Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Rajnath Singh In Morocco: ‘POK ଆପେ ଆପେ ଭାରତକୁ ଆସିବ’, ମରକ୍କୋ ମାଟିରୁ ପାକିସ୍ତାନକୁ କଡ଼ା…

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଇ ଦିନିଆ ମରକ୍କୋ ଗସ୍ତରେ ଅଛନ୍ତି। ଏହା ଜଣେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରଥମ ମରକ୍କୋ ଗସ୍ତ। ରାଜନାଥ ସିଂହ ମରକ୍କୋରେ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ନିର୍ମାଣ ସୁବିଧା ଉଦ୍ଘାଟନ କରିବାକୁ ପହଞ୍ଚିଛନ୍ତି। ଏହି ସମୟରେ…

GST 2.0: ଆଜିଠୁ ଲାଗୁ ହେଲା ନୂଆ ଜିଏସଟି: ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ମହଙ୍ଗା

ନୂଆଦିଲ୍ଲୀ: ଆଜିଠୁ ନବରାତ୍ର ଆରମ୍ଭ ହେଉଛି। ନବରାତ୍ରର ପ୍ରଥମ ଦିନରୁ ମୋଦି ସରକାର ଦେଇଛନ୍ତି ପୂଜା ଭେଟି। ଆଜିଠୁ ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି। ଦେଶ ହିତରେ ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍‍ଟି)ରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି। ନାଗରିକ ଦେବ ଭବଃ ଧାରାରେ ଏହାକୁ…

U.S. Vs Venezuela: ଭେନେଜୁଏଲା ସାଧାରଣ ନାଗରିକଙ୍କୁ ଦେଉଛି ସାମରିକ ତାଲିମ;ଏହାର ପଛରେ ଆମେରିକା…

ନୂଆଦିଲ୍ଲୀ: ଆମେରିକା ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଦେଶର ନାଗରିକମାନଙ୍କୁ ଅସ୍ତ୍ର ତାଲିମ ପ୍ରଦାନ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ନିକୋଲାସ ମାଦୁରୋ ଶନିବାର…

Historic first: ମରକ୍କୋରେ ରାଜନାଥ ସିଂହ; ଭାରତର ପ୍ରଥମ ବିଦେଶ ପ୍ରତିରକ୍ଷା କାରଖାନା କରିବେ ଉଦଘାଟନ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (ସେପ୍ଟେମ୍ବର ୨୧) ଦୁଇ ଦିନିଆ ସରକାରୀ ଗସ୍ତରେ ମରକ୍କୋର କାସାବ୍ଲାଙ୍କାରେ ପହଞ୍ଚିଛନ୍ତି। ମରକ୍କୋ ଗସ୍ତରେ ଯାଇଥିବା ସେ ପ୍ରଥମ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ। ରାଜନାଥ ସିଂହଙ୍କୁ ମହମ୍ମଦ ଭି ଆନ୍ତର୍ଜାତୀୟ ବିମାନବନ୍ଦରରେ…

Removal of grave of Afzal Guru: ତିହାର ଜେଲରୁ ଅଫଜଲ ଗୁରୁର କବର ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ

ନୂଆଦିଲ୍ଲୀ: ତିହାର ଜେଲରୁ ଆତଙ୍କବାଦୀ ମକବୁଲ ଭଟ୍ଟ ଏବଂ ଅଫଜଲ ଗୁରୁର କବର ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଆତଙ୍କବାଦ ସମ୍ପର୍କିତ ଅପରାଧ ପାଇଁ ସେମାନଙ୍କୁ ଫାଶୀ ଦିଆଯାଇଥିଲା। ଦିଲ୍ଲୀର ସେଣ୍ଟ୍ରାଲ ଜେଲ ତିହାରରୁ ମହମ୍ମଦ ମକବୁଲ ଭଟ୍ଟ ଏବଂ ମହମ୍ମଦ ଅଫଜଲ…

Encounter breaks out: ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି; ଜଙ୍ଗଲରେ ଲୁଚିଛନ୍ତି…

ଶ୍ରୀନଗର: ରବିବାର ଜମ୍ମୁ ଏବଂ କାଶ୍ମୀରର କିସ୍ତୱାର ଜିଲ୍ଲାର ଏକ ଜଙ୍ଗଲ ଅଞ୍ଚଳରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି । କିସ୍ତୱାର ଗୁଳିକାଣ୍ଡରେ କୌଣସି ମୃତାହତଙ୍କ ରିପୋର୍ଟ ମିଳିନାହିଁ। ସେନା କହିଛି ଯେ ହ୍ୱାଇଟ୍ ନାଇଟ୍…

