Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

AntiNaxal Operation: ସୁରକ୍ଷା ବାହିନୀଙ୍କୁ ବଡ ସଫଳତା;ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ

ରାୟପୁର: ଆଜି ଗରିଆବନ୍ଦ ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି । ଓଡ଼ିଶା-ଛତିଶଗଡ ସୀମାନ୍ତରେ ଏକ ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାବାହିନୀ ଜଙ୍ଗଲରେ ମାଓବାଦୀମାନେ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ମାଓ ସାମଗ୍ରୀ ଜବତ କରିଛନ୍ତି।…

VB—G RAM G ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ବିକାଶିତ ଭାରତ-ନିଯୁକ୍ତି ଏବଂ ଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି (ଗ୍ରାମୀଣ) (VB-G RAMG) ବିଲ୍ ୨୦୨୫କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଵୀକୃତି ପ୍ରଦାନ କରିଛନ୍ତି। ଏହା ଦ୍ବାରା ପ୍ରମୁଖ ଗ୍ରାମୀଣ ନିଯୁକ୍ତି ଯୋଜନା ପାଇଁ ରାସ୍ତା ସରଳ ହୋଇପାରିବ ବୋଲି ଆଶା କରାଯାଉଛି।…

ଅଫର୍ ଲେଟର୍ ମିଳିବାର ଶେଷଦିନରେ ସରକାରୀ ଚାକିରିରେ ଯୋଗନଦେଲେ କ’ଣ ହେବ? ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ: ବିହାରରେ ମୁସଲମାନ ମହିଳା ଡାକ୍ତରଙ୍କ ହିଜାବ କାଢ଼ିଦେବା ଘଟଣା ଏବେ ନୂଆ ମୋଡ଼ ନେଇଛି। ମହିଳା ଡାକ୍ତର ନୁସରତ ପ୍ରଭୀନ ଚାକିରିର ଶେଷ ଦିନରେ ମଧ୍ୟ ଯୋଗ ଦେଇନାହାନ୍ତି। ଏହାରିଭିତରେ  ଆସନ୍ତୁ ଜାଣିବା ଯେ ଯଦି କୌଣସି ପ୍ରାର୍ଥୀ ଅଫର୍ ଲେଟର୍ ପାଇବା ପରେ ମଧ୍ୟ ସରକାରୀ ଚାକିରିରେ…

ଘରେ କେତେ ବୋତଲ ରଖିପାରିବେ ମଦ? ନ୍ୟୁ ଇୟର ପାର୍ଟି ପୂର୍ବରୁ ଜାଣନ୍ତୁ ନିୟମ…

ଭୁନେଶ୍ବର: ଆଉ କେଇଟା ଦିନପରେ ନୂଆ ବର୍ଷ । କ୍ରିସମସର ଆଲୁଅ ଏବଂ ନ୍ୟୁ ଇୟରର ଗଣତି ମଝିରେ ଘରେ ଘରେ ପାର୍ଟି ଯୋଜନା ପ୍ରସ୍ତୁତ ହେଉଛି। ବନ୍ଧୁଙ୍କ ମହଫିଲ, ମ୍ୟୁଜିକ୍ ଏବଂ ଉତ୍ସବ ସହିତ ପ୍ରାୟତଃ ଗୋଟିଏ ପ୍ରଶ୍ନ ଅଣଦେଖା ରହିଯାଏ ଯେ ଘରେ ରଖାଯାଇଥିବା ମଦ କୌଣସି ଆଇନ୍ ଦୃଷ୍ଟିରେ ଅପରାଧ ତ ହେବ…

ହାତୀ ଗତିବିଧି ପାଇଁ ରବିବାରଠୁ ଏହି ଡିଭିଜନରେ ଗଡିବନି ଯାତ୍ରୀବାହୀ ଟ୍ରେନ, ଜାଣନ୍ତୁ…

ଭୁବନେଶ୍ୱର: ହାତୀ ଗତିବିଧି ଦେଖାଯିବା ସମୟରେ ସୁରକ୍ଷାକୁ ନଜରରେ ରଖି ଦକ୍ଷିଣ ପୂର୍ବ ରେଳବାଇ (SER) ରବିବାରଠାରୁ ଆସନ୍ତା ତିନି ଦିନ ପାଇଁ ଚକ୍ରଧରପୁର ଡିଭିଜନରେ ଅଧ ଡଜନରୁ ଅଧିକ ଯାତ୍ରୀବାହୀ ଟ୍ରେନକୁ ବାତିଲ କରାଯାଇଥିବା ଘୋଷଣା କରାଯାଇଛି। ତେବେ ଚକ୍ରଧରପୁର (ପଶ୍ଚିମ ସିଂହଭୂମି,…

