Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୭ ବର୍ଷ ପୂର୍ବରୁ ରାଜୀବ ଗାନ୍ଧୀଙ୍କୁ ଜଣା ଥିଲା ତାଙ୍କୁ ହତ୍ୟା କରାଯିବ, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ : ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୮୧ତମ ଜୟନ୍ତୀ। ୧୯୪୪ ମସିହା ଅଗଷ୍ଟ ୨୦ରେ ଜନ୍ମଗ୍ରହଣ କରିଥିବା ରାଜୀବ ଗାନ୍ଧୀ ୧୯୮୪ରେ ତାଙ୍କ ମାତା ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜନୀତିରେ ପ୍ରବେଶ କରିଥିଲେ। ମାତ୍ର ୪୦ ବର୍ଷ…

Vice President Election: ନାମାଙ୍କନ ଦାଖଲ କଲେ ଏନଡିଏ ପ୍ରାର୍ଥୀ ରାଧାକୃଷ୍ଣନ, ନିଜେ ପ୍ରସ୍ତାବକ ହେଲେ ମୋଦି….

ନୂଆଦିଲ୍ଲୀ: ଇଣ୍ଡିଆ ବ୍ଲକରୁ ଉପରାଷ୍ଟ୍ରପତି ପଦ ପାଇଁ ବି. ସୁଦର୍ଶନ ରେଡ୍ଡିଙ୍କ ନାମ ଘୋଷଣା ସହିତ, ଉପରାଷ୍ଟ୍ରପତି ପଦ ପାଇଁ ଦୌଡ଼ ଏବେ ରୋଚକ ହୋଇଛି । NDA ପ୍ରାର୍ଥୀ ସିପି ରାଧାକୃଷ୍ଣନ ଆଜି ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ…

ୟୁଏନଏସସିରେ ପୁଣି ପାକିସ୍ତାନ ମୁଖା ଖୋଲିଲା ଭାରତ, ଯୌନ ହିଂସା ନେଇ କଡା ନିନ୍ଦା କଲା….

ନୂଆଦିଲ୍ଲୀ: ପୁଣି ଭାରତ ୟୁଏନଏସସିରେ ପାକିସ୍ତାନର ପର୍ଦ୍ଦାଫାଶ କରିଛି ।  ସଂଘର୍ଷ ସମ୍ବନ୍ଧୀୟ ଯୌନ ହିଂସା ଉପରେ ଭାରତ ପକ୍ଷରୁ ବିବୃତ୍ତି ଦେବା ସମୟରେ, ଭାରତୀୟ କୂଟନୀତିଜ୍ଞ ଆଲଡୋସ୍ ମାଥ୍ୟୁ ପୁନୁସ୍ ପାକିସ୍ତାନକୁ ସଂପୂର୍ଣ୍ଣ ଧୋଇ ଦେଇଛନ୍ତି । ଜାତିସଂଘ ସୁରକ୍ଷା ପରିଷଦର ଖୋଲା…

ପିଏମ, ସିଏମ ଓ ମନ୍ତ୍ରୀଙ୍କ ବିରୁଦ୍ଧରେ ନୂଆ ବିଲ୍, ହରାଇବେ ପଦ: ବିରୋଧୀଙ୍କୁ କାହିଁକି ଡର ଲାଗୁଛି?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୁରୁତର ଅପରାଧିକ ମାମଲାରେ ଗିରଫ ହେଉଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ପଦରୁ ହଟାଇବା ପାଇଁ ତିନୋଟି ନୂଆ ବିଲ୍ ଆଣୁଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ଆଉ କିଛି ସମୟରେ ଲୋକସଭାରେ ଏହି ବିଲ୍‌ଗୁଡ଼ିକୁ ଉପସ୍ଥାପନ କରିବେ। ଏହାକୁ ସଂସଦର ଏକ…

ପୁଟିନଙ୍କ ଉପରେ ଚାପ ପକାଇବା ପାଇଁ ଭାରତ ଉପରେ ଦାଉ ସାଧିଛି ଆମେରିକା, ନିଜେ ହ୍ବାଇଟ୍ ହାଉସ କଲା ବଡ ଖୁଲାସା….