ଫାର୍ଷ୍ଟ୍ କ୍ଲାସ ଏସି କୋଚରୁ ନେଉଥିଲେ ବେଡସିଟ ଓ କମ୍ବଳ, ଧରିଲେ କର୍ମଚାରୀ…

ନୂଆଦିଲ୍ଲୀ: ପୁରୁଷୋତ୍ତମ ଏକ୍ସପ୍ରେସର ଫାର୍ଷ୍ଟ୍ କ୍ଲାସ ଏସି କୋଚରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ବେଡରୋଲ ଚୋରି କରୁଥିବାର ଅଭିଯୋଗ ବାରମ୍ବାର ହେଉଥିବା ନଜର ଆସିଛି। ତେବେ ଏପରି କିଛି ଘଟଣାକୁ ନେଇ ବର୍ତ୍ତମାନ୍ ଅନଲାଇନରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଟ୍ରେନ…

AI ପଢ଼ିପାରେ କି ଡାକ୍ତରଙ୍କ ପ୍ରେସକ୍ରିପ୍‌ସନ ? ଆସିଗଲା ନୂଆ ଟେକ୍ନୋଲଜି

ନୂଆଦିଲ୍ଲୀ: ଆମେ ଏକ ଡିଜିଟାଲ ଦୁନିଆରେ ବାସ କରୁଛୁ, ଯେଉଁଠାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ପ୍ରାୟ ସବୁ କିଛି ଉପରେ କବଜା କରିଛି। ଯେଉଁମାନେ ଡାକ୍ତରଙ୍କ ପାଖକୁ ଯାଇଛନ୍ତି, ସେମାନେ ଜାଣନ୍ତି ଯେ ହାତ ଲେଖା ପ୍ରେସକ୍ରିପ୍ସନ ପଢ଼ିବା କେତେ କଷ୍ଟକର ହୋଇପାରେ – ଏଥିରେ କ’ଣ ଲେଖାଯାଇଛି…

ଏହି ସବୁ ଦେଶରେ ମିଳୁ ନାହାନ୍ତି ବର

ନୂଆଦିଲ୍ଲୀ: ଭାରତରେ ଏବେ ପୁଅମାନଙ୍କୁ ବିବାହ ଉପଯୋଗୀ ଝିଅ ନ ମିଳିବା ଧୀରେ ଧୀରେ ଏକ ସମସ୍ୟାରେ ପରିଣତ ହେବାରେ ଲାଗିଛି । ତେବେ ପୃଥିବୀରେ ଏ ଭଳି ଦେଶ ସବୁ ଅଛି ଯେଉଁଠାରେ ବର ମିଳିବା କଷ୍ଟକର ହୋଇ ପଡୁଛି । ଦିଜିବୁତ ନାମକ ଏକ ଦେଶ ଅଛି ଯେଉଁଠାରେ ମହିଳାଙ୍କ ଅନୁପାତ ୫୫ ପ୍ରତିଶତ ରହିଛି ।…

ICC କ୍ରିକେଟ ମ୍ୟାଚ୍‌ରେ ଅମ୍ପାୟାର ହେବାକୁ ହେଲେ କ’ଣ ଥାଏ ଯୋଗ୍ୟତା ? ଜାଣନ୍ତୁ ଗୋଟିଏ ଦିନରେ ଦରମା କେତେ

ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ବରଂ ଏହା ଏକ ଅଦ୍ଭୂତ ଉତ୍ସାହ। ଗଳିକନ୍ଦିରେ ପିଲାମାନେ ବ୍ୟାଟ୍ ଓ ବଲ୍ ଧରି ଖେଳିବାକୁ ଓହ୍ଲାଇ ଆସନ୍ତି ଏବଂ ପ୍ରତ୍ୟେକ ଖେଳାଳି ବିରାଟ କୋହଲି କିମ୍ବା ଶଚୀନ ତେନ୍ଦୁଲକର ହେବାର ସ୍ୱପ୍ନ ଦେଖେ। କିନ୍ତୁ ସତ୍ୟ ହେଉଛି, କ୍ରିକେଟରେ…