Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Mata Vaishnodevi Landslide: ୩୫ ଜଣ ଭକ୍ତଙ୍କ ମୃତ୍ୟୁ ହୋଇନି ବରଂ ହତ୍ୟା କରାଯାଇଛି, ଏଥିପାଇଁ ଏଲଜି ମନୋଜ ସିହ୍ନା…

ଜମ୍ମୁ: ମଙ୍ଗଳବାର ସନ୍ଧ୍ୟା ସମୟରେ ଜମ୍ମୁ-କଶ୍ମୀରରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୩୫ ଜଣଙ୍କର ମୃତ୍ୟୁ ହୋଇଛି । ଏବେବି ଅନେକ ଲୋକ ନିଖୋଜ ଅଛନ୍ତି ଏବଂ ଅନେକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଜମ୍ମୁ-କଶ୍ମୀରର ଉପ-ମୁଖ୍ୟମନ୍ତ୍ରୀ ସୁରେନ୍ଦ୍ର ଚୌଧୁରୀ କଟରା ଦୁର୍ଘଟଣା…

Maharashtra Building Collapsed: ମୁହୂର୍ତ୍ତକରେ ମାଟିରେ ମିଶିଗଲା ସବୁ ଖୁସି, ଉଜାଡି ଦେଲା ପୂରା ସଂସାର….

ମୁମ୍ବାଇ: ମାଟିରେ ମିଶିଲା ସବୁକିଛି, ଛାରଖାର ହୋଇଗଲା ପରିବାର । ଝିଅର ଜନ୍ମଦିନ ପାଳନ ସମୟରେ ଘଟିଗଲା ବଡ ଅଘଟଣ । ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଭିରାରରେ ବୁଧବାର ମଧ୍ୟରାତ୍ରିରେ ଏକ ୧୩ ବର୍ଷ ବୟସ୍କ ଅବୈଧ ଚାରି ମହଲା କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ଜଣେ ବର୍ଷୀୟ ଝିଅ ଏବଂ ତାଙ୍କ…

Arvind Kejriwal US tariff: ମୋଦିଙ୍କ ନିକଟରେ କେଜ୍ରିୱାଲଙ୍କ ଦାବି: ଆମେରିକୀୟ କପା ଉପରୁ ଟିକସ ହଟାନ୍ତୁ ନାହିଁ,…

ନୂଆଦିଲ୍ଲୀ: ଆମେରିକା ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ୫୦ ପ୍ରତିଶତ ଶୁଳ୍କ ୨୭ ଅଗଷ୍ଟରୁ କାର୍ଯ୍ୟକାରୀ ହୋଇଛି। ଏହି ଶୁଳ୍କକୁ ନେଇ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମୟରେ, ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ମୋଦି ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ କିଛି ଦିନ…

US Tariff on India: ଟ୍ରମ୍ପଙ୍କ ଟାରିଫ୍ ମାଡ, ବିପଦରେ ଲକ୍ଷ ଲକ୍ଷ ଚାକିରି!

ନୂଆଦିଲ୍ଲୀ: ଭାରତ ଉପରେ ୫୦% ଟାରିଫ୍ ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯାହା ବୁଧବାର ଠାରୁ କାର୍ଯ୍ୟକାରୀ ହୋଇଛି । ଭାରତ ବି ସିଧା ସିଧା କହିଦେଇଛି ଯେ ଦେଶର ୧୪୦ କୋଟି ଲୋକଙ୍କ ଆର୍ଥିକ ସ୍ୱାର୍ଥ ସହିତ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ । ଯାହା ଏବେ ଦେଶର…

Aadhaar Biometric Update: ଦେଶର ୧୭ କୋଟି ପିଲାଙ୍କର ହେବ ଆଧାର ଅପଡେଟ୍, ସମସ୍ତ ରାଜ୍ୟକୁ ଚିଠି ଲେଖିଲେ ୟୁଆଇଡିଏଆଇ…

ନୂଆଦିଲ୍ଲୀ: ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI) ଦ୍ୱାରା ସୂଚନା ଦିଆଯାଇଛି ଯେ ସାରା ଦେଶରେ ପ୍ରାୟ ୧୭ କୋଟି ଛାତ୍ରଛାତ୍ରୀଙ୍କ ବାଧ୍ୟତାମୂଳକ ବାୟୋମେଟ୍ରିକ୍ସ ଅପଡେଟ୍ କରାଯାଇ ନାହିଁ। ସମସ୍ତ ଛାତ୍ରଛାତ୍ରୀଙ୍କ ବାୟୋମେଟ୍ରିକ୍ସ ଅପଡେଟ୍ କରିବା ପାଇଁ ସମସ୍ତ ରାଜ୍ୟର…

