Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୮୦ ପ୍ରତିଶତ ଭାରତୀୟଙ୍କ ନିକଟରେ ପହଞ୍ଚିଲା 5G ନେଟୱାର୍କ , ଏବେ ଆଗକୁ କ’ଣ ହେବା? ଜାଣନ୍ତୁ ପ୍ଲାନ…

ନୂଆଦିଲ୍ଲୀ: ଭାରତର ଟେଲିକମ୍ ସେକ୍ଟର୍ ଏବେ ୫ଜି ନେଟୱର୍କର ପରବର୍ତ୍ତୀ ବଡ଼ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେଉଛି। ଗ୍ଲୋବାଲ୍ ନେଟୱର୍କ ବଡ଼ କମ୍ପାନୀ ନୋକିଆ ଓ ଏରିକ୍ସନ୍‌ର ମତରେ ୨୦୨୬ରେ ୫ଜି ବିସ୍ତାର ଓ ଆୟ ଉଭୟରେ ତୀବ୍ର ଉନ୍ନତି ଦେଖିବାକୁ ମିଳିବ। ଏହି ବୃଦ୍ଧି ଗ୍ରାମାଞ୍ଚଳରେ ୫ଜି…

କୌଣସି ବିସ୍ପୋରଣ ପରେ କେମିତି କାମ କରିଥାଏ ସୁରକ୍ଷା ଏଜେନ୍ସି, ଜାଣନ୍ତୁ କେମିତି ହୋଇଥାଏ ସୁରକ୍ଷା ପ୍ରୋଟୋକଲ୍…

ନୂଆଦିଲ୍ଲୀ: ଦିଲ୍ଲୀର ଲାଲ୍ କିଲ୍ଲା ମେଟ୍ରୋ ଷ୍ଟେସନ୍ ପାଖରେ କାର୍‌ରେ ବଡ଼ ଧମାକା ହୋଇଛି, ଯେଉଁଥିରେ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇସାରିଛି ଏବଂ ୧୪ ଜଣ ଆହତ ହୋଇଛନ୍ତି। ପ୍ରଶାସନ ଏହି ଆକ୍ରମଣ ପଛରେ ଥିବା ଷଡ଼ଯନ୍ତ୍ରର ତଦନ୍ତ କରୁଛି ଏବଂ ଏହାର ପଛରେ କ’ଣ ଉଦ୍ଦେଶ୍ୟ ଥିଲା ତାହା…

IED ଠାରୁ କେତେ ଖତରନାକ୍ ହୋଇଥାଏ RDX ? ଜାଣନ୍ତୁ କାହାର ବିସ୍ଫୋରଣରେ ହୋଇଥାଏ ଅଧିକ କ୍ଷତି…

ନୂଆଦିଲ୍ଲୀ: ଦିଲ୍ଲୀରେ ଗତକାଲି ଲାଲ୍ କିଲ୍ଲା ନିକଟରେ ମେଟ୍ରୋ ଷ୍ଟେସନ୍ ଗେଟ୍ ନମ୍ବର-୧ ପାଖରେ ଭୟଙ୍କର ବିସ୍ଫୋରଣ ଘଟି ରାଜଧାନୀରେ ଆତଙ୍କ ଖେଳିଯାଇଛି। ଏହି ବ୍ଲାଷ୍ଟ୍ ରେଡ୍ ଲାଇଟ୍ ନିକଟରେ ଥିବା ହୁଣ୍ଡାଇ I20 କାର୍‌ରେ ହୋଇଥିଲା। ଏପି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସେଠାରେ ଥିବା ଅନେକ…

ଦିଲ୍ଲୀ ବିସ୍ଫୋରଣ; ୩ ଦିନ ପାଇଁ ଲାଲକିଲ୍ଲା ବନ୍ଦ, ମେଟ୍ରୋ ଓ ଚାନ୍ଦନୀ ଚୌକ ମଧ୍ୟ ବନ୍ଦ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସୋମବାର ଏକ ଜୋରଦାର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶବ୍ଦରେ ପୁରା ଦିଲ୍ଲୀରେ ଆତଙ୍କ ସୃଷ୍ଟି ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଲାଲକିଲ୍ଲାକୁ ମଧ୍ୟ ତିନି ଦିନ ପାଇଁ ବନ୍ଦ ରଖାଯାଇଛି। ସୂଚନା ଅନୁଯାୟୀ, ସୁରକ୍ଷା ଦୃଷ୍ଟିରୁ ଭାରତୀୟ ପ୍ରତ୍ନତତ୍ତ୍ୱ…

