Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

WhatsAppରେ ଚମତ୍କାର ଫିଚର୍, ଏବେ ସବୁ ୟୁଜର୍ସଙ୍କୁ ଗୋଟିଏ ନୁହେଁ ଦୁଇଦୁଇଟି ଫଟୋ ….

ନୂଆଦିଲ୍ଲୀ: ହ୍ଵାଟ୍ସଆପ୍ ନିଜ ଉପଭୋକ୍ତାମାନଙ୍କ ପାଇଁ ଲଗାତାର ନୂଆ ଫିଚର୍ ଆଣୁଛି ଯାହାଦ୍ୱାରା ଚାଟିଂ ଅଭିଜ୍ଞତା ଆହୁରି ଉନ୍ନତ ହେବ। ଏବେ କମ୍ପାନୀ ଏକ ଏପରି ଫିଚର୍ ଆଣୁଛି ଯାହା ଏଯାଏଁ କେବଳ ହ୍ଵାଟ୍ସଆପ୍ ବିଜନେସ୍ ଆକାଉଣ୍ଟ୍ ପାଇଁ ଉପଲବ୍ଧ ଥିଲା। ଏହି ଫିଚର୍ ହେଉଛି କଭର ଫଟୋ (Cover…

କିଏ ଜିତିବ ବିହାର ନିର୍ବାଚନ, ସଟ୍ଟା ବଜାରରେ ଓଲଟା ଭବିଷ୍ୟବାଣୀ

ନୂଆଦିଲ୍ଲୀ: କିଏ ଜିତିବ ବିହାର ନିର୍ବାଚନ ? ଏହାକୁ ନେଇ ପୂରା ଦେଶରେ ଲୋକଙ୍କ ଭିତପେ ଉତ୍ସାହ ରହିଛି । ଏହାରି ଭିତରେ ଅନେକ ନଜର ରହିଛି ରାଜସ୍ଥାନର ଫଲୋଦୀ ସଟ୍ଟା ବଜାର ଉପରେ । କାହିଁକି ନା ଆମ ଦେଶରେ ଯେତେବେଳେ ବି କୌଣସି ସ୍ଥାନରେ ବଡ଼ ନିର୍ବାଚନ ହେବାକୁ ଥାଏ, ସେତେବେଳେ ଫଲୋଦୀ ସଟ୍ଟା…

ଦାଉଦଙ୍କ ସମର୍ଥନରେ ବୟାନ ଦେବା ପରେ ଏବେ କଥା ବଦଳାଇଲେ ମମତା

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ସପକ୍ଷରେ ବୟାନ ଦେଇ ବଲିଉଡ ଅଭିନେତ୍ରୀ ମମତା କୂଲକର୍ଣ୍ଣି ଫସିଛନ୍ତି । ବିଭିନ୍ନ ମହଲରୁ ଆଲୋଚନା ହେବା ପରେ ମମତା ଏବେ କଥା ବଦଳାଇଛନ୍ତି । ସେ କହିଛନ୍ତି ଯେ, ମୁଁ ଦେଇଥିବା ବୟାନର ଭୁଲ ଅର୍ଥ ବାହାର କରାଯାଇଛି । ମୁଁ ଦାଉଦ ନୁହେଁ…

ମନୁଷ୍ୟକୁ ଅନ୍ଧାରରେ ରଖୁଛି ଏଆଇ

ନୂଆଦିଲ୍ଲୀ: ଏବେ ଆର୍ଟିଫିସିଆଲ ଇଂଟେଲଜେନ୍ସିର ଯୁଗ । ଆତ୍ମ ପ୍ରଶଂସାରେ ବିଭୋର ମନୁଷ୍ୟ ଏଆଇ କବଳରେ ପଡିବା ଆରମ୍ଭ କରିଛି । ଆଉ ଏଆଇ ମଧ୍ୟ ଏହାର ଫାଇଦା ଉଠାଉଛି । ଏକ ରିପୋର୍ଟ ଅନୁସାରେ ଏଆଇ ପରୋକ୍ଷରେ ମନୁଷ୍ୟକୁ ମିଛ ପ୍ରଶଂସା କରି ବାନ୍ଧି ରଖୁଛି । ଏପରିକି ୟୁଜର୍ସ କୌଣସି ଭୁଲ କରୁଥିଲେ…

Gold Mine: ଭାରତରେ ମିଳିଲା ବଡ଼ ସୁନାଖଣି

ଜୟପୁର: ଭାରତକୁ କୁହାଯାଏ ସୁନାର ଦେଶ । କାହିଁକି ନା ଆମ ଦେଶର ମାଟିତଳେ ଅନେକ ସମ୍ପତ୍ତି ରହିଛି । ସେଥିପାଇଁ ଭାରତକୁ ମୋଗଲ ଓ ଇଂରେଜମାନେ ବାରମ୍ବାର ଆକ୍ରମଣ କରି ସୁନା ଗହଣା ଲୁଟ କରି ନେଉଥିଲେ । ବର୍ତ୍ତମାନ ସମୟରେ ବି ଭାରତରେ ବହୁତ ମାତ୍ରାରେ ଭୂ ସମ୍ପତ୍ତି ରହିଛି । ଏବେ ଭାରତରେ ବଡ…