BSF Constable Recruitment: BSFରେ ପୂର୍ବତନ ଅଗ୍ନିବୀରମାନଙ୍କୁ ବଡ଼ ଆଶ୍ୱସ୍ତି, କନଷ୍ଟେବଳ ନିଯୁକ୍ତିରେ ପାଇବେ ୫୦%…

ଭୁବନେଶ୍ବର: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୀମା ସୁରକ୍ଷା ବଳ (BSF) କନଷ୍ଟେବଳ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ କୋଟାକୁ ୧୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି । ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ, ସୀମା ସୁରକ୍ଷା ବାହିନୀ,…

ଆରାବଳି ବଞ୍ଚିଲେ ଦିଲ୍ଲୀ ବଞ୍ଚିବ; କାହିଁକି ଏଭଳି କହିଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଆରାବଳି ବଞ୍ଚିଲେ ଦିଲ୍ଲୀ ବଞ୍ଚିବ। ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଆରାବଳି ପାହାଡ଼କୁ ରକ୍ଷା କରିବା ପାଇଁ ଦିଲ୍ଲୀବାସୀଙ୍କୁ ଏକ ବାର୍ତ୍ତା ପଠାଇ କହିଛନ୍ତି ଯେ, ଏହା ଏକ ବିକଳ୍ପ ନୁହେଁ ବରଂ ସଂକଳ୍ପ ହେବା ଉଚିତ। ଯଦି ଆରାବଳି ପାହାଡ଼ ବଞ୍ଚି ରହିବ ତାହେଲେ ଦିଲ୍ଲୀ ସବୁଜମୟ…

ଜମ୍ମୁ-କଶ୍ମୀରରେ ଜଣଙ୍କ ଘରୁ ଖାଦ୍ୟ ଚୋରୀ କରି ଖସିପଳାଇବାରେ ସଫଳ ହେଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ଆତଙ୍କବାଦୀ । ଉଧମପୁର ଜିଲ୍ଲା ମୋଟୁ ଗାଁରେ ନଜର ଆସିଛନ୍ତି । ଶନିବାର ରାତିରେ ଜଣଙ୍କ ଘରୁ ଆତଙ୍କବାଦୀମାନେ ଖାଦ୍ୟ ଚୋରୀ କରି ଜଙ୍ଗଲ ଭିତରକୁ ପଳାଇ ଥିବା ସୂଚନା ରହିଛି । ଘନ ଜଙ୍ଗଲ ଏବଂ ଅନ୍ଧାରର ସୁଯୋଗ ନେଇ…

୬ଟି ଜିସିସି ରାଷ୍ଟ୍ରରୁ ୫ଟି ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେମାନଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ…

ନୂଆଦିଲ୍ଲୀ: ଗତ ଦଶନ୍ଧି ମଧ୍ୟରେ ଗଲ୍ଫ ବା ଉପସାଗରୀୟ ଦେଶ ସହିତ ଭାରତର ସମ୍ପର୍କରେ ଏକ ଗଭୀର ପରିବର୍ତ୍ତନ ଆସିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ କୂଟନୀତିର ସ୍ପଷ୍ଟ ପ୍ରଭାବ ରହିଛି । ୨୦୧୪ ପରଠାରୁ ପଶ୍ଚିମ ଏସିଆରେ ନୂଆଦିଲ୍ଲୀକୁ ମିଳିଥିବା ଉପଲବ୍ଧି…

‘ମତେ ନ୍ୟାୟ ଦରକାର’.. ନିର୍ଯାତନା ମାମଲାରେ ପ୍ରଧାନମନ୍ତ୍ରୀ ଏବଂ ଅମିତ ଶାହଙ୍କ ସାହାଯ୍ୟ ମାଗିଲେ…

ନୂଆଦିଲ୍ଲୀ: ଦିବଂଗତ ମାଫିଆ ଡନ୍ ହାଜି ମସ୍ତାନଙ୍କ ଝିଅ ହସିନ ମସ୍ତାନ ମିର୍ଜା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି, ଯୌନ ନିର୍ଯାତନା, ବଳପୂର୍ବକ ବିବାହ ଏବଂ ସମ୍ପତ୍ତି ହଡ଼ପ ମାମଲାରେ…