Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୋଟିଏ ମଞ୍ଚରେ ନଜର ଆସିବେ ଭାରତ ଏବଂ ପାକିସ୍ତାନ, ଦୀର୍ଘ ୭ ବର୍ଷ ପରେ…..

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା ସପ୍ତାହରେ ଚୀନ ଗସ୍ତ କରିପାରନ୍ତି । ପ୍ରତିରକ୍ଷା ମନ୍ତ୍ରୀ ସାଂଘାଇ ସହଯୋଗ ସଂଗଠନ (SCO) ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ଚୀନ ଗସ୍ତ କରିବେ । ଏହି ବୈଠକ ସମୟରେ ରାଜନାଥ ସିଂହ ତାଙ୍କର ଚୀନ୍ ପ୍ରତିପକ୍ଷ ଆଡମିରାଲ…

ଇରାନରେ ଭାରତର କେତେ ପ୍ରୋଜେକ୍ଟ ଚାଲିଛି ? ଜାଣନ୍ତୁ ଯୁଦ୍ଧ ଭିତରେ କେତେ ହେଉଛି କ୍ଷତି

ନୂଆଦିଲ୍ଲୀ: ଭାରତ ଓ ଇରାନ ମଧ୍ୟରେ ଐତିହାସିକ, ସାଂସ୍କୃତିକ ଏବଂ କୂଟନୈତିକ ସମ୍ପର୍କ ରହିଛି। ଭାରତ ପାଇଁ ଇରାନ ଏକ ମୁଖ୍ୟ ଦେଶ। ଇରାନରେ ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ଚାଲୁଛି। କିନ୍ତୁ, ଇସ୍ରାଏଲ-ଇରାନ ସଂଘର୍ଷ ଯୋଗୁଁ ଏହି ପ୍ରୋଜେକ୍ଟଗୁଡ଼ିକରେ ବିଳମ୍ବ, ବାଣିଜ୍ୟରେ ବାଧା,…

Smartphoneରେ ଆପଣ ଅଶ୍ଳୀଳ ଭିଡିଓ ଦେଖୁଛନ୍ତି କି ? ସାବଧାନ !

ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ସାଇବର ଠକେଇ ଏକ ନୂଆ ରୂପ ନେଉଛି। ଯେଉଁମାନେ ଅଶ୍ଳୀଳ ଭିଡିଓ, ବିଶେଷ କରି ଶିଶୁମାନଙ୍କ ସମ୍ପର୍କିତ କଣ୍ଟେଣ୍ଟ ଦେଖିବାକୁ ଆଗ୍ରହୀ, ସେମାନେ ବର୍ତ୍ତମାନ ସାଇବର ଗ୍ୟାଙ୍ଗର ଟାର୍ଗେଟ ହେଉଛନ୍ତି। ଏହି ଗ୍ୟାଙ୍ଗମାନେ ଅତି ଚତୁରତାର ସହ ଏବଂ ଏପରି ଭାବେ ଶିକାରର ଶୋଷଣ…

ଆମେରିକାରେ ଦୁଇଟି ସମୋସାକୁ କେତେ ଟଙ୍କାରେ ମିଳିଥାଏ ? ଦାମ ଶୁଣିଲେ ଚମକି ପଡ଼ିବେ

ନୂଆଦିଲ୍ଲୀ: ଆମେରିକା - ଏହି ନାମ ଶୁଣିଲେ ଆମ ମନରେ ବଡ଼ ବଡ଼ ଅଟ୍ଟାଳିକା, ଝଲସୁଥିବା ରାସ୍ତା ଓ ଆଡ଼ମ୍ବରପୂର୍ଣ୍ଣ ଜୀବନଶୈଳୀର ଚିତ୍ର ଉଭା ହୁଏ। କିନ୍ତୁ ସବୁକିଛି ଏପରି ନୁହେଁ। ଆମେରିକା ବିଶ୍ୱର ସବୁଠାରୁ ବିକଶିତ ଦେଶ ହେଲେ ମଧ୍ୟ ଏହା ବିଶ୍ୱର ସବୁଠାରୁ ମହଙ୍ଗା ଦେଶମାନଙ୍କ ମଧ୍ୟରେ ଗୋଟିଏ।…

