Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିହାରରେ ଭୋଟର ତାଲିକା ଯାଞ୍ଚ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଏଡିଆର୍

ନୂଆଦିଲ୍ଲୀ: ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରିଛି। ଏହି ଆବେଦନ ଭାରତୀୟ ନିର୍ବାଚନ କମିଶନ (ECI)ଙ୍କ ନିଷ୍ପତ୍ତି ବିରୁଦ୍ଧରେ। ବିହାରରେ ଭୋଟର ତାଲିକା ପୁନଃଯାଞ୍ଚର କାମ ECI କରୁଛି। ଆବେଦନରେ କୁହାଯାଇଛି ଯେ ECIର ଏହି ନିର୍ଦ୍ଦେଶ…

ତଥ୍ୟ ୨୨ ବର୍ଷ ପୁରୁଣା…ତଥାପି, ବିହାରର ଭୋଟର ତାଲିକାରେ ପରିବର୍ତ୍ତନ କାହିଁକି ଜରୁରୀ?

ନୂଆଦିଲ୍ଲୀ: ବିହାରର ଭୋଟର ତାଲିକାରେ ପରିବର୍ତ୍ତନ କାହିଁକି ଜରୁରୀ? ଏନେଇ ଜ୍ଞାନେଶ କୁମାର କହିଛନ୍ତି ଯେ ବିହାରରେ ଭୋଟର ତାଲିକାର ଶେଷ ପୁଙ୍ଖାନୁପୁଙ୍ଖ ସଂଶୋଧନ ଜାନୁଆରୀ ୧, ୨୦୦୩ରେ କରାଯାଇଥିଲା। ଏହାର ଅର୍ଥ ହେଉଛି ଯେ ଭୋଟଦାନ ୨୨ ବର୍ଷ ପୁରୁଣା ତଥ୍ୟ ଆଧାରରେ କରାଯାଉଛି, ଯାହାକୁ…

୧ ଲକ୍ଷ କ୍ରୀତଦାସ ନୁହେଁ..ଏମାନେ କରିଥିଲେ ଗୀଜାର ବିଶ୍ୱପ୍ରସିଦ୍ଧ ପିରାମିଡ

କାହିରା: ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଗୀଜାର ପିରାମିଡ ଅନ୍ୟତମ । ୪୫୦୦ ବର୍ଷ ତଳେ ଏହା କିପରି ଭାବେ ନିର୍ମିତ ହୋଇଥିଲା ତାହା ଏବେ ବି ଏକ ରହସ୍ୟ ହୋଇ ରହିଛି । କେତେକ ରିପୋର୍ଟ ଅନୁସାରେ ୧ ଲକ୍ଷ କ୍ରୀତଦାସଙ୍କୁ ଦିନ ରାତି ଖଟାଯାଇ ଏହାକୁ ନିର୍ମାଣ କରାଯାଇଥିଲା । ଦୀର୍ଘ ଦିନ ପରେ…

୫୦% ଟୋଲ୍ ଟ୍ୟାକ୍ସ ହ୍ରାସ କଲେ ସରକାର… 

ନୂଆଦିଲ୍ଲୀ: ୫୦% ଟୋଲ୍ ଟ୍ୟାକ୍ସ ହ୍ରାସ କଲେ ସରକାର।ଜାତୀୟ ରାଜପଥ ଫି ନିୟମ ୨୦୦୮ ଅନୁଯାୟୀ  ଜାତୀୟ ରାଜପଥ ମାନଙ୍କରେ ସମସ୍ତ ଯାନବାହାନ ଠାରୁ ଟୋଲ୍ ଆଦାୟ କରାଯାଇଥାଏ।ତେବେ ବର୍ତ୍ତମାନ୍ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏହି ନିୟମଗୁଡ଼ିକୁ ପରିବର୍ତନ କରି ବୁଧବାର ଏକ ନୂତନ…

ମରାଠୀ ଭାଷା ପାଇଁ ଏକାଠି…ବଦଳିବ ମହାରାଷ୍ଟ୍ର ରାଜନୀତି !

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ବଡ଼ ଟୁଇଷ୍ଟ ! ୨୦ବର୍ଷ ପରେ ଗୋଟିଏ ମଞ୍ଚରେ ଠାକରେ ଭାଇ। ମୁମ୍ବାଇ ଓ୍ବର୍ଲିରେ ଶିବସେନା ୟୁବିଟି ଓ ମହାରାଷ୍ଟ୍ର ନବନିର୍ମାଣ ସେନାର ମିଳିତ ରାଲି କରାଯାଇଛି । ରାଲିର ନାଁ ଥିଲା ମରାଠୀ ବିଜୟ ରାଲି । ଏଥିରେ ଉଦ୍ଧବ ଠାକରେ ଓ ରାଜ ଠାକରେଙ୍କୁ ଏକାଠି…

ଏମିତି ହୁଏ ଦଲାଇ ଲାମାଙ୍କ ପୁନର୍ଜନ୍ମ !