Delhi Blast: ବିସ୍ଫୋରଣକାରୀଙ୍କୁ ଭୁଟାନ ମାଟିରୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି, କାଲି ସୁରକ୍ଷା ସମ୍ପର୍କିତ…

ନୂଆଦିଲ୍ଲୀ: ଭୁଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ପଛରେ ଷଡ଼ଯନ୍ତ୍ରରେ ସାମିଲ ଥିବା ଲୋକଙ୍କୁ ଛଡ଼ାଯିବ ନାହିଁ। ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ…

Delhi blast: “ବିସ୍ଫୋରଣ ପାଇଁ ଦାୟୀ ଲୋକଙ୍କୁ ଛଡ଼ାଯିବ ନାହିଁ, କଠୋର ଦଣ୍ଡ ମିଳିବ”, ଦିଲ୍ଲୀ…

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀ ବିସ୍ଫୋରଣ ମାମଲା ସମ୍ପର୍କରେ ଏକ ବଡ଼ ବୟାନ ଜାରି କରିଛନ୍ତି। ସେ କହିଛନ୍ତି, "ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ତଦନ୍ତ ଚାଲିଛି। ତଦନ୍ତର ବିବରଣୀ ଖୁବ୍ ଶୀଘ୍ର ସାର୍ବଜନୀନ କରାଯିବ। ବିସ୍ଫୋରଣ ପାଇଁ ଦାୟୀଙ୍କୁ ଛଡ଼ାଯିବ ନାହିଁ।…

Delhi blast: “ଆତଙ୍କବାଦୀମାନେ ଅପରେସନ ସିନ୍ଦୁରର ପ୍ରତିଶୋଧ ନେବାକୁ ଚାହାଁନ୍ତି,” ଦିଲ୍ଲୀ ବିସ୍ଫୋରଣ…

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାଞ୍ଝି ଦିଲ୍ଲୀ ବିସ୍ଫୋରଣ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ଆକ୍ରମଣ ଏକ ବଡ଼ ଷଡ଼ଯନ୍ତ୍ରର ଅଂଶ ଥିଲା। ସେ ଏହାକୁ ଅପରେସନ ସିନ୍ଦୂର ପରେ ପ୍ରତିଶୋଧ ସହିତ ଯୋଡିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଆତଙ୍କବାଦୀମାନେ ବହୁତ…

ଦିଲ୍ଲୀ ବିସ୍ଫୋରଣ ସବୁ ଦିଗରୁ ତଦନ୍ତ ହେବ: ଶାହଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୈଠକ। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ଶାହ। ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, NIA ଡିଜି, ଦିଲ୍ଲୀ ପୋଲିସ କମିଶନର ଉପସ୍ଥିତ ରହିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗଭୀର ଶୋକ…

ଦିଲ୍ଲୀ ବିସ୍ଫୋରଣ: ସାମ୍ନାକୁ ଆସିଲା ଉମରର ପ୍ରଥମ ଫଟୋ, ବ୍ଲାଷ୍ଟ ବେଳେ ହଡ଼ବଡ଼େଇ ଯାଇଥିଲା ଆତଙ୍କୀ ଡାକ୍ତର

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ଉମରର ପ୍ରଥମ ଚିତ୍ର ସାମ୍ନାକୁ ଆସିଛି। ସେ ଗତକାଲି ସନ୍ଧ୍ୟାରେ ବିସ୍ଫୋରଣ କରାଇଥିଲା, ଯେଉଁଥିରେ ନଅ ଜଣ ପ୍ରାଣ ହରାଇଥିଲେ ଏବଂ ୨୪ ଜଣ ଆହତ ହୋଇଥିଲେ। ମଙ୍ଗଳବାର ବିସ୍ଫୋରଣ ପୂର୍ବରୁ ସିସିଟିଭି ଫୁଟେଜ୍ ସାମ୍ନାକୁ…

Bihar Elections: ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ଶେଷ ପର୍ଯ୍ୟାୟ ପାଇଁ ଚାଲିଛି ମତଦାନ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ମୋଟ ୨୪୩ଟି ଆସନ ମଧ୍ୟରୁ ୧୨୨ଟି ଆସନରେ ହେଉଛି ମତଦାନ। ୧୩୦୨ ପ୍ରାର୍ଥଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୩ କୋଟି ୭୦ ଲକ୍ଷ ଭୋଟର। ୧୩୦୨ ପ୍ରାର୍ଥୀଙ୍କ ମଧ୍ୟରେ ୧୩୬ ମହିଳା ପ୍ରାର୍ଥୀ…