Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରଥଯାତ୍ରାରେ ବେକାବୁ ହେଲା ହାତୀ; ଦେଖୁଦେଖୁ ଘଟିଗଲା…

ଅହମ୍ମଦାବାଦ: ଆଜି ହେଉଛି ପବିତ୍ର ରଥଯାତ୍ରା। ଭାରତର ପ୍ରତ୍ୟେକ ରାଜ୍ୟରେ ଭକ୍ତ ମାନେ ଏହି ରଥଯାତ୍ରା ପାଳନ କରିଥାନ୍ତି। କିନ୍ତୁ ଅହମ୍ମଦାବାଦର ଖାରିଆ ଗୋଲାୱାଡ ଲରେ ରଥଯାତ୍ରାରେ ରଥକୁ ଟାଣିବା ପାଇଁ ହାତୀ ବ୍ୟବସ୍ଥା କରାଯାଇଥିଲା। ତେବେ ସେଠାରେ ଲୋକଙ୍କ ଭିଡ଼ ଦେଖି ଗୋଟିଏ ହାତୀଟି…

ସାଇବର ଠକେଇ ସଚେତନା କଲର ଟ୍ୟୁନ: ଆଉ ଶୁଭୁବନି ଅଭିତାଭଙ୍କ ସ୍ବର…..

ନୂଆଦିଲ୍ଲୀ: ଆଉ ନା ଶୁଭିବ ସାଇବର ସଚେତନତା କଲର ଟ୍ୟୁନ ନା ଶୁଭିବ ଅଭିତାଭ ବଚ୍ଚନଙ୍କ ସ୍ବର । ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ କଣ୍ଠରେ ସାଇବର ଅପରାଧ ସଚେତନତା ପାଇଁ ବଜାଯାଉଥିବା କଲର ଟ୍ୟୁନ୍କୁ ସରକାର ତୁରନ୍ତ ପ୍ରଭାବରୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରତ୍ୟେକ ମୋବାଇଲ୍…

ହିନ୍ଦୀକୁ ସମ୍ପୂର୍ଣ୍ଣ ଅଣଦେଖା କରିବା ଠିକ୍ ନୁହେଁ: ମହାରାଷ୍ଟ୍ରର ଭାଷା ବିବାଦ ଉପରେ ଶରଦ ପାୱାରଙ୍କ ବଡ଼ ବୟାନ

ମୁମ୍ବାଇ: ଭାଷା ବିବାଦକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସାମ୍ପ୍ରତିକ ନିର୍ଦ୍ଦେଶ ଯୋଗୁଁ ଏହି ସମସ୍ତ ହଇଚଇ ସୃଷ୍ଟି ହୋଇଛି। ଏହି ଆଦେଶରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ…

ଆମେରିକା ପୁଣି ଆକ୍ରମଣ କଲେ, ପରିସ୍ଥିତି ଭୟଙ୍କର ହେବ; ଟ୍ରମ୍ପଙ୍କୁ ଇରାନର ଧମକ…

ତେହେରାନ: ଇରାନ ଭବିଷ୍ୟତରେ ଆମେରିକାର ଯେକୌଣସି ଆକ୍ରମଣର ଜବାବ ଦୃଢ଼ ଭାବେ ଦେବ। ଆମେରିକା ପୁଣି ଆକ୍ରମଣ କଲେ ଇରାନ ପଶ୍ଚିମ ଏସିଆରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିବ ବୋଲି କହିଛନ୍ତି ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି…

ବେଆଇନ ଭାବେ ଭାରତ ଆସୁଥିଲା ପାକିସ୍ତାନ ମାଲ୍; ୩୯ କଣ୍ଟେନର ଜବତ

ନୂଆଦିଲ୍ଲୀ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। "ଅପରେସନ୍ ଡିପ୍ ମାନିଫେଷ୍ଟ" ଅଧୀନରେ ପାକିସ୍ତାନରୁ ଚୋରା ଚାଲାଣ ହେଉଥିବା ସାମଗ୍ରୀର ଏକ କଣ୍ଟେନର ଜବତ କରିଛି। ଏହି ସାମଗ୍ରୀଗୁଡ଼ିକ ତୃତୀୟ ଦେଶ ଅର୍ଥାତ୍ ଦୁବାଇ ଦେଇ…

୬ ବର୍ଷ ପରେ ଚୀନ୍ ସହିତ କଥା ବନିଲା….ଏସସିଓରୁ ଭାରତ ପାଇଁ ଖୁସି ଖବର ଦେଲେ ରାଜନାଥ ସିଂହ…..