ନୂଆଦିଲ୍ଲୀ: ଦଲାଇ ଲାମାଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଦଲାଇ ଲାମାଙ୍କ ପୁନର୍ଜନ୍ମ ପ୍ରସଙ୍ଗରେ ଚୀନର ହସ୍ତକ୍ଷେପକୁ କଡା ବିରୋଧ କରିଛନ୍ତି ତିବ୍ବତର ନିର୍ବାସିତ ସରକାରର ମୁଖ୍ୟ ପେନପା ତ୍ସେରିଙ୍ଗ । ପୁନର୍ଜନ୍ମ ଏକ ଆଧ୍ୟାତ୍ମିକ ପ୍ରକ୍ରିୟା । ତେଣୁ ପରବର୍ତ୍ତୀ ଦଲାଇ ଲାମା…

ରିସର୍ଚ୍ଚରେ ବଡ଼ ଖୁଲାସା; ଅପରିପକ୍ବ ଶିଶୁ ଜନ୍ମ ପଛରେ ବାୟୁ ପ୍ରଦୂଷଣ…

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ, ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପପୁଲେସନ୍ ସାଇନ୍ସେସ୍, ମୁମ୍ବାଇ, ୟୁକେ ଏବଂ ଆୟର୍ଲାଣ୍ଡର ଗବେଷକମାନେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ଏବଂ ରିମୋଟ୍ ସେନ୍ସିଂ ତଥ୍ୟ ୨୦୧୯-୨୧ ଅଧ୍ୟୟନ କରିଛନ୍ତି। ଯେଉଁଥିରେ…

‘ପ୍ୟାଡମ୍ୟାନ୍’ ବନିଲେ ରାହୁଲ ଗାନ୍ଧୀ: ସାନିଟାରୀ ନାପକିନ୍ ପ୍ୟାକେଟରେ ଫଟୋ ନେଇ ତେଜିଲା ବିବାଦ….

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଏବେ ବିହାର ରାଜନୀତି ବେଶ୍ ଚଳଚଞ୍ଚଳ ହୋଇଛି । ଭୋଟରଙ୍କୁ ନିଜ ଆଡକୁ ଢଳିବା ପାଇଁ ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ବିଭିନ୍ନ ଦଳ । ଏହାରି ଭିତରେ 'ପ୍ୟାଡମ୍ୟାନ୍' ଚଳଚ୍ଚିତ୍ର ଦ୍ୱାରା ଅନୁପ୍ରାଣିତ ହୋଇ, ବିହାରରେ କଂଗ୍ରେସର ନିର୍ବାଚନ…

ମରାଠୀ ଭାଷା ଶିଖିବାକୁ ବାଧ୍ୟ, ଯଦି କେହି ଅଭିନୟ କରନ୍ତି ତେବେ ତାଙ୍କୁ ଦଣ୍ଡ ଦିଆଯିବା ଉଚିତ: ରାଜ ଠାକରେ

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ଭାଷା ବିବାଦକୁ ନେଇ ରାଜ ଠାକରେ ଏବଂ ଉଦ୍ଧବ ଠାକରେ ଏକାଠି ହୋଇଥିଲେ। ଉଭୟ ଭାଇ ୨୦ ବର୍ଷ ପରେ ଏକାଠି ମଞ୍ଚ ସେୟାର କରିଛନ୍ତି। ଏହି ସମୟରେ ରାଜ୍ ଏବଂ ଉଦ୍ଧବ ଉଭୟ ମରାଠୀ ଭାଷାରେ ଭାଷଣ ଦେଇଥିଲେ ଏବଂ ବିଜେପି ଉପରେ ପ୍ରବଳ ଆକ୍ରମଣ କରିଥିଲେ। ଏହି ମଞ୍ଜରେ ରାଜ୍…

ପୁଣି ଭାରତ ବିରୋଧରେ ବିଷ ଉଗାରିଲେ ପାକ୍ ପ୍ରଧାନମନ୍ତ୍ରୀ: ପହଲଗାମ ଆକ୍ରମଣ ଦୁର୍ଭାଗ୍ୟଜନକ କହି ଲଗାଇଲେ ବଡ ଅଭିଯୋଗ…

ନୂଆଦିଲ୍ଲୀ: ଭାରତ ବିରୋଧରେ ବଡ ଅଭିଯୋଗ ଆଣିଛି ପାକିସ୍ତାନ । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଅପରେସନ ସିନ୍ଦୂରକୁ ଉଲ୍ଲେଖ କରି ଭାରତ ଆଞ୍ଚଳିକ ଶାନ୍ତିକୁ ଅସ୍ଥିର କରିବା ପାଇଁ ବ୍ୟବହାର କରିଥିଲା ବୋଲି ଅଭିଯୋଗ କରିଛନ୍ତି । ସରିଫ୍ ଭାରତକୁ ଟାର୍ଗେଟ କରି କହିଛନ୍ତି, ଭାରତ…