ଏକାଠି ହୋଇଯିବେ ସବୁ ମୁସଲିମ ଦେଶ ! ଚିନ୍ତାରେ ଟ୍ରମ୍ପ

ନୂଆଦିଲ୍ଲୀ:ବିଶ୍ୱରେ ଆମେରିକାକୁ ସବୁଠାରୁ ଶକ୍ତିଶାଳୀ ଦେଶ ବୋଲି ଗଣାଯାଏ। ତେବେ ଚୀନ୍‌ ମଧ୍ୟ କିଛି କମ୍‌ ନୁହେ। ଏହା ମାନାଯାଏ ଯେ ଏହି ଦୁଇ ଦେଶ ସହ ଯୁଦ୍ଧ ବେଶ୍‌ କଷ୍ଟକର ହୋଇପାରେ। କିନ୍ତୁ ବିଶ୍ୱରେ ଅନେକ ଶକ୍ତିଶାଳୀ ମୁସଲିମ ଦେଶ ମଧ୍ୟ ଅଛନ୍ତି, ସେମାନେ ଯଦି ଏକଜୁଟ ହୁଅନ୍ତି, ତେବେ…

ଜନ୍ମଦିନରେ ଭାବପ୍ରବଣ ହୋଇପଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଖିରୁ ଝରି ପଡିଲା ଲୁହ, ଜାଣନ୍ତୁ କାହିଁକି?

ଡେରାଡୁନ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୭ ବର୍ଷ ବୟସରେ ପାଦ ଦେଇଛନ୍ତି । ତେବେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ମଞ୍ଚରେ ଭାବପ୍ରବଣ ହୋଇ କାନ୍ଦୁଥିବା ଭିଡିଓ ସାମ୍ନାକୁ ଆସିଛି । ଶୁକ୍ରବାର ମେ ୨୦ ତାରିଖରେ ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ NIEPVD (National Institute…

ଇରାନର ହେବ ବିଭାଜନ !

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଘମାଘୋଟ ସଂଘର୍ଷ ଜାରି ରହିଛି। ଏହା ମଧ୍ୟରେ ଇସ୍ରାଏଲର ସେନା ଅଧିକାରୀ ଓ ବୈଜ୍ଞାନିକଙ୍କୁ ଲଗାତର ନିଶାନା କରୁଛି ଇସ୍ରାଏଲ୍। ଏବେ ଇରାନର ସୁପ୍ରିମ ଲିଡର ଖୋମେନେଇଙ୍କୁ ଶେଷ କରିବାକୁ କହୁଛି। ସେପଟେ ଇସଲାମିକ ରିପବ୍ଲିକର ବିରୋଧୀ ଗୋଷ୍ଠୀ ମଧ୍ୟ…

ବିଜେପି-ଆରଏସଏସଙ୍କର ନାପସନ୍ଦ ଦେଶର ଗରିବ ପିଲା ଇଂରାଜୀ ଶିଖିବା: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଇଂରାଜୀ ଭାଷାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)କୁ ଟାର୍ଗେଟ୍ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ଏକ ବିବୃତ୍ତି ଜାରି କରି…

ଅମରନାଥ ଯାତ୍ରା ସମୟରେ ସୁରକ୍ଷା ଦାୟିତ୍ୱ କିଏ ବହନ କରନ୍ତି?

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ସମୟରେ ସୁରକ୍ଷା ଦାୟିତ୍ୱ କାହା କାନ୍ଧରେ? ୨୨ ଏପ୍ରିଲରେ ପହଲଗାମର ବୈସାରନ ଉପତ୍ୟକାରେ ଏକ ଆତଙ୍କି ଆକ୍ରମଣ ହୋଇଥିଲା, ଯେଉଁଥିରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣ ପରେ କାଶ୍ମୀର ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ…

‘ବିହାରର ଆତ୍ମସମ୍ମାନକୁ ଆଘାତ ଦେଇଛି ପଞ୍ଝା ଏବଂ ଲଣ୍ଠନ’: ସିଓ୍ବାନ ରାଲିରେ ବର୍ଷିଲେ ମୋଦି

ପାଟନା: ୪ ମାସ ପରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଥରେ ବିହାର ଗସ୍ତରେ ଯାଇଛନ୍ତି । ସିୱାନରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କଂଗ୍ରେସ ଏବଂ ଆରଜେଡିକୁ କଡା ନିଶାନା…