Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତାକାଲି ଝାରସୁଗୁଡାରୁ BSNL 4G ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଓଡିଶା ର ଝାରସୁଗୁଡା ଠାରେ ସାରା ଭାରତବର୍ଷ ପାଇଁ BSNL 4G ସେବା ଉଦଘାଟନ କରିବାକୁ ଯାଉଛନ୍ତି। BSNL ଦ୍ୱାରା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ 4G ମୋବାଇଲ୍ ସେବାର ଶୁଭାରମ୍ଭ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଥିଲା ।…

Bareilly Violence: ନମାଜ ପରେ ବିଶୃଙ୍ଖଳା ସୃଷ୍ଟି, ଭଙ୍ଗାରୁଜା କରୁଥିବା ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଲାଠିଚାର୍ଜ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ଏକ ବଡ଼ ଧରଣର ଉତ୍ତେଜନା ଦେଖାଦେଇଛି। ‘I love Muhammad’ ପୋଷ୍ଟର ବିବାଦକୁ ନେଇ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଥିଲେ। ଆଇଏମସି ମୁଖ୍ୟ ମୌଲାନା ତୌକିର ରଜା ଏହି ପ୍ରତିବାଦର ଆହ୍ୱାନ ଦେଇଥିଲେ। ପୋଲିସ ପ୍ରଦର୍ଶନକାରୀଙ୍କୁ ବୁଝାଇବାକୁ…

Sonam Wangchuk Arrested: ଲେହରେ ବ୍ୟାପକ ହିଂସା ପାଇଁ ସୋନମ ୱାଙ୍ଗଚୁକ୍‌ ଗିରଫ

ନୂଆଦିଲ୍ଲୀ: ଲେହ-ଲଦାଖ ହିଂସାର ପ୍ରତିକ୍ରିୟାରେ ସରକାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର ସୋନମ ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ରଦ୍ଦ କରିଛନ୍ତି। ଏହାପରେ ଆଜି ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍‌‌ଙ୍କୁ ଗିରଫ କରାଯାଇଛି। ଜାତୀୟ ସୁରକ୍ଷା ଆଇନ୍ ବଳରେ…

ଭାରତରେ ସ୍ମାର୍ଟଫୋନ୍ ତିଆରି କରିବ ୟୁକେର Nothing; ହେବ ଗ୍ଲୋବାଲ ଏକ୍ସପୋର୍ଟ୍ ହବ୍

ନୂଆଦିଲ୍ଲୀ: ଲଣ୍ଡନର ଟେକ୍ କମ୍ପାନୀ ନଥିଙ୍ଗ (Nothing) ନିଜର ବଜେଟ୍ କ୍ୟାଟେଗୋରୀ ସବ୍-ବ୍ରାଣ୍ଡ CMF (Colour, Material, Finish)କୁ ଏବେ ଏକ ସ୍ୱାଧୀନ ଭାରତୀୟ ସହାୟକ କମ୍ପାନୀ ଭାବରେ ଲଞ୍ଚ କରିଛି। କମ୍ପାନୀ ମାଲିକ କାର୍ଲ ପେଇ ଭାରତକୁ CMF ପାଇଁ ବିଶ୍ୱସ୍ତରୀୟ ମୁଖ୍ୟାଳୟ କରିଛନ୍ତି,…

NATO Chief Big Claim: ‘ଭାରତ ଉପରେ ଶୁଳ୍କ, ରୁଷକୁ କ୍ଷତି’, ନାଟୋ ମୁଖ୍ୟ କଲେ ବଡ଼ ଦାବି……

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଥିଲା। ତଥାପି, ଏବେ ଆଲୋଚନାର ପଥ ଖୋଲିଯାଇଛି। ଏହି ସମୟରେ, ୩୨ ଟି ଦେଶର ଆମେରିକା ନେତୃତ୍ୱାଧୀନ ମେଣ୍ଟ ନାଟୋ ଏକ ବଡ଼ ଦାବି କରିଛି।…

ଭରସା ଜିତିବେ ତ ଧର୍ମେନ୍ଦ୍ର ଓ ବୈଜୟନ୍ତ?

