Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅହମଦାବାଦ ବିମାନ ଦୁର୍ଘଟଣାର ଶେଷ ୧୦ ସେକେଣ୍ଡ ପୁଣି ରହସ୍ୟ ବଢ଼ାଇଲା

ନୂଆଦିଲ୍ଲୀ: ଜୁନ ୧୨ରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୬୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ଭାରତର ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ପ୍ରାରମ୍ଭିକ ରିପୋର୍ଟ ଜାରି କରିଛି, ଯେଉଁଥିରେ…

ପୁଣି ଭାରତପଟୁ ଆକ୍ରମଣ ଆଶଙ୍କା କଲା କି ପାକିସ୍ତାନ? ବନ୍ଦ ହେଲା ପାକ୍ ଏୟାରବେସ୍

ନୂଆଦିଲ୍ଲୀ/ଇସଲାମାବାଦ: ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କୀ ହମଲାରେ ଜଡ଼ିତ ଲସ୍କର-ଏ-ତୈୟବାର ଛଦ୍ମବେଶୀ ଶାଖା ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ) ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବା ପରେ ପାକିସ୍ତାନରେ ହଲଚଲ । ଭାରତର ସମ୍ଭାବ୍ୟ ବାୟୁସେନା ଆକ୍ରମଣକୁ ଆଶଙ୍କା କରି ପାକିସ୍ତାନ ସତର୍କ…

ଦୁଇ ଭାଇଙ୍କର ଗୋଟିଏ କନିଆ, ସମସ୍ତଙ୍କୁ ଚକିତ କଲା ଭାରତର ଏହି ରାଜ୍ୟର ଅଜବ ପରମ୍ପରା….

ଶିମଲା: ଆମେ ସମସ୍ତେ ପାଞ୍ଚାଳୀଙ୍କୁ ଜାଣିଛେ । ମହାଭାରତର ଦ୍ରୌପଦୀ, ଯାହାଙ୍କର ୫ ସ୍ବାମୀ ଥିଲେ । ହେଲେ ବର୍ତ୍ତମାନ ଭାରତୀୟ ପରମ୍ପରା ଏବଂ ସଂସ୍କୃତିରେ ଏହା ବୋଧେ ଅଗ୍ରହଣୀୟ । ଗୋଟିଏ ମହିଳାର ଅନେକ ସ୍ବାମୀ ଥିବା ପ୍ରସଙ୍ଗକୁ ବୋଧେ ଟିକେ ଜଜମେଣ୍ଟାଲ ଦୃଷ୍ଟିରେ ଦେଖେ ଆଜିର ଦୁନିଆ ।…

ଅଧ୍ୟାପକଙ୍କ ବିରୁଦ୍ଧରେ ମାନସିକ ନିର୍ଯାତନା ଅଭିଯୋଗ; ଛାତ୍ରୀଙ୍କ ଆତ୍ମହତ୍ୟା, ଦୁଇ ଅଧ୍ୟାପକ ଗିରଫ

ଗୁରୁଗାଓଁ: ବାଲେଶ୍ୱର ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ପଛରେ କଲେଜର ଏଚଓଡିଙ୍କ ଦ୍ୱାରା ଫେଭର ମାଗିଥିବା ଅଭିଯୋଗ ଚର୍ଚ୍ଚାର ବିଷୟ ପାଲଟିଛି। ସାରା ଦେଶରେ ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା ଚାଲିଥିବା ବେଳେ ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି, ଯାହାକି ଉତ୍ତର ପ୍ରଦେଶର। ଶାରଦା…

ପାକିସ୍ତାନ ବିରୁଦ୍ଧରେ ଏକଜୁଟ୍ ହେଲେ ଭାରତୀୟ ଖେଳାଳୀ: ରଦ୍ଦ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ମ୍ୟାଚ୍

ନୂଆଦିଲ୍ଲୀ: ରଦ୍ଦ ହେଲା ଭାରତ-ପାକିସ୍ତାନ ଲିଜେଣ୍ଡସ୍ ମ୍ୟାଚ୍ ୨୦୨୫ । ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ଖେଳାଳୀଙ୍କ ପ୍ରତି କଠୋର ମନୋଭାବ ଦେଖାଇଛି ଭାରତୀୟ ଟିମ୍ । ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ୨୦୨୫ର ଆୟୋଜକମାନେ ଏକ ସରକାରୀ ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି ଯେ…

