Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାରାଷ୍ଟ୍ରରେ ମରାଠୀ କହିବାକୁ ମନା କରିବାରୁ ଅଟୋ ଡ୍ରାଇଭରଙ୍କୁ ମାଡ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଭିରାର ଅଞ୍ଚଳର ଜଣେ ଅଟୋ ଡ୍ରାଇଭରଙ୍କୁ ଶିବସେନା କର୍ମୀ ଓ ମହାରାଷ୍ଟ୍ର ନବନିର୍ମାଣ ସେନାର କର୍ମୀମାନେ ମାଡ଼ ମାରିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ…

୨ ଘଣ୍ଟା ମେଡିକାଲରେ ରହିଲେ ମଧ୍ୟ କରିପାରିବେ ସ୍ବାସ୍ଥ୍ୟ ବୀମା ଦାବି

ନୂଆଦିଲ୍ଲୀ: ମେଡିକ୍ଲେମ୍ ଦାବି କରିବା ପାଇଁ ବର୍ତ୍ତମାନ୍ ଆଉ ୨୪ ଘଣ୍ଟା ହସ୍ପିଟାଲରେ ରହିବାକୁ ପଡିବ ନାହିଁ। ବର୍ତ୍ତମାନ୍ ମାତ୍ର ୨ ଘଣ୍ଟା ମେଡିକାଲରେ ରହିଲେ ମଧ୍ୟ ସ୍ବାସ୍ଥ୍ୟ ବୀମା ଦାବି କରି ହେବ। ତେବେ ପୂର୍ବରୁ ସ୍ୱାସ୍ଥ୍ୟ ବୀମା ଦାବି କରିବାକୁ ହେଲେ ୨୪ ଘଣ୍ଟା ପାଇଁ ହସ୍ପିଟାଲରେ…

ହୁତୁହୁତୁ ହୋଇ ଜଳିଲା ଡିଜେଲ ଭର୍ତି ଟ୍ରେନ..

ଚେନ୍ନାଇ: ତାମିଲନାଡୁର ତିରୁଭଲ୍ଲୁର ନିକଟରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିବା ପରେ ଆରାକ୍କୋନମ ଏବଂ ଚେନ୍ନାଇ ମଧ୍ୟରେ ଟ୍ରେନ ସେବା ବନ୍ଦ ରହିଛି। ସୂଚନା ଅନୁଯାୟୀ, ନିଆଁ ମାଲବାହୀ ଟ୍ରେନର ପାଞ୍ଚଟି କୋଚକୁ ବ୍ୟାପିଯାଇଥିଲା। ଯଦିଓ ଏଥିରେ କୌଣସି ଜୀବନହାନି କିମ୍ବା ଆହତ ହେବାର କୌଣସି…

ଆରପିଏଫର ସର୍ବୋଚ୍ଚ ପଦବୀରେ ନିଯୁକ୍ତ ହେଲେ ପ୍ରଥମ ମହିଳା, ଜାଣନ୍ତୁ କିଏ ଏହି ସୋନାଲି ମିଶ୍ର….

ନୂଆଦିଲ୍ଲୀ: ରେଳ ସୁରକ୍ଷା ବାହିନୀ (ଆରପିଏଫ) ଇତିହାସରେ ପ୍ରଥମ ଥର ପାଇଁ, ଜଣେ ମହିଳା ଅଧିକାରୀଙ୍କୁ ସର୍ବୋଚ୍ଚ ପଦବୀର କମାଣ୍ଡ ଦିଆଯାଇଛି । ବରିଷ୍ଠ ଆଇପିଏସ ଅଧିକାରୀ ସୋନାଲି ମିଶ୍ରଙ୍କୁ ରେଳ ସୁରକ୍ଷା ବାହିନୀର ପ୍ରଥମ ମହିଳା ମହାନିର୍ଦ୍ଦେଶକ (ଡିଜି) ଭାବରେ ନିଯୁକ୍ତ କରାଯାଇଛି ।…

ଅଳ୍ପକେ ବର୍ତ୍ତିଗଲେ ଇରାନୀ ରାଷ୍ଟ୍ରପତି ପେଜେସ୍କିଆନ, ନସରାଲ୍ଲାଙ୍କ ଶୈଳୀରେ ଆକ୍ରମଣ କରିଥିଲା ଇସ୍ରାଏଲ….

