Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛାନିଆ ଚୀନ ପାକିସ୍ତାନ!, ଭାରତ ବି ବନେଇଲାଣି ଏହି ଘାତକ ଅସ୍ତ୍ର….

ନୂଆଦିଲ୍ଲୀ: ଯୁଦ୍ଧାସ୍ତ୍ରରେ ଏବେ ଶକ୍ତିଶାଳୀ ହେଉଛି ଭାରତ । ଶତ୍ରୁ ଦେଶକୁ ମାତ୍ ଦେବାକୁ ଅଧିକ ଘାତକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାରେ ଲାଗିଛି । ଭାରତ ପ୍ରତିରକ୍ଷା ସଂସ୍ଥା ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଆଉ ଏକ ବଡ ପଦକ୍ଷେପ ନେଇଛି । ଯାହା ଶତ୍ରୁଦେଶ ଚୀନ ଏବଂ ପାକିସ୍ତାନକୁ ଚିନ୍ତାରେ…

ପୁଣି ଥରେ ଟ୍ରମ୍ପଙ୍କୁ ଟାର୍ଗେଟ କଲେ ମସ୍କ, କହିଲେ, ଟ୍ରୁଥ୍ ସୋସିଆଲ କ’ଣ?

ନୂଆଦିଲ୍ଲୀ: ପୁଣି ଏବେ ସ୍ପେସଏକ୍ସ ଏବଂ ଟେସଲା ମାଲିକ ଏଲୋନ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଟ୍ରମ୍ପ ଆମେରିକାରେ ତୃତୀୟ ପକ୍ଷ ଗଠନ କରିବା ପାଇଁ ମସ୍କଙ୍କ ବିରୁଦ୍ଧରେ ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଖୁବ୍ ବର୍ଷିବା ପରେ , ଏବେ…

୧୬ ବିଲିୟନରୁ ଅଧିକ ପାସୱାର୍ଡ ଲିକ୍‌: Google ଓ Facebook ୟୁଜର୍ସଙ୍କ ପାଇଁ ଆଲର୍ଟ

ନୂଆଦିଲ୍ଲୀ : ଭାରତର ସାଇବର ସୁରକ୍ଷା ଏଜେନ୍ସି CERT-In ଏକ ବଡ଼ ଆଲର୍ଟ ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ ବିଶ୍ୱବ୍ୟାପୀ ୧୬ ବିଲିୟନରୁ ଅଧିକ ପାସୱାର୍ଡ ଲିକ୍‌ ହୋଇଛି। ଏହା ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ଼ ଡାଟା ଲିକ୍‌ ଘଟଣାମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି। ଏହାର…

କାହିଁକି ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି ପୂର୍ବତନ ସିଜେଆଇ; ରଖିଲେ ସ୍ପଷ୍ଟୀକରଣ 

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଅବସର ପରେ ମଧ୍ୟ ସରକାରୀ ବଙ୍ଗଳାରେ ରହିବା ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି। ଚନ୍ଦ୍ରଚୂଡ଼ ତାଙ୍କ ଝିଅର ବିଶେଷ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ବିଳମ୍ବର କାରଣ ବୋଲି ଦର୍ଶାଇଛନ୍ତି। ମୋ ପାଖରେ ଥିବା ସରକାରୀ…

ଏତେ ଶସ୍ତାରେ ମିଳୁଛି ହେଲିକପ୍ଟର ? କିଛି ସମୟ ପାଇଁ ଲାଗିଲା ଅଫର !

ନୂଆଦିଲ୍ଲୀ : ଦିଲ୍ଲୀରୁ ପାଟଣା, ଲକ୍ଷ୍ନୌରୁ ହାଇଦ୍ରାବାଦ ପର୍ଯ୍ୟନ୍ତ, ରାସ୍ତାରେ ଚାଲିଲେ ଅନେକ ସମୟରେ ସେଲ୍‌ର ଅଫର ଲାଗିଥିବା ଦେଖାଯାଏ। ସେଲ୍‌ ଅର୍ଥାତ ସସ୍ତା ଦାମରେ ଜିନିଷ। ସମୟ ଥିଲେ ଲୋକେ ଏହି ଦୋକାନଗୁଡ଼ିକ ଭିଡ଼ ଲଗାନ୍ତି । ଅନେକ ସମୟରେ ଗାଡ଼ି ସେଲ୍‌ ଲାଗୁଥିବାର ପୋଷ୍ଟ ମଧ୍ୟ…

