Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ୱାଧୀନତା ଦିବସ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ୱାଧୀନତା ଦିବସ ସ୍ପେଶାଲ ଟ୍ରେନ୍। ସ୍ୱାଧୀନତା ଦିବସରେ ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ପାଇଁ ପୂର୍ବତଟ ରେଳପଥ ଶାଲିମାର-ମାଳତୀପାଟପୁର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। • ଟ୍ରେନ୍ ନମ୍ବର…

ନିମିଶା ପ୍ରିୟାଙ୍କ ପ୍ରତି କୌଣସି ବିପଦ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୟେମେନରେ ହତ୍ୟା ପାଇଁ ମୃତ୍ୟୁଦଣ୍ଡ ପାଇଥିବା ଭାରତୀୟ ନର୍ସ ନିମିଶା ପ୍ରିୟାଙ୍କ ପ୍ରତି ବର୍ତ୍ତମାନ୍ କୌଣସି ବିପଦ ନଥିବା ଗୁରୁବାର ଦିନ କହିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲା ଉପରେ ଆଗାମୀ ଶୁଣାଣି ୮ ସପ୍ତାହ ପରେ କରାଯିବା ନେଇ କୋର୍ଟ କହିଛନ୍ତି। ସେ ୨୦୧୭ରେ ତାଙ୍କ…

ଅପରେସନ ସିନ୍ଦୂରରେ ସଫଳତା ପାଇଁ ସମ୍ମାନ: ୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର

ନୂଆଦିଲ୍ଲୀ: ୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର ସମ୍ମାନ। ପାଇଲଟଙ୍କ ସମେତ ୯ ଅଧିକାରୀଙ୍କୁ ମିଳିବ ବୀରଚକ୍ର ସମ୍ମାନ। ତୃତୀୟ ସର୍ବୋଚ୍ଚ ସାମରିକ ସମ୍ମାନ ବୀରଚକ୍ର ପାଇବେ। ଅପରେସନ ସିନ୍ଦୂରରେ ସାହସିକତା ପାଇଁ ପାଇବେ ସମ୍ମାନ। ମୁରିଦ୍‌କେ ଓ ବାହାୱଲପୁର ଆତଙ୍କୀ ଆଡ୍ଡା ଧ୍ବଂସ ପାଇଁ…

ଆମେରିକାର ଦକ୍ଷିଣ ଭର୍ଜିନିଆରେ ଗୁଳିକାଣ୍ଡ; ଅନେକ ଅଧିକାରୀ ଆହତ

ଓ୍ବାଶିଂଟନ୍: ଆମେରିକାରେ ପୁଣିଥରେ ଗୁଳିକାଣ୍ଡର ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏହି ଗୁଳିକାଣ୍ଡ ଘଟଣା ଆମେରିକାର ଦକ୍ଷିଣ ଭର୍ଜିନିଆରେ ଘଟିଛି । ଏଥିରେ ଅନେକ ଆଇନ ପ୍ରବର୍ତ୍ତନ ଅଧିକାରୀ ଆହତ ହୋଇଛନ୍ତି । ଏନେଇ ଜଣେ ଆମେରିକୀୟ ସାଂସଦ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।…

ଖର୍ଚ୍ଚ ଆଦାୟ ପରେ ଟୋଲ୍ ଟ୍ୟାକ୍ସ ଆଦାୟ କରିବା ଭୁଲ, ପ୍ରାଧିକରଣ ଗଠନ ପାଇଁ ଦାବି କଲା ସଂସଦୀୟ କମିଟି

ନୂଆଦିଲ୍ଲୀ: ଦେଶବ୍ୟାପୀ ଏପରି ଅନେକ ଟୋଲ୍ ଅଛି, ଯେଉଁଠାରେ ଖର୍ଚ୍ଚ ଆଦାୟ ହେବା ପରେ ମଧ୍ୟ ନିର୍ବିଚାର ଭାବରେ ଟୋଲ୍ ଟିକସ ଆଦାୟ କରାଯାଉଛି। ଏହା ସହିତ ନା ମରାମତି କାର୍ଯ୍ୟ କରାଯାଉଛି ନା ଲୋକମାନେ ସଠିକ୍ ରାସ୍ତା ପାଇପାରୁଛନ୍ତି। ସଂସଦୀୟ କମିଟି ଏହି ପ୍ରକାରର ଟୋଲ୍ ଆଦାୟ ଉପରେ ଚିନ୍ତା…

ଅଫିସ୍ କମ୍ପ୍ୟୁଟରରେ ଓ୍ବେବ୍ ହ୍ୱାଟ୍ସଆପରେ ଲଗଇନ୍ କରୁଛନ୍ତି କି?, ସାବଧାନ୍! ଚେତାବନୀ ଦେଲେଣି ସରକାର….