ନୂଆଦିଲ୍ଲୀ: ଇରାନ ସହିତ ୧୨ ଦିନିଆ ଯୁଦ୍ଧ ସମୟରେ, ଇସ୍ରାଏଲ ଇରାନୀ ରାଷ୍ଟ୍ରପତି ଡକ୍ଟର ମାସୁଦ ପେଜେସ୍କିଆନଙ୍କ ଉପରେ ଏକ ବଡ଼ ଆକ୍ରମଣ କରିଥିଲା। କିନ୍ତୁ ସୌଭାଗ୍ୟବଶତଃ ସେ ଏହି ଆକ୍ରମଣରୁ ସାମାନ୍ୟ ଆଘାତ ପାଇ ବଞ୍ଚିଯାଇଥିଲେ । ଇସ୍ରାଏଲୀ ସେନା ଏହି ଆକ୍ରମଣ ସେହି ଶୈଳୀରେ କରିଥିଲା ଯେପରି…

ଉଲଫା ଶିବିର ଉପରେ ଭାରତୀୟ ସେନାର ଡ୍ରୋନ୍ ଆକ୍ରମଣ ଅଭିଯୋଗ;ସେନା କହିଲା…

ନୂଆଦିଲ୍ଲୀ:ମିଆଁମାରର ସାଙ୍ଗିଗ ଅଞ୍ଚଳର ଏକ ଉଗ୍ରବାଦୀ ସଂଗଠନ ଉଲଫା(ଆଇ) ଦାବି କରିଛି ଯେ ଭାରତୀୟ ସେନା ମିଆଁମାର ସୀମାରେ ଥିବା ସେମାନଙ୍କ ଶିବିର ଉପରେ ଡ୍ରୋନ୍ ଆକ୍ରମଣ କରିଛି। ଉଲଫା(ଆଇ) ଅନୁଯାୟୀ, ଆକ୍ରମଣରେ ଜଣେ ବରିଷ୍ଠ ନେତାଙ୍କ ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୯ ଜଣ ଆହତ ହୋଇଛନ୍ତି।…

ବିହାର ଭୋଟର ତାଲିକାରେ ବାଂଲାଦେଶୀ, ନେପାଳୀ….ନିର୍ବାଚନ ଆୟୋଗଙ୍କ ଯାଞ୍ଚରେ ବଡ ଖୁଲାସା

ପାଟନା: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ, ଭୋଟର ତାଲିକାର ଏକ ସମ୍ପୂର୍ଣ୍ଣ ସଂଶୋଧନ (ଏସଆଇଆର) ଏବଂ ଯାଞ୍ଚ କରାଯାଉଛି । ଏହି ଦ୍ୱାର-ଦ୍ୱାର ସଂଶୋଧନ ଅଭିଯାନ ସମୟରେ, ବିହାର ଭୋଟ ଲିଷ୍ଟରେ ନେପାଳ, ବାଂଲାଦେଶ ଏବଂ ମିଆଁମାରର ଲୋକଙ୍କୁ ବହୁ…

ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣା: ବିଜେପି ଉପରେ ବର୍ଷିଲା ଟିଏମସି, ‘ଭିନ୍ନ ଦିନ, ଭିନ୍ନ ପୀଡିତା-ସ୍ଥିତି ସମାନ’

ନୂଆଦିଲ୍ଲୀ/ଭୁବନେଶ୍ବର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ନିଜକୁ ନିଆଁ ଲଗାଇ ଦେବା ଘଟଣାରେ ଏବେ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ବିଜେପି ସରକାରଙ୍କ ଉପରେ କଠୋର ଆକ୍ରମଣ ଆରମ୍ଭ କରିଛି । ଏନେଇ ନିଜ ଅଫିସିଆଲ ଏକ୍ସ…

ଅଜାଣତରେ ଆପଣଙ୍କ ଫଟୋ କିମ୍ୱା ଭିଡିଓ ଇଣ୍ଟନେଟରେ ଭାଇରାଲ ହେଉଛିକି? ଜାଣନ୍ତୁ କେମିତି ହଟାଇବେ

ନୂଆଦିଲ୍ଲୀ: କଳ୍ପନା କରନ୍ତୁ, ଆପଣଙ୍କର ଏକ ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ, ଯାହାକୁ ଆପଣ କେବେ ସାର୍ବଜନୀନ କରିନାହାନ୍ତି, ହଠାତ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା। ଏହା କେମିତି ଲାଗିବ? ଏପରି ଅନୁଭବ ହେଲା ଜଣେ ମହିଳା ଓକିଲଙ୍କୁ, ଯିଏ ମାଡ୍ରାସ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି।…

ଗୋଟିଏ ପୋକର ଦାମ ୭୫ ଲକ୍ଷ ଟଙ୍କା, ଦେଖନ୍ତୁ ଆପଣଙ୍କ ଘରେ ରହିଛି କି ? ହୋଇଯିବେ ଧନୀ

ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି ଏକ ଛୋଟ କୀଟ ଆପଣଙ୍କ ଭାଗ୍ୟ ବଦଳାଇ ଦେଇପାରେ? ହଁ, ଠିକ୍ ଶୁଣିଛନ୍ତି! ଷ୍ଟେଗ୍ ବିଟଲ୍ (Stag Beetle), ଯାହାକୁ ବିଶ୍ୱର ସବୁଠାରୁ ମହଙ୍ଗା କୀଟ ବୋଲି ଗଣାଯାଏ, ଏହାର ମୂଲ୍ୟ ଏତେ ଅଧିକ ଯେ ଏହାକୁ ବିକ୍ରି କରି ଆପଣ ଟୋୟୋଟା ଫର୍ଚୁନର ଭଳି ଲଗଜରୀ କାର୍…