ଝଡ଼ ତାଣ୍ଡବ; ପର୍ଯ୍ୟଟକ ଡଙ୍ଗା ଓଲଟି ୩୪ମୃତ୍ୟୁ

ନୂଆଦିଲ୍ଲୀ: ଶନିବାର ଅପରାହ୍ନରେ ଭିଏତନାମରେ ହଠାତ୍ ଝଡ଼ ଆସିବାରୁ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଛି । ଫଳରେ ୩୪ଜଣଙ୍କର ମୃତ୍ୟୁ ହୋଇଛି ଓ ଅନ୍ୟପଟେ ଅନେକ ନିଖୋଜ ରହିଛନ୍ତି । ଉଦ୍ଧାରକାରୀ ଦଳ ୧୧ ଜଣଙ୍କୁ ବଞ୍ଚାଇଛନ୍ତି। ସୂଚନାନୁସାରେ, 'ୱାଣ୍ଡର ସି' ଡଙ୍ଗାଟି ୪୮ ଜଣ…

ମଝି ଆକାଶରେ ଲାଗିଗଲା ନିଆଁ, ବିମାନ ଭିତରେ କମ୍ପିଲେ ଯାତ୍ରୀ… ଦେଖନ୍ତୁ ଭିଡିଓ

ଲସ ଏଞ୍ଜେଲସ: ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏବେ ସାରା ବିଶ୍ୱରେ ବିମାନ ଯାତ୍ରାକୁ ନେଇ ସମସ୍ତେ ଚିନ୍ତିତ। ଏହାରି ଭିତରେ ଶୁକ୍ରବାର ଡେଲଟା ଏୟାର ଲାଇନ୍ସର ଏକ ବିମାନ (ଫ୍ଲାଇଟ ଡିଏଲ ୪୪୬) ଆଟଲାଣ୍ଟା ଅଭିମୁଖେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ଏହାର ବାମ ଇଞ୍ଜିନରେ ନିଆଁ ଲାଗିଯିବା…

ବିଜେପିର ନୂଆ ଅଧ୍ୟକ୍ଷ ଘୋଷଣାକୁ ଅପେକ୍ଷା, ହଠାତ ଦିଲ୍ଲୀରେ ୩ ଶୀର୍ଷ ନେତାଙ୍କୁ ଯୋଗୀଙ୍କ ସାକ୍ଷାତ ବଢ଼ାଇଲା ଭିନ୍ନ…

ନୂଆଦିଲ୍ଲୀ: ସାରା ଦେଶ ଅପେକ୍ଷା କରିଛି ଶାସକ ଦଳ ବିଜେପିର ନୂଆ ଅଧ୍ୟକ୍ଷ କିଏ ହେବେ? ତାରିଖ ପରେ ତାରିଖ ଗଡ଼ି ଚାଲିଛି ହେଲେ କିଏ ହେବେ ଅଧ୍ୟକ୍ଷ ସେ ନେଇ କୌଣସି ନିର୍ଯାସକୁ ଆସିପାରିନି କି ମୋହର ମାରିପାରୁନି ବିଜେପିର କୋର କମିଟି। ସେହିପରି ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ…

ଦେଶର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ: କିନ୍ନର ବେଶରେ ଭୋପାଳରୁ ନେହା ଗିରଫ, ତିଆରି କରିଛି ପାସପୋର୍ଟ

ଭୋପାଳ: ଦେଶର ସୁରକ୍ଷା ଏବେ ପ୍ରଶ୍ନ ଘେରରେ। କାରଣ ଜଣେ ବାଂଲାଦେଶୀ ନାଗରିକ ଭାରତରେ ଦୀର୍ଘ ବର୍ଷ ହେବ ବେଶ ବଦଳାଇ ରହୁଛି। ଆଉ ତା ପୁଣି ଜଣେ ତୃତୀୟ ଲିଙ୍ଗୀ ଭାବେ। ଅସଲରେ ସେ କିନ୍ତୁ ଜଣେ ପୁରୁଷ। ଯଦିଓ ଏବେ ଭୋପାଳ ପୋଲିସ ଦ୍ୱାରା ଏହି ବ୍ୟକ୍ତି ଜଣଙ୍କ ଗିରଫ ହୋଇଛନ୍ତି କିନ୍ତୁ ତାଙ୍କର…

ମୌସୁମୀ ଅଧିବେଶନରେ ମୋଦି ସରକାରକୁ ଘେରିବେ ବିରୋଧୀ, ୮ଟି ପ୍ରସଙ୍ଗ ଉପରେ ତିଆରି ହେଲା ରଣନୀତି

ନୂଆଦିଲ୍ଲୀ: ୨୧ ଜୁଲାଇ (ସୋମବାର)ରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଇଣ୍ଡିଆ ମେଣ୍ଟ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଏହି ଲକ୍ଷ୍ୟରେ ଶନିବାର ମେଣ୍ଟର ପ୍ରମୁଖ ନେତାମାନେ ଏକ ଭର୍ଚୁଆଲ ବୈଠକରେ ମିଳିତ ହୋଇ ଆଗାମୀ…