Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଅଧା ବିଶ୍ୱକୁ ଧ୍ୱଂସ କରିଦେବୁ’, ଆମେରିକା ମାଟିରେ ଭାରତକୁ ନିଶାନା କରି ବାହସ୍ପଟ ମାରୁଛି…

ନୂଆଦିଲ୍ଲୀ: ଏବେ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଆମେରିକା ଗସ୍ତରେ ଅଛନ୍ତି। ଆମେରିକା ଭାରତ ମଧ୍ୟରେ ଚାଲିଥିବା ଶୁଳ୍କ ଉତ୍ତେଜନା ଭିତରେ ଆମେରିକା ମାଟିରୁ ଭାରତକୁ ପରମାଣୁ ଧମକ ଦେଇଛନ୍ତି ମୁନିର। ମୁନିର କହିଛନ୍ତି ଯେ ଯଦି ଭବିଷ୍ୟତରେ ଭାରତ ସହିତ ଯୁଦ୍ଧ ହୁଏ ଏବଂ…

ଚୀନ୍ ବୈଜ୍ଞାନିକଙ୍କ ଦାବି; ପୃଥିବୀ ତଳେ ଗଭୀର ଅନ୍ଧକାରରେ ଜୀବର ମିଳିଛି ସନ୍ଧାନ…

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଜୀବନର ସନ୍ଧାନ କରାଯାଉଛି । ଏଲିଏନ୍ ବିଷୟରେ ମଧ୍ୟ ବିଭିନ୍ନ ଦାବି କରାଯାଉଛି । ଏହା ସମ୍ପୂର୍ଣ୍ଣ ନିଶ୍ଚିତ ବୋଲି ବିଶ୍ୱାସ କରାଯାଏ ଯେ ପୃଥିବୀ ବାହାରେ ମହାକାଶରେ ନିଶ୍ଚିତ ଭାବରେ ଜୀବନ ଅଛି କିମ୍ବା ଜୀବନର ସମ୍ଭାବନା ଅଛି । ବିଶ୍ୱର ଅନେକ ମହାକାଶ ସଂସ୍ଥା ଏହି…

ଜାଫର ଏକ୍ସପ୍ରେସରେ ଆଇଇଡି ବିସ୍ଫୋରଣ, ୫ ଆହତ

ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ମାସ୍ତୁଙ୍ଗ ଜିଲ୍ଲାରେ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନରେ ରବିବାର ଏକ ଆଇଇଡି ବିସ୍ଫୋରଣ ଘଟିଥିଲା। ସ୍ପାଜାଣ୍ଡ ରେଳ ଷ୍ଟେସନ ନିକଟରେ ଏହି ଘଟଣା ଘଟିଥିଲା। ତେବେ ହଠାତ୍ ବିସ୍ଫୋରଣ ଯୋଗୁଁ ଟ୍ରେନର ପାଞ୍ଚଟି କୋଚ୍ ଲାଇନଚ୍ୟୁତ…

ରାସ୍ତା କଡରେ ବୃହତକାୟ ପକ୍ଷୀ ଦେଖି ଲୋକେ ଚକିତ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ବୃହତକାୟ ପକ୍ଷୀର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ପକ୍ଷୀକୁ ଲୋକେ ଜଟାୟୁ ଭାବି ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି । ପକ୍ଷୀଟି ଶାନ୍ତ ମୁଦ୍ରାରେ ରାସ୍ତା କଡରେ ଥିବା ପଥର ଉପରେ ବସି ରହିଥିଲା । ଏହାକୁ ଦେଖିବା ପରେ ପ୍ରଥମେ ଲୋକମାନେ ଡରି କରି…

ପରମାଣୁ ଆକ୍ରମଣ କରିଥିଲେ ଏଲିଅନ୍, ବୈଜ୍ଞାନିକ କଲେ ଆଶ୍ଚର୍ଯ୍ୟଜନ ଖୁଲାସା

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହ, ଯାହାକୁ ଲାଲ ଗ୍ରହ ଭାବେ ମଧ୍ୟ ଜଣାଯାଏ, ଦଶନ୍ଧି ଧରି ବୈଜ୍ଞାନିକମାନଙ୍କ ପାଇଁ ରହସ୍ୟର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଜୀବନର ସମ୍ଭାବନା ଓ ପ୍ରମାଣ ଖୋଜିବା ପାଇଁ ନାସା ସମେତ ବିଶ୍ୱର ଅନେକ ମହାକାଶ ସଂସ୍ଥା ଅନୁସନ୍ଧାନ ଜାରି ରଖିଛନ୍ତି। କେତେବେଳେ ମଙ୍ଗଳରେ ବରଫ…

