Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସିଲା ଖୁସି ଖବର; ଶସ୍ତାରେ ମିଳିବ ଟମାଟୋ

ନୂଆଦିଲ୍ଲୀ: ସାରା ଦେଶରେ ଟମାଟୋର ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଅତ୍ୟନ୍ତ ବିରକ୍ତ ହେଉଥିଲେ। ଏହି ସମୟରେ ସମଗ୍ର ଦେଶରେ ଟମାଟୋ ବୃଦ୍ଧି ପାଉଥିବା ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଣିକି ଶସ୍ତାରେ ବିକ୍ରି ହେବ ଟମାଟୋ। ଗତକିଛି ଦିନ ହେବ ବଜାରରେ ଟମାଟୋ…

ସଫଳତାର ଆଉ ପାଦେ: ପ୍ରଥମ କକ୍ଷପଥ ବଦଳାଇଲା ଚନ୍ଦ୍ରଯାନ-୩

ଶ୍ରୀହରିକୋଟା: ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-୩ । ବର୍ତ୍ତମାନ ଏହା ୪୨,୦୦୦ କିମିରୁ ଅଧିକ ଦୀର୍ଘ କକ୍ଷପଥରେ ପୃଥିବୀକୁ ପରିକ୍ରମା କରୁଛି। ବର୍ତ୍ତମାନ ଇସ୍ରୋ ବୈଜ୍ଞାନିକମାନେ ଏହାର କକ୍ଷପଥ ସମ୍ବନ୍ଧିତ ତଥ୍ୟର ବିଶ୍ଳେଷଣ କରୁଛନ୍ତି। ୪୨ ଦିନର ଯାତ୍ରା ପରେ…

ଆମେରିକାରେ ଭାରତୀୟଙ୍କ ବନ୍ଧୁକ ଲାଇସେନ୍ସ ସଂଖ୍ୟାରେ ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟମାନେ ଶାନ୍ତି ପ୍ରିୟ । କୌଣସି କ୍ଷେତ୍ରରେ ଭାରତୀୟମାନେ ନିଜ ଆଡୁ ଅଶାନ୍ତି କରି ନାହାନ୍ତି । ତେବେ ବିଦେଶରେ ବାରମ୍ବାର ଭାରତୀୟଙ୍କ ଉପରେ ଆକ୍ରମଣ ହେବାରେ ଲାଗିଛି । ବର୍ଣ୍ଣବୈଷମ୍ୟ ବିବାଦ ଏହାର ମୂଖ୍ୟ କାରଣ ବୋଲି ବିବେଚନା କରାଯାଉଛି । ଆମେରିକାରେ ଏହି ସଂଖ୍ୟା ଦ୍ରୁତ…

ଦିଲ୍ଲୀରେ ଜାରି ରହିଛି ଲଗାଣ ବର୍ଷା, ବନ୍ୟା ସ୍ଥିତି ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବନ୍ୟା ସ୍ଥିତି ଏବେବି ସଙ୍ଗୀନ ରହିଛି । ଦେଶର ରାଜଧାନୀର ବହୁ ଅଂଚଳ ଜଳବନ୍ଦୀ ରହିଛି । ଯମୁନା ନଦୀ ୪୫ ବର୍ଷର ରେକର୍ଡ ଭାଙ୍ଗି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ୨୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ ୪୦ରୁ ଅଧିକ କ୍ୟାମ୍ପ…

ଲକ୍ଷାଦ୍ୱୀପରେ ଲଞ୍ଚ ହେଲା ଏଲପିଜି ସିଲିଣ୍ଡର କ୍ୟାରିଅର୍ ଜାହାଜ, ମଧ୍ୟପ୍ରଦେଶରୁ ପରିବହନ ହେବ ପେଟ୍ରୋଲିୟମ ସାମଗ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୋଆ ସିପ୍‌ୟାର୍ଡ ଲିମିଟେଡ୍ (ଜିଏସ୍ଏଲ୍) ରେ ଏଲପିଜି ସିଲିଣ୍ଡର କ୍ୟାରିଅର୍ ଜାହାଜ ଆନୁଷ୍ଠାନିକ ଭାବେ ଲଞ୍ଚ କରାଯାଇଛି। ଏହି ଜାହାଜଟି ଲକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ ପ୍ରଶାସନର ବନ୍ଦର ପରିବହନ ଏବଂ ବିମାନ ଚଳାଚଳ ପାଇଁ ନିର୍ମାଣ କରାଯାଇଛି। ଆଜି ଲଞ୍ଚ ହୋଇଥିବା ଏହି…

ବିଦ୍ୟୁତ ଆଘାତରେ ୫ କାଉଡ଼ିଆଙ୍କର ମୃତ୍ୟୁ, ୫ ଗୁରୁତର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମେରଠ ଜିଲ୍ଲାର ରାଲିଚୌହାନ ଗାଁରେ ଶନିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ଆଉ ୫ ଜଣ କାଉଡ଼ିଆ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ବିଶ୍ୱ ଯୁବ ଦକ୍ଷତା ଦିବସରେ ‘ଏଆଇ ଫର୍ ଇଣ୍ଡିଆ ୨.୦’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ନୂଆଦିଲ୍ଲୀଠାରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଉପରେ ଏକ ମାଗଣା ଅନଲାଇନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ଏଆଇ ଫର୍ ଇଣ୍ଡିଆ ୨.୦’ର ଶୁଭାରମ୍ଭ କରିଛନ୍ତି।…

ଆବୁଧାବୀରେ ପ୍ରତିଷ୍ଠା ହେବ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଆବୁଧାବି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ(ଏମଓୟୁ) ହୋଇଛି। ଏହା ଦ୍ୱାରା ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି…

ଏହି ସବୁ ଦେଶରେ ଗଛ ମିଳିବା ଭାଗ୍ୟର କଥା

ନୂଆଦିଲ୍ଲୀ: ପୃଥିବୀର ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଗଛ ଦେଖିବାକୁ ମିଳିଥାଏ । ଏହା ଆମ ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଉଦ୍ଭିନ ବିନା ଏକ ସୁସ୍ଥ ପରିବେଶ ଗଠନ କରିବା ଅସମ୍ଭବ । ଏହା ଦ୍ୱାରା ଅମ୍ଳଜାନଠାରୁ ଆରମ୍ଭ କରି ମୃତିକା ସଂରକ୍ଷଣ ଏବଂ ଜଳସ୍ରୋତ ନିୟନ୍ତ୍ରଣ ହୋଇଥାଏ ।…

ଆପ ଚାପରେ, କଂଗ୍ରେସ ଚେପା !

ଭୁବନେଶ୍ୱର: ବିରୋଧୀ ଦଳଗୁଡିକର ଦ୍ଵିତୀୟ ବୈଠକ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ବୈଠକର ନେତୃତ୍ୱ କଂଗ୍ରେସ ନେଉଥିବାରୁ ଦଳ ବେଶ ତତ୍ପର ହୋଇଛି। ସେଥିପାଇଁ କିଭଳି ବିରୋଧୀ ମାନେ ଗୋଟିଏ ମଞ୍ଚରେ ପୁଣିଥରେ ଏକାଠି ହେବେ ସେଥିପାଇଁ ଉଦ୍ୟମ ଜୋରଦାର ହେଉଛି। ପାଟନା ବୈଠକରେ ବିରୋଧୀ…