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ଘନିଷ୍ଠତାକୁ ଦେଖି ଆମେରିକା ନିଜର ରଙ୍ଗ ବଦଳାଇବା ଆରମ୍ଭ କରିଛି। ଭାରତ ଉପରେ ଶୁଳ୍କ ବୃଦ୍ଧି ସମ୍ପର୍କରେ ହ୍ୱାଇଟ୍ ହାଉସ୍ ସ୍ପଷ୍ଟୀକରଣ ଦେଇଛି। ପ୍ରେସ ସଚିବ କାରୋଲିନ୍ ଲେଭିଟ୍ ମଙ୍ଗଳବାର କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ, ଗିରଫ ପରେ ଅଭିଯୁକ୍ତର ଉଦ୍ଦେଶ୍ୟ ଜଣାପଡ଼ିଲା!

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ବୁଧବାର ଜନ ଶୁଣାଣି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ରାଜେଶ ଭାଇ ଖିମଜୀ ଭାଇ ସାକାରିୟା (୪୧) ଗୁଜୁରାଟର ରାଜକୋଟର ବାସିନ୍ଦା। ଘଟଣା ଦିଲ୍ଲୀର ସିଭିଲ ଲାଇନ୍ସସ୍ଥିତ…

ଭୋଟର ପରିଚୟ ପତ୍ରରେ ଅନିୟମିତତା, ନେତାଙ୍କ ଅଭିଯୋଗ ସତ୍ତ୍ୱେ ନିର୍ବାଚନ ଆୟୋଗ କହୁଛି କୌଣସି ଆପତ୍ତି ନାହିଁ

ପାଟନା: ଭୋଟ ଚୋରି ଅଭିଯୋଗ ଆଣି ବିରୋଧୀ ସରକାରକୁ ଶାଣିତ ଆକ୍ରମଣ କରୁଛନ୍ତି । ଭୋଟ ଚୋରି ପ୍ରତିବାଦରେ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭୋଟ୍ ଅଧିକାର ଯାତ୍ରା ଆରମ୍ଭ ହୋଇଛି । ଅନ୍ୟପଟେ ନିର୍ବାଚନ କମିଶନ କହିଛନ୍ତି, ଅଭିଯୋଗ କେବଳ ମିଡିଆରେ ଚାଲିଛି ହେଲେ…

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କି ହୁଅନ୍ତୁ କୌଣସି ମନ୍ତ୍ରୀ, ଗିରଫ ହେଲେ ପଦ ଛାଡିବାକୁ ପଡିବ, ସରକାର ଲୋକସଭାରେ…

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଅର୍ଥାତ୍ ଆଜି ଲୋକସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାକୁ ଯାଉଛନ୍ତି। ଏହି ବିଲ୍ ଅନୁଯାୟୀ, ଯଦି ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ ରାଜ୍ୟମନ୍ତ୍ରୀମାନଙ୍କୁ ଗିରଫ କରାଯାଏ, ତେବେ ଗିରଫ ହେବାର ୩୦ ଦିନ ମଧ୍ୟରେ ସେମାନଙ୍କୁ ସେମାନଙ୍କ ପଦ…

ଉପରାଷ୍ଟ୍ରପତି ଆସନ: ବିରୋଧୀଙ୍କ ତେଲୁଗୁ ପ୍ରାର୍ଥୀଙ୍କ ଆଶା ମଉଳିଲା, ଖେଳ କରିଦେଲା ଏନଡିଏ!

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳ ତେଲୁଗୁ ଅଞ୍ଚଳରୁ ଜଣେ ପ୍ରାର୍ଥୀଙ୍କୁ ଆଗକୁ ଆଣି ଏନଡିଏକୁ ଅଡ଼ୁଆରେ ପକାଇବାକୁ ଚାହୁଁଥିଲେ। କିନ୍ତୁ ଏହା ସଫଳ ହେବାର ସମ୍ଭାବନା କମ୍‌। ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର କୌଣସି ଆଞ୍ଚଳିକ ଦଳ ବିରୋଧୀଙ୍କ ପ୍ରାର୍ଥୀ ଜଷ୍ଟିସ୍‌ ବି. ସୁଦର୍ଶନ…

ଭୟଙ୍କର ସଡ଼କ ଦୁର୍ଘଟଣା; ୫୦ରୁ ଅଧିକ ଲୋକଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ:ପଶ୍ଚିମ ଆଫଗାନିସ୍ତାନ(Afghanistan)ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଇରାନରୁ ଫେରୁଥିବା ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଟ୍ରକ୍ ଏବଂ ଏକ ବାଇକ୍‌ ସହିତ ଧକ୍କା ହେବା ଫଳରେ…