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଚୀନ୍ ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ ଡନ୍ ଜୁନ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଚୀନ୍‌ର କ୍ୱିଂଡାଓରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ଅବସରରେ ଉଭୟଙ୍କ ମଧ୍ୟରେ ଏହି ବୈଠକ ହୋଇଥିଲା।…

‘ସୁଖ, ସମୃଦ୍ଧି ଆଉ ସୌଭାଗ୍ୟ’: ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର/ନୂଆଦିଲ୍ଳୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥାରୂଢ ହେବେ ତିନି ଠାକୁର । ଏନେଇ ଏବେ ଦେଶବିଦେଶରୁ ଓଡିଶାକୁ ଛୁଟୁଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ମହାପ୍ରଭୁ ଜଗନ୍ନାଥ ରଥଯାତ୍ରା ଆରମ୍ଭ ହେବା ଅବସରରେ ଭକ୍ତମାନଙ୍କୁ ତାଙ୍କର ହାର୍ଦ୍ଦିକ…

୧୫ ଦିନରେ ହୋଇଯିବ ଭୋଟର ଆଇଡି କାର୍ଡ, ଘରେ ବସି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ୧୮ ବର୍ଷ ହୋଇଛି ଏବଂ ଭୋଟର ଆଇଡି କାର୍ଡ ତିଆରି କରିବାକୁ ଚାହୁଁଛନ୍ତି, କିନ୍ତୁ ସରକାରୀ କାର୍ଯ୍ୟାଳୟର ଲମ୍ବା ଧାଡ଼ିରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସିର ଖବର। ଏବେ ଆପଣ ଅନଲାଇନରେ ଭୋଟର ଆଇଡି ପାଇଁ ଆବେଦନ କରି ମାତ୍ର ୧୫ ଦିନ ମଧ୍ୟରେ…

ଚୀନ ସହ ସୁଧୁରୁଛି ଆମେରିକା ସଂପର୍କ, ହେଲା ବଡ ଡିଲ୍: ‘ଭାରତ ସହ ବହୁ ଶୀଘ୍ର’ କହିଦେଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଯାହା ଏବେ ଚୀନ ଏବଂ ଆମେରିକା ମଧ୍ୟରେ ନିକଟତା ବୃଦ୍ଧି କରୁଥିବା ପରି ମନେ ହେଉଛି । ଆଉ ସବୁଠୁ ବଡ କଥା ହେଉଛି ଯେ ଟ୍ରମ୍ପ ମଧ୍ୟ ଭାରତ ସହ କିଛି…

ଏମିିତି ଏକ ରକ୍ତ ଯାହା ବିଶ୍ୱର ଜଣେ ଲୋକଙ୍କ ଶୀରରେ ରହିଛି, ମିଳିଲା ଦୁନିଆର ଦୁର୍ଲଭ ବ୍ଲଡ ଗ୍ରୁପ

ନୂଆଦିଲ୍ଲୀ: ଯେତେବେଳେ ବ୍ଲଡ ଗ୍ରୁପ ବିଷୟରେ ଆଲୋଚନା ହୁଏ, ଆମେ ସାଧାରଣତଃ A, B, AB ଓ O ଗ୍ରୁପ ବିଷୟରେ ଜାଣିଥାଉ। କିନ୍ତୁ ବିଜ୍ଞାନ ଜଗତରେ ଏକ ଏପରି ଆବିଷ୍କାର ହୋଇଛି, ଯାହା ଚିକିତ୍ସା ବିଜ୍ଞାନକୁ ଆଶ୍ଚର୍ଯ୍ୟ କରିଦେଇଛି। ଏକ ଏପରି ବ୍ଲଡ ଗ୍ରୁପ ଖୋଜାଯାଇଛି, ଯାହା ସମଗ୍ର ପୃଥିବୀରେ…