Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜଧାନୀ ଦିଲ୍ଲୀରେ ପୁଣି ଭୂକମ୍ପ ଝଟ୍‌କା, ୨୪ ଘଣ୍ଟାରେ ଦୁଇଥର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ନିକଟରେ ଘଟିଥିବା ଏହି ଭୂମିକମ୍ପର ତୀବ୍ରତା ୩.୭ ରେକର୍ଡ କରାଯାଇଛି, ଯାହାର କେନ୍ଦ୍ରସ୍ଥଳ ଥିଲା ହରିୟାଣାର ଝାଜ୍ଜର। ଏହା ପୂର୍ବରୁ ଗତକାଲି ସକାଳ ୯ଟା ୪ରେ ଆଉ…

ବଢୁଛି ରାଧିକା ମୃତ୍ୟୁ ରହସ୍ୟ, ପୋଲିସର ସାଂଘାତିକ ଖୁଲାସା !

ନୂଆଦିଲ୍ଲୀ:ଧୀରେ ଧୀରେ ବଢୁଛି ଟେନିସ୍‌ ଖେଳାଳି ରାଧିକା ଯାଦବଙ୍କ ହତ୍ୟା ରହସ୍ୟ । ବାପା ଦୀପକ ଯାଦବ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଝିଅର ଟେନିସ ଏକାଡେମୀକୁ ନେଇ ବାପା ଖୁସି ନଥିବା ପୋଲିସ ଆଗରେ କହିଥିବା ଜଣାପଡ଼ିଛି । ଅନ୍ୟପଟେ ହତ୍ୟାକାଣ୍ଡ ପଛରେ ପ୍ରେମବ୍ୟାପାର ଥିବା ନେଇ…

ନାସାର ଚମତ୍କାର ଦୂରବୀକ୍ଷଣ, ଦେଖାଗଲା ଅଶ୍ଚର୍ଯ୍ୟକର ଜିନିଷ

ନୂଆଦିଲ୍ଲୀ: ନାସା ନିକଟରେ ଦୁଇଟି ମହାକାଶ ଦୂରବୀକ୍ଷଣ – ହବଲ ଏବଂ ଜେମ୍ସ ୱେବ – ମାଧ୍ୟମରେ ଏକମାତ୍ର ତାରାମଣ୍ଡଳର ଛବି ପ୍ରକାଶ କରିଛି। ପ୍ରଥମ ଦୃଷ୍ଟିରେ ଉଭୟ ଛବି ଅତ୍ୟନ୍ତ ଆକର୍ଷଣୀୟ ଲାଗୁଛି, କିନ୍ତୁ ନିକଟରୁ ଦେଖିଲେ ଉଭୟଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ସ୍ପଷ୍ଟ ହେଉଛି। ଏବେ ପ୍ରଶ୍ନ…

ଘରୋଇ ହସ୍ପିଟାଲ ପାଇଁ କଡ଼ା ନିୟମ; ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେନି

ଆସାମ:କୌଣସି ଘରୋଇ ହସ୍ପିଟାଲ କି ନର୍ସିଂ ହୋମ୍‍ ଆଉ କରିପାରିବେନି ମନମାନି । ବିଲ୍‌ ପେମେଣ୍ଟ ହେଉ ଅବା ନହେଉ ଏବେ ରୋଗୀଙ୍କ ମୃତଦେହକୁ ଅଟକାଇ ପାରିବେ ନାହିଁ । ମୃତ୍ୟୁ ହେବାର ୨ଘଣ୍ଟା ମଧ୍ୟରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି ଆସାମ…

ମୋହନ ଭାଗବତଙ୍କ ବୟାନରେ କାହାକୁ ଇସାରା ?

ନୂଆଦିଲ୍ଲୀ: ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ରରେ ସରକାର ଗଠନ କରିଥିଲା ବିଜେପି । ସେତେବେଳେ ୭୫ବର୍ଷ ହେବା ପରେ ନେତାଙ୍କୁ ଅବସର ନେବା ନେଇ ଅଘୋଷିତ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା । ଦଳର ଅନେକ ପୂର୍ବତନ ସାଂସଦ, ରାଜ୍ୟପାଳ ପଦରେ ରହିଥିବା ନେତାଙ୍କୁ ଏହି କାରଣରୁ ନା…

ତେଜସ୍ବୀଙ୍କ ପ୍ରସଙ୍ଗ ପାଣିଚିଆ କରିବାକୁ ନୀତିଶଙ୍କ ପ୍ଲାନ୍ !

