Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭୁଶୁଡ଼ିଲା ଦରଘାର ଛାତ; ୫ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ଶୁକ୍ରବାର ଅପରାହ୍ନରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ହୁମାୟୁନଙ୍କ ମକବରା ପଛରେ ଥିବା ଫତେହ ଶାହଙ୍କ ଦରଘାର କାନ୍ଥ ଏବଂ ଛାତର ଏକ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏହି ସମୟରେ ଦରଘା ଭିତରେ ଅନେକ ଲୋକ ଉପସ୍ଥିତ ଥିଲେ, ଯେଉଁମାନେ ଭଗ୍ନାବଶେଷ ତଳେ ଚାପି…

ମୁହଁରେ ସ୍ୱଦେଶୀ, ମନରେ ବିଦେଶୀ… ମୋଦିଙ୍କୁ ଅଖିଳେଶ ଯାଦବଙ୍କ ତାଚ୍ଛଲ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଧୀନତା ଦିବସ ଭାଷଣକୁ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଟାର୍ଗେଟ। ମୋଦିଙ୍କ ଅଭିଭାଷଣରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ପ୍ରଶଂସା କରାଯାଇଥିଲା। ଏହା ଉପରେ ପ୍ରତିକ୍ରିୟା ଦେଇ ଅଖିଳେଶ ଯାଦବ ସଂଗଠନକୁ ଟାର୍ଗେଟ…

୧୫ ଭାଗରେ କାହିଁକି ବିଭକ୍ତ ହେଲା ଏହି ଦେଶ? ଜାଣନ୍ତୁ ବିଶ୍ଵର ସବୁଠାରୁ ବଡ଼ ବିଭାଜନର କାହାଣୀ….

ନୂଆଦିଲ୍ଲୀ: ଯେତେବେଳେ ଆମେ ବିଭାଜନ ବିଷୟରେ ଚିନ୍ତା କରୁ, ସେତେବେଳେ ସାଧାରଣତଃ ପ୍ରଥମେ ଭାରତ-ପାକିସ୍ତାନ କଥା ଆମକୁ ମନେ ପଡେ। ୧୯୪୭ ମସିହାରେ ଭାରତ ଓ ପାକିସ୍ତାନ ବିଭାଜନ ହେବା କଥା ଭାବିବା କଷ୍ଟକର। ବ୍ରିଟିଶମାନେ ଆମ ଦେଶକୁ ଦୁଇଟି ଭାଗରେ ବିଭକ୍ତ କରିଥିଲେ। କିନ୍ତୁ ଏହି ବିଭାଜନଠାରୁ…

ଏଇଥି ପାଇଁ ଲାଦେନ ପରି ମୁନିର !

ନୂଆଦିଲ୍ଲୀ: ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର ସୁଟ୍ ପିନ୍ଧିଥିବା କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଦେନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନୋବେଲ ପୁରସ୍କାର ଦାବି କରୁଥିବା ମୁନିରଙ୍କୁ ଅଲକାଏଦାର ପୂର୍ବ ମୁଖ୍ୟଙ୍କ ସହ ତୁଳନା କରିଛନ୍ତି ପେଣ୍ଟାଗନର ପୂର୍ବତନ…

ଦିଦିଙ୍କ ଗୋଟି…ବଢିଯିବ ବିଜେପି ଟେନସନ୍ !

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି ଭାଷା ଆନ୍ଦୋଳନ। ଭାଷା ଆନ୍ଦୋଳନ ସହ ଏବେ ସିନେମାକୁ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବଙ୍ଗାଳୀ ପ୍ରବାସୀଙ୍କୁ ନେଇ ଆରମ୍ଭ କରିଥିବା ଭାଷା ଆନ୍ଦୋଳନରେ ଖେଳିଛନ୍ତି ନୂଆ ଅସ୍ମିତା କାର୍ଡ। ପଶ୍ଚିମବଙ୍ଗର ସିନେମା ହଲରେ…

ରେଲଓ୍ବେ ଚାକିରୀ ପଛରେ ଯୁବପିଢି, ଗୋଟେ ପୋଷ୍ଟ ପାଇଁ ହଜାରେ ଆଶାୟୀ !