Nuke India: ‘ଭାରତରେ ବୋମା ପକାଅ’, ‘ଟ୍ରମ୍ପ୍‌କୁ ହତ୍ୟା କର’: ଆମେରିକାରେ ଆତଙ୍କ,…

ନୂଆଦିଲ୍ଲୀ: ଅସୁରକ୍ଷିତ ହେବାରେ ଲାଗିଛି ଆମେରିକା । ଆମେରିକାର ସ୍ଥାନେ ସ୍ଥାନେ ହିଂସା ବୃଦ୍ଧି ପାଉଛି । ଆମେରିକାର ଏକ ସ୍କୁଲରେ ପୁଣି ଥରେ ଆକ୍ରମଣ ହୋଇଛି ଯେଉଁଥିରେ ନିର୍ଦ୍ଦୋଷ ପିଲାମାନେ ପ୍ରାଣ ହରାଇଛନ୍ତି। ବୁଧବାର, ଅଗଷ୍ଟ ୨୭ ତାରିଖରେ, ଜଣେ ଗୁଳିକାଣ୍ଡକାରୀ ଆମେରିକୀୟ ସହର…

Share Market: ଟ୍ରମ୍ପଙ୍କ ଟାରିଫ୍ ଉତ୍ତେଜନା ମଧ୍ୟରେ ବଜାର କ୍ରାସ୍, ଖସିଲା ସେନସେକ୍ସ, ମାତ୍ର କିଛି ମିନିଟରେ ୪…

ନୂଆଦିଲ୍ଲୀ: ବୁଧବାର ଭାରତ ଉପରେ ଟ୍ରମ୍ପଙ୍କ ୫୦% ପ୍ରତିଶତ ଶୁଳ୍କ ବୋମା ପ୍ରଭାବ ଆଜି ଭାରତୀୟ ଷ୍ଟକ୍ ବଜାର ଉପରେ ଦେଖାଯାଉଛି। ବଜାର ଖୋଲିବା ମାତ୍ରେ ସେନସେକ୍ସ BSE ସେନସେକ୍ସ ୬୫୦ ପଏଣ୍ଟ ହ୍ରାସ ପାଇଛି। ନିଫ୍ଟି ମଧ୍ୟ ଖରାପ ଅବସ୍ଥାରେ ଅଛି । ଆମେରିକା ଦ୍ୱାରା ଭାରତ ଉପରେ…

Russia-Ukraine conflict: ଶୁଳ୍କ ଯୁଦ୍ଧ ମଧ୍ୟରେ ବର୍ଷିଲେ ହ୍ବାଇଟ୍ ହାଉସ୍ ପରାମର୍ଶଦାତା, ରୁଷ-ୟୁକ୍ରେନ ଯୁଦ୍ଧକୁ…

ନୂଆଦିଲ୍ଲୀ: ଗୋଟେ ପଟେ ଆମେରିକା ଭାରତ ବିରୁଦ୍ଧରେ ଶୁଳ୍କ ଯୁଦ୍ଧ ଚଳାଇଛି, ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ସହିତ ଜଡିତ ଲୋକମାନେ ମଧ୍ୟ ଲଗାତାର ଭାରତକୁ ନେଇ କଡା ବୟାନ ଦେଉଛନ୍ତି। ଆମେରିକା କହିଛି ଯେ ଭାରତ ରୁଷଠାରୁ ଅଶୋଧିତ ତେଲ କିଣୁଛି ଯାହା…

Terrorists killed: ଏଲଓସିରେ ଅନୁପ୍ରବେଶ ଉଦ୍ୟମ ବିଫଳ; ସେନା ଗୁଳିରେ ଟଳିଲେ ୨ଆତଙ୍କବାଦୀ

ନୂଆଦିଲ୍ଲୀ:ପୁଣିଥରେ ନିୟନ୍ତ୍ରଣ ରେଖା ଦେଇ ଭାରତରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଏହି ଯୋଜନା ପଣ୍ଡ କରିଛନ୍ତି ଭାରତୀୟ ସେନା । ଜମ୍ମୁ ଓ କାଶ୍ମୀରର ବାନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟରରେ ଗୁରୁବାର ସକାଳେ ଭାରତୀୟ ସେନା ଦୁଇ ଜଣ ଆତଙ୍କବାଦୀଙ୍କୁ…