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରାୟତଃ ସମସ୍ତ ବ୍ୟକ୍ତି ଅଫିସ୍ ଲାପଟପ କିମ୍ବା କମ୍ପ୍ୟୁଟରରେ କାମ କରିବା ସମୟରେ ସେମାନଙ୍କ ହ୍ୱାଟ୍ସଆପ୍‌ ଓ୍ବେବ୍ ହ୍ବାଟ୍ସଆପରେ ଲଗ୍ ଇନ୍ କରନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । କିଛି ଏପରି ଏବେ ସତର୍କ କରାଇଛନ୍ତି…

ସ୍ବଦେଶୀ ୧୫୬ ପ୍ରଚଣ୍ଡ ହେଲିକପ୍ଟର, ଚୀନ-ପାକିସ୍ତାନ ସୀମାରେ ରଚିବ ଧ୍ବଂସଲୀଳା….

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ସ୍ବଦେଶୀ ୧୫୬ଟି ପ୍ରଚଣ୍ଡ ହେଲିକପ୍ଟର ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି। ଉଚ୍ଚତା ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଭାବରେ ନିର୍ମିତ ଏହି ହେଲିକପ୍ଟରର ପରାକ୍ରମ ଚୀନ ଏବଂ ପାକିସ୍ତାନକୁ ଏବେ ସ୍ତବ୍ଧ କରି ରଖିଛି । ପ୍ରଚଣ୍ଡ ହେଉଛି ବିଶ୍ୱର ଏକମାତ୍ର ଆକ୍ରମଣକାରୀ…

କାହିଁକି ବୁଲା କୁକୁରଙ୍କ ପ୍ରତି କଠୋର ହେଲେ ସୁପ୍ରିମକୋର୍ଟ?, ଏତିକି ଜୀବନ ନେଲାଣି ରାବିଜ୍….

ନୂଆଦିଲ୍ଲୀ:  ଏବେ ଦିଲ୍ଲୀରୁ ପଲ୍ଲୀ ସବୁଠି ଗୋଟିଏ ଚର୍ଚ୍ଚା ବୁଲା କୁକୁରଙ୍କ ସ୍ଥାନାନ୍ତରଣ । ସୁପ୍ରିମକୋର୍ଟ ଗତ ୧୧ ତାରିଖରେ ବୁଲା କୁକୁରଙ୍କୁ ହଟାଇବା ନିର୍ଦ୍ଦେଶ ଦେବା ପରେ ଏକ ନୂତନ ବିବାଦ ମୁଣ୍ଡ ଟେକିଛି । ଦିନକୁ ଦିନ କୁକୁରଙ୍କ ଆତଙ୍କ ବଢୁଥିବା ବେଳେ ଏହାକୁ ନେଇ ସୁପ୍ରିମକୋର୍ଟ…

ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା; ୧୦ ମୃତ୍ୟୁ ଆଶଙ୍କା

ଶ୍ରୀନଗର: ଉତ୍ତରାଖଣ୍ଡ, ହିମାଚଳ ପରେ ଏବେ ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ଦେଖିବାକୁ ମିଳିଛି। ଜମ୍ମୁ-କାଶ୍ମୀର କିସ୍ତୱାର ଜିଲ୍ଲା ପଦର ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଛି। ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେହିପରି ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି…

ଜାପାନ ଯିବେ ଓଡ଼ିଆ ଛାତ୍ରଛାତ୍ରୀ, ‘ସାକୁରା’ କାର୍ଯ୍ୟକ୍ରମରେ ହେବେ ସାମିଲ୍

ଭୁବନେଶ୍ୱର: ଓଡିଶାର ବିଭିନ୍ନ ଜିଲ୍ଲାରୁ ଛଅ ଜଣ ମେଧାବୀ ଛାତ୍ରଛାତ୍ରୀ ଜାପାନରେ ଅନୁଷ୍ଠିତ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ “ସାକୁରା” ରେ ରାଜ୍ୟକୁ ପ୍ରତିନିଧିତ୍ବ କରିବେ। ଅଗଷ୍ଟ ୧୬ରୁ ୨୩ ପର୍ଯ୍ୟନ୍ତ ଜାପାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆଇକନିକ୍ ଓଏଭି, ଅନ୍ଧାରୁଆ,…