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଚାକିରି ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଏବଂ ଏହାକୁ ପାଇବା ପାଇଁ ବି ବହୁ ସଂଖ୍ୟାରେ ଆବେଦନ ଆସେ । ଗତ ବର୍ଷକ ମଧ୍ୟରେ ତ ଭାରତୀୟ ରେଳବାଇ ସାତଟି ମୁଖ୍ୟ ବର୍ଗରେ ମାତ୍ର ୬୪ ହଜାର ୧୯୭ ପଦବୀ ପାଇଁ ମୋଟ ୧ କୋଟି ୮୭ ଲକ୍ଷରୁ ଅଧିକ ପ୍ରାର୍ଥୀ ଆବେଦନ…

ଲାଲକିଲ୍ଲାରେ ଅନନ୍ୟ ଦୃଶ୍ୟ: ପରେଡରେ ସାମିଲ ହେଲା ଗୁଣ୍ଡୁଚିମୂଷା, ତ୍ରିରଙ୍ଗାକୁ ଜଣାଇଲା ସଲାମ…..

ନୂଆଦିଲ୍ଲୀ: ୧୫ ଅଗଷ୍ଟ ୨୦୨୫, ଦେଶ ସ୍ବାଧୀନତାର ୭୯ତମ ବର୍ଷର ସ୍ବାଦ ଚାଖୁଛି । ଦିଲ୍ଲୀରୁ ପଲ୍ଲୀ ସବୁଠି ଗର୍ବର ସହ ଉଡୁଛି ତ୍ରିରଙ୍ଗା । ଆଜି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ମହାନ ପରେଡରେ, ଭାରତୀୟ ସେନା ଏହାର ଶୃଙ୍ଖଳା, ସାହସ ଏବଂ ଦେଶପ୍ରେମକୁ ଚମତ୍କାର ଭାବରେ ପ୍ରଦର୍ଶନ…

ଯୁବପିଢ଼ିଙ୍କୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି, ୩.୫କୋଟି ବେରୋଜଗାରଙ୍କୁ ମିଳିବ ଚାକିରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ବିକାଶିତ ଭାରତ ଯୋଜନା ଘୋଷଣା କରିଥିଲେ, ଯାହା ଅଧୀନରେ ଘରୋଇ କ୍ଷେତ୍ରରେ ପ୍ରଥମ ଚାକିରି ପାଇଥିବା ଯୁବକମାନଙ୍କୁ ୧୫,୦୦୦ ଟଙ୍କାର…

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାଧୀନତା ଦିବସର ସ୍ୱତନ୍ତ୍ର ପଗଡ଼ି: ୧୨ ବର୍ଷରେ କିଛି ଏମିତି ୧୨ ଭିନ୍ନ…

ନୂଆଦିଲ୍ଲୀ: ଗତ ୧୧ ବର୍ଷ ପରି ଏଥର ମଧ୍ୟ ଲାଲ ଚୌକରେ ଭାରତୀୟଙ୍କ ଗର୍ବର ପ୍ରତୀକ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତ୍ୟେକ ଥର ସ୍ୱାଧୀନତା ଦିବସ ପାଇଁ ଦେଶବାସୀ ଯେତିକି ଉତ୍ସାହିତ ଥାଆନ୍ତି, ସେତିକି ଉତ୍ସାହିତ ଥାଆନ୍ତି ଲାଲକିଲ୍ଲାରୁ…

ବେଙ୍ଗାଲୁରୁରେ ସିଲିଣ୍ଡର ଫାଟି ଘର ଧ୍ବଂସ: ଜଣେ ନାବାଳକ ମୃତ, ୯ ଆହତ, ସନ୍ଦେହରେ ବିସ୍ଫୋରଣ….

ବେଙ୍ଗାଲୁରୁ: ଆଜି ଦେଶ ସ୍ବାଧୀନତାର ଉତ୍ସବ ମନାଉଥିବା ବେଳେ ବେଙ୍ଗାଲୁରୁ ଆଡୁଗୋଦି ଅଞ୍ଚଳର ୱିଲସନ ଗାର୍ଡେନରେ ଏକ ସନ୍ଦିଗ୍ଧ ସିଲିଣ୍ଡର ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୯ ଜଣ ଆହତ…