ଭୁବନେଶ୍ୱର/ନୂଆଦିଲ୍ଲୀ:ବିହାର, ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ବିଜେପି। ଦଳର ଶୀର୍ଷ ନେତୃତ୍ୱ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡାଙ୍କୁ ମୁଖ୍ୟ ଦାୟିତ୍ୱ ଦେଇଛନ୍ତି। ଏହା ଦଳର ଅଭିଜ୍ଞତା,…

Trump Meets India’s Rivals: ଭାରତର ଶତ୍ରୁ ଦେଶ ସହ ବନ୍ଧୁ ବାନ୍ଧୁଛନ୍ତି ଟ୍ରମ୍ପ…

ନୂଆଦିଲ୍ଲୀ: ଗୋଟେପଟେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତକୁ ନିଜର ଅତି ନିକଟତର କହୁଛନ୍ତି, ଅନ୍ୟପଟେ ଭାରତ ଆମଦାନୀ ଉପରେ ପ୍ରଥମେ ୫୦ ପ୍ରତିଶତ ଶୁଳ୍କ, H1B ଭିସା ଶୁଳ୍କ, ଔଷଧୀୟ ଶିଳ୍ପ ଉପରେ ୧୦୦ ପ୍ରତିଶତ ଶୁଳ୍କ ମାଡ଼ କରିଛନ୍ତି ଟ୍ରମ୍ପ । ଆଉ ଏବେ ଭାରତର ଶତ୍ରୁ ସହ ହାତ ମିଳାଇଛନ୍ତି…

ଚାରି ଦିନରେ ଭାରତକୁ ହରାଇଲୁ… ଅପରେସନ ସିନ୍ଦୂରକୁ ନେଇ ମିଛ ପାଠ ପଢ଼ାଉଛି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ସ୍କୁଲ ପାଠ୍ୟକ୍ରମରେ ଅପରେସନ୍‌ ସିନ୍ଦୁରକୁ ନେଇ ପଢ଼ାଯାଉଛି ମିଛ ପାଠ । ସୋସିଆଲ ମିଡିଆରେ ଏହି ପାଠ୍ୟପୁସ୍ତକଗୁଡ଼ିକର ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଇଛି ଯେ ପାକିସ୍ତାନ ମାତ୍ର ଚାରି ଦିନରେ ଭାରତକୁ ପରାସ୍ତ କରିଥିଲା। ରିପୋର୍ଟ ଅନୁସାରେ, ଏହି…

ପୁଣି ଆଜି କମିଲା ସୁନା ଦର ! ଜାଣନ୍ତୁ ଆଜି କେତେ ଟଙ୍କା କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସୁନାର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଥିବା ବେଳେ, ଆଜି ଏଥିରେ ହ୍ରାସ ଦେଖାଯାଇଛି। ଇଣ୍ଡିଆନ୍‌ ବୁଲିୟନ୍‌ ଆସୋସିଏସନ୍‌ ଅନୁସାରେ, ଶୁକ୍ରବାର, ୨୬ ସେପ୍ଟେମ୍ବର ୨୦୨୫ ରେ, ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୧,୧୪,୮୦୦ ଟଙ୍କା ଏବଂ ୨୨ କ୍ୟାରେଟ୍‌ ସୁନା ୧୦…

Bihar Election 2025: ୭୫ ଲକ୍ଷ ମହିଳାଙ୍କୁ ବଡ଼ ଉପହାର, ପ୍ରତ୍ୟେକ ଆକାଉଣ୍ଟକୁ ୧୦,୦୦୦ ଟଙ୍କା ପଠାଇଲେ…

ପାଟନା: ପ୍ରଧାନମନ୍ତ୍ରୀ ମୋଦି ଆଜି ବିହାରର ମହିଳାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ମହିଳା ନିଯୁକ୍ତି ଯୋଜନା ଅଧୀନରେ, ପ୍ରଧାନମନ୍ତ୍ରୀ ମୋଦି ୭୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟେକଙ୍କ ପାଇଁ ୧୦,୦୦୦ ଟଙ୍କାର ପ୍ରଥମ କିସ୍ତି ସ୍ଥାନାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…