AI ମାଧ୍ୟମରେ ଭିଡିଓ ବନାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ସୁଯୋଗ, ଜାଣନ୍ତୁ ଚମତ୍କାର ଉପାୟ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ଭିଡିଓ କଣ୍ଟେଣ୍ଟର ଚାହିଦା ବଢ଼ିବାରେ ଲଗଛି। କିନ୍ତୁ ସମସ୍ତଙ୍କ ପାଖରେ କ୍ୟାମେରା ନଥାଏ କିମ୍ବା ସୁଟିଂ ଓ ଏଡିଟିଂ ପାଇଁ ସମୟ ମିଳେ ନାହିଁ। ଏପରି ପରିସ୍ଥିତିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭିଡିଓ ଜେନେରେସନ ଟୁଲ୍ସ ଏକ ନୂଆ ଓ ସହଜ ସମାଧାନ ହୋଇ…

ବିପର୍ଯ୍ୟୟ ସହାୟତା ପାଇଁ ପହଞ୍ଚିଲେ କଙ୍ଗନା…କହିଲେ,‘ନା ମୋ ପାଖରେ ପାଣ୍ଠି ଅଛି, ନା କ୍ୟାବିନେଟ୍’

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ, ରବିବାର ହିମାଚଳ ପ୍ରଦେଶର ମଣ୍ଡିରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏହି ସମୟରେ ସେ କିଛି ଅଜବ ମନ୍ତବ୍ୟ ଦେଇଥିଲେ, ଯେତେବେଳେ ସେ କହିଥିଲେ ଯେ ତାଙ୍କର କୌଣସି କ୍ୟାବିନେଟ୍ ପଦବୀ ନାହିଁ କିମ୍ବା ବିପର୍ଯ୍ୟୟ…

ରାଫେଲକୁ ବଦନାମ କରିବାକୁ ଚେଷ୍ଟା କରିଥିଲା ଚୀନ: ଫ୍ରାନ୍ସର ଗୁଇନ୍ଦା ରିପୋର୍ଟ କଲା ବଡ ଖୁଲାସା….

ନୂଆଦିଲ୍ଲୀ: ପାକିସ୍ତାନ ବିରୁଦ୍ଧରେ ଭାରତର ସଫଳ ଅପରେସନ୍ ସିନ୍ଦୁର ପରେ, ଚୀନ୍ ଏକ ବଡ଼ ଦୁଃସାହସିକତା କରିଥିଲା। ଚୀନ୍ ତାର ଦୂତାବାସ ମାଧ୍ୟମରେ ଫ୍ରାନ୍ସର ରାଫେଲ୍ ଜେଟ୍‌ର ବିଶ୍ୱ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲା । ଅପରେସନ ସିନ୍ଦୂର ପରେ ଚୀନ୍ ରାଫେଲ୍ ସମ୍ପର୍କରେ…

‘ହାସ୍ୟସ୍ପଦ…ଲାଇନଚ୍ୟୁତ…’, ଏଲନଙ୍କ ନୂଆ ଦଳ ନେଇ କିଛି ଏପରି କହିଲେ ରାଷ୍ଟ୍ରପତି ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବଢ଼ୁଥିବା ସାର୍ବଜନୀନ ମୁକାବିଲା ମଧ୍ୟରେ, ଟେକ୍ କୋଟିପତି ଏଲନ ମସ୍କ ତାଙ୍କର ନୂତନ ରାଜନୈତିକ ଦଳ 'ଆମେରିକା ପାର୍ଟି' ଘୋଷଣା କରିଛନ୍ତି। ରବିବାର ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୂର୍ବତନ ପରାମର୍ଶଦାତା ଏବଂ ନିକଟତର ସହଯୋଗୀ ଏଲୋନ…

ଟ୍ରମ୍ପଙ୍କ ଖୋଲା ଧମକ, ‘ବ୍ରିକ୍ସ ନୀତି ସହ ହାତ ମିଳାଇଲେ ଲାଗିବ ଅତିରିକ୍ତ ୧୦% ଶୁଳ୍କ’, ସାମିଲ ଅଛି ଭାରତ….

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ହ୍ୟାଣ୍ଡେଲ ଟ୍ରୁଥ୍ ସୋସିଆଲରେ ଏକ ଖୋଲା ଧମକ ଦେଇଛନ୍ତି। ସେ କହିଛନ୍ତି, ଯେକୌଣସି ଦେଶ ଯିଏ ବ୍ରିକ୍ସର ଆମେରିକୀୟ ବିରୋଧୀ ନୀତିରେ ସାମିଲ ହେବ, ତାଙ୍କ ଉପରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଏହି ନୀତିରେ…