ ସ୍ଥାନରେ ଉଚ୍ଚ ସ୍ୱରରେ ମାଇକ୍ ବାଜି ପାରିବ ନାହିଁ । ଏହାକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରୁ କରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମଧ୍ୟପ୍ରଦେଶର ଧାର୍ମିକ…

ଋତୁସ୍ରାବ ସମସ୍ୟା ନୁହେଁ, ‘ଦରମା ଛୁଟି’ ନିୟମ ଆବଶ୍ୟକତା ନାହିଁ: କହିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଅନେକ ଦିନ ଧରି ମହିଳାମାନଙ୍କର ଋତୁସ୍ରାବ ସମୟରେ ଦରମା ସହିତ ଛୁଟି ନୀତିକୁ ବିରୋଧ କରିଛନ୍ତି କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ । ସେ କହିଛନ୍ତି, ଋତୁସ୍ରାବ ଏକ ସମସ୍ୟା ନୁହେଁ, ତେଣୁ ଏଥିପାଇଁ ଦରମା ସହିତ ଛୁଟି ପାଇଁ ଏକ ସ୍ୱତନ୍ତ୍ର ନିୟମ କରିବାର…

ପୁଟିନ୍ ସହଯୋଗୀଙ୍କ ସନ୍ଦେହଜନକ ମୃତ୍ୟୁ: ଆପାର୍ଟମେଣ୍ଟରୁ ମିଳିଲା ମୃତଦେହ

ମସ୍କୋ :ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହଯୋଗୀ ତଥା ତାଙ୍କର ପ୍ରିୟ ଖବରକାଗଜର ଡେପୁଟି ଏଡିଟର-ଇନ୍ ଚିଫ୍ ଆନ୍ନା ସରେଭାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ୩୫ ବର୍ଷୀୟା ଆନ୍ନାଙ୍କ ମୃତଦେହ ମସ୍କୋର ବୋଲ୍‌ଶୋୟ ଟିଶିନ୍‌ସ୍କି ଲେନ୍ ବାସଭବନରୁ ଉଦ୍ଧାର କରାଯାଇଛି । ଆନ୍ନାଙ୍କ…

ଆଉ ପରିଦର୍ଶକଙ୍କୁ ମିଳିବନି ପାର୍ଲାମେଣ୍ଟ ପାସ୍‌

ନୂଆଦିଲ୍ଲୀ: ଆଉ ପରିଦର୍ଶକଙ୍କୁ ମିଳିବନି ପାର୍ଲାମେଣ୍ଟ ପାସ୍ । ବିମାନ ବନ୍ଦର ପରି ହେବ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ପରିଦର୍ଶକଙ୍କ ପାଇଁ ବନ୍ଦ ହେଲା ପାର୍ଲାମେଣ୍ଟ ଦ୍ୱାର । ବୁଧବାର ସଂସଦରେ ଏକ ବଡ଼ ସୁରକ୍ଷା ତ୍ରୁଟି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଲୋକସଭା ପରିଚାଳନା ସଚିବ ।…

ଧୂମଧାମରେ ଶପଥ ନେଲେ ଛତିଶଗଡ-ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଓ ମୋହନ ଯାଦବ

ନୂଆଦିଲ୍ଲୀ:ଛତିଶଗଡ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଷ୍ଣୁଦେଓ ସାଏ ଓ ମୋହନ ଯାଦବ । ୪ଥର ଲୋକ ସଭା ସାଂସଦ ଏବଂ ତିନି ଥର ବିଧାୟକ ଭାବେ ଜିତି ଆସିଥିବା ବିଷ୍ଣୁଦେଓ ସାଏଙ୍କ ମୁଣ୍ଡରେ ବନ୍ଧା ହେଲା ଛତିଶଗଡ ମୁକୁଟ । ସେହିପରି ରାଜ୍ୟ ଶାଖା ମୁଖ୍ୟ ଅରୁଣ ସାଓ ଏବଂ ବିଜୟ…

ମୋ ପୁଅ ଦୋଷ କରିଥିଲେ ଫାଶୀ ଦେଇଦିଅ: ଏମିତି କହିଲେ ଅନୁପ୍ରବେଶକାରୀଙ୍କ ବାପା

ନୂଆଦିଲ୍ଲୀ: ଯଦି ମୋ ପୁଅ କିଛି ଭୁଲ କରିଛି ତେବେ ତାଙ୍କୁ ଫାଶୀ ଦିଆଯିବା ଉଚିତ୍ । ଏଥିରେ ମୋର କୌଣସି ଆପତ୍ତି ନାହିଁ । ଏମିତି କିଛି କହିଛନ୍ତି ସଂସଦ ଭିତରେ ପଶି ଧୂଆଁ ସ୍ପ୍ରେ କରିଥିବା ଅଭିଯୁକ୍ତ ମନୋରଞ୍ଜନ ଗୌଡ଼ାଙ୍କ ବାପା ଦେବରାଜ ଗୌଡା । ବୁଧବାର ଲୋକସଭା ଚାଲିଥିବା ବେଳେ ଦୁଇ ଜଣ…