ବଢ଼ିପାରେ ରବର୍ଟ ଭଦ୍ରାଙ୍କ ସମସ୍ୟା, ବେଆଇନ ଭାବେ ୫୮ କୋଟି ଟଙ୍କା ରୋଜଗାର କରିଛନ୍ତି: ଇଡି

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ସମସ୍ୟା ବଢ଼ିପାରେ । ଗୋଟିଏ ପଟେ, ଇଡି ସୂତ୍ର ଦାବି କରୁଛି ଯେ ଭଦ୍ରା ବେଆଇନ ଉପାୟରେ ପ୍ରାୟ ୫୮ କୋଟି ଟଙ୍କା ରୋଜଗାର କରିଛନ୍ତି । ଅନ୍ୟପଟେ, ପଚରାଉଚରା ସମୟରେ ରବର୍ଟ ଭଦ୍ରା ତିନି ଜଣ ମୃତ ବ୍ୟକ୍ତିଙ୍କ…

ଡିଜିଟାଲ ଭାବେ ହେବ ସିବିଏସଇର ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା ଉତ୍ତର ଖାତା ମୂଲ୍ୟାଙ୍କନ

ନୂଆଦିଲ୍ଲୀ: ସିବିଏସଇ ଏବେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର ଉତ୍ତର ଖାତା ଡିଜିଟାଲ ଭାବରେ ମୂଲ୍ୟାଙ୍କନ କରିବ । ଏଥିପାଇଁ ଗୋଟିଏ କିମ୍ବା ଅଧିକ ଏଜେନ୍ସି ଚୟନ କରାଯିବ ବୋଲି ସିବିଏସଇର ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ନିଆଯାଇଥିବା ଏହି ନିଷ୍ପତ୍ତିରେ, ବୋର୍ଡର…

‘ଭାରତକୁ ଏକ ବଡ଼ ଶକ୍ତି ହେବାରେ କେହି ରୋକିପାରିବେ ନାହିଁ’

ଭୋପାଳ: ଆଜି ମଧ୍ୟପ୍ରଦେଶ ଗସ୍ତରେ ଯାଇ ରାଇସେନ ଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ ଆତଙ୍କବାଦ, ଭାରତର ଦ୍ରୁତ ବିକାଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବିଷୟରେ ଆଲୋଚନା କରିଥିଲେ । ସେ ଆତଙ୍କବାଦୀଙ୍କ…

କିସ୍ତୱାରରେ ଜାରି ରହିଛି ଏନକାଉଣ୍ଟର; ଏପଟେ କୁଲଗାମରେ ୧୦ମ ଦିନରେ ଆତଙ୍କବାଦ ବିରୋଧୀ ଅପରେସନ୍

ଶ୍ରୀନଗର: ଦକ୍ଷିଣ କାଶ୍ମୀରର କୁଲଗାମରେ ଚାଲିଥିବା ଗୁଳିବିନିମୟ ରବିବାର ୧୦ମ ଦିନରେ ପହଞ୍ଚିଛି। ଆଜି ସକାଳେ ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଆଉ ଏକ ଏନକାଉଣ୍ଟର ହୋଇଛି। ପାହାଡିଆ ଜିଲ୍ଲାର ଦୁଲ୍ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି…

ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ରସାବଳୀ ଦିବସ ପାଳନ; ଓଡ଼ିଶାର ସ୍ୱାଦିଷ୍ଟ ମିଠାକୁ ଅନ୍ତର୍ଜାତୀୟ ଦରବାରରେ…

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀ ଠାରେ ରସାବଳୀ ଦିବସ ମହାସମାରୋହରେ ପାଳନ କରାଯାଇଛି । ଶ୍ରୀ ବଳଦେବଜୀଉଙ୍କର ଜନ୍ମ ଦିବସ, ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଅବସରରେ ସମଗ୍ର ଉତ୍ସବଟି ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା । ଶ୍ରୀ ନୀଳାଚଳ ସେବାସଙ୍ଘ…