କ’ଣ ଏହି Rare Earth Elements, କିପରି ନିୟନ୍ତ୍ରଣ କରୁଛି ଚୀନ…ଭାରତ ପାଖରେ ଅଛିକି…

ନୂଆଦିଲ୍ଲୀ: ବୁସାନରେ ଅନୁଷ୍ଠିତ ଏସିଆ-ପ୍ରଶାନ୍ତ ମହାସାଗରୀୟ ଆର୍ଥିକ ସହଯୋଗ (APEC) ଶିଖର ସମ୍ମିଳନୀ ଅବସରରେ ପ୍ରାୟ ଦୁଇ ଘଣ୍ଟାର ଧରି ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ବିରଳ ପୃଥିବୀ ଯୋଗାଣ ଉପରେ ଏକ ବର୍ଷ ପାଇଁ ଏକ ଚୁକ୍ତି ସ୍ୱାକ୍ଷର…

Air pollution: ବିଷ ପାଲଟିଛି ରାଜଧାନୀ ବାୟୁ, ଅନେକ ସ୍ଥାନରେ ଏକ୍ୟୁଆଇ ୪୦୦ ପାର୍

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଡରାଇଲାଣି ବାୟୁ ପ୍ରଦୂଷଣ। ରାଜଧାନୀର ବାୟୁ ପ୍ରଦୂଷଣ ଉପରମୁହାଁ। ନିଶ୍ୱାସ, ପ୍ରଶ୍ୱାସ ନେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ। ଗତ କିଛି ଦିନ ଧରି ଅଧିକାଂଶ ଅଞ୍ଚଳ ରେଡ୍ ଜୋନରେ ରହିଛି। ପ୍ରଦୂଷଣ ସ୍ଥିତି ଏତେ ଭୟଙ୍କର ହୋଇଛି ଯେ ଏହା ସ୍ପଷ୍ଟ ଭାବରେ…

Diljit Dosanjh: ଅମିତାଭ ବଚ୍ଚନଙ୍କ ପାଦ ଛୁଇଁବା ପରେ ଦିଲଜିତ ଦୋସାଞ୍ଜଙ୍କୁ କାହିଁକି ମିଳିଲା ଧମକ?

ମୁମ୍ବାଇ: ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ ଶିଖ୍ସ ଫର ଜଷ୍ଟିସ୍ (SFJ) ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଜଙ୍କୁ ଧମକ ଦେଇଛି । ଅଷ୍ଟ୍ରେଲିଆରେ ଦିଲଜିତ୍ ଦୋସାଞ୍ଜଙ୍କ କନସର୍ଟ ବନ୍ଦ କରିବାକୁ ଧମକ ଦେଇଛି । ଦିଲଜିତ୍ ଦୋସାଞ୍ଜ ଅମିତାଭ ବଚ୍ଚନଙ୍କ ପାଦ ଛୁଇଁବା ପରେ ଏହି ଧମକ ଦିଆଯାଇଛି । ଶିଖ୍ସ…

India’s Trishul Exercise: ଆଜିଠୁ ସୀମାରେ ଭାରତର ‘ଅପରେସନ୍ ତ୍ରିଶୂଲ୍’, ଚୀନ ଏବଂ ପାକିସ୍ତାନର…

ନୂଆଦିଲ୍ଲୀ: ପଶ୍ଚିମ ରାଜସ୍ଥାନର ମରୁଭୂମିରୁ ଗୁଜରାଟର ସର କ୍ରିକ୍ ପର୍ଯ୍ୟନ୍ତ, ଭାରତ-ପାକିସ୍ତାନ ସୀମା ପୁଣି ଥରେ ଯୁଦ୍ଧରେ ଲିପ୍ତ ହେବ, ଏବଂ ଏହି ଯୁଦ୍ଧକୁ ଅପରେସନ୍ ତ୍ରିଶୂଲ୍ ନାମ ଦିଆଯାଇଛି। "ଅପରେସନ୍ ତ୍ରିଶୂଲ" ହେଉଛି ଭାରତର ତିନି ସଶସ୍ତ୍ର ବାହିନୀର ଏକ ମିଳିତ ସାମରିକ ଅଭ୍ୟାସ,…

US Nuclear Weapons Tests: ଆମେରିକା କରିବ ପରମାଣୁ ପରୀକ୍ଷଣ…

ନୂଆଦିଲ୍ଲୀ: ୩୩ ବର୍ଷ ପରେ ଆମେରିକାର ପରମାଣୁ ପରୀକ୍ଷଣ...ପରମାଣୁ ପରୀକ୍ଷଣ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି ଟ୍ରମ୍ପ...ସାରା ବିଶ୍ବରେ ହଇଚଇ...କିଛି ବଡ ସଙ୍କେତ ଦେଉଛନ୍ତି କି?...ନା ପୁଟିନ୍, ଜିନପିଙ୍ଗଙ୍କ ଭୟରେ ଦେଖାଉଛନ୍ତି ଶକ୍ତି? ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ…