Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏପଟେ ଟାରିଫ୍ ସେପଟେ ବନ୍ଧୁ ସମ୍ବୋଧନ….୨୫% ଶୁଳ୍କ ପରେ ଭାରତକୁ କିଛି ଏମିତି କହିଲେ ଟ୍ରମ୍ପ….

ନୂଆଦିଲ୍ଲୀ: ଭାରତ ଉପରେ ଆମେରିକା ଦ୍ୱାରା ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିବାର ଘୋଷଣା ପରେ, ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଭାରତକୁ ନେଇ ନୂଆ ସଫେଇ ଆସିଛି । ନିଜ ବିବୃତ୍ତିରେ, ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଭାରତ ସହିତ ଶୁଳ୍କ ଆଲୋଚନା କରିବାକୁ…

ହ୍ୱାଟସଆପ୍ ମାଧ୍ୟମରେ ସମନ ପଠାଇପାରିବେ ନାହିଁ, ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହ୍ୱାଟସଆପ୍ ଭଳି ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପୋଲିସ ତଦନ୍ତ ପାଇଁ ସମନ ପଠାଇବାକୁ ଅନୁମତି ମାଗି ହରିୟାଣା ସରକାର ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ହରିୟାଣା ସରକାରଙ୍କ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ଏବଂ କହିଛନ୍ତି ଯେ ପୋଲିସ ତଦନ୍ତ ପାଇଁ ସମନ କେବଳ…

ବନ୍ଧୁ କହି ଭାରତ ଉପରେ ୨୫% ଟାରିଫ୍ ଲଗାଇଲେ ଟ୍ରମ୍ପ, ଏମିତି ପ୍ରତିକ୍ରିୟା ରଖିଲେ କେନ୍ଦ୍ର ସରକାର….

ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ବାଣିଜ୍ୟିକ ଯୁଦ୍ଧ ଘୋଷଣା କରିଛି ଆମେରିକା । ସିଧା ଲଗାଇଛି ୨୫% ଶୁଳ୍କ, ତା ସାଙ୍ଗକୁ ଜରିମାନା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ଭାରତରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ୨୫% ଅଧିକ ଶୁଳ୍କ ଲାଗୁ କରିବ, ଯାହା…

ଦଲାଇ ଲାମାଙ୍କୁ ଭାରତ ରତ୍ନ ଦେବାକୁ ଦାବି, ବିଜେପି ସାଂସଦ ସମ୍ମାନ ପାଇଁ କହିଦେଲେ ଏପରି କଥା..

ନୂଆଦିଲ୍ଲୀ: ବିଜେପି ସାଂସଦ ତାପିର ଗାଓ ଲୋକସଭାରେ ଦଲାଇ ଲାମାଙ୍କ ପାଇଁ ଭାରତ ରତ୍ନ ଦାବି କରିଛନ୍ତି। ବୁଧବାର ଶୂନ୍ୟ କାଳରେ, ପୂର୍ବ ଅରୁଣାଚଳ ସାଂସଦ କହିଥିଲେ ଯେ ଭାରତ ସରକାର ଦଲାଇ ଲାମାଙ୍କ ପ୍ରତିଷ୍ଠାନକୁ ସ୍ୱୀକୃତି ଦେବା ଉଚିତ। ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ମଧ୍ୟ ଦାବି…

ଶକ୍ତିଶାଳୀ ସାଟେଲାଇଟ୍ ନିସାର, ମହାକାଶରୁ ପୃଥିବୀ ଉପରେ ରଖିବ ତିକ୍ଷ୍ଣ ନଜର

ଶ୍ରୀହରିକୋଟା: ବିଶ୍ୱ ଦେଖିଲା ଭାରତର ସାଟେଲାଇଟ ପାୱାର। ଶ୍ରୀହରିକୋଟା ସ୍ଥିତ ସ୍ପେଶ୍ ଷ୍ଟେସନ୍‌ରୁ ଲଞ୍ଚ୍ ହେଲା ଭାରତ-ଆମେରିକାର ଐତିହାସିକ ମିଳିତ ମିଶନ। ମହାକାଶରୁ ପୃଥିବୀ ପୃଷ୍ଠ ଉପରେ ରଖିବ ତୀକ୍ଷ୍ଣ ନଜର। ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ତା’ର ସବୁଠାରୁ ମହଙ୍ଗା…

ଜାତୀୟ ସ୍ୱାର୍ଥ ସର୍ବୋପରି; ଟ୍ରମ୍ପଙ୍କ ୨୫% ଶୁଳ୍କ ଉପରେ ଭାରତର ପ୍ରତିକ୍ରିୟା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଗଷ୍ଟ ୧ ତାରିଖରୁ ଭାରତ ଉପରେ ନୂଆ ଶୁଳ୍କ ଲାଗୁ ନେଇ ଘୋଷଣା କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ…

ଅସ୍ଥାୟୀ ଭାବେ ଅମରନାଥ ଯାତ୍ରା ସ୍ଥଗିତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ କର୍ତ୍ତୃପକ୍ଷ ବୁଧବାର ପହଲଗାମ ଏବଂ ବାଲତାଲ ଉଭୟ ରୁଟରେ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି। ଖରାପ ପାଗ ଯୋଗୁଁ ଗୁରୁବାର ମଧ୍ୟ ଜମ୍ମୁରେ ଯାତ୍ରା ସ୍ଥଗିତ ରହିବ। ଜମ୍ମୁ ଏବଂ କାଶ୍ମୀରର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ସୋସିଆଲ ମିଡିଆ…

ଅଗଷ୍ଟ ୨ରେ ପିଏମ୍‌ କିଷାନ ଟଙ୍କା

ନୂଆଦିଲ୍ଲୀ: ପିଏମ୍ କିଷାନର ୨୦ତମ କିସ୍ତି ଅଗଷ୍ଟ ୨ରେ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨, ୨୦୨୫ରେ ହିତାଧିକାରୀ ଚାଷୀଙ୍କ ଆକାଉଣ୍ଟକୁ ମୋଟ ୨୦,୫୦୦ କୋଟି ଟଙ୍କା ସ୍ଥାନାନ୍ତର କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ପ୍ରଦେଶର ବାରାଣସୀରେ ୨୦,୫୦୦ କୋଟି ଟଙ୍କାର…

କାର ଦୁର୍ଘଟଣାରେ ବାର୍ବି ଡିଜାଇନର୍ ମାରିଓ ପାଗଲିନୋ ଏବଂ ଜିଆନି ଗ୍ରୋସିଙ୍କ ଦେହାନ୍ତ

ନୂଆଦିଲ୍ଲୀ: ୨୭ ଜୁଲାଇରେ ଇଟାଲୀରେ ହୋଇଥିବା ଏକ କାର୍ ଦୁର୍ଘଟଣାରେ ପ୍ରସିଦ୍ଧ ବାର୍ବି ଡିଜାଇନର୍ ମାରିଓ ପାଗଲିନୋ ଏବଂ ଜିଆନି ଗ୍ରୋସିଙ୍କ ଦେହାନ୍ତ ହୋଇଛି। ପାଗଲିନୋ ଏବଂ ଗ୍ରୋସି ଦୀର୍ଘ ସମୟ ଧରି ପାର୍ଟନରସିପରେ ଥିଲେ। ୧୯୯୯ ମସିହାରେ ମ୍ୟାଗିଆ୨୦୦୦ ପ୍ରତିଷ୍ଠା କରିଥିଲେ। ପପ୍…

ଆୟକର ରିଟର୍ଣ୍ଣ ଦାଖଲ କରିବା ହେଲା ସହଜ, ଏବେ ଅନଲାଇନରେ ଉପଲବ୍ଧ ହେବ ITR 3 ଫର୍ମ…

ନୂଆଦିଲ୍ଲୀ:ଏବେ ଆପଣ ଆୟକର ପୋର୍ଟାଲ୍ ମାଧ୍ୟମରେ ITR-3 ଫାଇଲ୍ କରିପାରିବେ। ଆୟକର ବିଭାଗ ITR-3 ଫର୍ମ ଅନଲାଇନ୍ ଫାଇଲ୍ କରିବାର ସୁବିଧା ଆରମ୍ଭ କରିଛି। ଆଜି ୩୦ ଜୁଲାଇରେ, ଆୟକର ବିଭାଗ ଏହା ଘୋଷଣା କରିଛି। ବ୍ୟବସାୟରେ ଲାଭ କିମ୍ବା କ୍ଷତି ସହୁଥିବା ବ୍ୟକ୍ତି ଏବଂ HUFs ପାଇଁ ITR-3…