ନୂଆଦିଲ୍ଲୀ: ପୁରୁଣା ଫର୍ମରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସରକାରୀ ଚାକିରୀ କ୍ଷେତ୍ରରେ ବିହାର ମୂଳ ନିବାସୀ ମହିଳାଙ୍କୁ ୩୫ପ୍ରତିଶତ ସଂରକ୍ଷଣ ଘୋଷଣା କରି ବଡ଼ ଗୋଟି ଚଳାଇଛନ୍ତି ନୀତିଶ । ତାଙ୍କର ଏଇ ଘୋଷଣା ବିରୋଧୀଙ୍କ ପ୍ରସଙ୍ଗକୁ ପାଣିଚିଆ କରିପାରେ । କାରଣ ସରକାରକୁ ଆସିଲେ…

ଇଂଟରନେଟ ସ୍ପିଡରେ ବିଶ୍ୱରେକର୍ଡ କଲା ଜାପାନ

ଟୋକିଓ: ଟେକ୍ନୋଲୋଜି ଏବଂ ଆଇଟି କ୍ଷେତ୍ରରେ ଜାପାନ ଆଉ ପାଦେ ଆଗେଇ ଯାଇଛି । ଇଂଟରନେଟ ସ୍ପିଡରେ ଏବେ ଜାପାନ ବିଶ୍ୱରେକର୍ଡ ସ୍ଥାପନ କରିଛି । ଜାପାନର ଗବେଷକମାନେ ୧.୦୨ ପେଟାବାଇଟ୍ସ (୧.୦୨ ମିଲିୟନ ଜିବି) ପ୍ରତି ସେକେଣ୍ଡ ସ୍ପିଡ ହାସଲ କରିପାରିଛନ୍ତି । ଏହା ଆମେରିକାଠାରୁ ୩.୫ ଗୁଣ ଏବଂ…

‘ଅପରେସନ ସିନ୍ଦୁରରେ ଭାରତର କୌଣସି କ୍ଷତି ନାହିଁ, ବିଦେଶୀ ମିଡିଆ ମିଥ୍ୟା ଖବର ପ୍ରସାରଣ କରିଛି’

ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଅପରେସନ ସିନ୍ଦୂର ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । NSA ଡୋଭାଲ କହିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ଭାରତର କୌଣସି କ୍ଷତି ହୋଇନାହିଁ । ବିଦେଶୀ ଗଣମାଧ୍ୟମ ଜାଣିଶୁଣି ମିଥ୍ୟା ଖବର ପ୍ରସାରଣ କରିଛି ଏବଂ ଭାରତର…

କାହିଁକି ପାଳନ କରାଯାଏ ବିଶ୍ୱ ଜନସଂଖ୍ୟା ଦିବସ? ଏହା କେବେ ଆରମ୍ଭ ହେଲା ଜାଣନ୍ତୁ..

ନୂଆଦିଲ୍ଲୀ: ପ୍ରତିବର୍ଷ ୧୧ ଜୁଲାଇରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଏ। ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଜନସଂଖ୍ୟା ସମସ୍ୟା ଏବଂ ସମାଜ ଉପରେ ଏହାର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା। ଆଗାମୀ ସମୟରେ ବିଶ୍ୱ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇପାରେ ବୋଲି ଆକଳନ…

ହାଇଡ୍ରୋପୋନିକ୍ ଘାସ କ’ଣ? ଯାହା ବ୍ୟାଙ୍କକରୁ ହେଉଛି ଯୋଗାଣ: ମୂଲ୍ୟ ଜାଣି ହୋଇଯିବେ ତାଜୁବ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମାୟାନଗରୀ ମୁମ୍ବାଇରେ ନିଶାଦ୍ରବ୍ୟ ଅପବ୍ୟବହାର ବିରୋଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମୁମ୍ବାଇ କଷ୍ଟମ୍ସ ବିଭାଗ ଗତ ତିନି ଦିନ ମଧ୍ୟରେ ୩୩.୩୫ କୋଟି ଟଙ୍କା ମୂଲ୍ୟର ୩୩.୩୫୫ କିଲୋଗ୍ରାମ ହାଇଡ୍ରୋପୋନିକ୍ ୱିଡ (ଘାସ) ଜବତ କରିଛି। ଏହି…